May 20, 2024

Odia Express

News For Public

ସଚିନ୍ ତେନ୍ଦୁଲକରଙ୍କ ଝିଅ Sara Tendulkar ଆପଣାଉଛନ୍ତି ମଡେଲିଙ୍ଗ୍ ଦୁନିଆଁରେ ନିଜ ହାତ, ଦେଖନ୍ତୁ ଗ୍ଲାମରର୍ସ ଫଟୋଗୁଡିକ

1 min read

ସଚିନ୍ ତେନ୍ଦୁଲକରଙ୍କ ନାଁ ୱାର୍ଲଡ୍ କ୍ରିକେଟ୍ ରେ ବହୁତ ଲୋକପ୍ରିୟତା ପାଇଛି, ସଚିନ୍ ନିଜ କ୍ୟାରିୟରରେ ବହୁତ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିପାରିବା କାହା ପାଇଁ ସହଜ କଥା ନୁହେଁ । ସଚିନ୍ ତେନ୍ଦୁଲକର ଭାରତୀୟ କ୍ରିକେଟ୍ ଜଗତର ଭଗବାନ ନାଁରେ ଜଣାଯାଆନ୍ତି, ସଚିନ୍ ତେନ୍ଦୁଲକରଙ୍କ ସହ ତାଙ୍କ ପରିବାର ବି ବହୁତ ଚର୍ଚ୍ଚିତ ରହିଥାଏ, ଖାସ୍ କରି ତାଙ୍କ ଝିଅ ସାରା ତେନ୍ଦୁଲକର ।

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ବଡ ହୋଇସାରିଛନ୍ତି, ସାରା ଏବେ ମଡେଲିଙ୍ଗ୍ ଦୁନିଆଁ ଆଡକୁ ନିଜ ପାଦ ଥାପି ଛନ୍ତି । ସାରା ତେନ୍ଦୁଲକର ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ୍ ଭିଡିଓ ସେୟାର୍ କରିଛନ୍ତି, ଯେଉଁଥିରେ ସେ କପଡା କମ୍ପାନୀ ପାଇଁ ମଡେଲିଙ୍ଗ୍ କରୁଥିବାର ନଜର ଆସୁଛନ୍ତି, ସାରାଙ୍କ ସହ ଆହୁରି ଦୁଇଟି ମଡେଲର ବନିତା ସନ୍ଧୁ ଓ ତାନ୍ୟା ଶ୍ରାପ ଭିଡିଓରେ ନଜର ଆସୁଛନ୍ତି, ସେମିତି କମ୍ପାନୀର ତରଫରୁ ସାରା ତେନ୍ଦୁଲକରଙ୍କୁ ଲଞ୍ଚକରୁଥିବାର ଫଟୋ ପୋଷ୍ଟ କରୁଥିବାର ନଜର ଆସିଚି ।

ଭିଡିଓକୁ ସେୟାର୍ ହେବା ଦ୍ୱାରା ଏହା ଭାଇରାଲ୍ ହୋଇଯାଇଛି, ଏବେ ପର୍ଯ୍ୟନ୍ତ ଏହି ଭିଡିଓ ୬୯,୬୧୦ ହଜାର ଲାଇକ୍ ମିଳିସାରିଛି short,bodycon dress ପିନ୍ଧିକରି ସାରା ଭିଡିଓରେ ବହୁତ ସୁନ୍ଦର ନଜର ଆସୁଛନ୍ତି, ସଚିନ୍ ଅଞ୍ଜଳୀଙ୍କ ବଡ ଝିଅ ସାରା ସୋସିଆଲ୍ ମିଡିଆରେ ବହୁତ ଲୋକପ୍ରିୟତା ପାଇଛନ୍ତି, ତାଙ୍କ ପ୍ରତ୍ୟେକ ଫଟୋରେ ବହୁତ ହଜାର୍ ଲାଇକ୍ସ ଦେଖିବାକୁ ମିଳିଯାଏ ।

ଆପଣଙ୍କୁ କହିଦେବୁ କି ସାରା ତେନ୍ଦୁଲକର ଅଧିକାରୁ ଅଧିକା ସମୟ ଲଣ୍ତନରେ କଟାଇଛନ୍ତି, ଏବେ ସେ ନିଜ ସ୍ନାତକ ପୁରା କରିଛନ୍ତି, ସାରାଙ୍କ ଭିଡିଓ ଦେଖିବାପରେ ଲୋକେ ତାଙ୍କ ପ୍ରଶଂସା କରୁଛନ୍ତି, ଲୋକେ ତାଙ୍କୁ ବହୁତ ଶୁଭକାମନା ଦେଇଛନ୍ତି ।

ନିଜ ମା ଅଞ୍ଜଳୀ ଙ୍କୁ ନିଜ ବେଷ୍ଟ ଫ୍ରେଣ୍ତ ବନାଇଥିବା ସାରା ତେନ୍ଦୁଲକର ବଲିଉଡ୍ ରେ ଆସିବାର ଆଶା ବହୁତ ଲମ୍ବା ସମୟରୁ କରାଯାଉଛି, କିନ୍ତୁ ଏହି ବିଷୟରେ ତେନ୍ଦୁଲକରଙ୍କ ପରିବାର ତରଫରୁ କିଛି ବି ବୟାନ ଆସିନାହିଁ ।

ସାଧାରଣତଃ ସେ ନିଜ ଜୀବନକୁ ମିଡିଆରୁ ଦୁରେଇ ରଖୁଥିବା ସଚିନ୍ କିଛି ସମୟ ପୁର୍ବରୁ କହିଥିଲେ କି ସେ ତାଙ୍କ ଛୁଆ ସାରା- ଅର୍ଜୁନଙ୍କୁ ଯେଉଁ ବି ଫିଲଡରେ କ୍ୟାରିୟର୍ କରିବାକୁ ଚାହୁଁଛନ୍ତି ତାଙ୍କୁ ପୁରା ସ୍ୱାଧିନତା ଦେବେ, ଏବେ ଅର୍ଜୁନ ତେନ୍ଦୁଲକର କ୍ରିକେଟରେ ଆକ୍ଟିଭ୍ ଅଛନ୍ତି, କିନ୍ତୁ ସାରା ଏବେ ପର୍ଯ୍ୟନ୍ତ ପାଠପଢାରେ ବ୍ୟସ୍ତ ଅଛନ୍ତି, ଏମିତିରେ ତାଙ୍କର ଏମିତି ମଡେଲିଙ୍ଗ୍ କରିବା ଲୋକଙ୍କୁ ଚକିତ କରିଦେଇଛି ।

ଆପଣଙ୍କୁ କହିଦେବୁ କି ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଇନଷ୍ଟାଗ୍ରାମରେ ୧,୨ ମିଲିୟନ୍ ଫଲୋଅର୍ସ ଅଛନ୍ତି, କିଛି ଦିନ ପୁର୍ବରୁ ସୋସିଆଲ୍ ମିଡିଆରେ ଜଣେ ୟୁଜର୍ କହିଥିଲେ କି ତୁମେ ଏତେ ଧନୀ ବାପାଙ୍କ ଝିଅ ଅଟ ତୁମେ ପଇସାରେ ଐଶ୍ କରୁଛ, ଯେଉଁଥିରେ ସାରା ସେହି ୟୁଜର୍ କୁ ରିପ୍ଲାଇ କଲେ ଯାହାର୍ କଳ୍ପନା ଆପଣ କରିପାରିବେ ନାହିଁ ।

ସାରା ଲେଖିଥିଲେ କି ମୁଁ ଏହା କହୁଛି କି ଯେଉଁ ପଇସାରେ କୈଫିନ୍ ଉପରେ ବର୍ବାଦି ହେଉଛ, ସେହି ପଇସାରେ ଏହା ଭଲ ବ୍ୟବହାର ଅଟେ, ଏହି ପଇସାର ବର୍ବାଦୀ କରିବା ବିଲକୁଲ୍ କହିବା କଥା ନୁହେଁ ସାରାଙ୍କ ଏଇ ପ୍ରକାରର ଜବାବ୍ ଦେବା ବହୁତ ଦିନ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ଘେରରେ ରହିଥିଲା ।

Leave a Reply

Your email address will not be published. Required fields are marked *