June 19, 2024

Odia Express

News For Public

22 ଜାନୁୟାରୀ ୨୦୨୨ ର ରାଶିଫଳ, ଆଜି ଏହି ପାଞ୍ଚଟି ରାଶିବାଲାଙ୍କର ଜୀବନରେ ଅସୁବିଧା ଗୁଡିକ ହେବ ଦୁର, ଅଚାନକ ଧନ ପ୍ରାପ୍ତି ହେବାର ହେଉଛି ଯୋଗ

1 min read

୧) ମେଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବାର ଅଛି । ଯଦି ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ଦସ୍ତାବିଜ ଉପରେ ହସ୍ତାକ୍ଷର କରୁଛନ୍ତି, ତେବେ ଠିକ୍ ଭାବେ ଯାଞ୍ଚ କରିନିଅନ୍ତୁ, ନହେଲେ ଭବିଷ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଆପଣଙ୍କ ଉପରେ ନକରାତ୍ମକ ବିଚାର ଆଣିବାକୁ ଦିଅନ୍ତୁ ନାହିଁ, ପାରିବାରିକ ମାହୋଲ୍ ସାମାନ୍ୟ ରହିବ, ପରିବାର ଲୋକଙ୍କ ସହ ଭଲ ତାଳମେଳ ରଖନ୍ତୁ, ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଧନ ପ୍ରାପ୍ତିର ଯୋଗ୍ ନଜର ଆସୁଛି, ଭାଗ୍ୟର ପୁରା ସାଥ୍ ମିଳିବ, ସାଙ୍ଗଙ୍କ ସାହାଯ୍ୟରେ ଅଟକିଥିବା କାମ ପୁରା ହୋଇପାରେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ଯଦି ଆପଣ କାହାଠାରୁ ପଇସା ଉଧାର ଦେଇଛନ୍ତି ତାହା ଫେରିପାରିବେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଜୀବନସାଥୀଙ୍କ ସହ ଆପଣଙ୍କ ଭାବନାକୁ ବୁଝିପାରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ମିଳିପାରିବ, କମାଇର ଜରିଆ ବଢିବ,

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଯଦି କିଛି ପୁରୁଣା ବାଦ ବିବାଦ ଚାଳୁଛି ତେବେ ସେ ତାହା ସମାଧାନ ହୋଇଯିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆର୍ଥିକ ଲାଭ ମିଳିବାର ଯୋଗ ଅଛି, ଆପଣ ନିଜ ଚତୁରାଇରେ କାମକାର୍ଯ୍ୟରେ ଲଗାତାର୍ ସଫଳତା ହାସିଲ୍ କରିବେ, ରୋଜଗାରରେ କରାଯାଇଥିବା ପ୍ରୟାସ ସଫଳ ହେବ, ପ୍ରେମ ସଂବନ୍ଧରେ ମଜବୁତି ଆସିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ,

୪)କର୍କଟ ରାଶି- ଆଜି ଆପଣଙ୍କ ଦିନ ଉତଥାନପତନ ଭରା ରହିବ, ପରିବାରର କେଉଁ ସଦସ୍ୟଙ୍କ ସହ କଥା କଟାକଟି ହୋଇପାରେ ଯାହାକୁ ନେଇକରି ମନରେ ଚିନ୍ତା ରହିବ, ଆପଣ ନିଜ ଆମଦାନୀର ଅନୁସାରେ ଘରୋଇ ଖର୍ଚ୍ଚକୁ କଣ୍ଟ୍ରୋଲ୍ କରନ୍ତୁ, ନହେଲେ ଭବିଷ୍ୟରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ସଂମ୍ଭାବନା ଅଛି, ଯାହା ଆପଣଙ୍କ୍ ଚିନ୍ତାର୍ କାରଣ ହେବ, ଆପଣ ଯେତେ ପରିଶ୍ରମ କରିବେ ତାହା ଅନୁସାରେ ଫଳରପ୍ରାପ୍ତି ହେବ,

୫) ସିଂହ ରାଶି- ଆଜି ଆପଣଙ୍କୁ ପଇସା ଲେଣଦେଣରେ ସାବଧାନ ରହିବାର ଦରକାର ଅଛି, ନହେଲେ ହାନୀ ହେବାର ସଂମ୍ଭାବନା ଅଛି, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ହେବ, କାମକାର୍ଯ୍ୟ ଯୋଜନା ଗୁଡିକ କାହା ଆଗରେ କୁହନ୍ତୁ ନାହିଁ, ନହେଲେ ଲୋକେ ଏହାର ଫାଇଦା ଉଠାଇପାରନ୍ତି, ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦା ଦାୟକ ରହିବ, କେଉଁ କାମକାର୍ଯ୍ୟକୁ ବ୍ୟସ୍ତତା ପୁର୍ଣ୍ଣ ହୋଇକରନ୍ତୁ ନାହିଁ, ନହେଲେ ବିଗିଡିପାରେ, ଯେଉଁ ବ୍ୟକ୍ତି ବହୁତ ଦିନରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରି ମିଳିପାରିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଜୀବନରେ ଚାଳୁଥିବା ସବୁ ଅସୁବିଧାର ସମାଧାନ ହୋଇଜିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ବଢିବେ, ଘରର ମାଙ୍ଗଳିକ କାର୍ଯ୍ୟକ୍ରମରେ ଆୟୋଜନ ବିଷୟରେ ଆଲୋଚନା ହୋଇପାରେ, ପରିବାର ଲୋକଙ୍କ ସହ ହସଖୁସିରେ ଜୀବନ ଅତିବାହିତ କରିବେ, ଅଚାନକ ଆର୍ଥିକ ଲାଭ ମିଳିବାର ଆଶା ଅଛି,

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ସକରାତ୍ମକ ହେବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ କାମ ଆରମ୍ଭ କରିବେ, ଯାହା ଭବିଷ୍ୟରେ ଭଲ ଫାଇଦା ଦେବ, ପାରିବାରିକ ଜୀବନରେ ଖୁସିମୟ ପରିସ୍ଥିତି ରହିବ, ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ସଫଳ ହେବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ପ୍ରେମ ଜୀବନରେ ଉତ୍ତମ ଫଳ ପ୍ରାପ୍ତି ହେବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବାର ଆଶା କରାଯାଉଛି, ଯାହାଦ୍ୱାରା ମନ ହର୍ଷିତ ହେବ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, ଘରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଆପଣଙ୍କୁ ନିଜ ରାଗ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ସଂମ୍ପତ୍ତିରେ ଆୟବୃଦ୍ଧି ହେବାର ସଂମ୍ଭାବନା ଅଛି, ଅଚାନକ ଆପଣଙ୍କ ହାତରେ କେଉଁ ବଢିଆ ମଉକା ଲାଗିପାରେ ଯାହାକୁ ଫାଈଦା ଉଠାଇବାକୁ ହେବ, କେଉଁ ଦୁର ଯାତ୍ରାରେ ବାହାନ ଚଲାଇବା ସମୟରେ ସତର୍କତା ସହ ରୁହନ୍ତୁ,

୯) ଧନୁ ରାଶି- ଆଜି ଆପଣଙ୍କ କାମକାର୍ଯ୍ୟରେ ବାଧାର ସାମ୍ନା କରିବାକୁ ପଡିବ, ଯାହାକୁ ନେଇ ମନ ବହୁତ ଚିନ୍ତିତ ରହିବ, କେଉଁ ଲମ୍ବା ଦୁର ଯାତ୍ରା ଯିବାରୁ ଦୁରେଇ ରହିବାକୁ ହେବ, ଯଦି ଯାତ୍ରା ଜରୁରୀ ଅଛି ତେବେ ବାହାନ ପ୍ରୟୋଗରେ ସାବଧନତା ରୁହନ୍ତୁ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ଧନ ସଂବନ୍ଧିତ ମାମଲାରେ ବୁଝାମଣାରେ କାମ କରିବାକୁ ହେବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ କଠିନ ପରିଶ୍ରମ କରିବାକୁ ପଡୀବ, କିନ୍ତୁ ପରିଶ୍ରମ କାମକୁ ଆସିବ,

୧୦) ମକର ରାଶି-ଆଜି ଆପଣଙ୍କ ଦିନ ଖୁସିରେ କଟିବ, ମନୋରଞ୍ଜନ ଯାତ୍ରାର କାର୍ଯ୍ୟକ୍ରମ ହୋଇପାରେ, ବେପାରରେ ଭଲ ହେବ, ଲାଭଦାୟକ ବୁଝାମଣା ହାତରେ ଲାଗିପାରେ, ବହୁତ ଲମ୍ବା ସମୟରୁ ଅଟକିରହିଥିବା ପଇସା ଫେରିପାରିବେ, ଭାଗ୍ୟ ଆପଣଙ୍କ ସାଥ୍ ଦେବ, ଜୀବନସାଥୀଙ୍କ୍ ଉପଦେଶରେ କେଉଁ କାମରେ ଫାଇଦାଦାୟକ ହୋଇପାରେ, ପ୍ରେମ ଜୀବନରେ ସୁଧାର ଆସିବ ।ନିଜ ପ୍ରିୟଙ୍କ ସହ କେଉଁ ଜାଗା ବୁଲିବାକୁ ଯାଇପାରନ୍ତି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସ ଭରା ରହିବ, ଆପଣ ଯେଉଁ କାମକୁ ହାତରେ ନେବେ ତାହା ସଫଳତା ମିଳିବାର ଯୋଗ ଅଛି, ଭାଇ ଭଉଣୀଙ୍କ ପୁରା ସାଥ୍ ମିଳିବ, ଘରର ଅସୁବିଧା ସମାଧାନ ହୋଇଯିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଆପଣ ଭାବିଥିବା କାମକୁ ପୁରା କରିପାରିବେ, ପ୍ରେମ ଜୀବନ ଭଲ ରହିବ, ବହୁତ ଜଲଦି ପ୍ରେମ ବିବାହ ହୋଇପାରେ, ଯଦି କୋର୍ଟକଚେରି ସହ ଯୋଡି ହୋଇଥିବା କିଛି ମାମଲା ଅଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ରହିବ ।

୧୨) ମୀନ ରାଶି-ଆଜି ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ନଜର ଆସୁଛି, ଆପଣ ନିଜ ପରିଶ୍ରମରେ କଠିନରୁ କଠିନ କାମ ସହଜରେ ପୁରା କରିପାରିବେ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ହେବ, କେଉଁ ପୁରୁଣା କ୍ଷତିର ଭରପାଇ ହୋଇପାରେ, ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ଭାବନାକୁ ବୁଝିବେ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳକୁ ବୁଲିଯିବାକୁ ପ୍ରୋଗାମ୍ କରିପାରନ୍ତି,

Leave a Reply

Your email address will not be published. Required fields are marked *