March 25, 2024

Odia Express

News For Public

11 February ୨୦୨୨ ର ରାଶିଫଳ : ଆଜି ଏହି ୬ ଟି ରାଶିବାଲା ହେବେ ମାଲାମାଲ୍, ଭାଗ୍ୟର ମିଳିବ ପୁରା ସାଥ୍

1 min read

୧) ମେଷ ରାଶି- ଆଜି ଆପଣଙ୍କ ଦିନ ବହୁତ ଭଲ ନଜର ଆସୁଛି, ଆଜି ଆପଣଙ୍କୁ କିଛି ଏମିତି କାମ ମିଳିବ, ଯାହାଦ୍ୱାରା ଆପଣଙ୍କୁ ଧନ ଲାଭ ହେବ, ଆର୍ଥିକ ସ୍ଥିତି ପୁର୍ବ ଅପେକ୍ଷା ମଜବୁତ୍ ହେବ, ଅଫିସରେ ଆପଣଙ୍କ କାମର ପ୍ରଶଂସା କରାଯିବ, ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ, ଆଜି ଆପଣଙ୍କ ଅଟକିଥିବା କାମ ମନ ମୁତାବିକ ପୁରା ହୋଇପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷୀତ ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେଲେ ପୁରୁଣା ସ୍ମୃତିକୁ ଉଜାଗର କରିବେ, ଜୀବନ ସାଥିଙ୍କ ସହ କେଉଁଆଡେ ବୁଲିଯିବାର ପ୍ଲାନ୍ କରିପାରନ୍ତି ।

୨) ବୃଷ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ନିଜ ଜୀବନର ଅସୁବିଧାଗୁଡୀକର ସମାଧାନ ବାହାରିପାରେ, ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ବାପାଙ୍କ ସାହାଯ୍ୟରେ ଆପଣଙ୍କୁ କିଛି ଅଧୁରା କାମ ପୁରା ହୋଇପାରେ, ଯଦି ଆପଣ ବୁଝାମଣାରେ କିଛି ନୁଆ ବେପାର ଆରମ୍ଭ କରିବାର ବିଚାର କରୁଛନ୍ତି ତେବେ ସମୟ ଠିକ୍ ନଜର ଆସୁଛି, ଆଜିର ଦିନ ଖୁସିରେ ଭରପୁର ରହିବ  ବିବାହ ଯୋଗ୍ୟ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ କିଛି ପରିମାଣରେ ଠିକ୍ ରହିବ, କିନ୍ତୁ ପଇସା ଉଧାରରେ ଲେଣଦେଣ ସମୟରେ ସାବଧାନ ରହିବାକୁ ହେବ, ବିଜନେସ୍ ର ସଂବନ୍ଧିତ ଯାତ୍ରା କରିବାକୁ ପଡିବ, ଆପଣଙ୍କ ଦ୍ୱାରା କରାଯାଈଥିବା ଯାତ୍ରା ସୁଖଦ ରହିବ, ଆପଣଙ୍କ ଭଲ ବ୍ୟବହାରରୁ ଲୋକେ ପ୍ରଭାବିତ ହେବେ, ଅଫିସରେ ମାନ ସମ୍ମାନ ପ୍ରାପ୍ତି ହେବ, ସହକର୍ମୀଙ୍କ ସାହାଯ୍ୟରେ ଅଧୁରା କାମ ପୁରା ହୋଇପାରେ, ଆପଣଙ୍କ ବେତନରେ ବୃଦ୍ଧି ହେବାର ପୁରା ସଂମ୍ଭାବନା ନଜର ଆସୁଛି  ।ପ୍ରେମ ଜୀବନରେ ଆଜିର ଦିନ ବହୁତ ବଢିଆ ରହିବ ।

୪)କର୍କଟ ରାଶି- ଆଜି ଆପଣଙ୍କ ଦିନ ବହୁତ ପରିମାଣରେ ଭଲ ରହିବ , ଅଫିସ କାମରେ ଯାତ୍ରା କରିବାକୁ ପଡିପାରେ, ବାହାନ ପ୍ରୟୋଗ ସମୟରେ ସାବଧନତା ରଖିବାକୁ ପଡିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହେବାର ସଂମ୍ଭାବନା ହେବ, କିନ୍ତୁ ଆପଣ କେଉଁ ବି ଅଜଣା ଲୋକଙ୍କ ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ , ଅନ୍ୟଥା ଧୋକା ମିଳିପାରେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଘରର ଅନୁଭବି ବ୍ୟକ୍ତିଙ୍କ ଉପଦେଶ ନିଶ୍ଚିତ ନିଅନ୍ତୁ, ଆପଣଙ୍କ ପରିଶ୍ରମର ଫଳ ମିଳିବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଦିନର୍ ଆରମ୍ଭରୁ କେଉଁ କାମକୁ ନେଇକରି ଆପଣ ଟିକିଏ ବ୍ୟସ୍ତ ରହିବେ, କିନ୍ତୁ ଅନୁଭବି ଲୋକଙ୍କ ସହାୟତାରେ ଆପଣଙ୍କ କାମରେ ସାହାଯ୍ୟ ମିଳିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ମଉକା ମିଳିବ, ଆପଣ ନିଜ ଚେଷ୍ଟାରୁ ଅଟକିଥିବା କାମକୁ ପୁରା କରିପାରିବେ, ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୁଚି ବଢିବ, ପରିବାର ଲୋକଙ୍କ ସହ ଆପଣ ନିଜ ମନପସନ୍ଦର ଭୋଜନର ଆନନ୍ଦ ନେବେ, ବିଦ୍ୟାର୍ଥିଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ସଫଳତା ମିଳିବାର ଯୋଗ ଅଛି ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଛୁଆଙ୍କ ତରଫରୁ ଖୁସିଖବର ମିଳିବ, ପରିବାର ଲୋକଙ୍କ ସହ କେଉଁଆଡେ ବୁଲିବାର ଯୋଜନା ହୋଇପାରେ ।ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ, ପରିବାରର ଖୁସିର ମାହୋଲ୍ ରହିବ, ଅଫିସରେ ବଡ ଅଧିକାରୀ ଆପଣଙ୍କୁ କେଉଁ ନୁଆ ପ୍ରୋଜେକ୍ଟର ଦାୟିତ୍ୱ ନେବେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ଯଦି ଆପଣ ପୁର୍ବରୁ କାହାଉ ପଇସା ଉଧାର ନେଇଛନ୍ତି ତେବେ ପଇସା ଫେରିପାରିବେ

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ରହିବ । ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟାର ସମାଧାନ ଆଜି ବାହାରିବ, ଘର ପରିବାରରେ ଖୁସିର ମାହୋଲ୍ ରହିବ, ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ, ଅନ୍ୟଥା ପେଟ ସହ ଯୌଡି ହୋଇଥିବା ସମସ୍ୟା ଉତ୍ପନ୍ନ ହୋଇପାରିବ, ବିବାହିତ ଜୀବନ ଭଲ ରହିବ, ଜୀବନସାଥୀଙ୍କ ସହ ଆପଣଙ୍କ ଭାବନା ବୁଝିପାରିବେ, କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ମଉକା ମିଳିପାରିବ, ବନ୍ଧୁଙ୍କ ସହ ମିଶିକରି କେଉଁ ନୁଆ ବେପାର ଆରମ୍ଭ କରିବେ, ଯାହା ଆଗକୁ ଯାଇକରି ଭଲ ଲାଭ ମିଳିବ ।

୮) ବିଛା ରାଶି- ଆଜି ଆପଣଙ୍କ ଉପର ଭାଗ୍ୟ ମେହେରବାନ ହେବ, ଯେଉଁ କାମ ହାତକୁ ନେବେ ତାହା ସଫଳତା ସହ ପୁରା ହେବ, ଘରେ ମାଙ୍ଗଳିକ କାର୍ଯ୍ୟକ୍ରମରେ ଆୟୋଜନ ଉପରେ ଚର୍ଚ୍ଚା ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କ ମଜବୁତ୍ ହେବ, କାରୋବାର ବଢାଇବାପାଇଁ ଆପଣ କିଛି ଖାସ୍ ବ୍ୟକ୍ତିଙ୍କ ସହାୟତା ପାଇପାରିବେ, କପଡା ବେପାର କରୁଥିବା ବ୍ୟକ୍ତିଙ୍କୁ ଅଧିକା ଲାଭ ମିଳିପାରିବ ।

୯) ଧନୁରାଶି- ଆଜି ଆପଣଙ୍କ ଦିନ ଫାଇଦା ବାଲା ଦିନ ହେବ, କାର୍ଯ୍ୟକ୍ଷେତ୍ରରେ କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାକୁ ପଡିପାରେ, କେଉଁ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କୁ ଧନଲାଭ ମିଳିବାର ଆଶା ଅଛି, ବିବାହିତ ଲୋକଙ୍କୁ କେଉଁଆଡେ ବୁଲିବାର ପ୍ଲାନ୍ କରିପାରନ୍ତି, ଆଜି ଘରର ମାହୋଲ୍ ଖୁସିମୟ ହେବ, ଘରୋଇ ଦରକାରିତା ଉପରେ କିଛି ଧନ ଖର୍ଚ୍ଚ ହୋଇପାରେ, କିନ୍ତୁ ଆମଦାନୀ ଭଲ ରହିବ ।

୧୦)ମକର ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ବି ଭଲ ଆସୁଛି, ଅଫିସ୍ ରେ କାମ ଅଧିକା ହେବା ଯୋଗୁଁ ଘର ଯିବାରେ ବିଲମ୍ବ ହୋଇପାରେ ,ଆଜି କିଛି ଜିନିଷକୁ ନେଇକରି ଆପଣ ବିଚାର କରିବେ, ଆପଣ ନିଜ ଉପରେ ନକରାତ୍ମକ ଚିନ୍ତାଧାରା ଆଣିବାକୁ ଦିଅନ୍ତୁ ନାହିଁ, ରୋଜଗାର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ, ଜୀବନସାଥୀଙ୍କ ସହ ଭଲ ସମୟ ବ୍ୟତିତ କରିବେ, ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ, କମାଇର ଜରିଆ ବଢିବ, ଆଜି ଆର୍ଥିକ ସ୍ଥିତି ବହୁତ ସୁଧାର ନଜର ଆସିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ସଂମ୍ପର୍କ ମିଳିବ, ବନ୍ଧୁଙ୍କ ସହାୟତାରେ ଅଧୁରା କାମ ପୁରା ହୋଇପାରିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ବଢିଆ ନଜର ଆସୁଛି, ଧନ ଲାଭ ପାଇଁ ନୁଆ ଅବସର ପ୍ରାପ୍ତ ହୋଇପାରେ ଆଜି ଅଟକିଥିବା କାମ ପୁରା କରିବାରେ ଜୀବନସାଥୀଙ୍କ ସହ ଆପଣଙ୍କ ପାଇଁ କାର୍ଯ୍ୟ ହେବ, ସାମାଜିକ କାର୍ଯ୍ୟରେ ଆପଣ ଆଗୁଆ ଭାଗ୍ ନେବେ, ମାନ ପ୍ରତିଷ୍ଠା ବଢିବ, ଅଚାନକ ଦୁର ସଂଚାର୍ ମାଧ୍ୟମରେ ଖୁସିଖବର ମିଳିପାରେ, କପଡା ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିବ, ଟେକନିକ୍ କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କୁ ସାମାନ୍ୟ ରୁପରେ ବ୍ୟତିତ ହେବ, ବିଦ୍ୟାର୍ଥୀଙ୍କୁ ପରିକ୍ଷାପାଇଁ କଠିନ ପରିଶ୍ରମ କରିବାକୁ ପଡିବ, ଆପଣଙ୍କ ପରିଶ୍ରମ କାର୍ଯ୍ୟ କରିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଫାଇଦା ଦାୟକ୍ ହେବ, ବିଜନେସ୍ ରେ ଅଚାନକ ଧନ ଲାଭ ପାଇଁ ନୁଆ ରାସ୍ତା ହାସିଲ୍ ହେବ, ଯାହା ଆପଣ ଭରପୁର୍ ଲାଭ ଉଠାଇବାକୁ ପଡିବ, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇପାରେ, ବିବାହିତ ଯିବନରେ ଖୁସିମୟ ପରିବେଶ ରହିବ, ପ୍ରେମ ଜୀବନରେ ଆପଣଙ୍କୁ ଶୁଭ ଫଳାଫଳ ପ୍ରାପ୍ତ ହେବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ବ୍ୟାଙ୍କ୍ ସହ ଯୌଡି ହୋଇଥିବା ମାମଲାରେ ଫାଇଦା ମିଳିପାରିବ, ପୈତୃକ ସଂମ୍ପତ୍ତିରୁ ଲାଭ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *