March 29, 2024

Odia Express

News For Public

14 Feb ୨୦୨୨ ରାଶିଫଳ : ଆଜି ଏହି ୫ ଟି ରାଶିବାଲାଙ୍କ ଦିନ ରହିବ ଶାନଦାର୍, ପୁରଣ ହେବ ଅଧୁରା ଇଚ୍ଛା

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଜରୁରୀ ଅଟେ, ନହେଲେ ସଂମ୍ପର୍କୀୟଙ୍କ ସହ ସଂମ୍ପର୍କ ଖରାପ ହେବାର ଆଶଙ୍କ ଅଛି, କାମକାର୍ଯ୍ୟରେ ଲଗାତାର ସଫଳତା ହାସିଲ୍ କରିବେ, ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ବଢିବ, ପରିବାର ଲୋକଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି ।

୨) ବୃଷ ରାଶି-ଆଜି ଆପଣଙ୍କ ଦିନ ବହୁତ ହିଁ ଖାସ୍ ରହିବ, ଆଖପାଖ ଲୋକଙ୍କ ସହ ପ୍ରେମପୁର୍ବକ ସଂମ୍ପର୍କ ରହିବ, ଆପଣ ନିଜ ଚେଷ୍ଟାରେ ଅଟକିଥିବା କାମକୁ ପୁରା କରିପାରିବେ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଖାଦ୍ୟପେୟରେ ରୁଚି ରହିବ ପରିବାର ଲୋକଙ୍କ ସହ ନିଜ ମନ ପସନ୍ଦର ଭୋଜନର୍ ଆନନ୍ଦ ନେଇପାରିବେ, ଅଫିସରେ ବାତାବାରଣ ଆପଣଙ୍କ ପକ୍ଷରେ ରହିବ, ଆପଣ ନିଜ ସବୁ କାର୍ଯ୍ୟକୁ ସମୟନୁସାରେ କରିବେ,

୩) ମିଥୁନ ରାଶି-ଆଜି ଆପଣଙ୍କ ଦିନ ବହୁତ୍ ବ୍ୟସ୍ତତା ଭରା ରହିବ । ଜରୁରୀ କାମକୁ ପୁରା କରିବାକୁ ଅଧିକା ଦୌଡାଦୌଡି କରିବେ, କିନ୍ତୁ ପରିଶ୍ରମ କାମରେ ଲାଗିବ, ସାଙ୍ଗଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବାର ଯୋଜନା କରିପାରନ୍ତି, ଯାହା ଆଗକୁ ଯାଇକରି ଆପଣଙ୍କୁ ଭଲ ଲାଭ ମିଳିବ, ଘର୍ ପରିବାରର ଅସୁବିଧାର ସମାଧାନ ହୋଇଯିବ, ଆପଣଙ୍କ ଅଧୁରା ମନୋକାମନା ପୁରା ହୋଇଯିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଠିକ୍ ରହିବ, ପୁଜା ପାଠରେ ମନ ଅଧିକା ଲାଗିବ, ମାତା ପିତାଙ୍କ ସହ କେଉଁ ଧାର୍ମିକ ସ୍ଥଳକୁ ଯିବାର ପ୍ରୋଗାମ୍ କରିପାରନ୍ତି, ଅଫିସ୍ ରେ ସହଯୋଗୀଙ୍କ ସହ ଭଲ ବ୍ୟବହାର ରଖିବାକୁ ଚେଷ୍ଟା କରନ୍ତୁ ଏଥିରେ କାମଗୁଡିକ ଭଲରେ ହୋଇଯିବ, ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି, ଏଥିପାଇଁ ସାବଧାନ ରହିବାକୁ ହେବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ବାହାରିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ପ୍ରେମଜୀବନରେ ରହିଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ ।

୫) ସିଂହ ରାଶି-ଆଜି ଆପଣଙ୍କ ଦିନ ଠିକ୍ ନଜର ଆସୁଛି, ମନରେ ସକରାତ୍ମକ ବିଚାର ରହିବ, ଘରର ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ, ବନ୍ଧୁଙ୍କ ସାହାଯ୍ୟରେ ଅଧୁରା କାମ ପୁରା କରିବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକେ ବଡ ଅଧିକାରୀଙ୍କ ସାହାଯ୍ୟରେ ଅଟକିଥିବା କାମରେ ସଫଳତା ପାଇପାରିବେ,  ଆର୍ଥିକ ସ୍ଥିତି ଭଲ ରହିବ, ଆୟର ସ୍ରୋତ ବଢିବ, ସାମାଜିକ କ୍ଷେତ୍ରରେ ନିଜ ପରିଚୟ ବନାଇବାରେ ସଫଳ ହେବେ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ଉତଥାନପତନ ଭରା ରହିବ, ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି, ଏଥିପାଇଁ ପାଇଁ ଲୋକଙ୍କୁ ଚିହ୍ନିକରି ଦୁରତା ରଖନ୍ତୁ, ଆପଣ ପରିବାର ଲୋକଙ୍କ ସହ ଅଧିକାରୁ ଅଧିକା ସମୟ ଅତିବାହିତ କରିବାର ଚେଷ୍ଟା କରିବେ, ଜୀବନସାଥୀଙ୍କ ପୁରା ସହୟତା ମିଳିବ, ବିବାହ ଯୋଗ୍ୟ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିବ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ସକରାତ୍ମକ ରହିବ, ଆଜିର ଦିନ ଆପଣ କିଛି ନୁଆ କରିବାର ଚେଷ୍ଟାକରିପାରନ୍ତି, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି କେଉଁ ନୁଆ ଟେକନିକ୍ସର ବ୍ୟବହାର କରିବେ, ଯାହା ଦ୍ୱାରା ଭଲ ଫାଇଦା ମିଳିବ, ବିଦ୍ୟାର୍ଥିଙ୍କୁ କଠିନ ବିଷୟ ଉପରେ ଅଧିକା ଫୋକସ୍ କରିବାର ଅଛି, ଆପଣଙ୍କ ଧ୍ୟାନ ଏପଟ ସେପଟ ଭଟକିପାରେ ,

୮) ବିଛା ରାଶି-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସ ଭରା ରହିବାର ନଜର ଆସୁଛି, ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେବାରେ ସକ୍ଷମ ହେବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆଗୁଆ ରହିବେ, ଅଫିସରେ ମନମୁତାବିକ ପ୍ରୋଜେକ୍ଟ ମିଳିପାରେ, ଯାହାର ଆଡକୁ ଆପଣଙ୍କ ରୁଚି ବଢିବ, ବେପାର ସହ ଯୋଡି ହୋଇଥିବା ଲୋକଙ୍କୁ ଲାଭଦାୟକ ବୁଝାମଣା ହାତରେ ଲାଗିବ ।

୯) ଧନୁ ରାଶି-ଆଜି ଆପଣଙ୍କ ଦିନ ବହୁତ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ଅଟକିଥିବା କାମ ପୁରା ହେବ, ଘରୋଇ ସୁଖ ସାଧନରେ ବୃଦ୍ଧି ହେବ, ମାନସିକ ଚିନ୍ତା ଦୁର ହେବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଜୀବନସାଥିଙ୍କ ସହ କେଉଁଆଡେ ବୁଲିବାକୁ ଯୋଜନା କରିପାରନ୍ତି, ବନ୍ଧୁଙ୍କ ସହ ଭଲ ସମୟ ବ୍ୟତିତ କରିବେ, ଅଚାନକ ଘରେ ଅତିଥିଙ୍କ ଆଗମନ ହେବ, ଯାହା ଦ୍ୱାରା ଘର ପରିବାରରେ ଲୋକଗହଳି ରହିବ ।

୧୦) ମକର ରାଶି-ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, ମନରେ ନାନାପ୍ରକାରର ବିଚାର ଉତ୍ପନ୍ନ ହୋଇପାରେ ଯାହାର କାରଣରୁ ଚିନ୍ତିତ ହୋଇପାରନ୍ତି, ବିଦ୍ୟାଥିଙ୍କୁ ପାଠପଢାରେ ଧ୍ୟାନ ଲଗାଇବାର ଆବଶ୍ୟକତାଅଛି, କେଉଁ ପ୍ରତିଯୋଗିତା ପରିକ୍ଷାପାଇଁ କଠିନ ପରିଶ୍ରମ କରିବାକୁ ପଡିବ, ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବାରେ ଚେଷ୍ଟା କରିପାରନ୍ତି, ଏଥିପାଇଁ ସତର୍କ ରୁହନ୍ତୁ । ବାହାନ ଚଲାଇବା ସମୟରେ ସାବଧନତା ରୁହନ୍ତୁ ।

୧୧) କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ପୁର୍ଣ୍ଣ ରହିବ, ଜରୁରୀ କାମରେ ଧ୍ୟାନ କେନ୍ଦ୍ରିତ କରିବାର ଅଛି, ଅଫିସରେ ଅଟକିଥିବା କାମ ପୁରା କରିବାରେ ଅଧିକା ସମୟ ଦେଇପାରନ୍ତି, କାରୋବାର ସହ ଜୋଡି ହୋଇଥିବା ଲୋକଙ୍କୁ ଉପଦେଶ ଦିଆଯାଉଛି କି କାହାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ, ବିଦ୍ୟାର୍ଥିଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷାରେ ଶିକ୍ଷକଙ୍କସହଜୋଗ ମିଳିପାରିବ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ପୁଜା ପାଠରେ ଅଧିକା ସମୟ ଅତିବାହିତ କରିବେ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିପାରେ, ଆଜି ଲମ୍ବା ଦୁର ଯାତ୍ରା ଯିବାରୁ ଦୁରେଇ ରହିବାକୁ ହେବ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଈଜିବ, ଆପଣ ନିଜ ଅଧୁରା କାମ ପୁରା କରିପାରିବେ, ବନ୍ଧୁଙ୍କ ପୁରା ସହ ଯୋଗ ମିଳିବ, କେଉଁ ପୁରୁଣା ବିବାଦ ଦୁର ହୋଇଯିବ । ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ, ଅଧିକା ତେଲଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ ନହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ ।

Leave a Reply

Your email address will not be published. Required fields are marked *