December 8, 2023

Odia Express

News For Public

Amir ଖାନ୍ ନିଜ ପୁଅ ଆଜାଦ୍ ସହ ବିତାଇଲେ ନିଜ ୱିକଏଣ୍ତ୍, ଧୋତି ପେଣ୍ଟ୍ କୁର୍ତ୍ତାରେ ସ୍ପଟ୍ ହୋଇଥିଲେ ଅଭିନେତା

ଅମିର୍ ଖାନ୍ ହିନ୍ଦି ସିନେମା ଜଗତରେ ଜଣାଶୁଣା ଅଭିନେତାରୁ ଜଣେ ଅଟନ୍ତି, ତାଙ୍କର ସବୁ ଫିଲ୍ମ ସୁପରହିଟ୍ ହୋଇଥାଏ, କହିଦେବୁ କି ଅମିର୍ ଖାନ୍ ଯେତେ ଭଲ ଅଭିନେତା ଅଟନ୍ତି, ସେତେ ଅଧିକା ଫ୍ୟାମିଲି ପର୍ସନ ବି ଅଟନ୍ତି, ନିଜ ଛୁଆଙ୍କ ସହ ସମୟ ଅତିବାହିତ କରିବାପାଇଁ ଅମିର୍ ଖାନ୍ କେଉଁ ବି ସମୟ ହାତଛଡା କରନ୍ତି ନାହିଁ, କହିଦେବୁ କି ଅମୀର୍ ଖାନ୍ ଙ୍କୁ ଶନିବାର ପୁଅ ନିଜ ପୁଅ ଆଜାଦ୍ ରାଓ ଖାନ୍ ଙ୍କ ସହ ସମୟ ବ୍ୟତିତ କରୁଥିବାର ଦେଖାଯାଇଥିଲା, ଦୁହେଁଙ୍କୁ ଏକ ଷ୍ଟୋରରୁ ବାହାରୁଥିବାର ଦେଖିନେଲେ, ଓ ହିନ୍ଦୀ ସିନେମା ଜଗତର ପରଫେକ୍ଟ ମ୍ୟାନ୍ କୁହାଯାଉଥିବା ଅମିର୍ ଖାନ୍ କ୍ୟାମେରାମ୍ୟାନ୍ ଙ୍କ ସହ ଫ୍ରେଣ୍ତଲି ବ୍ୟବହାର କରୁଥିବାର ଦେଖାଯାଇଥିଲେ, ଏହି ସମୟରେ ଯେଉଁ କଥା ବେଶୀ ଧ୍ୟାନ କେନ୍ଦ୍ରିତ କରିଥିଲା ତାହା ହେଲା ଅଭିନେତାଙ୍କ ଲୁକ୍ ।

କହିଦେବୁ କି ଭାଇରାଳ୍ ହେଉଥିବା ଏହି ଫଟୋରେ ଅମୀର୍ ଖାନ୍ ଧୋନୀ କୁର୍ତ୍ତା ପିନ୍ଧିଥିବାର ଦେଖାଯାଉଛନ୍ତି, ଅମିର୍ ଖାନ୍ ଙ୍କ ଏହି ଲୁକ୍ ତାଙ୍କ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରୁଛି, ଅମିର୍ ଖାନ୍ ଧୋତି କୁର୍ତ୍ତା ପିନ୍ଧିଥିବା ବେଳେ ବ୍ଲୁ କଲରର ମାସ୍କ ଓ ଗ୍ଲାସ୍ ଲଗାଇଥିବାର ଦେଖାଯାଇଥିଲା, କହିଦେବୁ କି ଏହି ଲୁକରେ ଅମୀର୍ ଖାନ୍ ବହୁତ ହ୍ୟାଣ୍ତସମ୍ ଦେଖାଯାଊଛନ୍ତି,  ଫଟୋ କ୍ଲିକ୍ କରିବାପରେ ଫଟୋଗ୍ରାଫର୍ ଙ୍କୁ ସେ ଧନ୍ୟବାଦ୍ କହିଲେ ଓ ନିଜ କାରରେ ବସିପଡିଲେ, ଅଭିନେତାଙ୍କୁ ନିଜ କାର୍ ପର୍ଯ୍ୟନ୍ତ ବହୁତ ମୁସକିଲ୍ ହେଉଥିବା ବେଳେ ଯେମିତି ସେମିତି ସେ ନିଜ କାରର କବାଟ ଖୋଲିଲେ ଓ ଭିତରେ ବସିପଡିଲେ ।

ଆଜାଦ୍ ରାଓ ଖାନ୍ ଅମୀର୍ ଖାନ୍ ଙ୍କ ପୁର୍ବ ସ୍ତ୍ରୀ ଫିଲ୍ମ ନିର୍ମାତା କିରନ ରାଓଙ୍କ ପୁଅ ଅଟନ୍ତି, ଗତ ବର୍ଷ ଜୁଲାଇରେ ଅଭିନେତା ଓ ତାଙ୍କ ସ୍ତ୍ରୀ କିରଣ ରାଓ ସବୁଦିନ ପାଇଁ ଛାଡପତ୍ର ନେଇଯାଇଥିଲେ, ଏହି ଖବର ଅମୀର୍ ଖାନ୍ ଙ୍କ ଫ୍ୟାନ୍ସଙ୍କ ପାଇଁ ହୃଦୟ ଭାଙ୍ଗିଦେଇଥିଲା । ଯେପରି ଆପଣ ଜାଣିଛନ୍ତି କି କିରନ୍ ରାଓ ଅମୀର୍ ଖାନ୍ ଙ୍କ ବାହାଘରର ୧୫ ବର୍ଷ ହୋଇସାରିଛି, ୧୫ ବର୍ଷ ପରେ ରିଲେସନସିପ୍ ଭାଙ୍ଗିବାରୁ ଫ୍ୟାନ୍ସଙ୍କୁ ବହୁତ ଦୁଃଖ ଲାଗିଥିଲା, ଏକ ଜଏଣ୍ଟ୍ ଷ୍ଟେଟମେଣ୍ଟରେ ସେ ଘୋଷଣା କରିଥିଲେ କି ସେ ନିଜ ପୁଅ ଆଜାଦ୍ ପାଇଁ ଦୁହେଁ ପ୍ୟାରେଣ୍ଟ୍ସ ହୋଇକରି ରହିବେ, ଓ ସେ ଏହି କଥାକୁ ଘୋଷଣା କରିଥିଲେ କି ପରସ୍ପର୍ ରିଲେସନସିପ୍ ଶେଷ ହେବାପରେ ସେ ଏକ ପରିବାର ପରି ରହିବେ ।

ଏହା ଛଡା ଆଗକୁ ଏହି ଯୋଡିଙ୍କକହିବା କଥା କି ଯଦି କେଉଁ ପ୍ରୋଜେକ୍ଟରେ କାମ କରିବାକୁ ହେଲେ ସେ ସାଥିରେ କାମ କରିବେ, ଏତିକି ନୁହେଁ ସେହି ଦୁହେଁ ୧୫ ବର୍ଷ ଜଣେ ଅନ୍ୟଙ୍କ ସହ ଖୁସିମୟ ଜୀବନ ବ୍ୟତିତ କରିଛନ୍ତି,  ନିଜ ଏହି ସଂମ୍ପର୍କକୁ ସେ ବହୁତ ସାରା ଖୁସି ପାଇଛନ୍ତି,

Leave a Reply

Your email address will not be published. Required fields are marked *