March 28, 2024

Odia Express

News For Public

୩ March ୨୦୨୨ ଶୁକ୍ରବାର ଆଜିର ରାଶିଫଳ,ଆଜି ଏହି ୨ ଟି ରାଶି ବାଲାଙ୍କୁ ମିଳିବ ବହୁତ ହିଁ ଭଲ ଖବର, ହେବ ଧନ ଲାଭର ଯୋଗ

1 min read

୧) ମେଷ ରାଶି-ଆଜି ଆପଣଙ୍କ ମାନ ପ୍ରତିଷ୍ଠା ବଢିବ । ବେପାରରେ ଭଲ ଲାଭ ପାଇପାରିବେ , ମହତ୍ତ୍ୱପୁର୍ଣ୍ଣ ମାମଲାରେ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ , ଘର୍ ପରିବାରର ବାତାବରଣ ସକରାତ୍ମକ ରହିବ, ଅଚାନକ ଦୁର ସଂଚାର ମାଧ୍ୟମରେ ଖୁସି ଖବର ମିଳିପାରିବ , ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ, ଅଚାନକ ବଡ ମାତ୍ରାରେ ଧନ ଲାଭ ହେବାର ଆଶଙ୍କା ଅଛି, କାରୋବାରରେ ଉନ୍ନତି ହେବ, ଛୋଟ ମୋଟ ବେପାରୀଙ୍କୁ ଭଲ ଲାଭ ମିଳିବ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିଯିବାର ମଉକା ମିଳିପାରେ ।

୨)ବୃଷ ରାଶି- ଆଜି ବୁଝାମଣାରେ ବେପାର ଆରମ୍ଭ କରିବାର ଦିନ ଭଲ ଆସୁଛି, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ , ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେଇପାରେ, ବନ୍ଧୁଙ୍କ ସହ ଚାଲୁଥିବା ମତଭେଦ ଶେଷ ହେବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ କାମକାର୍ଯ୍ୟର ସିଲସିଲାରେ ଭଲ ନଜର ଆସୁଛି, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହେବ, ଆପଣ ନିଜ ସବୁ କାମକୁ ଯୋଜନା ଦ୍ୱାରା ପୁରା କରିବେ,  ଯାହା ଆପଣଙ୍କୁ ଭଲ ଲାଭ ଦେବ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ବାହାନ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ, ଯଦି ସଂମ୍ଭବ ହୋଇପାରେ ତେବେ ଲମ୍ବା ଦୁର ଯାତ୍ରାରେ ଯାଆନ୍ତୁ ନାହିଁ ଦୁର୍ଘଟଣା ହେବାର ଆଶଙ୍କା ଅଛି, ପୈତୃକ ସଂମ୍ପତ୍ତିରୁ ଲାଭ ମିଳିବ, ଅଚାନକ ମନରେ କେଉଁ ପୁରୁଣା କଥାକୁ ନେଇକରି ଚିନ୍ତା ରହିବ ଆପଣ ନିଜ ଉପରେ ନକରାତ୍ମକ ଚିନ୍ତାଧାରା ଆଣିବାକୁ ଦିଅନ୍ତୁ ନାହିଁ ।

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ବହୁତ ମଜବୁତ୍ ନଜର୍ ଆସୁଛି, ବନ୍ଧୁଙ୍କ ସାହାଯ୍ୟରେ ଅଟକିଥିବା କାମ ପୁରା ହୋଇଯିବ, ଆର୍ଥିକ ସ୍ଥିତି ଭଲ୍ ରହିବ, କମାଇର ଜରିଆ ବଢିବ, ବାପାଙ୍କ ସାହାଯ୍ୟରେ ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ କାମରେ ଭଲ ଫାଇଦା ପାଇବେ, ଯଦି ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେଉଛନ୍ତି , ତେବେ ବୁଝିବିଚାରି ନିଅନ୍ତୁ, ବିନା ବୁଝିବିଚାରି ଫଇସଲା ନେବା ଉଚିତ୍ ନୁହେଁ, ଏଥିରେ ଆପଣଙ୍କୁ କ୍ଷତି ହୋଇପାରେ, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିପାରନ୍ତି, ଏଥିପାଇଁ ସତର୍କ ରୁହନ୍ତୁ, ଘରର ମାଙ୍ଗଳିକ କାର୍ଯ୍ୟର ଆୟୋଜନରେ ଚର୍ଚ୍ଚା ହୋଇପାରେ , ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ।

୫) ସିଂହ ରାଶି- ଆଜି ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମ ପୁରା ହୋଇପାରେ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା ଯାତ୍ରା ସୁଖଦ ହେବ, ଶଶୁରଘର ପକ୍ଷରୁ ଧନ ଲାଭ ମିଳିବାର ଆଶା ଅଛି, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହୋଇପାରିବେ ନାହିଁ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଅନ୍ୟଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ ।

୬) କନ୍ୟା ରାଶି – ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିରୁ ମଜବୁତ୍ ନଜର୍ ଆସୁଛି, ମହିଳାଙ୍କୁ ସନ୍ତାନଙ୍କ ପ୍ରତି ଅତି ସଂବେଦନଶିଳତା ନ ରଖନ୍ତୁ । ଆଜି ନିଶ୍ଚିତ ରୁପରେ ଭଲ କମାଇ କରିପାରିବେ, ଆପଣ ବହୁତ ସ୍ରୋତରୁ ଧନ କମାଇବାର ମଉକା ମିଳିବ, ଯାହାର ଫାଇଦା ଉଠାଇବାକୁ ହେବ, ପରିବାରରେ କେଉଁ ସଦସ୍ୟଙ୍କ ବାହାଘର କଥା ହୋଇପାରେ, ଯାହାଦ୍ୱାରା ପରିବାରରେ ଖୁସିର ମାହୋଲ୍ ଦେଖାଦେବ, କାମକାର୍ଯ୍ୟରେ କମ୍ ପ୍ରୟାସରେ ଅଧିକା ସଫଳତା ମିଳିବାର ଯୋଗ ହେଉଛି, ଲାଭର ଅବସର ହାତରେ ଲାଗିବ, ଛୋଟ ଛୁଆଙ୍କ ପ୍ରତି ସମୟ ବ୍ୟତିତ କରିବେ, ଯାହାଦ୍ୱାରା ମନ ପ୍ରଫୁଲ୍ଲିତ ରହିବ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଟିକିଏ ନିରାଶଜନକ ନଜର ଆସୁଛି, ପଇସା ଉଧାରି ଦେବାରୁ ବଞ୍ଚିବାକୁ ହେବ, ନହେଲେ ଧନ ହାନି ହେବ, ଆପଣ ବିନା କୌଣସି କାରଣରେ ପଇସା ଖର୍ଚ୍ଚ କରନ୍ତୁ ନାହିଁ ନହେଲେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିବ, ବିଦ୍ୟାର୍ଥୀଙ୍କ ପାଠପଢାରେ ଧ୍ୟାନ ଲଗାଇବାକୁ ହେବ, କେଉଁ ଲମ୍ବା ଦୁର ଯାତ୍ରାରୁ ଯିବାରୁ ବଞ୍ଚନ୍ତୁ, ବେପାରରେ ଉତଥାନ ପତନ ସ୍ଥିତି ନଜର ଆସୁଛି, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ନିଜ ବେପାରରେ କେଉଁ ବି ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ ନହେଲେ ଲାଭ କମ୍ ହୋଇପାରେ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବାର ଅଛି । ଆପଣ ନିଜ୍ କାମରେ କିଛି ଭୁଲ୍ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଆପଣଙ୍କୁ ନିଜ ବିଚାର ସକରାତ୍ମକ ବନାଇ ରଖିବାର ଆବଶ୍ୟକତା ଅଛି, ବାହାନ ଚଲାଇବାରେ ସାବଧାନ ରୁହନ୍ତୁ, ବିଦ୍ୟାର୍ଥିଙ୍କୁ କଠିନ ବିଷୟରେ ଫୋକସ୍ କରିବାକୁ ହେବ, ମା ବାପାଙ୍କ ଆର୍ଶିବାଦ ଆପଣଙ୍କ ସହ ରହିବ, କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢିବ ।

୯) ଧନୁ ରାଶି- ଆଜି ଆପଣଙ୍କୁ ବିଷମ ପରିସ୍ଥିତିରେ ଦେଖିକରି କାମ କରିବାକୁ ହେବ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବା ପାଇଁ ଚେଷ୍ଟା କରନ୍ତୁ, ଅଚାନକ କେଉଁ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, କାର୍ଯ୍ୟ କ୍ଷେତ୍ରରେ ନୁଆ ବିଚାର ଆସିବ, ଆଇନ୍ କାମକୁ ନେଇକରି ଅସୁବିଧା ବଢିପାରେ,

୧୦) ମକର ରାଶି- ଆଜି କାର୍ଯ୍ୟକ୍ଷେତ୍ରରେ ସବୁ ଜିନିଷ ସୁଚାର ରୁପେ ସଂମ୍ପାଦନ ହେବ, ଅଚାନକ କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିବାର ସଂମ୍ଭାବନା ଅଛି, ସଂମ୍ପତ୍ତି ସହ ଯୋଡି ହୋଇଥିବା ମାମଲାରୁ ଫାଇଦା ମିଳିବ, ଛୋଟ ମୋଟ ବେପାରୀଙ୍କୁ ଲାଭ ମିଳିବ, କାରୋବାରରେ ବୃଦ୍ଧି ହେବ, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମଉକା ମିଳିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କୁ ନିଜ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ବେପାରରେ ମନ ମୁତାବିକ ଲାଭ ମିଳିବ, ଆଜି କିଛି ବିପଦପୁର୍ଣ୍ଣ କାମ କରନ୍ତୁ ନାହିଁ, ନହେଲେ କ୍ଷତି ହୋଇପାରେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ବହୁତ ଜଲଦି ପ୍ରେମ ବିବାହ ହୋଇପାରେ, ବେପାରରେ ବିସ୍ତାର ହେବ ।

Leave a Reply

Your email address will not be published. Required fields are marked *