March 25, 2024

Odia Express

News For Public

Mukesh Ambani ଦେଖାଇଲେ ମଣିଷତ୍ୱ, ଅଫିସ୍ କାମ କରୁଥିବା କର୍ମଚାରୀଙ୍କୁ ଏହି କାରଣରୁ ଦେଲେ ୧୫୦୦ କୋଟିର ଖାସ୍ ଉପହାର୍…

ଆମର ଦେଶର ଆରବପତି କାରୋବାରୀ ମୁକେଶ ଅମ୍ବାନୀ ଧନିକ ହେବା ସହ ନିଜ ଦରିଆଦିଲି ପାଇଁ ଜଣାଯାଆନ୍ତି, ଓ ଅମ୍ବାନୀ ପରିବାର ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଠିଆ ହୋଇଥାନ୍ତି, ବହୁତଥର ମୁକେଶ ଅମ୍ବାନୀ ନିଜ ଦରିଆଦିଲ୍ଲୀ ସହ ଯୋଡି ହୋଇଥିବା କାହାଣୀ ସୋସିଆଲ୍ ମୀଡିଆରେ ଦେଖିବାକୁ ମିଳିଥାଏ, ଏହି ମଧ୍ୟରେ ଆଉଥରେ ମୁକେଶ ଅମ୍ବାନୀ ଙ୍କ ସହ ଯୋଡି ହୋଇଥିବା ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ସମସ୍ତେ ମୁକେଶ ଅମ୍ବାନୀଙ୍କୁ ପ୍ରଶଂସା କରୁଛନ୍ତି ।

ଏବେ ମୁକେଶ ଅମ୍ବାନୀ କିଛି ଏମିତି କରିଥିଲେ ଯାହାକୁ ଜାଣିକରି ତାଙ୍କ ପ୍ରତି ଲୋକଙ୍କ ମନ ସମ୍ମାନ ଓ ଇଜ୍ଜତ ବଢିଗଲା, ମୁକେଶ ଅମ୍ବାନୀ ଙ୍କ ଏହି କାମ ସମସ୍ତେ ପ୍ରଶଂସା କରୁଛନ୍ତି, ଓ ଏହି ଦିନ ମୁକେଶ ଅମ୍ବାନୀଙ୍କ ଚର୍ଚ୍ଚା ଅଧିକା ହେଉଛି, ମୁକେଶ ଅମ୍ବାନୀ ଏବେ ନିଜ ଅଫିସ୍ କାମ କରୁଥିବା ଏକ କର୍ମଚାରିଙ୍କୁ ୧୫୦୦ କୋଟିର ଏକ ଭଲ ଉପହାର ଦେଇଛନ୍ତି, କହିଦେବୁ କି ମୁକେଶ ଅମ୍ବାନୀ ନିଜର ଯେଉଁ କର୍ମଚାରୀଙ୍କୁ ଏହି ଦାମିକା ଉପହାର୍ ଦେଇଛନ୍ତି ତାଙ୍କ ନାଁ ମନୋଜ ମୋଦୀ ଅଟେ, ଯିଏକି ମୁକେଶ ଅମ୍ବାନୀଙ୍କ ବହୁତ ଘନିଷ୍ଠ ଅଟନ୍ତି,  ଓ ମୁକେଶ ଅମ୍ବାନୀ ତାଙ୍କୁ ନିଜ ଖାସ୍ ବ୍ୟକ୍ତି ମାନନ୍ତି ।

ମିଡିଆ ରିପୋର୍ଟ ମୁତାବିକ ମନୋଜ୍ ମୋଦୀ ମୁକେଶ ଅମ୍ବାନୀଙ୍କ କମ୍ପାନୀରେ ଗତ ବହୁତ ବର୍ଷରୁ କାର୍ଯ୍ୟରତ ଅଛନ୍ତି, ଓ ସେ ପୁରା ଲଗନ ଓ ପରିଶ୍ରମରେ ନିଜ୍ କାମ କରନ୍ତି, ଓ କମ୍ପାନୀକୁ ଆଗକୁ ବଢିବା ରେ ସେ ୧୦୦ ପ୍ରତିଶତ ଦେଇଛନ୍ତି, ମୁକେଶ ଅମ୍ବାନୀ କମ୍ପାନୀକୁ ଭାରତର ନମ୍ବର ୱାନ୍ କମ୍ପାନୀ ବନାଇବାରେ ମନୋଜ ମୋଦୀଙ୍କ ବହୁତ ବଡ ହାତ ଅଛି , ଏହି କାରଣରୁ ମୁକେଶ ଅମ୍ବାନୀ ମନୋଜ ମୋଦୀ ବହୁତ ଅଧିକା ପ୍ରଭାବିତ ହୋଇଛନ୍ତି, ଓ ଏବେ ମନୋଜ ଙ୍କୁ ଏକ ଦାମିକା ଉପହାର ଦେଇକରି ସେ ଦରିଆଦିଲ୍ଲୀ ଦେଖାଇଛନ୍ତି ।

ଆପଣଙ୍କୁ କହିଦେବୁ କି ସୋସିଆଲ୍ ମିଡିଆରେ ଏହି ଦିନ ମୁକେଶ ଅମ୍ବାନୀ ଅଧିକା ଚର୍ଚିତ ହୋଇଥିଲେ, କାରଣ ଏବେ ଏମିତି ଖବର ସାମ୍ନାକୁ ଆସିଛି କି ମୁକେଶ ଅମ୍ବାନୀ ନିଜ କମ୍ପାନୀରେ କାମ କରୁଥିବା କର୍ମଚାରି ମନୋଜ ମୋଦୀଙ୍କୁ ୧୫୦୦ କୋଟିର ଏକ ଦାମିକା ଉପହାର ଦେଇଛନ୍ତି, ଓ ଏହି ଉପହାର ମନୋଜ ମୋଦୀଙ୍କ ପାଇଁ କେଉଁ ସ୍ୱପ୍ନକୁ କମ୍ ନୁହେଁ । ସୁତ୍ରର ମୁତାବିକ ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଏକ ଆଲିଶାନ୍ ଘର ଗିଫ୍ଟ କରିଛନ୍ତି, ଓ ଏହି ସୁନ୍ଦର ଘରର ଦାମ୍ ୧୫୦୦ କୋଟି ବୋଲି କୁହାଯାଉଛି, ମୁକେଶ ଅମ୍ବାନୀ ମନୋଜଙ୍କୁ ଯେଉଁ ଘର ଉପହାର ସ୍ୱରୁପରେ ଦେଇଛନ୍ତି । ଓ ଭିତରୁ ଦେଖିଲେ ଏହି ଘର ବହୁତ ଆଲିଶାନ୍ ନଜର ଆସୁଛି, ଏହି ଘରରେ ଲାଗିଥିବା ସବୁ ଫର୍ଣ୍ଣିଚର ବିଦେଶରୁ ମଗାଯାଇଛି, ଓ ସେମିତି ଘରର ଇଣ୍ଟେରିୟର୍ ବହୁତ ଶାନଦାର୍ ଅଟେ, ମନୋଜ୍ ମୋଦୀ ଯେଉଁ ଘରେ ମୁକେଶ ଅମ୍ବାନୀ ଉପହାର ସ୍ୱରୁପ ଦେଇଛନ୍ତି , ସେଥିରେ ସବୁ ଆରାମ ଦାୟକ ଜିନିଷ୍ ମହଜୁଦ୍ ଅଛି ।

ମୁକେଶ ଅମ୍ବାନୀ ଙ୍କ ତରଫରୁ ଯେବେ ମନୋଜଙ୍କୁ ୧୫୦୦ କୋଟୀ ଟଙ୍କାର ଆଲିଶାନ୍ ଘର ଗିଫ୍ଟ ଭାବେ ମିଳିଲା, ତେବେ ତାଙ୍କ ପରିବାର ଲୋକଙ୍କ ଖୁସିର ଠିକଣା ରହିଲାନାହିଁ, ମୁକେଶ ଅମ୍ବାନୀ ବହୁତ ଖାସ୍ ଓ ହାର୍ଡ ୱାର୍କିଙ୍ଗ୍ କର୍ମଚାରିଙ୍କୁ ଖାସ୍ ଉପହାର ଦେଇକରି ନିଜ ଦରିୟାଦିଲ୍ଲୀ ଦେଖାଇଛନ୍ତି ଓ ତାଙ୍କୁ ଏହା ଇମାନଦାରିର ଉପହାର ମିଳିଛି, ଏବେ ଏହି ଖବର ଶୁଣି ସମସ୍ତେ ମୁକେଶ ଅମ୍ବାନୀଙ୍କୁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *