March 23, 2024

Odia Express

News For Public

30 ବର୍ଷ ପୁର୍ବରୁ ନିଜ ମ୍ୟାଡାମ୍ କୁ ପାଇଲଟ୍ ବନାଇବାର ଦେଇଥିଲେ କଥା, ଏବେ ଅଚାନକ ମିଳିଲା ଶିକ୍ଷକଙ୍କ ସତ୍ୟତା ଆସିଗଲା ସାମ୍ନାକୁ

ବନ୍ଧୁଗଣ, ଯେପରି ଆପଣ ଶୁଣିଥିବେ କି ଏହା ଦୁନିଆଁ ବହୁତ ଛୋଟ ଅଟେ, ଏହା କେବେ କାହାକୁ ସାକ୍ଷାତ ହୋଇଯିବ ଏହି କଥା କାହାକୁ ଅନ୍ଦାଜା ନଥାଏ, ଏବେ ଏକ ଏମିତି ଘଟଣା କିଛି ସମୟ ପୁର୍ବରୁ ଦିଲ୍ଲୀରୁ ଆସିଛି, ଯେଉଁଠି ଦିଲ୍ଲୀର ଶିକାଗୋକୁ ଯାଉଥିବା ଫ୍ଲାଇଟ୍ ଇଣ୍ତିଆ ରେ ଏକ ସୁଧା ନାମକ ଅଧ୍ୟାପକ ଯାତ୍ରା କରୁଥିଲେ, ଏମିତିରେ ପ୍ଲେନରେ ଉଡିବା ପୁର୍ବରୁ ଏୟାର ହୋଷ୍ଟେସ୍ ଏରୋପ୍ଲେନ୍ ସବୁ କ୍ରୁ ମେମ୍ବର ନାଁ କହିଲେ, ଯେଉଁଥିରେ କ୍ୟାପଟେନ୍ ରୋହନ୍ ଭସିନ୍ ନାଁ ସାମିଲ୍ ଅଛି, ଏହି ନାଁ ଶୁଣିକରି ଏହି ଅଧ୍ୟାପିକାଙ୍କୁ ଅଚାନକ ନିଜ ୩୦ ବର୍ଷ ପୁରୁଣା ବିଦ୍ୟାର୍ଥିଙ୍କ କଥା ମନେ ପଡିଲା ଯାହା ଛୁଆବେଳରେ ନିଜ ଅଧ୍ୟାପିକାଙ୍କୁ ବଡ ହୋଇକରି ପାଇଲେଟ୍ ହେବାର କଥା ଦେଇଥିଲେ ।

ଏମିତିରେ ସୁଧା ନାମକ ଏହି ଅଧ୍ୟାପିକା ଏୟାର୍ ହୋଷ୍ଟେସ୍ ଙ୍କୁ ସବୁ କଥା କହିଲେ, ଓ ରୋହନ୍ ଙ୍କୁ ଦେଖାକରିବାକୁ କହିଲେ, ଏହାକୁ ନେଇ ଯେବେ ଏହି କଥାର ସୁଚନା କ୍ୟାପଟେନ୍ ରୋହନଙ୍କୁ ଲାଗିଲା, ତେବେ ସେ ଅଧ୍ୟାପିକାଙ୍କ ପାଖକୁ ନିଜ କୋକପିଟ୍ ଡକାଇଲେ, ଏହି ଅଧ୍ୟାପିକା ଯେପରି ୩୦ ବର୍ଷ ପୁରୁଣା ବିଦ୍ୟାର୍ଥୀଙ୍କୁ ପାଇଲଟ୍ ଡ୍ରେସ୍ ପିନ୍ଧିଥିବାର ଦେଖିଲେ ସେ ଭାବୁକ ହୋଇଗଲେ, କହିଦେବୁ କି ଏହି ପୁରା ଘଟଣା ରୋହନଙ୍କ ମା ନିଜ ଟ୍ୱିଟର୍ ଏକାଉଣ୍ଟ୍ ଜରିଆରେ ଲୋକଙ୍କୁ ସେୟାର୍ କରିଥିଲେ, ଯେଉଁଟ୍ଃଇ ରୋହନ୍ ଙ୍କ ମା ଗୋଟେ ପଟେ ଦୁହେଁଙ୍କ ସାକ୍ଷାତ ହେବାର ଫଟୋ ଓ ଅନ୍ୟପଟେ ସେ ରୋହନ ଓ ତାଙ୍କ ଶିକ୍ଷୟତ୍ରୀଙ୍କ ଫଟୋ ସେୟାର୍ କଲେ ।

ରୋହନଙ୍କମା ଏହି କଥାର ସୁଚନା ଦେଇଥିଲେ କି ସୁଧା ରୋହନଙ୍କ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ଥିଲେ, ଯେବେ ରୋହନ୍ ପ୍ରଥମଥର ସ୍କୁଲ୍ କ୍ଲାସରେ ନିଜ ପରିଚୟ ଦେଇଥିଲେ, ସେ ନିଜର ନାଁ କ୍ୟାପଟେନ୍ ରୋହନ୍ ଭସିନ୍ କହିନଥିଲା, ଆଶ୍ଚର୍ଯ୍ୟର କଥା ଏହା କି ଏହି ପିଲାଟି ୩୦ ବର୍ଷ ପରେ ସତରେ ପାଇଲଟ୍ ହେଲା, ଆପଣଙ୍କୁ କହିଦେବୁ କି ରୋହନ୍ ନିଜ ପରିବାର ପୁର୍ବରୁ ପାଇଲଟ୍ ନୁହେଁ ଏହା ପୁର୍ବରୁ ତାଙ୍କ ପରିବାରର ବହୁତ ସଦସ୍ୟ ପାଇଲଟ୍ ହୋଇଛନ୍ତି, ରୋହନଙ୍କ ଦାଦା ଜୟ ସିଂ ଭସିନ୍ ଭାରତର ସେହି ସାଥି ପାଇଲଟ୍ ରେ ଜଣେ ଥିଲେ ଯିଏକି ୧୯୫୪ ସମୟରେ ପ୍ରଥମ କମାଣ୍ତର ହୋଇଥିଲେ ।

ଏହା ଛଡା ରୋହନଙ୍କ ମା ବାପା ଏୟାରଲାଇନ୍ସରେ କାମ କରିଛନ୍ତି, ସେମିତି ଆପଣଙ୍କୁ କହିଦେବୁ କି ରୋହନଙ୍କ ଭଉଣୀ ଓ ତାଙ୍କ ଭିଣେଇ ପାଇଲଟ୍ ରୁପରେ କାମ କରନ୍ତି, ଏହି ସବୁ ହିଁ ରୋହନଙ୍କୁ ପାଇଲଟ୍ ହେବାର ପ୍ରେରଣା ଦେଇଥିଲା, ରୋହନ୍ +୨ ପାସ୍ କରିବାପରେ ପ୍ଲେନ୍ ରେ ଉଡିବାର ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ, ସେମିତି ଯାହା କି ସେ ଜଣେ ଭଲ ଦକ୍ଷ ପାଇଲଟ୍ ଅଟନ୍ତି, ଅନ୍ୟପଟେ ସୋସିଆଳ୍ ମିଡିଆ ଉପରେ ରୋହନ୍ ଓ ତାଙ୍କ ଅଧ୍ୟାପିକା ଙ୍କ କାହାଣୀ ବହୁତ ଭାଇରାଲ୍ ହେଉଛି, ଯିଏ ବି ଏହି କାହାଣୀକୁ ପଢିଲେ ତେବେ ସେ ବହୁତ ଭାବୁକ ହୋଇଯାଇଥିଲେ, ଜଣେ ୟୁଜର୍ କମେଣ୍ଟ୍ ବକ୍ସରେ ଲେଖିଥିଲେ କି କେଉଁ ଶିକ୍ଷୟତ୍ରୀଙ୍କ ପାଇଁ ଏହାଠାରୁ ଗର୍ବର କଥା ଆଉ କିଛି ହୋଇପାରିବ ନାହିଁ, ତାଙ୍କ ଛାତ୍ରଙ୍କ ଯାହା ଲକ୍ଷ୍ୟ ଥିଲା ସେ ହାସିଲ୍ କରିନେଲା ।

Leave a Reply

Your email address will not be published. Required fields are marked *