March 29, 2024

Odia Express

News For Public

ମଜାଦାର୍ ଜୋକ୍ସ- Nandankanan ରେ ପପୁର ଚାକିରି ହୋଇଗଲା, ସେ ବାଘର ପିଞ୍ଜରାରେ ତାଲା ଲଗାଇନଥିଲା ଅଫିସର ପଚାରିବାରୁ ଯାହା ଉତ୍ତର ଦେଲା ଆପଣ ହସି ହସି ବେଦମ ହେଇଯିବେ…

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଦୁନିଆଁରେ ତିନି ପ୍ରକାରର ଲୋକ ରହନ୍ତି, ଆୟୁର୍ବେଦିକ ମତଲବ ବୋଲଚାଲରେ ବହୁତ ବଢିଆ, କିନ୍ତୁ ଏମରଜେନ୍ସିରେ କାମ ଆସେନି, ଏଲୋପେଥିକ୍ ମତଲବ ଏମରଜେନ୍ସିରେ ଏହା କାମ ଆସେ, କିନ୍ତୁ କେବେ କଣ ସାଇଡ୍ ଇଫେକ୍ଟ ଦେଖାଇଦେବ, ଭରସା ନାହିଁ, ହୋମୋପାଥିକ୍ ମତଲବ ସେମିତି କିଛି କାମରେ ଆସେନି, କିନ୍ତୁ ସାଥିରେ ରହିଲେ ଭଲ ଲାଗିଥାଏ,

୨) ଶିକ୍ଷକ- ଟିଙ୍କୁକୁ- ବସ୍ ଇରାଦେ ବୁଲନ୍ଦ ହୋନା ଚାହିୟେ, ପଥର ସେ ଭି ପାଣି ନିକାଲା ଯା ସକତା ହେ, ଟିଙ୍କୁ- ମୁଁ ତ ସାର୍ ଲୁହାର ପାଣି ବାହାର କରିପାରିବି, ଶିକ୍ଷକ- କେମିତି ? ଟିଙ୍କୁ- ହ୍ୟାଣ୍ତପମ୍ପରୁ ।

୩) ସଂମ୍ପର୍କୀୟ- ପୁଅ କଣ ପ୍ଲାନିଙ୍ଗ୍ ଅଛି, ଆଗକୁ, ପପୁ-ସେମିତି ଆପଣଙ୍କ ଉପରେ ନିର୍ଭର କରୁଛି, ସଂମ୍ପର୍କୀୟ କେମିତି ? ପପୁ- ୧୦୦ ଟଙ୍କା ଦେଲେ ବର୍ଗର ଆଣିବି, ଓ ୨୦୦ ଟଙ୍କା ଦେଲେ ପିଜା ।

୪) ସ୍ୱାମୀ ନିଜ ସ୍ତ୍ରୀକୁ- ଚାଲ ଡାର୍ଲିଙ୍ଗ୍, ଆଜି ହୋଟେଲ୍ ଯାଇକି ଚାହା ପିଇବା । ସ୍ତ୍ରୀ ଖୁସିହୋଇକରି କହିଲା- ହେ ଭଗବାନ ମୋର କେତେ ଦାୟିତ୍ୱ ନେଉଛ, ତୁମେ କେମିତି ଜାଣିଲ କି ମୁଁ ଚାହା ବନାଇବାରେ ଥକିଯାଉଛି, ସ୍ୱାମୀ- ଚାଲ ମ ତୁମର କିଏ ଦାୟିତ୍ୱ ନେଉଛି, ମୁଁ ତ କପ୍ ପ୍ଲେଟ୍ ଧୋଇଧୋଇ ଥକି ଯାଇଛି ।

୫) ସ୍ତ୍ରୀ ଗୋଟେ ସପ୍ତାହରେ କୁକୁର କିଣିବାକୁ ଜିଦ୍ କରୁଥିଲା, ସ୍ୱାମୀଠାରୁ ଚିନ୍ତିତ ହୋଇକରି କିଛି ବୁଝାପଡୁନି ତୁମେ କୁକୁର ହିଁ କଣପାଇଁ କିଣିବାକୁ ଚାହୁଁଛ ? ସ୍ତ୍ରୀ- କାରଣ ତେବେ ଯେବେ ଅଫିସ୍ ଚାଲିଯିବ, ତେବେ ମୋର ଆଗରେ ପଛରେ ଲାଞ୍ଜ ହଲାଇ ବୁଲୁଥିବ ।

୬) ସେଠ୍- ଚାକରକୁ- ଟିକିଏ ଦେଖିବ ତ, କେତେ ସମୟ ହୋଇଚି, ଚାକର- ମୋତେ ଟାଇମ୍ ଦେଖି ଆସୁନି, ସେଠ୍-ଆଛା କିଛି କଥା ନୁହେଁ, ଏହା ଦେଖିକି କହ, ବଡ କଣ୍ଟା କେଉଁଠି ଅଛି, ଓ ଛୋଟ କଣ୍ଟା କେଉଁଠି ? ଚାକର- ଦୁହେଁ କଣ୍ଟା ଘଣ୍ଟାରେ ଅଛି ଆଜ୍ଞା ।

୭) ସ୍ୱାମୀ- ତୁମେ ମୋର ସହ ଚାକର ପରି ବ୍ୟବହାର କରିବା ଛାଡିଦିଅ, ସ୍ତ୍ରୀ-ନହେଲେ କଣ ? ସ୍ୱାମୀ- ମୁଁ ଦୁଇ ଚାରି ଘର ଆହୁରି ଧରିନେବି, ସେମିତି ବି ପଡୋଶୀ ଲୋକେ ମୋର କାମ କରିବା ଅନ୍ଦାଜରୁ ଇମ୍ପ୍ରେସ୍ ଅଛନ୍ତି, ସ୍ତ୍ରୀ- ଆଜି ଠାରୁ ସବୁ କାମ ଘରେ ଭିତରେ କରିବ ।

୮) ଶାଳୀ –ନିଜ ଭିଣେଇକୁ ପଚାରେ- ଆଚ୍ଛା ଭିଣେଇ ଭାଇ ଗୋଟେ କଥା କୁହ, ଶଶୁରଘରେ ଜ୍ୱାଇଁକୁ ଏତେ ସମ୍ମାନ କଣପାଇଁ ମିଳେ, ଭିଣେଇ- କାରଣ ସେ ଲୋକ ଜାଣିଛନ୍ତି କି ସେ ମହାନ୍ ବ୍ୟକ୍ତି ଅଟେ, ଯିଏକି ଆମ ଘରର ତୋଫାନ୍ କୁ ସଂମ୍ଭାଳିକରି ଅଛି ।

୯) ମଦୁଆ ସ୍ୱାମୀ ସାଙ୍ଗକୁ- ମୋର ସ୍ତ୍ରୀ ମୋତେ ନୋଟିସ୍ ଦେଇଛି କି ଯଦି ମୁଁ ମଦ ପିଇବା ଛାଡିବି ନାହିଁ ତେବେ ମୋତେ ସେ ଛାଡିକରି ଚାଳିଯିବ, ସାଙ୍ଗ – ଆରେ ଏମିତି କଣ, ଏହା ବହୁତ ଖରାପ ହେଲା, ମଦୁଆ- ହଁ ସାଙ୍ଗ, ଭଲ ସ୍ତ୍ରୀ ଲୋକ ବହୁତ ମନେ ପକାଇବ ନା ।

୧୦) ପପୁ ଚିଡିଆ ଘରେ ଚାକିରି କରିନେଲା, ସେ ବାଘର ପିଞ୍ଜରାରେ ତାଲାପକାଇନଥିଲା । ଅଫିସର୍- ପପୁ ତୁ ବାଘର ପିଞ୍ଜରାରେ ତାଲା କଣପାଇଁ ଦେଇନୁ ? ପପୁ-କଣ ଦରକାର, ଏତେ ଖତରନାକ୍ ପଶୁକୁ ସେମିତି କିଏ ଚୋରି କରିବ, ପପୁ- କୁ ପ୍ରଥମଦିନରୁ ବାହାର କରିଦିଆଗଲା ।

Leave a Reply

Your email address will not be published. Required fields are marked *