8 ମାର୍ଚ୍ଚ ୨୦୨୨ ର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଆଜି ଏହି ୩ ଟି ରାଶିବାଲାଙ୍କ ରହିବ ଶୁଭ ପରିଣାମ, କମ୍ ପରିଶ୍ରମରେ ମିଳିବ ଅଧିକା ଫାଇଦା

୧) ମେଷ ରାଶି-ଆଜି ଆପଣଙ୍କ ଦିନ ଶୁଭ ନଜର ଆସୁଛି, ପାରିବାରିକ ଜୀବନ ଖୁସିମୟ ରହିବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ନୁଆ ଗାଡି କିଣିପାରନ୍ତି, ଆପଣଙ୍କ କିଛି ଅଧୁରା ଇଚ୍ଛା ପୁରା ହୋଇଯିବ, କମ୍ ପରିଶ୍ରମରେ ଫାଇଦା ମିଲିବାର ଆଶା ଅଛି, ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ବଡ ଅଧିକାରୀଙ୍କର କୃପା ଦୃଷ୍ଟି ମିଳିପାରିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲରେ କଟିବ, ସବୁ କାମରେ ଭାଗ୍ୟ ପୁରା ସାଥ୍ ଦେବାର ଅଛି, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇଯିବ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା ହେବ, ଯାହା ଆଗକୁ ଯାଇକରି ଆପଣଙ୍କ ପାଇଁ ଫାଇଦାଦାୟକ ହୋଇପାରେ, ବେପାରରେ ଭଲ ଲାଭ ହେବ,ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ସଫଳତାର ନୁଆ ଅବସର ପ୍ରାପ୍ତ ହେବ, ଯାହାର ଫାଇଦା ଉଠାଇବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, ଆପଣଙ୍କୁ ନିଜ ବାଣୀ ଉପରେ ମଧୁରତା ରଖିବାକୁ ହେବ, କେଉଁ ପ୍ରକାରର୍ ବାଦ ବିବାଦରେ ପଡନ୍ତୁ ନାହିଁ, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି, ଯଦି ସଂମ୍ଭବ ହୋଇପାରିବ ତେବେ ଲମ୍ବା ଯାତ୍ରାରେ ଯିବାରୁ ନିବୃତ ରୁହନ୍ତୁ, କାରଣ ଦୁର୍ଘଟଣା ହେବାର ସଂମ୍ଭାବନା ନଜର ଆସୁଛି, କିଛି ବଡ ନିବେଶକରିବା ପୁର୍ବରୁ ଭାବିଚିନ୍ତି ବିଚାର କରନ୍ତୁ,

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସକରାତ୍ମକ ପରିଣାମ ନେଇକରି ଆସୁଛି, ବିବାହିତ ଜୀବନରେ ଚାଲୁଥିବା ଅସୁବିଧା ସମାଧାନ ହୋଇପାରିବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, କାରୋବାରରେ ଉନ୍ନତି ଦେଖାଦେବ, ଯଦି କିଛି ବୁଝାମଣାରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଆଜିର ଦିନ ଠିକ୍ ନଜର ଆସୁଛି, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ବାହାର ଖାଦ୍ୟପେୟରୁ ଦୁରେଇ ରହିବାକୁ ହେବ, ନହେଲେ ପେଟ ସହ ଯୋଡି ହୋଇଥିବା ଅସୁବିଧା ଉତ୍ପନ୍ନ ହୋଇପାରେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ,

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ପ୍ରାୟ ରହିବ, ସାଙ୍ଗଙ୍କ ସହ ମିଶିକରି ଭଲ ସମୟ କଟାଇବେ, ଆପଣ ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଆଗକୁ ଯାଇକରି ଆର୍ଥିକ ଅସୁବିଧା ଦେଖାଦେଇପାରେ, ମନରେ ନାନାପ୍ରକାରର ବିଚାର ସୃଷ୍ଟି ହେବ, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି, ଆପଣଙ୍କ ମନରେ ସକରାତ୍ମକ ଚିନ୍ତାଧାରା ରଖିବାର ଆବଶ୍ୟକତା ରହିଛି, ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାକୁ ହେବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ପ୍ରସ୍ତୁତି ପାଇଁ ଶିକ୍ଷକଙ୍କ ସହଯୋଗ ମିଳିପାରିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ କିଛି ଖାସ୍ ରହିବ, କାରଣ ଆଜି ଆପଣ ନିଜ ବ୍ୟବସାୟ ପାଇଁ ଯେଉଁ ବି ଯୋଜନାଗୁଡିକ ବନାଇବେ ତାହା ଆଜି ହିଁ ଲଞ୍ଚ କରିବେ ଓ ପରେ ଏହା ଲାଭଦାୟକ ସିଦ୍ଧ ହେବ, ସନ୍ତାନଙ୍କ ଶିକ୍ଷା ସହ ଯୋଡି ହୋଇଥିବା ଚିନ୍ତା ଦୁର ହେବ, ପରିବାର ଲୋକଙ୍କ ସହ ଭଲ ତାଲମେଳ ରହିବ, ଆପଣ ନିଜ ବୁଦ୍ଧିମତାରୁ କଠିନରୁ କଠିନ କାର୍ଯ୍ୟ ସହଜରେ କରିପାରିବେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।

୭) ତୁଳା ରାଶି- ଆଜି ଆପଣଙ୍କ କ୍ୟାରିୟର୍ ଦୃଷ୍ଟିକୋଣରୁ ଉତ୍ତମ ନଜର ଆସୁଛି, ଯେଉଁମାନେ ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ନୁଆ ଚାକିରି ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତ୍ ହେବ, ଆପଣ ନିଜ ଅଧୁରା କାମ ପୁରା କରିପାରିବେ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ଓ ଫଳଦାୟକ ରହିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ମନମୁତାବିକ ସଫଳତା ହାସିଲ୍ କରିପାରିବେ, ଯାହାଦ୍ୱାରା ମନ ହର୍ଷିତ ରହିବ, ଚାକିରି କ୍ଷେତ୍ରରେ ଉନ୍ନତି ମିଳିବାର ଯୋଗ ହେଉଛି, ବଡ ଅଧିକାରୀମାଣେ ଆପଣଙ୍କ କାମକୁ ପ୍ରଶଂସା କରିବେ, ଘରୋଇ ଖର୍ଚ୍ଚ କମ୍ ହେବ, ଆୟର ଜରିଆ ବଢିବ , ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ଜରୁରି କାମରେ ଫୋକସ୍ କରିବାର ଆବଶ୍ୟକତା ରହିଛି, ଆପଣ କେଉଁ ବି କାମରେ ବ୍ୟସ୍ତ ହୁଅନ୍ତୁ ନାହିଁ । ନହେଲେ କାମ ବିଗିଡିପାରେ, କିଛି ଲୋକ ଆପଣଙ୍କ ସ୍ୱଭାବର ଫାଇଦା ଉଠାଇବାକୁ ଚାହିଁବେ, ଏଥିପାଇଁ ସତର୍କ ରୁହନ୍ତୁ, ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ, ସାମାଜିକ କ୍ଷେତ୍ରରେ ନିଜ ଅଲଗା ପରିଚୟ ବନାଇବାରେ ସଫଳ ହେବେ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ବିବାହିତ ଜୀବନରେ ଚିନ୍ତାଗୁଡିକ ଦୁର ହୋଇଯିବ, ଜୀବନସାଥୀଙ୍କୁ ଆପଣ ନିଜ ହୃଦୟର କଥା ସେୟାର୍ କରିପାରନ୍ତି, ଅଚାନକ ଘରେ ଅତିଥିଙ୍କ ଆଗମନ ହେବ, ଯେଉଁଥିରେ ଘରେ ଚହଳ ହେବ, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କୁ ସଫଳତା ମିଳିବାର ଯୋଗ ହେଉଛି, ଆପଣ ନିଜ ମଧୁର ବାଣି ଉପରେ ଅନ୍ୟଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ଆଶା ଅଛି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, ବେପାରରେ ଲାଭଦାୟକ ବୁଝାମଣା ହାତକୁ ଲାଗିବ, ଆଖପାଖ ଲୋକ ଭଲ ସ୍ୱଭାବର ଆପଣଙ୍କୁ ପ୍ରଶଂସା କରିବେ, କେଉଁ ପୁରୁଣା କ୍ଷତିର ଭରପାଇ କରିପାରନ୍ତି, ଶଶୁରଘର୍ ପକ୍ଷରୁ ଧନ ଲାଭ ହେବ, ଦାମ୍ପତ୍ୟ ଜୀବନରେ ସୁଖ୍ ମିଳିବ ।ଆର୍ଥିକ ସ୍ଥିତି ମଜବୁତ୍ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇପାରନ୍ତି ।

୧୨) ମୀନ ରାଶି- ଆପଣଙ୍କ ଦିନ କିଛି ପରିମାଣରେ ଠିକ୍ ରହିବ, ବିଦ୍ୟାର୍ଥୀଙ୍କୁ ଆଜି ନିଜ ଗୁରୁଜନଙ୍କ ସହ ମିଶିକରି ଶିକ୍ଷାରେ ଆସୁଥିବା ସମସ୍ୟାକୁ ସମାଧାନର ବାଟ ଖୋଜିବାକୁ ହେବ, ତେବେ ଯାଇ ସଫଳତା ହାସିଲ୍ କରିପାରିବେ, ପ୍ରେମ ଜୀବନ ଭଲ ରହିବ, ଆପଣ ନିଜ ଜୀବନସାଥୀଙ୍କ ସହ କେଉଁଆଡେ ବୁଲିବାକୁ ଯାଇପାରନ୍ତି, ଯଦି କାହାଠାରୁ ଆଗରୁ ପଇସା ଉଧାର ଦେଇଛନ୍ତି, ତେବେ ତାହା ଆଜି ଫେରିପାରିବେ, ଘରେ ବଡ ବୟସ୍କ ଲୋକଙ୍କ ଆଶିର୍ବାଦରୁ କାମକାର୍ଯ୍ୟରେ ଲଗାତାର ସଫଳତା ହାସିଲ୍ କରିବେ, ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରହିବାକୁ ହେବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବଜାୟ ରଖନ୍ତୁ ।

Leave a Reply

Your email address will not be published.