April 20, 2024

Odia Express

News For Public

Nita ଅମ୍ବାନୀଙ୍କ ପାଖରେ ଅଛି ଦାମିକା ଜାହାଜ, ପାଣିରେ ଚାଲୁଥିବାର ନଜର ଆସିଥାଏ ଆଲିଶାନ୍ ମହଲ ପରି,ଦେଖିଲେ ଚମକି ପଡିବେ ଆପଣ…

ମୁକେଶ ଅମ୍ବାନୀ ଭାରତର ସବୁଠାରୁ ବଡ ଉଦ୍ୟୋଗପତିରୁ ଜଣେ ଅଟନ୍ତି । ତାଙ୍କ ପାଖରେ ଧନ ଦୌଲତର କୌଣସି ଅଭାବ ନାହିଁ, ଜୀବନକୁ ଆରାମଦାୟକ ବନାଇବାପାଇଁ ସବୁପ୍ରକାରର ଜିନିଷ ତାଙ୍କ ପାଖରେ ମହଜୁଦ୍ ଅଛି, ମୁକେଶ ଅମ୍ବାନୀ ନୀତା ଅମ୍ବାନୀଙ୍କୁ ବିବାହ କରିଛନ୍ତି, ତାଙ୍କର ତିନୋଟି ଛୁଆ ଅଛନ୍ତି, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ, ଓ ଇଶା ଅମ୍ବାନୀ, ଅମ୍ବାନୀ ପରିବାର ଆଜି ବି ବହୁତ ଆଲିଶାନ୍ ଜୀବନଶୈଳୀ ବ୍ୟତିତ କରୁଛନ୍ତି, ଏମିତିରେ ତାଙ୍କପାଖରେ ବହୁତ ଆରାମଦାୟକ ବସ୍ତୁଗୁଡିକ ଅଛି, ଏବେ ନୀତା ଅମ୍ବାନୀ ନିଜ ଜନ୍ମଦିନ ପାଳିଥିଲେ, ମୁକେଶ ଅମ୍ବାନୀଙ୍କ ସ୍ତ୍ରୀଙ୍କୁ ସେ ନିଜ ଜନ୍ମଦିନ ଅବସରରେ କୋଟିଏ ଉପରେ ଜାହାଜ ଗିଫ୍ଟ କରିଥିଲେ ।

ନୀତା ଅମ୍ବାନୀ ଭାରତର ସବୁଠାରୁ ବଡ ଉଦ୍ୟୋଗପତି ଓ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ଅଟନ୍ତି, ନୀତା ଅମ୍ବାନୀଙ୍କ ପାଖରେ ସାମାଜିକ କାର୍ଯ୍ୟ ପାଇଁ ବେଶୀ ଲୋକପ୍ରିୟ, ଏହା ଛଡା ଲକଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ଲାଇମ୍ ଲାଇଟ୍ ରେ ରୁହନ୍ତି, କହିଦେବୁ କି ନୀତାଅମ୍ବାନୀ କୋଟିଏ ଟଙ୍କାର ବହୁତ ଦାମିକା ଜିନିଷର ମାଲିକାଣୀ ଅଟନ୍ତି, ଏବେ ଏହି ଜିନିଷରେ ତାଙ୍କର ଜାହାଜ ବି ସାମିଲ୍ ହୋଇଛି, ଏହି ଜାହାଜର ଦାମ୍ କୋଟିଏ ଟଙ୍କା ବୋଲି କୁହାଯାଉଛି, ଏହି ଜାହାଜ ଏତେ ଆଲିଶାନ୍ ଅଟେ କି ଏହାକୁ ପାଣିରେ ଚାଳୁଥିବା ମହଲ ବୋଲି କୁହାଯାଏଏହି ଜାହାଜରେ ସବୁ ପ୍ରକାରର ସବୁ ସୁଖ ସୁବିଧା ମହଜୁଦ୍ ଅଛି, ଯାହା ଅମ୍ବାନୀ ପରିବାରର ଘରେ ମହଜୁଦ୍ ଅଛି, ରିପୋର୍ଟରୁ ଜଣାଯାଏ କି ଏହି ଜାହାଜର ଦାମ୍ ୬୦୦ କୋଟିରୁ ଅଧିକା ଅଟେ ।

କହିଦେବୁ କି ନୀତା ଅମ୍ବାନୀଙ୍କ ଏହି ନୁଆ ଜାହାଜରେ ବହୁତ ସାରା ବେଡରୁମ୍ ଓ ଏକ ବଡ ହଲ୍ ମହଜୁଦ୍ ଅଛି, ଏହି ଜାହାଜର ଭିତରେ ୭୦ ରୁ ଅଧିକା ଲୋକ ପାର୍ଟି ସେଲିବ୍ରେସନ୍ କରିପାରିବେ, ଏହି ଜାହାଜରେ ସିନେମା ହଲରୁ ନେଇକରି ବହୁତ ପ୍ରକାରର ଆରାମଦାୟକ ଜିନିଷ ଅଛି, ନୀତା ଅମ୍ବାନୀ ନିଜ ଲକଜୁରି ଜୀବନଶୈଳୀ ପାଇଁ ଜଣାଯାଆନ୍ତି ।

ନୀତା ଅମ୍ବାନୀଙ୍କ ପାଖରେ ବହୁତ ଲକଜୁରି କାର୍ ସହ ଏକ ପ୍ରାଇଭେଟ୍ ଜେଟ୍ ଅଛି, ସବୁଠାରୁ ବଡ ଉଦ୍ୟୋଗପତିର ସ୍ତ୍ରି ହେବା କାରଣରୁ ସେ ସବୁବେଳେ ଚର୍ଚ୍ଚିତ ରୁହନ୍ତି, ନିଜ ଜୀବନର ୫୮ ବର୍ଷ ପୁରା କରିବାପରେ ଅମ୍ବାନୀ ପରିବାରର ସଦସ୍ୟ ବହୁତ ସୁନ୍ଦର ଆସିଥାଏ, ନିଜ ଫିଟନେସ୍ କୁ ବଜାୟ ରଖିବାପାଇଁ ନୀତା ଅମ୍ବାନୀ ବହୁତ ଧ୍ୟାନ ରଖନ୍ତି, ନୀତା ଅମ୍ବାନୀ ଯେଉଁ ପାଣି ପିଅନ୍ତି ତାହାର ଦାମ୍  ଲକ୍ଷେ ଟଙ୍କା ଉପରେ ଅଟେ ।

ଯେପରି ଆପଣ ଜାଣିଛନ୍ତି କି ନୀତାଙ୍କ ସ୍ୱାମୀ ମୁକେଶ ଅମ୍ବାନୀଙ୍କ ପାଖରେ ଧନ ଦୌଲତର ଅଭାବ ନାହିଁ । ସେ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତିରୁ ଜଣେ ଅଟନ୍ତି, ଏହି କାରଣରୁ ତାଙ୍କ ପରିବାର ଆଲିଶାନ୍ ଜୀବନ ବ୍ୟତିତ କରୁଛି, ଯଦି ଅମ୍ବାନୀ ପରିବାରର ଘରର କଥା କୁହାଯାଏ ତେବେ ତାହା ବହୁତ ଆଲିଶାନ୍ ଅଟେ, ତାଙ୍କ ଘରର ଦାମ୍ କୋଟିଏ ଉପରେ ଟଙ୍କା ବୋଲି ଜଣାଯାଏ, ଏହି ଘରର ନାଁ ଆଣ୍ଟିଲିଆ ଅଟେ, ମୁମ୍ବାଇରେ ଥିବା ୨୭ ମହଲା ବିଶିଷ୍ଟ ଏହି ଆଲିଶାନ୍ ଘର ଅଛି, ଏଥିରେ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାର ବହୁ ବର୍ଷରୁ ରହିଆସୁଛନ୍ତି ।

Leave a Reply

Your email address will not be published. Required fields are marked *