April 14, 2024

Odia Express

News For Public

ନିଜ ଭାଇ ଅଛନ୍ତି South ର ଏହି ବଡ ସୁପରଷ୍ଟାର୍, ଜଣେ ଅନ୍ୟଙ୍କୁ କରନ୍ତି ବହୁତ ପ୍ରେମ ,କିଏ କାହା ନିଜ ଭାଇ ପ୍ରଥମଥର ଜାଣିରଖନ୍ତୁ….

1 min read

ଯେଉଁଭଳି ବଲିଉଡ୍ କଳାକାର ପୁରା ଦୁନିଆଁରେ ଲୋକପ୍ରିୟ ହୋଇଛନ୍ତି ,ଠିକ୍ ସେହିପ୍ରକାରରେ ସାଉଥ୍ ଫିଲ୍ମଇଣ୍ତଷ୍ଟ୍ରିର କଳାକାର ବି ଦୁନିଆଁ ସାରା ଲୋକପ୍ରିୟତା ପାଇଛନ୍ତି, ସାଉଥ୍ ଇଣ୍ତଷ୍ଟ୍ରିର କଳାକାରଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଦୁନିଆଁର କୋଣ ଅନୁକୋଣରେ ଅଛି, ମହଜୁଦା ସମୟରେ ଅଧିକାଂଶ ସବୁ ଲୋକେ ସାଉଥ୍ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି, ଏମିତିରେ ବହୁତ ଫିଲ୍ମ ଅଛି ଯାହା ବେଶୀ ଲୋକପ୍ରିୟତା ପାଇଛି, ସାଉଥ୍ ଫିଲ୍ମ ଦେଖିବାର୍ ନିଜର ଏକ୍ ଅଲଗା ମଜା ଅଛି, ସମୟର୍ ସହ ସାଉଥ୍ ଫିଲ୍ମ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା କୋଟିଏ ଉପରେ ଅଛି, ସେମିତି ସାଉଥ୍ କଳାକାରଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ତଗଡା ଅଛି, ସାଉଥ୍ ଅଭିନେତା ଓ ଅଭିନେତ୍ରୀମାନେ ବହୁତ ସ୍ମାର୍ଟ ହୋଇଥାନ୍ତି, ଏମାନଙ୍କ ମଧ୍ୟରେ ବହୁତ ସୁପରଷ୍ଟାର୍ସ ଅଛନ୍ତି ଯାହାଙ୍କୁ ଫିଲ୍ମ ଦୁନିଆଁରେ ବହୁତ ପସନ୍ଦ କରାଯାଏ, ବହୁତ ସାଉଥ୍ ଷ୍ଟାର୍ସ ଭାଇ ଭାଇ ମହଜୁଦ୍ ସଂମ୍ପର୍କ ଅଛି, ଯେଉଁଠି ବହୁତ କମ୍ ଲୋକ ପରିଚିତ ଅଛନ୍ତି, ତେବେ ଆସନ୍ତୁ ସେହି କଳାକାରଙ୍କ ବିଷୟରେ ଜାଣିବା, ଯିଏ ପରସ୍ପର ଭାଇ ଭାଇ ଅଟନ୍ତି ଓ ଦୁହେଁ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି ।

୧) ଅଲୁ ଅର୍ଜୁନ ଓ ଅଲ୍ଲୁ ଶିରିଷ୍- ଅଲ୍ଲୁ ଅର୍ଜୁନ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଏମିତି ଅଭିନେତା ଅଟନ୍ତି, ଯାହାଙ୍କ ଅଧିକାଂଶ ଫିଲ୍ମ ସୁପରଡୁପର୍ ହିଟ୍ ପ୍ରମାଣିତ ହୋଇଛି । ଏହି ସାଉଥ୍  ଫିଲ୍ମ ଇଣ୍ତଷ୍ଟ୍ରିର ଟପ୍ ଅଭିନେତାଙ୍କ ଲିଷ୍ଟରେ ଲୋକପ୍ରିୟ ହୋଇଛନ୍ତି, ତାଙ୍କର ଦମଦାର୍ ପର୍ସନାଲିଟି ଶାନଦାର୍ ଅଭିନୟ ଯେବେ କମ୍ବିନେଶନ୍ ହୋଇଯାଏ ତେବେ ଫିଲ୍ମ ହିଟ୍ ହେବା ଯଥାର୍ଥ, ମହଜୁଦା ସମୟରେ ଅଲ୍ଲୁ ଅର୍ଜୁଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଭାରତରେ ବହୁତ ତଗଡା ଅଛି । ଏବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ରିଲିଜ୍ ହୋଇଥିଲା, ଯାହାପରେ ତାଙ୍କର ଲୋକପ୍ରିୟତା ଜବରଦସ୍ତ ବୃଦ୍ଧି ପାଇଥିଲା, ଅଲ୍ଲୁ ଅର୍ଜୁନ ଦେଶରେ ନୁହେଁ ବରଂ ବିଦେଶରେ ଲୋକପ୍ରିୟ ଅଛି, ଅଲ୍ଲୁ ଅର୍ଜୁନଙ୍କ ନିଜ ଭାଇଙ୍କ ନାଁ ଅଲ୍ଲୁ ଶିରିଷ୍ ଅଟେ, ଯିଏକି ଟଲିଉଡ୍ ର ଅଭିନେତା ଅଛନ୍ତି, ଅଲୁ ଶିରିସ୍ ନିଜ ବଡ ଭାଇ ଅଲ୍ଲୁ ଅର୍ଜୁଙ୍କ ପରି ବେଶୀ ଲୋକପ୍ରିୟ ହୋଇନାହାନ୍ତି ।

୨) ଚିରଞ୍ଜିବି ଓ ପବନ କଲ୍ୟାଣ- ସାଉଥ୍ ଇଣ୍ତଷ୍ଟ୍ରିର ଚିରଞ୍ଜିବି ଏକ ବଡ ନାଁ ଅଟେ, ସେ ନିଜ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ଫିଲ୍ମରେ ଦମଦାର୍ ଅଭିନୟ କରିଛନ୍ତି, ସାଉଥ୍ ଫିଲ୍ମରେ ନୁହେଁ ବରଂ ବହୁତ ବଲିଉଡ୍ ଫିଲ୍ମରେ ଚିରଞ୍ଜିବି କାମ କରିସାରିଛନ୍ତି, ସେମିତି ଚିରଞ୍ଜିବିଙ୍କ ଛୋଟ ଭାଇଙ୍କ ନାଁ ପବନ କଲ୍ୟାଣ ଅଟେ ପବନ କଲ୍ୟାଣ ଆଜି କେଉଁ ପରିଚୟର ଆବଶ୍ୟକତା ଦରକାର ପଡେ ନାହିଁ, ପବନ କଲ୍ୟାଣ ଓ ଚିରଞ୍ଜିବି ନିଜ ଭାଇ ଅଟନ୍ତି, ଓ ଦୁହେଁ ଭାଇ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି ।

୩) ମହେଶ ବାବୁ ଓ ରମେଶ ବାବୁ- ଦକ୍ଷିଣ ଭାରତୀୟ ସିନେମା ର୍ ହ୍ୟାଣ୍ତସମ୍ ଅଭିନେତା ମହେଶ ବାବୁଙ୍କୁ କିଏ ବା ନଜାଣେ, ସେ ଦକ୍ଷିଣ ଭାରତୀୟ ସିନେମାଙ୍କ ବଡ ନାଁ ଅଟେ, ଓ ତାଙ୍କର ଗଣନା ସମ୍ମାନିତ କଳାକାରଙ୍କ ମଧ୍ୟରେ କରାଯାଏ, ସେ ୧୯୯୯ ରେ ନିଜ ଅଭିନୟର କ୍ୟାରିୟର୍ ଆରମ୍ଭ କରିଥିଲେ । ମହେଶ ବାବୁ ଙ୍କ ନିଜ ଭାଇଙ୍କ ନାଁ ରମେଶ ବାବୁ ଅଟେ । ଯିଏକି ଜଣେ ଅଭିନେତା ଅଟନ୍ତି, ରମେଶ ବାବୁ ଅଭିନେତା ହେବା ସହ ଏକ ଫିଲ୍ମ ନିର୍ମାତା ବି ଅଟନ୍ତି। ରମେଶ ବାବୁ ମହେଶ ବାବୁଙ୍କ ବଡ ଭାଇ ଅଟନ୍ତି ।

୪) ଜୁନିୟର୍ ଏନଟିଆର୍ ଓ କଲ୍ୟାଣ ରାମ୍- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଲୋକପ୍ରିୟ ସୁପରଷ୍ଟାର୍ ଓ କଳାକାରଙ୍କ ଲିଷ୍ଟରେ ଜୁନିୟର ଏନଟିଆରଙ୍କ ନାଁ ସାମିଲ୍ ଅଛି, ଯିଏକି ନିଜ ଅଭିନୟରୁ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଥିଲେ, ଜୁନିୟର୍ ଏନଟିଆର୍ ନିଜ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ଦର୍ଶକ ତାଙ୍କ ଆସୁଥିବା ଫିଲ୍ମକୁ ବହୁତ ପ୍ରତିକ୍ଷାର ସହ ଅପେକ୍ଷା କରନ୍ତି । ଜୁନିୟର ଏନଟିଆରଙ୍କ ଭାଇଙ୍କ ନାଁ କଲ୍ୟାଣ ରାମ ଅଟେ, ଏହି ଦୁହେଁ ନିଜ ଭାଇ ନୁହନ୍ତି, କିନ୍ତୁ ଦୁଇ ଭାଇ ନିଜ ଭାଇ ପରି ଚଳନ୍ତି, ବହୁତଥର ଏହି ଦୁହେଁଙ୍କୁ ଏକା ସାଙ୍ଗରେ ଦେଖାଯାଏ ।

୫) ସୁର୍ଯ୍ୟା ଓ କାର୍ଥୀ- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସବୁଠାରୁ ହ୍ୟାଣ୍ତସମ୍ ଓ ଟ୍ୟାଲେଣ୍ଟେଡ୍ ଅଭିନେତାଙ୍କ ମଧ୍ୟରୁ ସୁର୍ଯ୍ୟା କେଉଁ ପରିଚୟର ଆବଶ୍ୟକତାପଡେ ନାହିଁ, ତାଙ୍କ ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍ ରେ ବହୁତ ଶାନଦାର୍ ପ୍ରଦର୍ଶନ କରୁଛି । ସୁର୍ଯ୍ୟାଙ୍କ ଭାଇଙ୍କ ନାଁ କାର୍ଥି ଅଟେ, ଏହି ଦୁହେଁ ନିଜ ଭାଇ ଅଟନ୍ତି । କାର୍ଥୀ ଏକ ଜଣାଶୁଣା ଅଭିନେତା ଅଟନ୍ତି ।

Leave a Reply

Your email address will not be published. Required fields are marked *