April 17, 2024

Odia Express

News For Public

Bhootnath ଫିଲ୍ମରେ ବଙ୍କୁ ଭୁମିକାରେ ଅଭିନୟ କରି ଜିଣିଥିଲେ ସମସ୍ତଙ୍କ ହୃଦୟ,ବଡ ହୋଇକରି ଏବେ ଏହି ଶିଶୁ କଳାକାର ଦେଖାଯାଉଛନ୍ତି ବହୁତ ହ୍ୟାଣ୍ତସମ୍

ଫିଲ୍ମ ଇଣ୍ଡଷ୍ଟ୍ରିରେ, ଆପଣ ଅନେକ ଶିଶୁ କଳାକାରଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର କ୍ୟୁଟନେସ୍ ଏବଂ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ନିଜର ଭଲ ପାଇବା ଦେଇଛନ୍ତି  ସେମିତି ଏକ ଶିଶୁ କଳାକାର ମଧ୍ୟ ଅଛନ୍ତି, ଯିଏ ତାଙ୍କର ସୁନ୍ଦର ହସ ଏବଂ କ୍ୟୁଟନେସ୍ ଆଧାରରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେହି ଶିଶୁ କଳାକାରଙ୍କ ନାଁ ହେଲା ଅମାନ ସିଦ୍ଦକି | ଏହି ଅଭିନେତା ଖୁବ୍ କମ୍ ବୟସରେ ହିନ୍ଦୀ ସିନେମା ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ | ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯେଉଁ ଚଳଚ୍ଚିତ୍ରରେ ଅମନ୍ ସିଦ୍ଦକି ଏକ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ, ତାହା ଏବେ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସେହି ଚଳଚ୍ଚିତ୍ରଟି ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ଭୁତନାଥ’ ଅଟେ, ୨୦୦୯ ରେ ଭୁତନାଥ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ​​ଏବଂ ଏହି ଫିଲ୍ମରେ ମହାନାୟକଙ୍କ ସହ ଏହି ସିନେମାରେ ଅଭିନୟ କରିଥିଲେ, ସେହି ଶିଶୁ କଳାକାର ହେଉଛନ୍ତି ଅମାନ୍ ସିଦ୍ଦକି |

ଜଣେଇଦେବୁ କି ଏହି ଫିଲ୍ମ ରିଲିଜ୍ ହେବାର ବହୁତ ବର୍ଷ ଅତିବାହିତ ହୋଇ ଯାଇଛି  କିନ୍ତୁ ଦର୍ଶକମାନେ ଏବେ ବି ଏହି ଫିଲ୍ମକୁ ବହୁତ ପସନ୍ଦ କରନ୍ତି, ବିଶେଷ କରି ଛୋଟ ଛୁଆମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରନ୍ତି | ଏହି ଫିଲ୍ମରେ ହିନ୍ଦୀ ସିନେମା୍ ଜଗତର  ଦିଗଜ ଅଭିନେତା ଅମିତାଭ ବଚ୍ଚନ ଭୂତ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ।

ସେମିତି ଏହି ଫିଲ୍ମରେ ଏକ ଏମିତି ଭୁମିକା ଥିଲା ଯାହାକି ଦର୍ଶକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ୍ କରିଥିଲା, ଓ ସେହି ଭୁମିକା ଦର୍ଶକଙ୍କୁ ବେଶୀ ପସନ୍ଦ ଆସିଥିଲା । ଓ ସେ ଭୁମିକାରେ ବଙ୍କୁ ଭୁମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ, କହିଦେବୁ କି ବଙ୍କୁ ରୁପରେ ନଜର ଆସିଥିବା ଏହି ବାଳ କଳାକାର ଆଉ କେହି ନୁହେଁ ଅମନ ସିଦ୍ଦକି ଅଟନ୍ତି, ସେ ଛୋଟ ବୟସରୁ ଅଭିନୟର ଦମରେ ଦର୍ଶକଙ୍କୁ ନିଜ ଦିୱାନା ବନାଇଦେଇଥିଲେ ।

କିନ୍ତୁ ଭୁତନାଥ ଫିଲ୍ମରେ ବଙ୍କୁ ଭୂମିକାରେ ନଜର ଆସିଥିବା ଏହି ଛୋଟ ଶିଶୁ କଳାକାର ବର୍ତ୍ତମାନ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତିକହିଦେବୁ କି ଭୂତନାଥ ଫିଲ୍ମରେ ଅମାନ ସିଦ୍ଦକି ଶାହାରୁଖ ଖାନ ଏବଂ ଜୁହି ଚାୱଲାଙ୍କ ପୁଅ ଭୁମିକାରେ ନଜର ଆସିଥିଲେ । ଏହି ଭୁମିକାରେ ଅମାନ ସିଦ୍ଧୀକି ବହୁତ ଲୋକପ୍ରିୟ ହୋଇଥିଲେ ,ଏହି ଫିଲ୍ମର ରିଲିଜ୍ ହେବାର ୧୪ ବର୍ଷ ବିତିଗଲାଣି, କିନ୍ତୁ ଆଜି ବି ଏହି ଫିଲ୍ମ ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ ,ଯେହେତୁ ଆପଣ ସମସ୍ତେ ଜାଣନ୍ତି ଯେ ଫିଲ୍ମଟି ବର୍ତ୍ତମାନ ପୁରୁଣା ହୋଇଯାଈଛି ଏବଂ ଫିଲ୍ମର ବାଙ୍କୁ ମଧ୍ୟ ବଡ ହେବା ପରେ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି ,କହିଦେବୁ କି ଅଭିନୟ ସହିତ ଅମାନ ସିଦ୍ଦକି ମଧ୍ୟ ଗୀତ ଗାଇବାକୁ ବହୁତ ପସନ୍ଦ କରନ୍ତି ।

କହିଦେବୁ କି ଯେ ଏହି ଅଭିନେତା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି ଏବଂ ପ୍ରତିଦିନ ତାଙ୍କର କିଛି ଫଟୋ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି , ଏହା ବ୍ୟତୀତ ଅମାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଗୀତର ଭିଡିଓ ମଧ୍ୟ ସେୟାର କରିଛନ୍ତି। କିଛି ସମୟ ପୂର୍ବରୁ ଅମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି ଏବଂ ତାଙ୍କ ଫ୍ୟାନ୍ସ ମାନେ ଫଟୋଗୁଡିକ ଉପରେ ତାଙ୍କୁ ଲାଇକ୍ସ କରୁଥିବା ଦେଖାଯାଉଛି ଭୁତନାଥ ଫିଲ୍ମ ବ୍ୟତୀତ ଭୁତନାଥ ରିଟର୍ଣ୍ଣସ୍ ବି ଆସିଥିଲା କିନ୍ତୁ ସେତେ ଏତେଟା ଲୋକପ୍ରିୟତା ପାଇନଥିଲା ।

Leave a Reply

Your email address will not be published. Required fields are marked *