March 27, 2024

Odia Express

News For Public

ନଖ (Nail) ରଗଡିଲେ ବା ଘସିଲେ ମିଳେ ଏହି ଜବରଦସ୍ତ ଫାଇଦା, ସବୁଦିନ ୧୦ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ ପ୍ରାକ୍ଟିସ୍, ଦେଖନ୍ତୁ ଲାଗିବା ପରିବର୍ତ୍ତନ

ଆଜିର୍ ସମୟରେ ଏମିତି ବହୁତ ଲୋକ ଅଛନ୍ତି, ଯିଏ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଜାଗ ରହନ୍ତି, ସେ ନିଜ ସ୍ୱାସ୍ଥ୍ୟକୁ ଭଲ ବନାଇ ରଖିବାପାଇଁ ସବୁଦିନ ନିୟମିତ ରୁପରେ ବ୍ୟାୟାମ କରନ୍ତି, ଏହା ଛଡା ଯୋଗା ଆଦି କରି ନିଜ ଶରୀରକୁ ଫିଟ୍ ରଖିବାରେ ପୁରା ଚେଷ୍ଟା କରନ୍ତି, ଆପଣମାନେ ଦେଖିଥିବେ କି ବହୁତ ଲୋକ ଖାଲି ସମୟରେ ନିଜ ନଖକୁ ରଗଡିଥାନ୍ତି, ବୋଧେ ହୋଇପାରେ କିଛି ଲୋକଙ୍କ ଆକ୍ଟିଭିଟି ଆଶ୍ଚର୍ଯ୍ୟଜନକ ଲାଗିବ ।

ନଖ ରଗଡିବା ବା ନେଲ୍ ରବିଙ୍ଗ୍ ଏକ୍ସରସାଇଜ୍ ବା ବାଲାୟମ୍ ଯୋଗ୍ କୁହାଯାଏ, ଓ ଏହି ଯୋଗକୁ ନିଜ କିଛି ଆଶ୍ଚର୍ଯ୍ୟଜନକ ଲାଭ ପାଇଁ ଜଣାଯାଏ, ଦୁନିଆଁରେ ଯୋଗ ଗୁରୁ ନଖ ରଗଡିବା ଉପଦେଶ ଦିଅନ୍ତି , ବାଲୟମ୍ ଶାବ୍ଦିକ ଅର୍ଥ ବାଳର ବାୟ୍ୟାମ୍ ଅଟେ, ନଖ ରଗଡିବାର ପ୍ରକ୍ରିୟା ପ୍ରାଚୀନ କାଳରୁ ଚାଲି ଆସୁଛି, ଏଥିରୁ ଆପଣଙ୍କୁ ବହୁତ ରୋଗରୁ ମୁକ୍ତି ମିଳିବ, କହିଦେବୁ କି ଏକ୍ୟୁପ୍ରେସର୍ ଥେରେପି ରେ ନଖ ରଗଡିବାକୁ ଗୁରୁତ୍ୱ ଦିଆଯାଏ ।

ଏବେକାର ସମୟରେ ଜୀବନଶୈଳୀ ପୁରା ଖରାପ ହୋଇସାରିଛି, ଲୋକଙ୍କ ପାଖରେ ନିଜ ପାଇଁ ଏତେ ସମୟ ହୋଇନଥାଏ, ସେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିପାରିବେ, ଜଙ୍କ୍ ଫୁଡ୍ ଖାଇବା, ପ୍ରୋଟିନ୍, ଓ କ୍ୟାଲସିୟମ୍ କମି ହେବା, ସମୟରେ ଭୋଜନ ନ କରିବା ଆଦି କଥାର ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ, ବ୍ୟସ୍ତ ଜୀବନଶୈଳୀର କାରଣରୁ ବାଳ କମ୍ ବୟସରେ ଝଡିବା, ବାଳ ପତଳ ହେବା, ଗଞ୍ଜାପଣ ଓ ଅସମୟରେ ଧଳା ବାଳ ଚିନ୍ତା ଆସିବାକୁ ଲାଗେ, ଯଦି ଆପଣ ନଖ ରଗଡୁଛନ୍ତି ,ତେବେ ଏହି ସବୁ ଚିନ୍ତାରୁ ମୁକ୍ତି ମିଳିବ, ତେବେ ଆସନ୍ତୁ ଜାଣିବା ଆଉ ସବୁ ଫାଇଦା ବିଷୟରେ ।

ନଖ ରଗଡିବା ଏକ ଚାଇନିଜ୍ ଏକ୍ୟୁପ୍ରେସର୍ ର୍ ଅଂଶ ଅଟେ, ଏହି ପ୍ରକିୟାରେ ଦୁହେଁ ହାତର ନଖକୁ ପରସ୍ପର ରଗଡାଯାଏ, ଯେବେ ଦୁହେଁ ହାତର ନଖକୁ ରଗଡନ୍ତି, ଏଥିରେ ଯେଉଁ ଘର୍ଷଣ ହୋଇଥାଏ, ସେଥିରୁ ଗରମ ହୋଇଥାଏ, ଓ ଆପଣଙ୍କ ମୁଣ୍ତର ସ୍କ୍ଲାପ୍ ଉପରେ ପ୍ରଭାବ ପକାଏ, ଯେବେ ଆମେ ନିଜ ହାତର ନଖକୁ ପରସ୍ପର ଭାବେ ଯୋଡି ରଗଡିଥାଉ, ତେବେ ଏହାର କାରଣରୁ ସ୍କ୍ଲାପରେ ରକ୍ତସଂଚାର ହୋଇଥାଏ, ଯାହାର କାରଣାରୁ ବାଳ ଝଡିବା ସମସ୍ୟା କମ୍ ହୋଇଜାଏ, ଏତିକି ନୁହେଁ ବାଳ ଗୁଡିକ ଦୁଇଗୁଣା ତେଜିରେ ବଢିବାକୁ ଲାଗେ, ଆପଣ ଏହି କ୍ରିୟାକୁ ସବୁଦିନ କମ୍ ସେ କମ୍ ୫ ରୁ ୧୦ମିନିଟ୍ କରନ୍ତୁ, ଯେଉଁ ମହିଳା ଗର୍ଭବତୀ ଅଛନ୍ତି ତାଙ୍କୁ ଏହି କଥା ଧ୍ୟାନ ରଖିବାକୁ ହେବ, ଏମିତି କରିବା ଉଚିତ୍ ନୁହେଁ କାରଣ ଏମିତି କରିଲେ ଗର୍ଭାଶୟ ସଂଙ୍କୁଚନ ହେବାର ସଂମ୍ଭାବନା ବଢିଯାଏ, ଯାହା କ୍ଷତି କାରକ ହୋଇଥାଏ ।

ଯଦି ଆପଣ ନଖକୁ ବାରମ୍ବାର ରଗଡିଥାନ୍ତି ତେବେ ଏଥିରେ ଚର୍ମରୋଗ ଦୁର ହୋଇପାରେ । ଯଦି କେଉଁ ବ୍ୟକ୍ତିକୁ ଏମ୍ପେସାଇଡିସ୍ ଓ ଏଞ୍ଜିୟୋଗ୍ରାଫି ପରି ସର୍ଜିକାଲ୍ ସମସ୍ୟା ଅଛି, ତେବେ ଏମିତି ସ୍ଥିତିରେ ନଖକୁ ରଗଡିବା ଉଚିତ୍ ନୁହେଁ କାରଣ ଏଥିରେ ହୃଦସ୍ପନ୍ଦନ ଓ ଉଚ୍ଚ ରକ୍ତଚାପ ଲକ୍ଷଣ ଗଂମ୍ଭୀର ହୋଇପାରେ ।

Leave a Reply

Your email address will not be published. Required fields are marked *