April 25, 2024

Odia Express

News For Public

ଏଠାରେ ମନ୍ଦିରରେ ଲାଗେ ଭକ୍ତଙ୍କ ଭାରି ଭିଡ, ଜଳ-କ୍ଷୀର ପିଉଛନ୍ତି ନନ୍ଦୀ Maharaj,ଦେଖିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ…

ଭାରତ ଦେଶ ଧାର୍ମିକ ଦେଶରୁ ଗୋଟେ ବୋଲି ଜଣାଯାଏ, ଆମ ଦେଶରେ ଏମିତି ବହୁତ ମନ୍ଦିର ଅଛି ଯାହା ଚମତ୍କାର ଓ ନିଜ ବିଶେଷତା ପାଇଁ ଦୁନିଆଁ ସାରା ଲୋକପ୍ରିୟ ହୋଇଛନ୍ତି, ବହୁତଥର ଦେଖାଯାଇଛି କି ଦେଶର ମନ୍ଦିରରେ କିଛି ନା କିଛି ଚମତ୍କାର ହେଉଥାଏ, ଯାହାକୁ ଦେଖିବା ପରେ ସମସ୍ତେ ଚକିତ ହୋଇଯାଆନ୍ତି, ଏହି ମନ୍ଦିରରେ ହେଉଥିବା ଚମତ୍କାରର ପଛରେ କଣ ରହସ୍ୟ ଅଛି, ଏହାର ପତ୍ତା ଲଗାଇବାପାଇଁ ବୈଜ୍ଞାନିକମାନେ ଫେଲ୍ ମାରିଛନ୍ତି, ଆଜି ପର୍ଯ୍ୟନ୍ତ ଏହାର ପଛରେ ରହସ୍ୟ କାହାକୁ ମାଲୁମ୍ ହୋଇନାହିଁ ଆମେ ଲୋକେ କେବେ ନା କେବେ ନିଜ ଆଖପାଖ ମନ୍ଦିରରରେ କିଛି ଚମତ୍କାର ବିଷୟରେ ଦେଖିଥିବା କି ଶୁଣିଥିବା ଯାହାକୁ ବିଶ୍ୱାସ କରିପାରିବା ମୁସକିଲ୍ଏ

ହି ମଧ୍ୟରେ ମଧ୍ୟପ୍ରଦେଶର ବହୁତ ସହରରେ କିଛି ଏମିତି ଚମତ୍କାର ଦେଖିବାକୁ ମିଳିଥିଲା , ମଧ୍ୟପ୍ରଦେଶର ଆଉଥରେ ପ୍ରତିମା ଜଳପାନ କରିବାର ଖବର ସାମ୍ନାକୁ ଆସିଛି, ଆପଣଙ୍କୁ କହିଦେବୁ କି ଯେପରି ଦେବୀ ଦେବତା ଜଳ ପିଇବାର ଖବର ସାମ୍ନାକୁ ଆସିଲା ତାହାପରେ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଲା, ବହୁତ୍ ବର୍ଷ ପୁର୍ବରୁ ଦେଶସାରା କିଛି ରହସ୍ୟମୟୀ ଖବର ସାମ୍ନାକୁ ଆସିଛି

ଯାହାର କାରଣରୁ ହଇଚଈ ହୋଇଯାଇଛି, ଯେଉଁ ଲୋକ ଆସ୍ଥା ଉପରେ ବିଶ୍ୱାସ ରଖନ୍ତି ତାକୁ ସେମାନେ ଚମତ୍କାର ବୋଲି ମାନିଥାନ୍ତି, କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏକି ଏହାକୁ ଅନ୍ଧବିଶ୍ୱାସ ବୋଲି ମାନନ୍ତି, ସେମିତି କିଛି ଲୋକଙ୍କ କହିବା କଥା କି ଏହାର ପଛରେ ବୈଜ୍ଞାନିକ କାରଣ ଅଛି । ଯେପରି ମଧ୍ୟପ୍ରଦେଶର ଇନ୍ଦୋର ଓ ଖଣ୍ତବାରୁ ପ୍ରତିମାଗୁଡିକ କ୍ଷୀର୍ ପିଇବାର ଖବର ସାମ୍ନାକୁ ଆସିଲା

ତେବେ ମନ୍ଦିରରେ ଭକ୍ତଙ୍କ ଭାରି ଭୀଡ ଦେଖିବାକୁ ମିଳିଥିଲା, ଏହି ଚମତ୍କାରକୁ ଦେଖିବାପାଇଁ ଲୋକେ ଭାରି ଭିଡ ଲାଗିଥିଲା, ସବୁଠାରୁ ଅଧିକା ଭିଡ ଇନ୍ଦୋରର ମଲହାରଗଞ୍ଜ, ସୁଖଲିଆ ଗାଁ ଓ ଧାର ରୋଡ ମନ୍ଦିରରେ ଦେଖିବାକୁ ମିଳିଛି, ଧାର ରୋଡ ହରିଓଁ ନଗର ସ୍ଥିତ ନୈନା ମନ୍ଦିରରେ ନନ୍ଦୀ ମହାରାଜ୍ ଜଳ ପିଇବାର ଲୋକେ ଭାରି ସଂଖ୍ୟାରେ ଭିଡ ଦେଖିବାକୁ ମିଳିଛି, ବହୁତ ଲୋକ ମାନନ୍ତି କି ଏଠାରେ ଭଗବାନଙ୍କ ଚମତ୍କାର ଅଟେ, ସେମିତି ଏହାକୁ ଅନ୍ଧବିଶ୍ୱାସ କହିକରି ଲୋକ ନଜର ଆସୁଛନ୍ତି ।

ଆପଣଙ୍କୁ କହିଦେବୁ କି ମାଲବା ଓ ନିମାଡ କ୍ଷେତ୍ରର ବହୁତ ସହର ଏପରି ପ୍ରକାରର ଖବର ଶୁଣିବାକୁ ମିଳୁଛି, ମନ୍ଧଶୋର୍ ଜିଲ୍ଲାରେ ବି ବହୁତ ମନ୍ଦିରରେ ଭକ୍ତଙ୍କ ଭାରି ଭିଡ ଦେଖିବାକୁ ମିଳିଛି, ଲୋକଙ୍କ ଏମିତି କହିବା କଥା କି ଏହା କୌଣସି ମିଥ୍ୟାପ୍ରବାଦ ନୁହେଁ ଲୋକେ କହୁଛନ୍ତି କି ମନ୍ଦିରର ଭିତରେ ଏମିତି ହେଉଛି, ନନ୍ଦି ମହାରାଜ୍ ପ୍ରତିମା ଜଳ କ୍ଷିର ପାନ କରୁଛନ୍ତି, ଚାମଚରେ ପାଣି ଭରିଲେ ଯେବେ ନନ୍ଦୀ ମହାରାଜ୍ ଙ୍କୁ ପିଆଯାଉଛି ତେବେ ସେ ଧୀରେ ଧୀରେ ଗାୟବ ହୋଇଯାଉଛି, କହିଦେବୁ କି ମହାଦେବଙ୍କ ମନ୍ଦିର ଜାହା ମନ୍ଦୋସର ସହରର ବାଫନା ଜିନିଙ୍ଗ୍ ବାଲା ଗଳିରେ ଅଛି

ସେଠାରୁ ଏହି ପୁରା କାହାଣୀ ଆରମ୍ଭ ହେଲା, ଓ ଦେଖୁ ଦେଖୁ ଏହା ପୁରା ଜିଲ୍ଲାରେ ବ୍ୟାପିଗଲା, ସେମିତି ଯେବେ ଶାମଗଢର ବସ ଷ୍ଟାଣ୍ତରେ ଶ୍ରୀ ଶିବ ହନୁମାନ ମନ୍ଦିର ରେ ନନ୍ଦୀ ମହାରାଜଙ୍କ ପ୍ରତିମାକୁ ଜଳ ପାନ କରାଗଲା ସେଠାରେ ଭାରି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା,  ବହୁତ ଲୋକ ଦର୍ଶନ ବି କରିଛନ୍ତି, ମଲହାର୍ ଗଢରେ ଚୋମୁଶେଖର ମହାଦେବ ମନ୍ଦିର ଯେବେ ନନ୍ଦୀ ପ୍ରତିମା ଦ୍ୱାରା ଜଳ ପିଇବାର୍ ଖବର ସାମ୍ନାକୁ ଆସିଲା ତେବେ ମହିଳାଙ୍କ ଭିଡ ଏକାଠି ହୋଇଗଲା, ଜିଲ୍ଲାର ହିଁ ସୁବାସରା, ସୀତାମଓ, ଓ ରାଧା ବାବଡି ମନ୍ଦିରରେ ବି ଭକ୍ତଙ୍କ ଭାରି ଭୀଡ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *