April 25, 2024

Odia Express

News For Public

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ : ଭାରତରେ କେଉଁ କାର୍ ଉପରେ ନମ୍ବର Plate ଲାଗିନଥାଏ,୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଦେଇ ପାରିବେ ନାହିଁ…

1 min read

ଆଇଏଏସ୍ ଓ ଆଇପିଏସ୍ ପରୀକ୍ଷା ଆମ ଦେଶର ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ଜଣାଯାଏ, ଓ ତିନୋଟି ଚରଣରେ ହେଉଥିବା ଏହି ପରୀକ୍ଷାକୁ ସବୁଠାରୁ ଅଧିକା କଠିନ ଭାଗ ବୋଲି ଜଣାଯାଏ, ଓ ଏହାର ଇଣ୍ଟରଭ୍ୟୁ ରାଉଣ୍ତ ଓ ଏହି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ ଙ୍କୁ ଅଜବଧରଣର ଦିମାଗ ଘୁମାଇଦେବାଭଳି ଟ୍ରିକି ପ୍ରଶ୍ନଗୁଡିକ ପଚାରାଯାଇଥାଏ, ଓ ଆଜି ଆମର ଏହି ଲେଖ ମାଧ୍ୟମରେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଉପରେ ପ୍ରଶ୍ନର ଉତ୍ତର ନେଇକରି ଆସିଛୁ ତେବେ ଆସନ୍ତୁ ପକାଇବା ତା ଉପରେ ଏକ ନଜର ।

୧) ସଂସଦର କେଉଁ ସଦନ ଉଚ୍ଚ ଓ ସ୍ଥାୟି ସଦନ ନାଁରେ ଜଣାଯାଏ ? ଉତ୍ତର- ରାଜ୍ୟସଭା ସଦନ ।

୨)କେଉଁ ଭାରତୀୟ ରାଜ୍ୟକୁ ମସଲାର ବଗିଚା ବୋଲି କୁହାଯାଏ ? ଉତ୍ତର- କେରଳ, କେରଳ ହେଉଛି ପ୍ରାଚୀନ ବନ୍ଧରଗାହ, ମୁସିରି ପ୍ରାୟ ବହୁ ବର୍ଷ ପୁର୍ବରୁ ବିଶ୍ୱ ମସଲା ବେପାରର ଆଧାର ହୋଇଯାଇଥିଲା ।

୩) ବର୍ଣ୍ଣାଧ ବ୍ୟକ୍ତି କେଉଁ ରଙ୍ଗର ଭେଦ କରିପାରେ ନାହିଁ ? ଉତ୍ତର- ଲାଲ୍ –ସବୁଜ ।

୪) ଜନ୍ମ ଦର ଓ ମୃତ୍ୟୁର ଦର ଅନ୍ତରର ପରିଣାମ କୁ କଣ କୁହାଯାଏ ? ଉତ୍ତର- ଜନସଂଖ୍ୟା ବୃଦ୍ଧି ଦର ।

୫) ରାଜନୈତିକ ଦଳର ପଞ୍ଜିକରଣ କାହାଦ୍ୱାରା ହୋଇଥାଏ ? ଉତ୍ତର- ନିର୍ବାଚନ ଆୟୋଗ ଦ୍ୱାରା ।

୬) ଶରୀରର୍ କେଉଁ ଅଙ୍ଗରେ ଆୟୋଡିନ୍ ସଂଚିତ ହୋଇରହିଥାଏ ? ଉତ୍ତର- ଥାଇରଏଡ୍ ଗ୍ରନ୍ଥି ।

୭) ବଲ୍ଲଭ ଭାଇ ପଟେଲ୍ ଙ୍କୁ ସର୍ଦାର ଉପାଧି କେଉଁ ଆନ୍ଦୋଳନର ପରେ ପ୍ରଦାନ ହୋଇଥିଲା ? ଉତ୍ତର- ବାରଦୋଲି ସତ୍ୟାଗ୍ରହ, ବାରଦୋଲି ସତ୍ୟାଗ୍ରହ୍ ଭାରତୀୟ ସ୍ୱାଧିନତା ସଂଗ୍ରାମର ସମୟରେ ୧୯୨୮ ରେ ଗୁଜୁରାଟରେ ହୋଇଥିଲା, ଏହା ଏକ ପ୍ରମୁଖ ଚାଷୀ ଆନ୍ଦୋଳନ ଥିଲା , ଯାହାର୍ ନୈତୃତ୍ୟ ବଲ୍ଲଭ ଭାଇ ପଟେଲ୍ କରିଥିଲେ ।

୮) ପ୍ରଥମ ଲୋକସଭା କେବେ ଗଠିତ ହୋଇଥିଲା ? ଉତ୍ତର- ୬ ମେ ୧୯୫୨ ମସିହାରେ

୯) ବ୍ୟାସ ସମ୍ମାନର ସଂବନ୍ଧ କେଉଁ କ୍ଷେତ୍ରରେ ଅଛି ? ଉତ୍ତର- ସାହିତ୍ୟ କ୍ଷେତ୍ରରେ

୧୦) ବିଶ୍ୱରେ ପତ୍ରକାରିତା କ୍ଷେତ୍ରରେ ଦିଆଯାଇଥିବା ପୁରସ୍କାର୍ କେଉଁଟା ଅଟେ ? ଉତ୍ତର- ପୁଲିଜ୍ଜର, ଏହାର୍ ସ୍ଥାପନା ହଂଙ୍ଗରୀ ମୁଳର ଆମେରିକି ପ୍ରକାଶକ ଜୋସେଫ୍ ପୁଲିଜ୍ଜର କରିଥିଲେ, ସଂମ୍ପ୍ରତି ଏହାର କାମ କୋଲମ୍ବିଆ ବିଶ୍ୱବିଦ୍ୟାଳୟ ଦେଖିଥାଏ ।

୧୧) ପ୍ରଶ୍ନ- ଏକ କିଲୋରେ କେତେ ଲିଟର ହୋଇଥାଏ ? ଉତ୍ତର- ଏହା ଅଲଗା ଅଲଗା ଲିକ୍ୱିଡ୍ ର ପ୍ରକୃତି ଉପରେ ନିର୍ଭର କରେ, ଯେପରି ୧ ଲିଟର୍ ଘିଅ ଜମା କରିଦେଲେ ତେବେ ୯୯୦ ଗ୍ରାମ ହୋଇଥାଏ, ସେମିତି ଏକ ଲିଟର ଖାଦ୍ୟତେଲକୁ ଜମା କରିଦେଲେ ତାହା ୯୧୦ ଗ୍ରାମ ହୋଇଥାଏ, ଯେବେ କି ଏକ ଲିଟର କ୍ଷୀରର୍ ଓଜନ ୧୦୩୨ ଗ୍ରାମର ହୋଇଥାଏ ।

୧୨) କୁହନ୍ତୁ ବିଶ୍ୱରେ ପ୍ରଥମ ରେଳ କେଉଁ ଦେଶରେ ଚାଲିଥିଲା ? ଉତ୍ତର- ବିଶ୍ୱର୍ ପ୍ରଥମ ରେଳସେବା ଇଂଲଣ୍ତରେ ୧୮୨୬କୁ ଆରମ୍ଭ ହୋଇଥିଲା ।

୧୩) ଭାରତୀୟ କ୍ରିକେଟ୍ ଟିମ୍ ର ପ୍ରଥମ ଅଧିନାୟକ କିଏ ଥିଲେ ? ଉତ୍ତର- ଟିମ୍ ଇଣ୍ତିଆ ୧୯୩୨ ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଲିଥିଲେ, ତେବେ ଭାରତୀୟ ଟିମ୍ ର ଅଧିନାୟକତ୍ୱ ସିକେ ନାୟଡୁ ସଂମ୍ଭାଳିଥିଲେ ।

୧୪) ପାଣି ଓଦା କଣପାଇଁ ହୋଇଥାଏ ? ଉତ୍ତର- ଜଳରେ ଅକ୍ସିଜେନ୍ ହୋଇଥାଏ, ଓ ଅକ୍ସିଜେନ୍ ରେ ନମି ହୋଇଥାଏ, ଏହି ନମିର କାରଣରୁ ପାଣି ଓଦା ହୋଇଥାଏ, ପାଣି ଓଦା ହୁଏ ନାହିଁ, ପାଣିକୁ ନେଇକରି ଆମେ ଯାହା ଅନୁଭବ ହୋଇଥାଏ, ତାହାକୁ ଆମେ ଓଦାପଣ କହିଥାଉ ।

୧୫) କେଉଁ ଦେଶରେ ସୁର୍ଯ୍ୟଦୟ ଦେଶ କୁହାଯାଏ ? ଉତ୍ତର- ଜାପାନକୁ ସୁର୍ଯ୍ୟଦୟ ଦେଶ କୁହାଯାଏ ।

୧୬) ଭାରତର ସବୁଠାରୁ ବଡ ବାଦାମ ଉତ୍ପାଦକ ଦେଶ କିଏ ଅଟେ ? ଉତ୍ତର- ଭାରତର ବାଦାମ ଉତ୍ପାଦକ ରାଜ୍ୟରେ ଗୁଜୁରାଟ ଅଛି

୧୭) ଭାରତର କେଉଁ କାର୍ ଉପରେ ନମ୍ବର ପ୍ଲେଟ୍ ଲାଗିନଥାଏ ? ଉତ୍ତର- ଭାରତର ରାଷ୍ଟ୍ରପତିଙ୍କ କାର୍ ଉପରେ ନମ୍ବର ପ୍ଲେଟ୍ ଲାଗିନଥାଏ ।

Leave a Reply

Your email address will not be published. Required fields are marked *