April 14, 2024

Odia Express

News For Public

ଏବେ ଝିଅଙ୍କୁ ବାହାହେବା ପାଇଁ ନେବାକୁ ପଡିବ୍ ନାହିଁ କରଜ, ଏହି Scheme ରୁ ୭ ବର୍ଷରେ ମିଳିବ ଆପଣଙ୍କୁ ୫୦ ଲକ୍ଷ ଟଙ୍କା

ଆଜିକାଲି ସବୁ ମା ବାପାଙ୍କ ସ୍ୱପ୍ନ ହୋଇଥାଏ କି ସେ ନିଜ ଝିଅର ବାହାଘର ବହୁତ୍ ଧୁମଧାମ୍ ରେ କରିବେ ଓ ନିଜ ଝିଅର ବାହାଘରରେ କେଉଁ ବାପା ମା କିଛି ବି କମି ରଖିବାକୁ ଚାହଁନ୍ତି ନାହିଁ, ନିଜ ଝିଅର ବାହାଘର ଧୁମଧାମରେ କରିବାପାଇଁ ମା ବାପା ବହୁତ ପୁର୍ବରୁ ପଇସା ଜମା କରିବା ଆରମ୍ଭ କରିଦିଅନ୍ତି, ଆପଣଙ୍କ ଘରେ ବି ଝିଅ ଅଛି, ଆପଣ ତାଙ୍କର ବାହାଘରକୁ ଧୁମଧାମରେ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏହି ପୋଷ୍ଟରେ ଏକ ଏମିତି ସ୍କିମ୍ ନେଇକରି ଆସିଛୁ, ଯାହା ଆପଣଙ୍କ ବାହା କରାଇବାର ସ୍ୱପ୍ନକୁ ସାକାର କରିପାରିବ, ସ୍କିମରେ ଟିକିଏ କିଛି ନିବେଶ କରିବାପରେ ଆପଣ ମୋଟା ଅଙ୍କର ଫଣ୍ତ ପ୍ରସ୍ତୁତକରିପାରିବେ, ଏହି ସ୍କିମର ନାଁ ଏସଆଇପି ଅଟେ, ଏହି ସ୍କିମରେ କିଛି ନିବେଶ କରିବାପରେ ମୋଟା ଧନରାଶି ରିଟର୍ଣ୍ଣ ରୁପରେ ହାସିଲ୍ କରିପାରିବେ ।

ଯଦି ଆପଣ ନିଜ କମାଇର କିଛି ନିବେଶ କରିବାପରେ ଭଲ ରିଟର୍ଣ୍ନ ପାଇବାକୁ ଚାହୁଁଛନ୍ତି ତେବେ ଏସଆଇପି ଭଲ ଅପସନ୍ ଅଟେ, ଆପଣ ଏହି ସ୍କିମ୍ ମାଧ୍ୟମରେ କିଛି ବର୍ଷ ମଧ୍ୟରେ ପଇସା ଫେରିପାରିବେ, ଏସଆଇପି କ୍ୟାଲକୁଲେଟର୍ ଅନୁସାରେ ଯଦି ଆପଣ ଏହି ସ୍କିମରେ ସବୁ ମାସରେ ୧୦୦୦ ଟଙ୍କା ନିବେଶ କରୁଛନ୍ତି ତେବେ ୨୦ ବର୍ଷ ପରେ ୨୦ ଲକ୍ଷ ଟଙ୍କା ରିଟର୍ଣ୍ନ ରୁପରେ ମିଳିବ ଏହା ଗଣନା ଓସତଃ ୧୨ ପ୍ରତିଶତ ସୁଧ ହିସାବରେ ଏହି ସ୍କିମରୁ ପ୍ରାୟ ୫୦୦ ଟଙ୍କା ପ୍ରତି ମାସ ନିବେଶ କରିପାରିବେ ।

ସୁଚନାପାଇଁ କହିଦେବୁ କି ୭ ବର୍ଷରେ ୫୦ ଲକ୍ଷ ଟଙ୍କା କନଫର୍ମ ହାସିଲ୍ କରିବାପାଇଁ ଆପଣଙ୍କୁ ପ୍ରତି ମାସ ୪୦ ହଜାର ଟଙ୍କା ନିବେଶକରିବାକୁ ହେବ, ଏହି ଗଣନା ୧୨ ପ୍ରତିଶତ ସୁଧ ହିସାବରେ କରାଯାଇଛି, ଏସଆଇପି ଯୋଜନାରେ ନିବେଶ କରାଯାଈଥିବା ପଇସାରେ ଆପଣ ଭଲ ରିଟର୍ଣ୍ନ ପାଇପାରିବେ, ସେମିତି ଆପଣ ଚାହିଁଲେ ଏହି ଯୋଜନାରେ ୧୦୦ ଟଙ୍କା ବି ନିବେଶ କରିପାରିବେ, କିନ୍ତୁ ଏସଆଇପି ଯୋଜନାରେ ଆପଣଙ୍କୁ ନ୍ୟୁନତମ ୫୦୦ ଟଙ୍କା ନିବେଶକରିବାକୁ ପଡିବ ।

ଏହା ଏକମାତ୍ର ଏମିତି ଯୋଜନା ଅଟେ ଯାହାକି କମ୍ ପଇସାରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ, ଏହି ପଇସାରେ ଆପଣ ନିଜ ଝିଅର ବାହାଘର ଧୁମଧାମରେ କରିପାରିବେ, ତେବେ ଆପଣ ଏସଆଇପିରୁ ଭଲ ରିଟର୍ଣ୍ଣପାଇକରି ଆପଣ ନିଜସ୍ୱପ୍ନର ଘରକୁ ବି ବନାଇପାରିବେ, କେହି ବି ଚାହଁନ୍ତି ନାହିଁ କି ସେ  ଭଡାର୍ ଘରେ ରହୁ, ଏମିତିରେ ସେ ନିଜ ଘର ପାଇଁ ଆଶା ବାନ୍ଧିଥାଏ ।  ଯଦି ଆପଣ ଏହି ଦୁହେଁ ସ୍ୱପ୍ନକୁ ପୁରା କରିବାକୁ ଚାହୁଁଛନ୍ତି ତେବେ ଏସଆଇପି ହିଁ ଭଲ ଅପସନ୍ ଅଟେ ।

Leave a Reply

Your email address will not be published. Required fields are marked *