November 30, 2023

Odia Express

News For Public

ଫଟୋରେ ଦେଖାଯାଉଥିବା ଏହି ଛୁଆ Bollywood ରେ କମାଇଥିଲା ବହୁତ ନାଁ, ହସ ଦେଖିକରି ଚିହ୍ନନ୍ତୁ ଆପଣ କିଏ ଏହି ଅଭିନେତା…

ଫିଲ୍ମ ଇଣ୍ତଷ୍ଟ୍ରିରେ ନୁଆ ଓ ପୁରୁଣା କଳାକାରଙ୍କ ଛୁଆବେଲର ଫଟୋ ଦେଖିକରି ଚିହ୍ନିପାରିବା ମୁସକିଲ୍ ହୋଇଥାଏ, କିଛି କଳାକାର ଯୁବା ଅବସ୍ଥାରୁ ବୟସ୍କ ହେବା ପରେ ବି କିଛି ଖାସ୍ ପରିବର୍ତ୍ତନ ଦେଖିବାକୁ ମିଳେ ନାହିଁ, କିଛି ଲୋକ ପୁରା ବଦଳୀଯାଆନ୍ତି, ଓ କିଛି କଳାକାରଙ୍କୁ ଚିହ୍ନିପାରିବା ମୁସକିଲ୍ ହୋଇଯାଏ, ଆଜି ଆମେ ଏହି ପୋଷ୍ଟର ଜରିଆରେ ଆପଣଙ୍କୁ ଏକ ଦିଗଜ୍ ଅଭିଏତାଙ୍କ ଛୁଆବେଳର ଫଟୋ ନେଇକରି ଆସିଛୁ, କହିଦେବୁ କି ଏହି ଫଟୋରେ ନଜର ଆସୁଥିବା ଏହି ଛୋଟ ଛୁଆ ହିନ୍ଦୀ ସିନେମା ଜଗତରେ ବାଳ କଳାକାର ରୁପରେ ଅଭିନୟର ଆରମ୍ଭ କରିଥିଲେ ।

ଆପଣ ଏହି ଅଭିନେତାଙ୍କ ହସ ଦେଖିବାପରେ ଏହି କଥାର ଅନ୍ଦାଜା ଲଗାଇପାରିବେ । ଆପଣଙ୍କୁ କହିଦେବୁ କି ଆପଣ ଜାଣିବାକୁ ଚାହୁଁଥିବେ କି ଏହି ଛୋଟ ଛୁଆଟି କିଏ ତେବେ ଯଦି ଜାଣିପାରୁନାହାନ୍ତି ତେବେ କହିଦେବୁ କି ଏହି ଛୋଟ ଛୁଆଟି ଆଉ କେହି ନୁହେଁ ବରଂ ରିଷି କାପୁର୍ ଅଟନ୍ତି ।  ଜଣେ ଚାଇଲଡ୍ ଆକ୍ଟର ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ

ସେମିତି ଏହି ଦିଗଜ ଅଭିନେତା ଆଜି ଆମର ମଧ୍ୟରେ ନାହାନ୍ତି କିନ୍ତୁ ଆଜି ବି ତାଙ୍କ ଫିଲ୍ମ ଆଜି ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି, ରିଷି କାପୁରଙ୍କ ନାଁ ମେରା ନାମ୍ ଜୋକର୍ ରୁ ବାଳ କଳାକାର ରୁପରେ ଅଭିନୟର ଆରମ୍ଭ ହୋଇଥିଲା, ତାଙ୍କ ଅଭିନୟ ଏତେ ଶାନଦାର୍ ଥିଲା କି ତାଙ୍କୁ ୧୯୭୦ ମସିହାରେ ରାଷ୍ଟ୍ରିୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା ।

ରିଷି କାପୁର ଯେବେ ଯୁବା ଥିଲେ ତେବେ ସେ ରୋମାଣ୍ଟିକ୍ ଭୁମିକା ପାଇଁ ଜଣାଯାଆନ୍ତି, ୧୯୭୩ ରୁ ନେଇକରି ୨୦୦୦ ପର୍ଯ୍ୟନ୍ତ ଗୋଟେ ନୁହେଁ କି ଦୁଇଟି ନୁହେଁ ୯୨ ଟି  ରୋମାଣ୍ଟିକ୍ ଫିଲ୍ମରେ ଦମଦାର୍ ଅଭିନୟ କରିଥିଲେ, ଯଦି ରିଷି କାପୁରଙ୍କ ସ୍ତ୍ରି ନିତୁ ସିଂଙ୍କ କଥା ହେବା ତେବେ ହିନ୍ଦୀ ସିନେମା ଜଗତରେ ସେ ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଥିଲେ

ରିଷି କାପୁର ଓ ନିତୁ ସିଂ ଙ୍କ ଯୋଡି ବହୁତ ସୁପରହିଟ୍ ଫିଲ୍ମରେ ଦମଦାର୍ ଅଭିନୟରୁ ଦର୍ଶକଙ୍କ ହୃଦୟ ଜିତିଥିଲେ, ଏବେ ରିଷି କାପୁରଙ୍କ ନିଜ ପୁଅ ଓ ନିଜ ବାପାଙ୍କ ପଦରାସ୍ତାରେ ଚାଲିକରି ହିନ୍ଦୀ ସିନେମା ଜଗତରେ ପରିଚୟ ବନାଇଛନ୍ତି, ରଣବୀର୍ କାପୁର ବହୁତ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ରିଷି କାପୁର ଏକ ଏମିତି କଳାକାର ଥିଲେ ଯିଏକି ଫିଲ୍ମ ଇଣ୍ତଷ୍ଟ୍ରିରେ ପ୍ରାୟ ସମସ୍ତଙ୍କ ସହ ବନ୍ଧୁତା ଥିଲା କହିଦେବୁ କି ଏହି ଦମଦାର୍ ଅଭିନେତା ନିଜ ଦମଦାର୍ ଅଭିନୟ ପାଇଁ ୨୦୦୮ ରେ ଫିଲ୍ମଫେୟାର୍ ଲାଇମ୍ ଟାଇମ୍ ଆଚିଭେମେଣ୍ଟ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଥିଲେ, ଏହି ମହାନ୍ ଅଭିନେତା ୩୦ ଅପ୍ରେଲ୍ ୨୦୨୦ କୁ ଦୁନିଆଂ ଛାଡି ଚାଲିଯାଇଥିଲେ, କ୍ୟାନସର୍ ରୋଗକୁ ନେଇ ଏହି ଦିଗଜ ଅଭିନେତାଙ୍କ ନିଧନ ହୋଇଯାଇଥିଲା,

Leave a Reply

Your email address will not be published. Required fields are marked *