12 ମାର୍ଚ୍ଚ ୨୦୨୨ Saturday ଆଜିର ରାଶିଫଳ,ଆଜି ଏହି ୭ ଟି ରାଶିବାଲାଙ୍କ ପରିଶ୍ରମର ମିଳିବ ଉଚିତ୍ ଫଳ, ମିଳିବ ସବୁ ଚିନ୍ତାରୁ ମୁକ୍ତି

୧) ମେଷ ରାଶି- ଆଜି ଆପଣଙ୍କ ଦିନ ମଧ୍ୟମ ରୁପକ ଫଳଦାୟକ ହେବ । ଚାକିରି କ୍ଷେତ୍ରରେ କିଛି କାମ ପୁରା କରିବାପାଇଁ କଠିନ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଆପଣଙ୍କୁ ନିଜ ପରିଶ୍ରମର ଉଚିତ୍ ଫଳ ପ୍ରାପ୍ତି ହେବ, ବଡ ଅଧିକାରୀ ଆପଣଙ୍କ ଉପରେ ମେହେରବାନ୍ ହେବେ, ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

୨) ବୃଷ ରାଶି- ଆଜି ଆପଣଙ୍କୁ ବାଜେ ଖର୍ଚ୍ଚ ବୃଦ୍ଧି ହେବାର ସଂମ୍ଭାବନା ହେଉଛି, ଘରୋଇ ଖର୍ଚ୍ଚ କିଣାକିଣିରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ, ଯଦି ଆପଣ କେଉଁ ଲମ୍ବା ଯାତ୍ରାରେ ଯାଉଛନ୍ତି ତେବେ ସେହି ସମୟରେ ବାହାନ ପ୍ରୟୋଗରେ ସାବଧାନ ରଖନ୍ତୁ, ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ହେବାର ସଂମ୍ଭାବନା ଅଛି, କଥା କଥାରେ ଆପଣଙ୍କୁ ରାଗ ଅଧିକା ଆସିବ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁରେଇ ରୁହନ୍ତୁ, ଜୀବନସାଥୀଙ୍କ ସାହାଯ୍ୟ ଆପଣଙ୍କ ଅଧୁରା କାମ ପୁରା ହୋଇପାରେ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ମିଳିବାର ଯୋଗ ହେଉଛି, ଭାଗ୍ୟ ଆପଣଙ୍କ ସାଥ୍ ଦେବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଘର ଧାର୍ମିକ କାର୍ଯ୍ୟକ୍ରମରେ ଆୟୋଜନ ହୋଇପାରେ, ଇଶ୍ୱରଙ୍କ ମନ ଭକ୍ତିରୁ ଆପଣଙ୍କ ମନ ଶାନ୍ତ ରହିବ, ବିଦ୍ୟାର୍ଥିଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ରେଜଲ୍ଟ ମିଳିବାର ଆଶା ଅଛି, ଯେଉଁଥିରେ ମନ ହର୍ଷିତ ହେବ । ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକ ନିଜ ବିରୋଧୀଙ୍କ ଠାରୁ ସତର୍କ ରହିବାର ଦରକାର ଅଛି ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସୁଖଦ ପରିଣାମ ନେଇକରି ଆସୁଛି, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଧାର୍ମିକ କ୍ଷେତ୍ରରେ ବଢିଚଢିକରି ଭାଗ ନେବେ, ବିଷମ ପରିସ୍ଥିତିର ସାମ୍ନା କରିବାରେ ଆପଣ ସକ୍ଷମ ହେବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଅଚାନକ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରିବେ, ଯଦି ଆପଣ ବୁଝାମଣାରେ ନୁଆ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେଥିରୁ ମନ ମୁତାବିକ ଲାଭ ମିଳିପାରେ, ପାରିବାରିକ ଦରକାରିତା ପୁର୍ତ୍ତି କରିବାରେ ଆପଣ ସଫଳ ହେବେ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବ, ଆଖପାଖ ଲୋକ ଆପଣଙ୍କ ଭଲ ସ୍ୱଭାବରେ ଖୁସି ହେବେ ।

୫) ସିଂହ ରାଶି- ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହୁଛି, ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ ଅନ୍ୟଥା ପେଟ ସହ ଯୋଡି ହୋଇଥିବା ଅସୁବିଧା ଆସିପାରେ, ପରିବାରର କେଉଁ ଶୁଭ ମାଙ୍ଗଳିକ କାର୍ଯ୍ୟକ୍ରମରେ ଚର୍ଚ୍ଚା ହେବାର ସଂମ୍ଭାବନା ରହୁଛି, ଆପଣ ନିଜ ଘର ପୁଜା ପାଠ, ହୋମ ଆଦି କରିପାରିବେ, ଶଶୁରଘର ପକ୍ଷରୁ ଧନଲାଭ ମିଳିପାରେ, ଦାମ୍ପତ୍ୟ ଜୀବନ ଭଲ ରହିବ, ଜୀବନସାଥୀଙ୍କ ସହ ଆପଣଙ୍କ ହୃଦୟର କଥା ସେୟାର୍ କରିପାରିବେ ।

୬) କନ୍ୟା ରାଶି- ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ, ଚାରି ଆଡୁ ବାତାବାରଣ ବହୁତ ଭଲ ନଜର୍ ଆସୁଛି, ଘରେ ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ୍ ଅତିବାହିତ କରିବେ, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇପାରେ, ଖାସ୍ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିବ, ଯାହାର ସାହାଯ୍ୟରେ ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବେ, ନିଜ ଜୀବନରେ ଚାଲିଆସୁଥିବା ଅସୁବିଧାର ସମାଧାନ ବାହାରିପାରେ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ବହୁତ ମଜବୁତ୍ ନଜର ଆସୁଛି, ବହୁତ ଲମ୍ବା ସମୟରୁ ଯଦି କିଛି ବାଦ ବିବାଦ ଚାଲୁଛି ତେବେ ତାହା ଶେଷ ହୋଇପାରେ, ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ପଦୋନ୍ନତି ହେବା ସହ ବେତନ ବୃଦ୍ଧି ହେବାର ଖୁସିଖବର ମିଳିପାରେ, ବଡ ଅଧିକାରୀଙ୍କ ପୁରା ସପୋର୍ଟ ମିଳିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ, ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେବାରେ ସକ୍ଷମ ହେବେ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଟିକିଏ ଚିନ୍ତା ଭରା ରହିବ, କାମର ସିଲସିଲାରେ ଅଧିକା ଯାତ୍ରା କରିବାକୁ ପଡିପାରେ, ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହେବ, ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାରେ ଚେଷ୍ଟା କରିପାରନ୍ତି, ଏଥିପାଇଁ ସତର୍କ ରହିବାକୁ ହେବ, ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବେ, ମାନ ପ୍ରତିଷ୍ଠା ବୃଦ୍ଧିପାଇବ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ, ଘରେ ଅଚାନକ ଅତିଥିଙ୍କ ଆଗମନ ହୋଇପାରେ, ଯାହାଦ୍ୱାରା ଘରେ ଗହଳି ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆପଣଙ୍କୁ ସନ୍ତାନଙ୍କ ଶିକ୍ଷା ସଂବନ୍ଧିତ କେଉଁ ଯାତ୍ରାରେ ଯିବାକୁ ପଡିପାରେ, ତେବେ ସେ ଯାତ୍ରା ଲାଭଦାୟକ ପ୍ରମାଣିତ ହୋଇପାରେ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ମଧ୍ୟମ ରୁପରେ ଫଳଦାୟକ ରହିବ, ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ହାନି ଆସିପାରେ, ଯାହାର କାରଣରୁ ଆପଣ ଚିନ୍ତିତ ରହିପାରନ୍ତି, ଛୋଟ ବେପାରୀମାନେ ନିଜ ଧିମା ଗତିରେ ଚାଲୁଥିବା ବ୍ୟବସାୟ ପାଇଁ କିଛି ଧନ ଉଧାର ନେବାକୁ ପଡିପାରେ, ଯାହା ଆପଣଙ୍କୁ ସହଜରେ ମିଳିଯିବ, ସଂନ୍ଧ୍ୟା ସମୟରେ ଆପଣ କେଉଁ ମିତ୍ରଙ୍କ ସହ ବାହାରକୁ ବୁଲିଯିବାକୁ ଯୋଜନା କରିପାରନ୍ତି, ଘରେ ବଡ ବୟସ୍କଙ୍କ ଉପଦେଶରେ ଆପଣଙ୍କ ପାଇଁ ଫାଈଦା ଦାୟକ ରହିବ, ପ୍ରାଇଭେଟ୍ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତି ମିଳିବାର ସଂମ୍ଭାବନା ନଜର ଆସୁଛି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ କିଛି ଅସୁବିଧା ହୋଇପାରେ, କାରଣ କିଛି ଶତ୍ରୁ ଆପଣଙ୍କୁ ତଳୁଆ ଦେଖାଇବାରେ ଚେଷ୍ଟା କରିବେ, ଅଚାନକ ବଡ ମାତ୍ରାରେ ଧନଲାଭ ମିଳିବାର ଆଶା ଅଛି, ଘର ପରିବାର ଅସୁବିଧା ଦୁର୍ ହେବ, ସନ୍ତାନଙ୍କ ପକ୍ଷରୁ ଖୁସିଖବର ମିଳିବାର ଆଶା ଅଛି, ଯେଉଁଥିରେ ମନ ହର୍ଷିତ୍ ହେବ, ବେପାରରେ ଧନ ଲାଭ ହେବାର ଆଶା ଅଛି,

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ପାରିବାରିକ ଦରକାରିତା ପଛରେ ଅଧିକାପଇସା ଖର୍ଚ୍ଚ ହୋଇପାରେ, ମା ବାପାଙ୍କ ସାହାଯ୍ୟରେ ଆପଣ କେଉଁ ନୁଆ ବ୍ୟବସାୟ ହାତକୁ ଆସିପାରେ, ଯାହାଦ୍ୱାରା ଆପଣଙ୍କୁ ସଫଳତା ହାସିଲ୍ ହେବ, ଭାଇ ଭଉଣୀଙ୍କ ଯଦି ବାଦ ବିବାଦ ଚାଲୁଛି ତେବେ ତାହା ଶେଷ କରିବାକୁ ଚେଷ୍ଟା କରନ୍ତୁ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ,  କେଉଁ ପ୍ରତିଯୋଗିତା ପରିକ୍ଷାରେ ଭଲ ଫଳାଫଳ ମିଳିପାରେ ।

Leave a Reply

Your email address will not be published.