April 12, 2024

Odia Express

News For Public

19 ମାର୍ଚ୍ଚ ୨୦୨୨ ଆଜିର ର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,Holi ରେଏହି ୫ ଟି ରାଶିବାଲାଙ୍କୁ ମିଳିବ ଧନ କମାଇବାର ମଉକା, ଭାଗ୍ୟରେ ହେବ ସୁଧାର

1 min read

୧) ମେଷ ରାଶି- ଆଜି ଆପଣଙ୍କ ଦିନ କ୍ୟାରିୟରର ଦୃଷ୍ଟିକୋଣରୁ ବହୁତସୁଖଦ ରହିବ , ଯେଉଁ ବ୍ୟକ୍ତି ଚାକିରି କରୁଛନ୍ତି ତାଙ୍କୁ ପଦୋନ୍ନତି ଓ ବେତନ ବୃଦ୍ଧି ମିଳିବାର ଖୁସିଖବର ମିଳିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, ଆପଣ ନିଜ ଭଲ ସ୍ୱଭାବରୁ ଅନ୍ୟଙ୍କ ହୃଦୟ ଜିତିବାରେ ସଫଳ ହେବେ, ଜୀବନସାଥୀଙ୍କ ସହ କିଛି ଯଦି ବିବାଦ ଚାଲୁଛି ତେବେ ତାହାର ସମାଧାନ ହୋଇଯିବ, ଆପଣ ନିଜ ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯାଇପାରନ୍ତି, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ରହିବ । ଧାର୍ମିକ କାମରେ ବେଶୀ ଯୋଗଦାନ ଦେଇପାରନ୍ତି, ମାନସିକ ଶାନ୍ତି ରହିବ, ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଭଲ ନଜର ଆସୁଛି, ଧନ କମାଇବାର ମାର୍ଗ ହାସିଲ୍ କରିବେ, ଚାକିରି କ୍ଷେତ୍ରରେ ମାନସମ୍ମାନ ବଢିବ, ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ । ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହେବ , ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ, କିଛି ନୁଆ ସଂମ୍ପତ୍ତି କିଣିବାର ବିଚାର କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ, ସେୟାର୍ ବଜାର୍ ସହ ଯୋଡି ହୋଇଥିବା ଲୋକଙ୍କୁ ଏହା ଉପଦେଶ ଦିଆଯାଉଛି କି ଟିକିଏ ଅଟକି କରି ନିବେଶ କରନ୍ତୁ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ, ସାମାଜିକ ସ୍ତରରେ ଆପଣଙ୍କ ଛବି ନକରାତ୍ମକ ପ୍ରଭାବ ପକାଇବ, ଏଥିପାଇଁ ମନରେ ସକରାତ୍ମକ ଭାବନା ରଖିବା ଉଚିତ୍ । ଯଦି ଆପଣ କେଉଁ ଲମ୍ବା ଯାତ୍ରାରେ ଯାଉଛନ୍ତି ତେବେ ବାହାନ ପ୍ରୟୋଗରେ ସାବଧନତା ରଖନ୍ତୁ, ବନ୍ଧୁଙ୍କ୍ ସାହାଯ୍ୟରେ ଅଧୁରା କାମ ପୁରା କରିବେ । କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେବା ସମୟରେ ଭୁଲ୍ କରନ୍ତୁ ନାହିଁ । କେଉଁ ବାଦ ବିବାଦରେ ପଡନ୍ତୁ ନାହିଁ । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତକରିବେ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟାଳୟରେ ବଡ ଅଧିକାରୀଙ୍କ ସହ ଭରପୁର ସହଯୋଗ ମିଳିବ, ଯାହାର କାରଣରୁ ମନ ପ୍ରସନ୍ନ ହୋଇପାରେ, ବିଗତ ସମୟରେ କରାଯାଇଥିବା ନିବେଶ ଆପଣଙ୍କୁ ଭଲ ଫାଇଦା ଦେବ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବ, ଆପଣଙ୍କ ଅଧୁରା ଇଚ୍ଛାଗୁଡୀକ ପୁରା ହେବ ଯାହାଦ୍ୱାରା ମନ ଖୁସି ରହିବ  । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ  ।ଆପଣ ନିଜ ପରିଶ୍ରମରୁ କଠିନରୁ କଠିନ କାମ ସହଜରେ ପୁରା କରିପାରିବେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲରେ କରିବ । କାମକାର୍ଯ୍ୟରେ ଲଗାତାର ସଫଳତା ମିଳିବାର ଯୋଗ ରହୁଛି, ବଡ ମାତ୍ରାରେ ଧନ ଲାଭ ହୋଇପାରେ, ଆପଣଙ୍କୁ ନିଜ ବିରୋଧୀଙ୍କ ଠାରୁ ସାବଧାନ ରହିବାକୁ ହେବ । କାରଣ ଆପଣଙ୍କୁ ସେ ହଇରାଣ କରିପାରନ୍ତି, ଅଚାନକ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ବାହାନ ସୁଖ ପ୍ରାପ୍ତି ହେବ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ ,ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ ।

୬) କନ୍ୟା ରାଶି- ଆଜି ବିଦ୍ୟାର୍ଥିଙ୍କ ଦିନ୍ ଭଲ ନଜର୍ ଆସୁଛି, ଶିକ୍ଷା କ୍ଷେତ୍ରରେ ମନମୁତାବିକ ସଫଲତା ମିଳିବାର ଆଶା ଅଛି, ଯାହାଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିବ, ପ୍ରେମ ଜୀବନରେ ସକରାତ୍ମକ ପରିଣାମ ଆସିବ । ବହୁତ ଜଲଦି ପ୍ରେମ ବିବାହ ହୋଇପାରେ । ସାମାଜିକ କ୍ଷେତ୍ରରେ ଭଲ ପରିଣାମ ମିଳିବ,  ନୁଆ ନୁଆ ବ୍ୟକ୍ତିଙ୍କ ସହ୍ ଚିହ୍ନା ପରିଚିତବଢିବ, କିନ୍ତୁ ଆପଣ କେଉଁ ଅଜଣା ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ ନହେଲେ ଧୋକା ଖାଇବେ, କ୍ୟାରିୟର ଦିଗରେ ଆଗକୁ ବଢିବାର ସୁଯୋଗ ମିଳିବ ।

୭) ତୁଳା ରାଶି-ଆଜି ଆପଣଙ୍କର କାହାସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ଚିନ୍ତିତ ରହିବ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ, ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ସରକାରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମନମୁତାବିକ ଟ୍ରାନ୍ସଫର୍ ପାଇପାରିବେ, ଏହା ସହ ପଦୋନ୍ନତି ମିଳିବ । ବିଦେଶରେ କାମ କରୁଥିବା ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତି ହେବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ବହୁତ ସକରାତ୍ମକ ନଜର ଆସୁଛି, ଆପଣ ନିଜ ଚତୁରାଇରେ ଅଟକିଥିବା କାମ ପୁରା କରିବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଚାକିରି ସହ ଯୋଡି ହୋଇଥିବା ଲୋକଙ୍କୁ କିଛି ନୁଆ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ ଦେବାକୁ ହେବ, ପରିବାରର ମାହୋଲ୍ ଠିକ୍ ବନାଇବାର ଚେଷ୍ଟା କରନ୍ତୁ, ଶଶୁରଘର ପକ୍ଷରୁ ଧନଲାଭ ହେବ, ଆପଣ ନିଜ ବ୍ୟବହାର ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇପାରିବେ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ କଠିନ ଆସୁଛି, ବିନା କାରଣରେ ଚିନ୍ତା ଅଧିକା ବଢିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ବହୁତ ପ୍ରକାରର ସମସ୍ୟା ସାମ୍ନା କରିବାକୁ ପଡିପାରେ, ବିଷମ ପରିସ୍ଥିତିରେ ଆପଣଙ୍କୁ ଧୈର୍ଯ୍ୟ ରଖିବାର ଅଛି, ଆପଣ ବୁଦ୍ଧିମାନୀରେ କାମ କରନ୍ତୁ, ପରିବାର ଦାୟିତ୍ୱ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, କିଛି ଲୋକ ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ଏଥିପାଇଁ ପୁରା ସତର୍କ ରୁହନ୍ତୁ, କେଉଁ ବି ଲମ୍ବା ଯାତ୍ରା ଯିବାରୁ ବଞ୍ଚିବାକୁ ହେବ, ଜୀବନସାଥିଙ୍କ ପୁରା ସହଯୋଗ ମିଳିବ ।

୧୦) ମକର ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭାରି ଧନ ଲାଭମିଳିବାର ଆଶା ଅଛି, ଆପଣଙ୍କ କିଛି ଅଧୁରା ଇଛା ପୁରା ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହୋଇପାରେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ଲୋକଙ୍କ ପରାମର୍ଶ ନିଅନ୍ତୁ, ସ୍ୱାସ୍ଥ୍ୟ ଟିକିଏ ଗଡବଡ ରହିପାରେ, ସନ୍ତାନଙ୍କ ଭବିଷ୍ୟତକୁ ନେଇକରି ଆପଣ ଟିକିଏ ଚିନ୍ତିତ ନଜର ଆସିପାରନ୍ତି, ଯାହାଦ୍ୱାରା ଆପଣଙ୍କ ଜୀବନସାଥୀଙ୍କ ସହ କଥାବାର୍ତ୍ତା ବା ଆଲୋଚନା କରିବେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଠିକ୍ ନାହିଁ । ବାଜେ ଖର୍ଚ୍ଚ ଅଧିକା ହେବ । ଯାହାକୁ ନେଇ ଆପଣ ଚିନ୍ତିତ ରହିବେ, କାର୍ଯ୍ୟକ୍ଷେତ୍ରରେ କାହା ସହ ଯୁକ୍ତିତର୍କ ହୋଇପାରେ, ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ ।ମହତ୍ତ୍ୱପୁର୍ଣ୍ଣ ଫଇସଲା ବୁଝିବିଚାରି ନିଅନ୍ତୁ , ପାରିବାରିକ ଜୀବନ ସାମାନ୍ୟ ରହିବ, ଘରର କେଉଁ ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଅଚାନକ ହ୍ରାସ ହୋଇପାରେ, ଯାହା ଚିନ୍ତାର କାରଣ ହେବ , କର୍ମବ୍ୟସ୍ତତା ରହିବ, ଶରୀର ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ଭଲ ରହିବ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ରୋଜଗାର ପାଇଁ ସନ୍ଧାନ କରୁଛନ୍ତି, ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ବେପାର କରୁଥିବା ଲୋକଙ୍କୁ ଭଲ ଯୋଗ ନଜର୍ ଆସୁଛି, ଭାଇ ଭଉଣୀ ଯଦି କେଉଁ କଥାକୁ ନେଇ ମତଭେଦ ଅଛି ତେବେ ତାହା ଶେଷ ହେବ, ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ, ଆପଣ ଭବିଷ୍ୟର ଯୋଜନାକୁ ବୁଝିବିଚାରି କାମରେ ଲଗାଇବେ, ବାପାଙ୍କ ସାହାଯ୍ୟରେ କିଛି ମହତ୍ତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

Leave a Reply

Your email address will not be published. Required fields are marked *