April 17, 2024

Odia Express

News For Public

୭ April ୨୦୨୨ ଆଜିର ରାଶିଫଳ,ଆଜି ଏହି ୫ ଟି ରାଶିର ଖୁସିର ଭରି ରହିବ ଦିନ, ଭୋଳାନାଥଙ୍କ ବର୍ଷିବ କୃପା

1 min read

ଆଜି ଆମେ ଏହି ଲେଖ ମାଧ୍ୟମରେ ୪ ଏପ୍ରିଲ୍ ୨୦୨୨ ର ରାଶିଫଳ ବିଷୟରେ କହିବୁ । ରାଶିଫଳର ସହାୟତାରୁ ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ ପତନ ଭରା ପରିସ୍ଥିତି ପୁର୍ବରୁ ଅନୁମାନ ଲଗାଇପାରେ, ଯାହା ଦ୍ୱାରା ତାକୁ କେଉଁ ବି ପରିସ୍ଥିତିର ସାମ୍ନା କରିବାକୁ ସକ୍ଷମ ହୋଇପାରୁ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖଗୋଳିୟ ବିଶ୍ଲେଷଣ କରାଯାଏ, ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତିରୁ କାଟିବାକୁ ପଡିପାରେ, ଏହା ବିଷୟରେ ନିଜ ରାଶିର ଅନୁସାରେ ଜାଣନ୍ତୁ ।

୧) ମେଷ ରାଶି- ଆଜି କାର୍ଯ୍ୟସ୍ଥଳରେ ବାତାବରଣ ଆପଣଙ୍କ ପକ୍ଷରେ ରହିବ । ବଡ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ , ସ୍ୱାସ୍ଥ୍ୟ ପୁର୍ବ ଅପେକ୍ଷା ସୁଧାର ଆସୁଥିବାର ନଜର ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, କିନ୍ତୁ ଅଧିକା ତେଲମସଲା ଖାଦ୍ୟର ସେବନ କରନ୍ତୁ ନାହିଁ, ନହେଲେ ପେଟ ଖରାପ ହୋଇପାରେ, ଧନବୃଦ୍ଧିର ସଂମ୍ଭାବନା ନଜର ଆସୁଛି, ବହୁତ ଦିନରୁ ଅଟକିଥିବା କାମ ପୁରା ହୋଇଯିବ । ପରିବାର ଲୋକଙ୍କ ସହ କେଉଁ ମନ୍ଦିରକୁ ଦର୍ଶନ କରିବାକୁ ଯାଇପାରନ୍ତି ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ସୌଭାଗ୍ୟରେ ବୃଦ୍ଧି ହେବ, ପଡୋଶୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଈଯିବ, କାମକାର୍ଯ୍ୟରେ କମ୍ ପରିଶ୍ରମରେ ଅଧିକା ସଫଳତା ମିଳିବାର ଯୋଗ ନଜର ଆସୁଛି, ଖାସ୍ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତାପରୀକ୍ଷାରେ ଗୁରୁଜନଙ୍କ ସହଯୋଗ ମିଳିପାରେ, ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଫାଇଦାଦାୟକ ରହିବ । ଆପଣଙ୍କ ମନୋବଳ ବଢୁଥିବ, କିନ୍ତୁ ନିଜ ବାଣି ଉପରେ ନିୟନ୍ତ୍ରଣ ରଖିବାର ଦରକାର ଅଛି, କେଉଁ ସଂମ୍ପର୍କୀୟ ଆପଣଙ୍କୁ ଅଚାନକ ସରପ୍ରାଇଜ୍ ଦେଇପାରନ୍ତି, ଘରର ବାତାବରଣ ଖୁସିମୟ ରହିବ, ଛୁଆଙ୍କ ତରଫରୁ ଚିନ୍ତା ଦୁର ହେବ, ଜୀବନରେ ଆଗକୁ ବଢିବାରେ ମାର୍ଗ ହାସିଲ୍ କରିପାରିବେ, ଯାହାକୁ ଚିହ୍ନିକରି ଫାଇଦା ଉଠାଇବା ଉଚିତ୍, ପରିବାର ଲୋକଙ୍କ ସହ ମନ ପସନ୍ଦର ଭୋଜନର ଆନନ୍ଦ ନେବେ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ, ଯାହାଦ୍ୱାରା ଆପଣ ବ୍ୟସ୍ତ ହୋଇଯିବେ, ଚାକିରି କ୍ଷେତ୍ରରେ ବାତାବରଣ ଭଲ ନଜର ଆସୁଛି, ପଦୋନ୍ନତିର ସହ ବେତନ ବୃଦ୍ଧିର ଖୁସିଖବର ମିଳିପାରେ,  ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବେ, କିଛି ଲୋକ ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବେ, ତେଣୁ ତାଙ୍କ ଠାରୁ ଦୁରେଇ ରହିବା ଉଚିତ୍ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, କାମକାର୍ଯ୍ୟରେ ପରିଶ୍ରମ କରିବା ସତ୍ତ୍ୱେ ଉଚିତ୍ ପରିଣାମ ମିଳିବ ନାହିଁ, ଘରର କେଉଁ ସଦସ୍ୟଙ୍କ ସହ କଥାକଟାକଟି ହୋଇପାରେ, ଆପଣଙ୍କୁ ନିଜ ବାଣୀ ଓ କ୍ରୋଧ ଉପରେ କଣ୍ଟ୍ରୋଲ୍ ରଖିବାକୁ ହେବ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ ନାହିଁ, କେଉଁ ବି ପ୍ରତିଯୋଗିତା ପରିକ୍ଷାରେ କଠିନ ପରିଶ୍ରମ କରିବାକୁ ହେବ,

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଖୁସିଭରା ରହିବ, ବିଜନେସ୍ କରୁତିବା ଲୋକଙ୍କୁ ଧନଲାଭର ଆଶା ଅଛି, ସଫଳତାର ମାର୍ଗ ହାସିଲ୍ ହେବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରିଟିଏ ମିଳିବ, ଆପଣ ନିଜ ପରିଶ୍ରମରୁ ସବୁ କାମ ସହଜରେ ପୁରା କରିପାରିବେ, ମନ ଖୁସି ରହିବ, ପରିବାର ସଦସ୍ୟଙ୍କ ସହ ଭଲ ତାଳମେଳ ରଖିବେ ଅଚାନକ ସାଙ୍ଗଙ୍କ ସହ ମିଶିକରି କିଛି ନୁଆ ବେପାର କରିବାର ଯୋଜନା କରିପାରନ୍ତି ।

୭) ତୁଳା ରାଶି- ଆଜି ତୁଳା ରାଶି ପାଇଁ ଆରାମଦାୟକ ଦିନ ହେବ । ମାନସିକ ସ୍ତରରେ ଆପଣ ହାଲୁକା ଅନୁଭବ କରିବେ । ତୁମେ ତୁମର ଯୋଜନା ସଂପୂର୍ଣ୍ଣ କରିପାରିବ । ଆଜି କେଉଁ ବି କାମରେ ଦଖଲ ଦେବା ଅନୁଚିତ୍ । ଆର୍ଥିକ ପରିସ୍ଥିତି ମଜବୁତ ରହିବ । ଘନିଷ୍ଠ ବନ୍ଧୁମାନେ ଘରକୁ ଆସିପାରନ୍ତି । ବିବାହିତ ଜୀବନରେ ଚାଲିଥିବା ଅସୁବିଧା ସମାପ୍ତ ହେବ । ପ୍ରେମ ସମ୍ପର୍କ ମଜବୁତ ହେବ । ତୁମେ ତୁମର ଭଲ ପ୍ରକୃତି ସହିତ ଲୋକଙ୍କୁ ପ୍ରଭାବିତ କରିପାରିବ ।

୮)ବିଛା ରାଶି- ଆଜି ବିଛା ରାଶି ର ଆଜି କମ୍ ପରିଶ୍ରମରେ ସଫଳ ହେବାର ସମ୍ଭାବନା ଅଧିକ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ତୁମର ବ୍ୟକ୍ତିତ୍ୱର ଉନ୍ନତି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ସକ୍ଷମ ହେବେ । ସାମାଜିକ ସର୍କଲ ବୃଦ୍ଧି ପାଇବ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିପାରନ୍ତି । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ । ଜଣେ ମହିଳା ବନ୍ଧୁଙ୍କ ସହଯୋଗରେ ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବ୍ୟବସାୟ ବିସ୍ତାର ହେବାର ସମ୍ଭାବନା ଅଛି ।

୯)ଧନୁ ରାଶି- ଆଜି ଧନୁ ରାଶି ଲୋକଙ୍କ ପାଇଁ ଆରାମଦାୟକ ଦିନ ହେବ । ପରିବାର ସଦସ୍ୟଙ୍କ ସହିତ ଏକ ଚିତ୍ତାକର୍ଷକ ଭ୍ରମଣ କାର୍ଯ୍ୟକ୍ରମ କରାଯାଇପାରିବ । ଆର୍ଥିକ ଲେଣଦେଣ କାରବାରରେ ଲାଭ ହେବ । ଆପଣ କିଛି ବିଶେଷ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ । ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରନ୍ତି । ଆପଣ ସତେଜ ଅନୁଭବ କରିବେ । ବଡ କାର୍ଯ୍ୟନିର୍ବାହୀମାନଙ୍କ ଠାରୁ ଚାକିରି କ୍ଷେତ୍ରରେ ଚାଲିଥିବା ମତଭେଦକୁ ଦୂର କରାଯାଇପାରିବ ।

୧୦)ମକର ରାଶି- ଆଜିର ଦିନ ମକର ରାଶି ଲୋକଙ୍କ ପାଇଁ ମିଶ୍ରିତ ହେବ । ଆବଶ୍ୟକ ଯୋଜନାଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ତୁମର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ । ବ୍ୟକ୍ତିଗତ ଜୀବନରେ ସମସ୍ୟା ସମାଧାନ ହୋଇପାରିବ । ଆର୍ଥିକ ପ୍ରତିବନ୍ଧକକୁ ଏଡାଇବା ପାଇଁ, ଆପଣ ଏକ ବଜେଟ୍ କରିବା ଉଚିତ୍ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆପଣ କଠିନ ପରିଶ୍ରମ କରିବେ । ସାମାଜିକ କ୍ଷେତ୍ରରେ ସମ୍ମାନ ହାସଲ କରାଯିବ । କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାକୁ ନିଜର ପୁରା ଉର୍ଜା ଲଗାଇବେ ।

୧୧) ଆଜି ଆପଣଙ୍କ ଦିନ ଭଲ ରହିବ, ମାନସିକ ଚିନ୍ତା ଗୁଡିକ ଦୁର ହୋଇଯିବ ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି ଏହି ରାଶିର ବିଦ୍ୟାର୍ଥୀ ଆଜି ନିଜ ଶିକ୍ଷକଙ୍କ ସାହାଯ୍ୟରେ ନିଜ ପ୍ରୋଜେକ୍ଟ ପୁରା କରିନେବେ, ଭାଗ୍ୟର ପୁରା ସାଥ୍ ମିଳିବ, ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଅଛି ନିଜ ପରିଶ୍ରମର ଦୁଇଗୁଣା ଲାଭ ପାଇପାରିବେ, ଆଜି ଆପଣଙ୍କ କଥା ସମସ୍ତେ ଶୁଣିବେ, ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ, ଆପଣ ଯାହା ବି କାମ କରିବେ ସଫଳତା ପାଇବେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଦେବୀ ମାଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଇପାରନ୍ତି, ବନ୍ଧୁଙ୍କ ସହ ନୁଆ ବେପାର ଆରମ୍ଭ କରିବାର ଯୋଜନା କରିପାରନ୍ତି, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ହେବ, କ୍ୟାରିୟର ସଂବନ୍ଧିତ୍ ନୁଆ ଅବସର ମିଳିପାରିବ, ଆପଣ ନିଜ ଘରର ଛୁଆଙ୍କ ସହ ମଉଜ ମସ୍ତି କରୁଥିବାର ଅବସର ପାଇବେ, ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଭଲ ନଜର ଆସୁଛି, କମର୍ସ ବିଦ୍ୟାର୍ଥୀଙ୍କୁ କେଉଁ ସର୍ଟ ଟର୍ମ କୋର୍ସ ପାଇଁ ଆଡମିଶନ୍ କରିବାକୁ ମନ ବଳାଇପାରନ୍ତି, ଆପଣଙ୍କୁ ସିନିୟର ଛାତ୍ରଙ୍କ ସପୋର୍ଟ ମିଳିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ ।

Leave a Reply

Your email address will not be published. Required fields are marked *