୧୬ ମେ ୨୦୨୨ ସୋମବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ମହାଦେବ କୃପା କରିବେ ଏହି ୩ଟି ରାଶିକୁ ଆଜି

ମେଷ ରାଶି-ଆଜି ଆପଣଙ୍କ ଦିନ କିଛି ଖାସ୍ ମଉକା ନେଇକରି ଆସିଛି, ବିଜନେସ୍ କ୍ଷେତ୍ରରେ ଲଗାତାର ଉନ୍ନତି ହାସିଲ୍ କରିବେ । ଘର ପରିବାରରେ ଖୁସିର ମାହୋଲ୍ ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ, ନୁଆ ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନ କରିବେ, ଯାହା ଆଗକୁ ଯାଇକରି ଲାଭ ଦେଖାଇବ, ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଅଧିକା ତେଲଯୁକ୍ତ ଓ ମସଲା ଜିନିଷ ସେବନ କରନ୍ତୁ ନାହିଁ ।

ବୃଷ ରାଶି-ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ, ଅବିବାହିତ ବ୍ୟକ୍ତିଙ୍କୁ ବିବାହର ପ୍ରସ୍ତାବ ଆସିପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ, ବିଦ୍ୟାର୍ଥୀଙ୍କୁ କମ୍ ପରିଶ୍ରମରେ ଭଲ ପରିଣାମ ମିଳିବ, ବହୁତ ଜଲଦି ଆପଣଙ୍କୁ କେଉଁ ବଡ ସଫଳତା ହାତରେ ଲାଗିପାରେ, ଏହି ରାଶିର ମହିଳାମାଣେ ଘରୋଇ କାମରେ ଟିକିଏ ବ୍ୟସ୍ତ ରହିବେ, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କୁ ସଫଳତା ମିଳିବାର ଯୋଗ ଅଛି ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ଆପଣ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଅଛି, ଭାବୁକତାରେ କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନିଅନ୍ତୁ ନାହିଁ, ଚାକିରି କରୁଥିବା ଲୋକଙ୍କୁ ପ୍ରମୋଶନ୍ ମିଳିବାର ଯୋଗ ହେଉଛି, ଜମିବାଡି ଆଦି ଫାଇଦା ହେବ, ଆଜି ଆପଣଙ୍କୁ ଲୋକଙ୍କସହ ମିଶିକରି ଚଳିବାର ଅଛି, ଅଚାନକ ଘରକୁ ଅତିଥିଙ୍କ ଆଗମନ ହୋଇପାରେ ।

କର୍କଟ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଆପଣ ନିଜ ସବୁ କାର୍ଯ୍ୟ ଯୋଜନାକୁ ପୁରା କରିବେ, ଏଥିରୁ ଆପଣଙ୍କୁ ଭଲ ଲାଭ ମିଳିବ, କେଉଁ ପ୍ରକାରର ବାଦବିବାଦରୁ ବଞ୍ଚିବାକୁ ହେବ, ନିଜ ରାଗ ଉପରେ କଣ୍ଟ୍ରୋଲ୍ କରନ୍ତୁ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଶବ୍ବର ଉପରେ ଧ୍ୟାନ ଦେବାକୁ ହେବ, ପଇସା ଲେଣଦେଣରେ ସାବଧାନ ରୁହନ୍ତୁ ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣ ବୁଦ୍ଧିମାନୀରୁ କାମକାର୍ଯ୍ୟର ସମସ୍ୟାକୁ ସହଜରେ ସମାଧାନ କରିପାରିବେ, ଅଫିସ୍ ରେ ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ, କାମର ପ୍ରତି ଏକାଗ୍ରତାରୁ ଭଟକିଯାଆନ୍ତୁ ନାହିଁ, କାର୍ଯ୍ୟକ୍ଷେତ୍ର ସହ ଯୋଡି ହୋଇଥିବା ସବୁ ସମସ୍ୟା ଶେଷ ହୋଇପାରେ, ଘରେ ଛୋଟ ମୋଟ ପାର୍ଟିର ଆୟୋଜନ ହୋଇପାରେ ପ୍ରେମୀ ପ୍ରେମିକା ଜଣେ ଅନ୍ୟଙ୍କୁ ବଢିଆ ଗିଫ୍ଟ ଦେବେ, ଯାହାଦ୍ୱାରା ସଂମ୍ପର୍କରେ ମଜବୁତି ଆସିବ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଜୀବନସାଥୀଙ୍କ ସହ୍ ଆପଣ ନିଜ ହୃଦୟର କଥା ସେୟାର୍ କରିବେ, ଆପଣଙ୍କ ଭାବନା ସକରାତ୍ମକ ରହିବ, କାମକାର୍ଯ୍ୟରେ ଭଲ ପରିଣାମ ମିଳିବ, ସାମାଜିକ ଦାୟରା ବୃଦ୍ଧି ପାଇବ, ଅନୁଭବି ବ୍ୟକ୍ତି ସହ ଚିହ୍ନା ପରିଚିତ ବଢିବ, ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ଫେରିପାଇବାର ଆଶା ଅଛି, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ଭଲ ରେଜଲ୍ଟ ଆଣିବେ, ଯାହାଦ୍ୱାରା ମନ ହର୍ଷୀତ ହେବ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପେ ଫଳ ଦାୟକ ହେବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ମନମୁତାବିକ ସଫଳତା ମିଳିବାର ଆଶା ଅଛି, ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ, ଆୟର ଜରିଆ ବୃଦ୍ଧି ପାଇବ, ସନ୍ତାନଙ୍କ ବିବାହ ସଂବନ୍ଧିତ କିଛି ନିର୍ଣ୍ଣୟ ନେଇପାରନ୍ତି, ପୈତୃକ ସଂମ୍ପତ୍ତିରୁ ଲାଭ ମିଳିବାର ଆଶା ଅଛି, ମା ବାପାଙ୍କ ସହ ତୀର୍ଥ ସ୍ଥାନର ଯାତ୍ରା ଯୋଜନା ହୋଇପାରେ, ଚାକିରି କରୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସହଯୋଗ ମିଳିପାରିବ ।

ବିଛା ରାଶି- ଆଜି ଆପଣଙ୍କ ପରିଶ୍ରମ କାର୍ଯ୍ୟରେ ଲାଗିବ, ଯେଉଁ କାମରେ ହାତରେ ଦେବେ ତାହା ସଫଳ ହେବାର ଯୋଗ ନଜର ଆସୁଛି, ଭାଗ୍ୟର ପୁରା ସାଥ୍ ମିଳିବ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଘରୋଇ ଦରକାରିତାର ପୁର୍ତ୍ତି ହେବ, ବେପାରରେ ମନ ମୁତାବିକ ଲାଭ ମିଳିବାର ନଜର ଆସୁଛି, ଯଦି ଆପଣ ପୁର୍ବରୁ କାହାକୁ ପଇସା ଉଧାର ଦେଉଛନ୍ତି, ତେବେ ଫେରିପାରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପ୍ରେମ ଜୀବନରେ ସୁଧାର ଆସିବ ।ବହୁତ ଜଲଦି ପ୍ରେମ ବିବାହ ହୋଇପାରେ ।

ଧନୁ ରାଶି- ଆଜି ଆପଣଙ୍କ ଦିନ ଠିକ୍ ନାହିଁ, ବିନା କାରଣରେ ଚିନ୍ତା ଲାଗିରହିବ, ଯାହାର କାରଣରୁ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ମୁସକିଲ୍ ନଜର ଆସୁଛି, ଆପଣ ନିଜ ଅଧୁରା କାମକୁ ପୁରା କରିବାରେ ଚେଷ୍ଟା କରିବେ, ବନ୍ଧୁଙ୍କ ସାହାଯ୍ୟ ମିଳିବ, ଆଜି ଆପଣଙ୍କୁ କେଉଁ ଲମ୍ବା ଦୁର ଯାତ୍ରାରେ ଯିବାକୁ ବଞ୍ଚିବାକୁ ହେବ, ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଅଚାନକ ହ୍ରାସ ହେବା ଯୋଗୁଁ ଚିନ୍ତା ଲାଗିବ, ଯଦି ଆପଣ ଆଖପାଖ କେଉଁଠିକୁ ଗାଡି ନେଇକରି ଯିବାକୁ ଚାହୁଁଛନ୍ତି ତେବେ ସାବଧାନ ରହିବ, ନହେଲେ ଦୁର୍ଘଟଣା ହେବାର ଭୟ ରହିଛି ।

ମକର ରାଶି- ଆଜି ଆପଣଙ୍କ ଦିନ ପୁଜା ପାଠରେ ଅଧିକା ଲାଗିବ, ମା ବାପାଙ୍କୁ କେଉଁ ଧାର୍ମିକ କାର୍ଯ୍ୟରେ ସମ୍ମିଲିତ ହୋଇପାରନ୍ତି ବେପାରରେ ଲାଭଦାୟକ ବୁଝାମଣା ରହୁଛି, ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୁଚି ବଢିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ, ଦାମ୍ପତ୍ୟ ଜୀବନ ସୁଖିମୟ ହେବ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି, ଘରର ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ କାମରେ ଆସିବ । ଛୁଆଙ୍କ ଶିକ୍ଷାକୁ ନେଇ ଚିନ୍ତା ଦୁର ହେବ ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ସକରାତ୍ମକ ପରିଣାମ ନେଇକରି ଆସିଛି, ଆପଣଙ୍କ ଚାରିପଟରୁ ବାତାବରଣ ସୁଖଦ ରହିବ, ଆପଣଙ୍କ ସୁଖରେ ବୃଦ୍ଧି ହେବ, କିନ୍ତୁ ଆପଣ କାହା ସହ ମନମୁତାବ ହେବା କାରଣରୁ କାର୍ଯ୍ୟରେ ମନ ମୁତାବିକ ପରିଣାମ ନ ମିଳିବା କାରଣରୁ ଆପଣ ଚିନ୍ତିତ ରହିବେ, ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ରେଜଲ୍ଟ ମିଳିପାରେ, ଯାହାଦ୍ୱାରା ମନ ହର୍ଷିତ ହେବ ।

ମୀନ ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରାରହିବ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ । ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚକୁ ନିୟନ୍ତ୍ରଣ ରଖନ୍ତୁ ଯାହାକି ଆଗକୁ ଯାଇକରି ଆର୍ଥିକ ଅବସ୍ଥାରେ କିଛି ପ୍ରଭାବ ନପକାଇବ, ଚାକିରିରେ କାର୍ଯ୍ୟଭାର ଅଧିକା ରହିବ , ଯାହାର କାରଣରୁ ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ ଆପଣ ବଡ ଅଧିକାରୀଙ୍କ ସହ ତାଳମେଳ ବନାଇ ରଖନ୍ତୁ, ଛୋଟ ବେପାରୀଙ୍କୁ ଲାଭ ମିଳିବ, ଆପଣ ନିଜ ସନ୍ତାନଙ୍କ ପାଇଁ କିଛି ଭବିଷ୍ୟତରେ ନିବେଶ କରିପାରନ୍ତି ।

Leave a Reply

Your email address will not be published.