November 30, 2023

Odia Express

News For Public

ଏଇ ଟିଟିଆଇ ବନାଇଲେ ରେକର୍ଡ,ବର୍ଷ ସାରା ବିନା Tickets ଯାତ୍ରା କରିବା ବାଲାଙ୍କ ଠାରୁ ନେଲେ ୧,୧୧ କୋଟି ଟଙ୍କା,ତାପରେ ଲୋକ କହିଲେ…

1 min read

ରେଲୱେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକଙ୍କ ଠାରୁ ପଇସା ଅସୁଲ୍ କରୁଥିବା ରେଲୱେ ସେମିତି ନିଜ ବିକାଶରେ ବ୍ୟବହାର କରିଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ବର୍ଷ ସାରା ପ୍ରାୟ କେତେ ପଇସା ଏହି ପରି ରେଲୱେ ଅସୁଲ୍ କରିନେଇଥାଏ, ସେମିତି ଏହି କଥା ସଠିକ୍ ଆଙ୍କଡା ତେବେ କେବଳ ରେଲୱେ ହିଁ ଜାଣିଥାଏ, କିନ୍ତୁ ଏହି ଦିନ ଯେଉଁ ଖବର ଆମ ସାମ୍ନାକୁ ଆସିଛି ତାହାର ମୁତାବିକ ବିହାରର ଏକ ଟିଟିଆଇ ମାଣେ ଟ୍ରେନ୍ ଟିକେଟ୍ ଏକଜାମିନର୍ ପ୍ରାୟ ଏକ କୋଟି ପର୍ଯ୍ୟନ୍ତ ଟଙ୍କା ଅସୁଲ୍ କରିଛନ୍ତି

ଏମିତିରେ ଏହା ଏକ ନୁଆ ରେକର୍ଡ ହୋଇସାରିଛି, କୁହାଯାଉଛି କି ପାଟନାର ରାଶି କୁମାର ଇଷ୍ଟ ସେଣ୍ଟ୍ରାଲ୍ ରେଲୱେ ରେ ଏକ ନୁଆ ରେକର୍ଡ ବନାଇଛନ୍ତି,  ଏହି ରେକର୍ଡ ମୁତାବିକ ରାଶି କୁମାର କେବଳ ୧ ବର୍ଷରେ ୧ କୋଟି ୧୧ ଲକ୍ଷ ୫୧ ହଜାର ଟଙ୍କାର ଜୋରିମାନା ଅସୁଲ୍ କରିଛନ୍ତି, ରେଲୱେରୁ ମିଳିଥିବା ସୁଚନା ମୁତାବିକ ଜୋରିମାନା ବର୍ଷ ୨୦୨୧-୨୨ ସମୟରେ ୧୬,୪୨୩ ଯାତ୍ରୀଙ୍କ ଠାରୁ ଅସୁଲ୍ କରିଛନ୍ତି ।

ଯାହାର ଯଦି ହିସାବ ଲଗାଯିବ ତେବେ ରାଶି କୁମାର ପ୍ରାୟ ସବୁଦିନ ୪୫ ଏମିତି ଯାତ୍ରୀଙ୍କୁ ଫାଇନ୍ ଲଗାଇଛନ୍ତି ଯିଏକି ବିନା ଟିକେଟ୍ ରେ ଯାତ୍ରା କରୁଥିଲେ, ଏମିତିରେ ଯଦି ଆମେ ମିଡିଆ ରିପୋର୍ଟ କଥା ମାନିବା ତେବେ ରାଶି ଇଷ୍ଟ ରେଲୱେର ୫ ମଣ୍ତଳର ପୁର୍ବରୁ ଏମିତି ବ୍ୟକ୍ତି ଅଟନ୍ତି ଯିଏକି ଏତେ ଜୋରିମାନା ଅସୁଲ୍ କରିଛନ୍ତି, ଏମିତିରେ ଏବେ ଚାରିଆଡେ ରାଶିଙ୍କ ପ୍ରଶଂସା ହେଉଛି  ।

ରେଲୱେରେ ସମସ୍ତେ ରାଶିକୁମାରଙ୍କ ଇମାନଦାରି ଉପରେ ଗର୍ବ କରୁଛନ୍ତି, କୁହାଯାଉଛି କି ଏହି ଜୋନ୍ ର ଟିକେଟ୍ ଚେକିଙ୍ଗ୍ ଷ୍ଟାଫ୍ କେଉଁ ଜଣେ ସଦସ୍ୟର ତରଫରୁ ସବୁଠାରୁ ସର୍ବାଧିକ ସ୍କୋର୍ ଅଟେ, ଏମିତିରେ ମିଡିଆ ରାଶି କୁମାର କଥା କହିକରି ତାଙ୍କ ଏହି କାମ ବିଷୟରେ ପଚାରାଗଲା ତ କି ଏତେ ବଡ ସ୍କୋର୍ କିପରି ହାସିଲ୍ କଲେ ।

ଏହା ଉପରେ ରାଶି କୁମାର କହିଲେ କି ଏଥିପାଇଁ ରେଲୱେର କିଛି ଟାର୍ଗେଟ୍ ନାହିଁ, ଏଥିରେ ସବୁ ଟିଟିଆଇ ନିଜ କାମ କରନ୍ତି, ଏହା ଛଡା ଏତେ ବଡ ସ୍କୋର୍ ଟଚ୍ କରିବାକୁ ନେଇକରି ସେ କହିଲେ କି ନିଜ କାମ କରିବାର ତରିକାରେ ସେ ପରିବର୍ତ୍ତନ ଆଣିଥିଲେ, ସେ କହିଲେ କି ସେ ଏକ ଜାଗାରେ ଠିଆ ହୋଇକରି ଚେକ୍ କରୁଥିବା ଜାଗାରେ ସବୁଦିନ ୩୦ ରୁ ଅଧିକା ଟ୍ରେନ୍ ରେ ବୁଲି ବୁଲିକରି ବିନା ଟିକେଟ୍ ଯାତ୍ରା କରୁଥିବା ଧରନ୍ତି ।

ଏମିତିରେ ରାଶି ସବୁଦିନ ପାଟନାରୁ ନେଇକରି ବକ୍ସର ପର୍ଯ୍ୟନ୍ତ ବିନା ଟିକେଟ୍ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଚେକିଙ୍ଗ୍ ଅଭିଯାନ ଚଲାଉଥିଲେ, ଏମିତିରେ ବିନା ଟିକେଟ୍ ଯାତ୍ରା କରୁଥିବା ଯାତ୍ରା ଉପରେ ନଜର ରଖୁଥିଲେ, ଯେବେ କେବେ ଏମିତି ଯାତ୍ରୀ ପଳାଇବାକୁ ଚେଷ୍ଟା କରନ୍ତି ତେବେ ସେ ତାଙ୍କ ପିଛା ବି କରନ୍ତି

ଆପଣଙ୍କୁ କହିଦେବୁ କି ବିନା ଟିକେଟ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଧରିବାରେ ଦୁଇପ୍ରକାରର ପଇସା ମିଳିଥାଏ ଗୋଟେ ତ ବିନା ଟିକେଟ୍ ରେ ଯାତ୍ରା କରୁଥିବା ପାଇଁ ୨୫୦ ଟଙ୍କା ଓ ଦ୍ୱିତୀୟ ଟି ହେଲା ଟିକେଟ୍ ବନାଇବାର ଚାର୍ଜ, ଏମିତିରେ ରାଶି କୁମାର କହନ୍ତି କି କୋରନା ମହାମାରୀ ସମୟରେ ବହୁତ ଲୋକ ଟିକେଟ୍ ବନାଇବା ପାଇଁ ସଂମ୍ପର୍କ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏତେ ବଡ ସ୍କୋର୍ ଟଚ୍ କରିବାରେ ସାହାଯ୍ୟ ମିଳିଲା  ।

Leave a Reply

Your email address will not be published. Required fields are marked *