April 14, 2024

Odia Express

News For Public

ପାଦର ଆଙ୍ଗୁଠିରେ ଲୁଚି ରହିଛି ଆପଣଙ୍କ ଭାଗ୍ୟର ରହସ୍ୟ, ଜାଣନ୍ତୁ କଣ କହିଥାଏ ସାମୁଦ୍ରିକ ଶାସ୍ତ୍ର,Personality ଜାଣିବାର ଏହି ଉପାୟ ଜାଣିରଖନ୍ତୁ ଆପଣ..

1 min read

ଯେବେ ବି ଆମକୁ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ହୋଇଥାଏ, ତେବେ ଆମେ କେଉଁ ପଣ୍ତିତ ଆଚାର୍ଯ୍ୟଙ୍କ ପାଖକୁ ଯାଇଥାନ୍ତି, ଓ ସେଠାରେ ଆମେ ନିଜ ହାତର ରେଖାରୁ ଆମେ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି, ଆମର ହାତର ରେଖା ଅଲଗା ଅଲଗା ହୋଇଥାଏ, ଯାହା ଆମ ଭାଗ୍ୟ ଓ ଭବିଷ୍ୟର ବହୁତ ରହସ୍ୟ ଖୋଲିଥାଏ, ହାତର ରେଖାରୁ ଭବିଷ୍ୟତର ସଠିକ୍ ପତ୍ତା ଲଗାଇପାରିବା ସମସ୍ତଙ୍କ ପକ୍ଷେ ସଂମ୍ଭବପର ନୁହେଁ, ତାଙ୍କୁ ଅନୁଭବୀ ଆଚାର୍ଯ୍ୟ ଚିହ୍ନିପାରିବେ ।

ଯେଉଁ ପ୍ରକାରରେ ଆମେ ନିଜ ହାତର ରେଖାରୁ ନିଜ ଭବିଷ୍ୟତ ବିଷୟରେ ଜାଣିପାରିବା ସେହି ପ୍ରକାର ପାଦର ଆଙ୍ଗୁଠିରୁ ଆମ ଜୀବନରେ ଯୋଡି ହୋଇଥିବା ବହୁତ କଥା ଜାଣିପାରିବା, ହଁ ଆଜ୍ଞା ସାମୁଦ୍ରିକ ଶାସ୍ତ୍ରର ମୁତାବିକ କେଉଁ ବି ବ୍ୟକ୍ତିର ପାଦର ଆଙ୍ଗୁଠି ଦେଖିକରି ତାର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ପତ୍ତା ଲଗାଯାଇପାରିବ, ଆପଣଙ୍କୁ କହିଦେବୁ କି ସମୁଦ୍ରୀ ରୁଷିଙ୍କ ଦ୍ୱାରା ସାମୁଦ୍ରିକ ଶାସ୍ତ୍ରର ରଚନା ହୋଇଥିଲା, ଏହି କାରଣରୁ ଏହାର ନାଁ ସାମୁଦ୍ରିକ ଶାସ୍ତ୍ର ହୋଇଛି । ସାମୁଦ୍ରିକ ଶାସ୍ତ୍ରରେ ଶରୀରର ସଂରଚନା, ଶରୀରର ସବୁ ଅଙ୍ଗ ସହ ଯୋଡି ହୋଇଥିବା ବହୁତ କିଛି ମହତ୍ତ୍ୱପୁର୍ଣ୍ଣ କଥା କୁହାଯାଈଛି, ସେଥିରୁ ଗୋଟେ ପାଦର ଆଙ୍ଗୁଠି ବି ଯୋଡି ହୋଇଛି, ଆଜି ଆମେ ଏହି ଲେଖ ମାଧ୍ୟମରେ ପାଦର ଆଙ୍ଗୁଠି କେଉଁ ପ୍ରକାର ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିପାରେ, ଏହା ବିଷୟରେ କହିବାକୁ ଯାଉଛୁ ।

୧)ମୋଟା ଆଙ୍ଗୁଠି- ସାମୁଦ୍ରିକ ଶାସ୍ତ୍ରର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗୁଠି ମୋଟା ହୋଇଥାଏ, ସେମାନେ ସ୍ପଷ୍ଟବାଦୀ ଓ ମୁହଁରେ କହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣାଯାଆନ୍ତି, ଏହି ଲୋକ ହୃଦୟରୁ ବହୁତ ସ୍ପଷ୍ଟ ହୋଇଥାନ୍ତି, ଏହି ଲୋକ ଖୁସିମିଜାଜ୍ ଓ ବିନ୍ଦାସ୍ ପ୍ରବୃତିର ହୋଇଥାନ୍ତି, ଏହି ଲୋକଙ୍କୁ ରାଗ ବହୁତ କମ୍ ଆସିଥାଏ, ଏହି ଲୋକ ସବୁବେଳେ ପ୍ରୟାସ କରିଥାନ୍ତି କି ଏମାନଙ୍କ କାରଣରୁ କାହାକୁ ଦୁଃଖ ନ ପହଞ୍ଚୁ, ଏମାନେ ଅନ୍ୟଙ୍କୁ ଖୁସି କରିବାକୁ ପସନ୍ଦ କରନ୍ତି ।

୨) ପତଳା ଆଙ୍ଗୁଠି- ଯେଉଁ ଲୋକଙ୍କ ଆଙ୍ଗୁଠି ପତଳା ହୋଇଥାଏ, ସେମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ କଞ୍ଜୁସ୍ ବ୍ୟକ୍ତିଙ୍କ ଶ୍ରେଣୀର ଜଣାଯାଏ, ଏତିକି ନୁହେଁ ଏହି ଲୋକ ହୃଦୟ ବି କଠୋର ହୋଇଥାଏ, ଏମାନେ ସବୁବେଲେ ସ୍ୱାଧିନତା ପସନ୍ଦ କରନ୍ତି, ଏହା ସହ ଏହି ଲୋକ ବିନ୍ଦାସ୍ ଲାଇଫ୍ ଚଲିବାକୁ ପସନ୍ଦ କରନ୍ତି ।

୩) ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠି ମଝିରେ ବିଲକୁଲ୍ ଦୁରତା ନଥାଏ, ଏମାନେ ବହୁତ ସତ୍ୟନିଷ୍ଠା ଓ ଇମାନଦାର୍ ହୋଇଥାନ୍ତି, ଏହି ଲୋକ ବହୁତ ଶାନ୍ତି ପସନ୍ଦ କରନ୍ତି, ଏମାନେ ଏହି ପ୍ରୟାସରେ ରୁହନ୍ତି କି ଏମାନେ ଯେତେ ଲୋକଙ୍କୁ ନିଜ୍ ସାଥିରେ ରଖିବେ ଯାହାଙ୍କ ସହ ସେ ଖୁସି ଅନୁଭବ କରିପାରିବେ, ଏମାନଙ୍କ ଲାଇଫ୍ ପାର୍ଟନର୍ ବହୁତ ଖୁସିରେ ରୁହେ, ଓ ଏମାନେ ନିଜ ଜୀବନ ସାଥୀଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି ।

ସାମୁଦ୍ରିକ ଶାସ୍ତ୍ରର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଦୁରତା ରହିଥାଏ, ଏମାନେ ବହୁତ ଗଂମ୍ଭୀର ଓ ସ୍ୱାର୍ଥୀ ସ୍ୱଭାବର ହୋଇଥାନ୍ତି, ଏହି ଲୋକ ବହୁତ ଚତୁର ହୋଇଥାନ୍ତି ଏମାନେ ନିଜ ଦମରେ ନିଜ ଏକ ଅଲଗା ସଫଳତା ହାସିଲ୍ କରିବାକୁ ପସନ୍ଦ କରନ୍ତି, ଏମାନେ ନିଜ ଜୀବନରେ ବହୁତ ପଇସା କମାଇଥାନ୍ତି କିନ୍ତୁ ସେହି ପଇସାଯୋଡି ପାରନ୍ତି ନାହିଁ କାରଣ ତାଙ୍କୁ ମହଙ୍ଗାମହଙ୍ଗା ଜିନିଷ ପସନ୍ଦ ହୋଇଥାଏ, ଏତିକି ନୁହେଁ ବରଂ ଏହି ଲୋକ ସମାଜରେ ବହୁତ ମାନ ସମ୍ମାନ ପ୍ରାପ୍ତ କରନ୍ତି ।

Leave a Reply

Your email address will not be published. Required fields are marked *