April 19, 2024

Odia Express

News For Public

ମଜାଦାର୍ Jokes – ସ୍ତ୍ରୀ ମୁଁ ଏକେଲା ଏତେ କାମ କରି ଥକି ଯାଉଛି, ସ୍ୱାମୀ- ତେବେ ଗୋଟେ କାମବାଲି ବାଇ ରଖିଦେବା,ତାପରେ ସ୍ତ୍ରୀ ଯାହା କହିଲେ ଶୁଣିକି ସ୍ୱାମୀ ପୁରା କାବା ହେଇଗଲେ…

1 min read

ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ, ଓ ଏଥିପାଇଁ ଆମେ ହସିବା ଓ ହସାଇବାର କୌଣସି ମଉକା ଛାଡିବା ଉଚିତ୍ ନୁହେଁ । ଓ ଯେବେ ଆମେ ଖୁସି ହୋଇଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ଏକଦମ୍ ସତେଜ ରୁହେ, ଏହି କଥାକୁ ଧ୍ୟାନରେ ରଖି ଆଜି ଏହି ପୋଷ୍ଟରେ ଆମେ କିଛି ମଜାଦାର୍ ଜୋକ୍ସ ବିଷୟରେ ଆଲୋଚନା କରିବୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଆଉ ଅଟକିବ ନାହିଁ, ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ହସିବା ଓ ହସାଇବାର୍ ମଜାଦାର୍ ସିଲସିଲାକୁ ଆରମ୍ଭ କରିବା ।

୧)କ୍ଲାସରେ ଶିକ୍ଷୟତ୍ରୀ କହିଲେ ସବୁ ନିଜ ଲଭରର ନାଁ ପେପରରେ ଲେଖିଦିଅ, ୨ ମିନିଟ୍ ପରେ ପୁଅ କହିଲେ ଲେଖିଦେଲୁ ମ୍ୟାଡାମ୍, ୫ ମିନିଟ୍ ପରେ ଝିଅମାନେ କହିଲେ ସପ୍ଲେମେଣ୍ଟାରୀ କପି ଦରକାର ମ୍ୟାଡାମ୍ ।

୨) ଥରେ ହରିଆଣାର ଏକ ଗାଁରେ ଏକ ଜାଦୁଗର୍ ଆସିଲା, ସେହି ଜାଦୁଗର୍ ଜାଦୁରେ ଏକ କଳା ଝିଅକୁ ପର ଲଗାଇଦେଲା ପର ଲାଗିବା ଦେଖି ଝିଅ କହିଲା ମୁଁ ତ ଗୋଟେ ପରି ହୋଇଗଲି, ଗୋଟେ ପୁଅ କେତେବେଳରୁ ଏହି ସବୁ ଦେଖୁଥିଲା, ତେବେ ସେ କହିଲା- ପରି କେଉଁଠୁ ହୋଇଛୁ ତୁ ତ କାଳି ଅଟୁ ତୁ ଏବେ ତ ଆହୁରି ବାଦୁଡି ଦେଖାଯାଉଛୁ ।

୩) ପପୁ ବହୁତ ଧ୍ୟାନର ସହ ଗୋଟେବହି ପଢୁଥିଲା, ପପୁର ମା- କେଉଁ ବହି ପଢୁଛୁ ରେ ? ପପୁ- ଛୁଆଙ୍କ ଲାଳନପାଳନ କିପରି କରିବା, ପପୁର ମା କଣପାଇଁ ? ପପୁ- ମୁଁ ଜାଣିବାକୁ ଚାହୁଁଛି କି ମୋର ପାଳନପୋଷଣ ଠିକ୍ ଭାବେ ହେଉଛି କି ନାହିଁ

୪) ବ୍ୟାଙ୍କ୍ ମ୍ୟାନେଜର୍- କ୍ୟାଶ୍ ଶେଷ ହୋଇଯାଈଛି କାଲି ଆସିବେ, ସାନ୍ତା- କିନ୍ତୁ ମୋତେ ଏବେ ପଇସା ଦରକାର, ବ୍ୟାଙ୍କ୍ ମ୍ୟାନେଜର୍- ଦେଖନ୍ତୁ ଆପଣ ରାଗନ୍ତୁ ନାହିଁ, ଶାନ୍ତିରେ କଥା ହୁଅନ୍ତୁ, ସାନ୍ତା- ଠିକ୍ ଅଛି ଡାକ ଶାନ୍ତିକୁ ମୁଁ ଏବେ କଥା ହେବି ।

୫) ସ୍ୱାମୀ- ରାତିସାରା ମୋବାଇଲ୍ ଚାର୍ଜିଙ୍ଗ୍ ରେ ଲଗାଅନାହିଁ, ବ୍ୟାଟେରି ଫାଟିଯିବ, ସ୍ତ୍ରୀ-ଚିନ୍ତା କରନି, ମୁଁ ବ୍ୟାଟେରି ବାହାର କରି ଚାର୍ଜ କରିବି ।

୬) ପ୍ରଥମେ ଦୋକାନରେ ଲେଖା ହେଉଥିଲା ଗ୍ରାହକ ଭଗବାନ ଅଟନ୍ତି, ତେବେ ଦେବୀ ଦେବତାଙ୍କ ପରି ଫିଲିଙ୍ଗ୍ ଆସୁଥିଲା। ଓ ଏବେ ଲେଖା ହେଉଛି କି ଆପଣ କ୍ୟାମେରାର ନିରିକ୍ଷଣରେ ଅଛନ୍ତି, ଏବେ କିନ୍ତୁ ଚୋରଙ୍କ ପରି ଫିଲିଙ୍ଗ୍ ଲାଗୁଛି ।

୭) ସ୍ୱାମୀ ସ୍ତ୍ରୀକୁ- ଏଇଟା କେମିତି କା ଫଟୋ ଉଠାଇଛ ତୁମେ, ପଛରେ କୁକୁର ଆସିଯାଇଛି, ମୋତେ ଫେସବୁକ୍ ରେ ଅପଲୋଡ୍ କରିବାର ଅଛି, ସ୍ତ୍ରୀ- ଚାହା ପିଇକରି- ହଁ ତେବେ କଣ ହେଇଗଲା ସେଠୁ, ଲେଖିଦିଅ କି ମୁଁ ଆଗ ବାଲା ଅଟେ, ସ୍ୱାମୀ- ଏବେ ମୁଣ୍ତ ଗଡଉଛି ।

୮) ଶିଷ୍ୟ- ଗୁରୁଜୀ- ଏମିତି ସ୍ତ୍ରୀକୁ କଣ କହନ୍ତି ଯିଏ ଗୋରି ହୋଇଥିବ, ଲମ୍ବା ହୋଇଥିବ, ଓ ସୁନ୍ଦର ହୋଇଥିବ, ଓ ଚାଲାକ୍ ହୋଇଥିବ, ସ୍ୱାମୀକୁ ବୁଝୁଥିବ, କେବେ ଝଗଡା କରୁନଥିବ, ଗୁରୁଜୀ-ତାକୁ ମନର ଭ୍ରମ କହନ୍ତି ଭ୍ରମ , ଶିଷ୍ୟ- ମନର ଭ୍ରମ ଗୁରୁଜୀ ।

୯) ଚାକରାଣୀ- ମାଲିକାଣୀକୁ- ମ୍ୟାଡାମ୍, ଜଲଦି ଆସନ୍ତୁ ପଡୋଶୀର ତିନିଜଣ ସ୍ତ୍ରୀ ଲୋକ ଆପଣଙ୍କ ଶାଶୁଙ୍କୁ ପିଟୁଛନ୍ତି, ମାଲିକାଣୀ ବାଲକୋନୀରେ ଆସିକରି ଦେଖିବାକୁ ଲାଗିଲା, ଚାକରାଣୀ- ଆପଣ ତାଙ୍କୁ ସାହାଯ୍ୟ କରିବେନି, ମାଲିକାଣୀ- ନା ରହିବାକୁ ଦେ, ତିନିଜଣ ଯଥେଷ୍ଟ ।

୧୦) ସ୍ତ୍ରୀ- ମୁଁ କାମ କରି ଥକିଯାଉଛି, ସ୍ୱାମୀ- ଜଣେ କାମବାଲୀ ବାଇ ରଖିନେବା କଣ କହୁଛ ? ସ୍ତ୍ରୀ-ନା କିଛି ଦରକାର୍ ନାହିଁ, ସ୍ୱାମୀ- କିନ୍ତୁ କଣପାଇଁ ? ସ୍ତ୍ରୀ- ମୁଁ ତୁମର ଅଭ୍ୟାସରକୁ ଭଲରେ ଜାଣିଛି, ଭୁଲ୍ ଯାଇଛ କି ମୁଁ ବି ଗୋଟେ କାମବାଲି ବାଇ ଥିଲି ।

Leave a Reply

Your email address will not be published. Required fields are marked *