March 29, 2024

Odia Express

News For Public

୧୭ ମେ 2022 ମଙ୍ଗଳବାର ଆଜିର rasiphala,ଆଜି ଏହି ୬ଟି ରାଶିର ଖୋଲିବ ଭାଗ୍ୟର ତାଲା, ଧନ ଲାଭର ହେଉଛି ପ୍ରବଳ ଯୋଗ

1 min read

ମେଷ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ସାଙ୍ଗଙ୍କ ସାହାଯ୍ୟରେ ଆପଣ ଅଧୁରା କାମକୁ ପୁରା କରିବେ, ପରିବାରର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ, ଆପଣଙ୍କୁ ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଆର୍ଥିକ ଦୃଷ୍ଟିରୁ ଆଜିର ଦିନ ଠିକ୍ ନଜର ଆସୁଛି, ବିଦେଶରେ ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଫାଇଦା ମିଳିବ ।

ବୃଷ ରାଶି- ଆଜି ଆପଣଙ୍କୁ ନିଜ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ବାହାନର ମେଣ୍ଟେନାନ୍ସରେ ଅଧିକା ଖର୍ଚ୍ଚ ହେବ, କାର୍ଯ୍ୟସ୍ଥଳରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇରଖନ୍ତୁ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ । ଆତ୍ମବିଶ୍ୱାସର କମି ନଜର ଆସୁଛି, କାମକାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାମୁସକିଲ୍ ନଜର ଆସୁଛି

ମିଥୁନ ରାଶି- ଆଜି ଆପଣଙ୍କୁ କେଉଁ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ଉପରେ ଫଇସଲା ନେବାରୁ ନିବୃତ ରହିବାକୁ ହେବ, ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଅସୁବିଧାରେ ପଡିପାରନ୍ତି, ବହୁତ ସାଙ୍ଗ ଆପଣଙ୍କୁ ଆର୍ଥିକ ସହାୟତା ପାଇଁ କହିପାରନ୍ତି, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପରିବାରର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳ ଯିବାର ପ୍ରୋଗାମ୍ କରିପାରନ୍ତି ।

କର୍କଟ ରାଶି- ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହା ଆପଣଙ୍କୁ କିଛି ନୁଆ ଶିଖାଇକରି ଯିବ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବାର ଯୋଗ ହେଉଛି, କାର୍ଯ୍ୟଭାର କମ୍ ରହିବ, ପରିବାର ବାଲାଙ୍କ ସହ ଭଲ ସମୟ ଅତିବାହିତ କରିବେ, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦୁର ହେବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ ।

ସିଂହ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆପଣଙ୍କ ଉନ୍ନତି ହେବ, ସାମାଜିକ ମାନ ସମ୍ମାନ ବୃଦ୍ଧି ହେବ । ବେପାରରେ ଭଲ ଲାଭ ହେବ, କାରୋବାରରେ ବୃଦ୍ଧି ହେବ, ସ୍ୱାମୀ ସ୍ତ୍ରିଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହେବ, ଘରୋଇ ଦରକାରିତାର ପୁର୍ତ୍ତି ହେବ ।

କନ୍ୟା ରାଶି- ଆଜି ଆପଣଙ୍କୁ ବେକାର କାମରୁ ନିବୃତ୍ ରହିବାକୁ ହେବ, ଜରୁରୀ କାମର ଯୋଜନା ଉପରେ ଫୋକସ୍ କରନ୍ତୁ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, ଆପଣଙ୍କ କିଛି ଅଧୁରା ମନୋକାମନା ପୁରା ହୋଇପାରେ, କାରୋବାରରେ ବୃଦ୍ଧି ଓ ଆୟର ନୁଆ ସ୍ରୋତ ମିଳିବ,

ତୁଳା ରାଶି- ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ନଜର ଆସୁଛି ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ୍ ରଖିବାକୁ ହେବ, ନହେଲେ କାହା ସହ ବାଦବିବାଦ ହୋଇପାରେ, ଆପଣଙ୍କ ଜରୁରୀକାମକୁ ଫୋକସ୍ କରନ୍ତୁ, ଭାଗ୍ୟରୁ ଅଧିକା ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା କରିବାର ଆବଶ୍ୟକତା ଅଛି, ଯଦି ଆପଣ ମନ ଲଗାଇକରି ପରିଶ୍ରମ କରିବେ ତେବେ ଭଲ ଲାଭ ପାଇପାରିବେ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ କମ୍ପାନୀରୁ ଚାକିରି ମିଳିପାରିବ

ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଘରୋଇ ଅସୁବିଧାର ସମାଧାନ ହୋଇପାରିବ, ଜୀବନସାଥୀଙ୍କ ପୁରା ସହାୟତା ମିଳିପାରିବ, ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ଉଚିତ୍ ପରିଣାମ ମିଳିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ଭଲ ରେଜଲ୍ଟ ଆସିପାରେ, ଅଟକିଥିବା କାର୍ଯ୍ୟ ପୁରା ହେବ, ବଡ ଅଧିକାରୀ ପୁରା ସହଯୋଗ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆପଣ ଆଗେଇ ଆସିବେ, ସାମାଜିକ ମାନ ପ୍ରତିଷ୍ଠା ବୃଦ୍ଧି ପାରିବ ।

ଧନୁ ରାଶି- ଆଜି ଆପଣଙ୍କ ଦିନ ବହୁତ ଉତଥାନ ପତନ ଦେଇ ଗତିକରିବ, ଆର୍ଥିକ ସ୍ଥିତି ଭଲ ରହିବ, ବିଦ୍ୟାର୍ଥୀଙ୍କୁ ନିଜ ପାଠପଢାରେ ଧ୍ୟାନ ଦେବାକୁ ହେବ, ବିଦ୍ୟାର୍ଥୀଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବାରେ ନୁଆ ଅବସର ମିଳିବ, ସନ୍ତାନଙ୍କ ତରଫରୁ ସୁଖ ପ୍ରାପ୍ତି ହେବ, ଯେଉଁ କାମକୁ ଆପଣ ବହୁତ ଦିନରୁ ଅପେକ୍ଷାକରିଛନ୍ତି, ତାହ ଜଲଦି ପୁରା ହେବ ।

ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କାର୍ଯ୍ୟରେ ଆପଣଙ୍କ ସକ୍ରିୟତା ବୃଦ୍ଧି ହେବ, ଜାହାଦ୍ୱାରା ସମାଜରେ ମାନ ସମ୍ମାନ ବୃଦ୍ଧି ହେବ, ଆଜି କେଉଁ ବଡ ସଫଲତା ମିଳିବାର ଯୋଗ ଅଛି, ଘର ପରିବାରର ଚିନ୍ତା ଦୁର ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ରହିବ, ଆପଣ ନିଜ ପରିଶ୍ରମରୁ କଠିନରୁ କଠିନ କାର୍ଯ୍ୟ ପୁରା ହୋଇପାରେ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ୍ ଅନୁଭବ କରିବେ, ଅଚାନକ ଧନ ଲାଭ କରିବାର ଯୋଗ ଅଛି, ଛାତ୍ରଙ୍କର ମନ ପାଠପଢାରେ ଲାଗିବ, ଆପଣ ଯେଉଁ କାମକୁ ପୁରା କରିବାକୁ ଚାହୁଁଛନ୍ତି ତାହା ପୁରା କରିନେବେ, ସ୍ୱାମୀ ସ୍ତ୍ରୀଙ୍କ ଆପସିକ ତାଲମେଳ ଭଲ ରହିବ, ପାରିବାରିକ ମାହୋଲ ଖୁସିମୟ ରହିବ,

ମୀନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତିତର୍କ ହୋଇପାରେ, ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଯାଉଛନ୍ତି ତେବେ ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ, ଆପଣ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚକୁ ନିୟନ୍ତ୍ରଣ କରି ଚଲନ୍ତୁ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *