March 22, 2024

Odia Express

News For Public

୧୮ ମେ ୨୦୨୨ Wednesday ଆଜିର ଦିନ ଏହି ୭ ଟି ରାଶିଗୁଡିକ ପାଇଁ ନେଇକରି ଆସିଛି ନୁଆ ଉପହାର, କମ୍ ପରିଶ୍ରମରେ ମିଳିବ ଅଧିକା ଲାଭ,

1 min read

ମେଷ ରାଶି- ଆଜି ଆପଣଙ୍କ ଦିନ ଅନୁକୁଳ ରହିବ । ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବାର ଆଶା ଅଛି, ବଡ ମାତ୍ରାରେ ଧନ ଲାଭ ହାତରେ ଲାଗିପାରେ,ଘରର ଆର୍ଥିକ ସ୍ଥିତି ମଜବୁତ୍ ରହିବ । ରଚନାତ୍ମକ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ଲୋକେ ପ୍ରଭାବିତ ହେବେ । ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଅବସର ମିଳିପାରିବ ।

ବୃଷ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତୁ ନାହିଁ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, କେଉଁ ଜରୁରି କାମରେ ଦୁର୍ ଯାତ୍ରା କରିପାରନ୍ତି, ସେଥିପାଇଁ ବାହାନ ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, ଆଜି ପଇସା ଉଧାର ଲେଣ ଦେଣ କରନ୍ତୁ ନାହିଁ, ନହେଲେ ହାନି ହୋଇପାରେ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ,

ମିଥୁନ ରାଶି- ଆଜି ଆପଣଙ୍କ ଦିନ ବହୁତ ଭଲ ନଜର ଆସୁଛି, ଆଜି ଆପଣ ନିଜ ପ୍ରତିଭାକୁ ସଠିକ୍ ଢଙ୍ଗରେ ପ୍ରକାଶିତ କରିବେ । ରାଜନୀତି ସହ ଯୋଡୀ ହୋଇଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ସଫଳତା ମିଳିବାର ଯୋଗ ଅଛି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ଆଜି ଆପଣଙ୍କୁ କେଉଁ ବଡ ସମସ୍ୟା ସମାଧାନ ହୋଇପାରେ ଯାହାଦ୍ୱାରା ମନ ଖୁସି ହେବ, ସାମାଜିକ କ୍ଷେତ୍ରରେ ଆପଣ ନିଜ ଅଲଗା ପରିଚୟ ବନାଇବେ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଶେଷ ହେବ, ଘରେ ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ସହ ବେତନ ବୃଦ୍ଧିର ଖୁସିଖବର ମିଳିପାରିବ । ଜୀବନସାଥୀଙ୍କ ଉପରେ ଭରସା କରନ୍ତୁ, ସଂମ୍ପର୍କରେ ମଧୁରତା ଆସିବ । ଛାତ୍ରମାନଙ୍କୁ କଠିନ ବିଷୟ ଉପରେ ଫୋକସ୍ କରିବାକୁ ହେବ । ଆଜି ଆପଣଙ୍କୁ କିଛି ନୁଆ ଶିଖିବାକୁ ମିଳିପାରେ ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ଅଛି । ବହୁତ ଦିନରୁ ଅଟକିଥିବା କାମ ପୁରା ହୋଇଯିବ । କମ୍ ପରିଶ୍ରମରେ ଅଧିକା ସଫଳତା ମିଳିବାର ଆଶା ଅଛି, ଅଫିସ୍ ରେ ଭଲ ପ୍ରଦର୍ଶନ କରିବେ , ବଡ ଅଧିକାରୀ ଆପଣଙ୍କ କାମକାର୍ଯ୍ୟରେ ବହୁତ ଖୁସି ହେବେ , ଆପଣଙ୍କୁ ଉପଦେଶ ଦିଆଯାଉଛି କି କେଉଁ ବି ବାଦ ବିବାଦରେ ପଡନ୍ତୁ ନାହିଁ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା ରାଶି- ଆଜି ଆପଣ ନୁଆ ବେପାର ଆରମ୍ଭ କରିବାର ଯୋଜନା ବନାଇପାରନ୍ତି, ବନ୍ଧୁଙ୍କ ସାହାଯ୍ୟ ମିଳିପାରିବ, ମା ବାପାଙ୍କ ଉପଦେଶ କାର୍ଯ୍ୟରେ ଆସିବ, ଆଯି ଆପଣ ଅନୁଭବି ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢାଇବାରେ ଚେଷ୍ଟା କରିବେ , ଯାହା ଭବିଷ୍ୟରେ ଭଲ ଫାଈଦା ଦେବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ସଂମ୍ପର୍କ ମିଳିବ, ଜୀବନସାଥୀ ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ଆପଣଙ୍କ ମନ ଖୁସି ରହିବ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ, ଜୀବନରେ ଚାଲୁଥିବା ଅସୁବିଧା ଗୁଡିକ ସମାଧାନ ହୋଇପାରେ, ଘର ପରିବାର ମାହୋଲ୍ ଖୁସିମୟ ରହିବ, ଘରର ବଡ ବୟସ୍କଙ୍କ ଉପଦେଶରୁ ଫାଇଦା ପାଇବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଚାକିରିରେ ପରିବର୍ତ୍ତନ କରିବାର ବିଚାର ମନକୁ ଆସିପାରେ ,ଯାହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ, କାର୍ଯ୍ୟଳାୟରେ ବଡ ଅଧିକାରୀଙ୍କ ସହ ପୁରା ସାହାଯ୍ୟ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିପାରେ ।

ଧନୁ ରାଶି- ଆଜି ଆପଣଙ୍କ ଭଲ ସ୍ୱଭାବର ପ୍ରଶଂସା କରିବେ, ଆର୍ଥିକ ସ୍ଥିତି ମଜବୁତ୍ ହେବ, ଆୟର୍ ଜରିଆ ବଢିପାରେ, ଧାର୍ମିକ କାର୍ଯ୍ୟରେ ଭାଗ ନେବାର ଅବସର ମିଳିପାରିବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ, ପଦୋନ୍ନତି ମିଳିବାର ପୁରା ସଂମ୍ଭାବନା ନଜର୍ ଆସୁଛି, ଆପଣ ବିଷମ ପରିସ୍ଥିତିରେ ସାମ୍ନା କରିବାକୁ ସକ୍ଷମ ରହିବେ, ସ୍ୱାସ୍ଥ୍ୟରେ କିଛି ଉତଥାନ ପତନ ରହିବ ଅଧିକା ମସଲାଦାର୍ ଭୋଜନ ଗ୍ରହଣ କରନ୍ତୁ ନାହିଁ,

ମକର ରାଶି- ଆଜି ଆପଣଙ୍କ ଦିନ ଠିକ୍ ରହିବ, ଆପଣ ସବୁ କାମକୁ ମନ ମୁତାବିକ ପୁରା କରିପାରନ୍ତି, ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ, ବିରୋଧୀ ଶାନ୍ତ୍ ହେବେ, କାମକାର୍ଯ୍ୟରେ ଆସୁଥିବା ବାଧା ଦୁର ହେବ, ସାଙ୍ଗଙ୍କ ସାହାଯ୍ୟରେ କେଉଁ ମହତ୍ତ୍ୱପୁର୍ଣ୍ଣ କାମରୁ ଭଲ ଫାଇଦା ମିଳିପାରେ, ଘର ପରିବାରରେ ସୁଖ ଶାନ୍ତିର ମାହୋଲ୍ ରହିବ, ମା ବାପାଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସରେ ସଫଳ ହେବେ ।

କୁମ୍ଭ ରାଶି- ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ, ଘରର ବଡ ବୟସ୍କଙ୍କ ସାହାଯ୍ୟରେ ଆପଣଙ୍କୁ ଫାଇଦା ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଈଯିବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଆଗୁଆ ରହିବେ, ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରେ ।

ମୀନ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷା ପାଇଁ ପ୍ରସ୍ତୁତିରେ ଶିକ୍ଷକଙ୍କ ସହଯୋଗ ମିଳିବ, ଆପଣ ନିଜ ଭାବନାକୁ ସକରାତ୍ମକ ବନାନ୍ତୁ, ଅଫିସ୍ କାର୍ଯ୍ୟରେ ଯାତ୍ରା କରିବାକୁ ପଡିବ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ , ପରିବାର ଲୋକଙ୍କ ସହ ମନ ପସନ୍ଦର ଖାଦ୍ୟର ଆନନ୍ଦ ନେଇପାରନ୍ତି, ମା ବାପା ଆଶିର୍ବାଦ ନେଇକରି ଯେଉଁ ବି କାମ କରିବେ, ସେଥିରେ ନିଶ୍ଚିତ ରୁପରେ ସଫଳତା ହାସିଲ୍ କରିବେ ।

Leave a Reply

Your email address will not be published. Required fields are marked *