April 11, 2024

Odia Express

News For Public

୧୯ June ୨୦୨୨ ର ରାଶିଫଳ : ଆଜି ଏହି ୩ ଟି ରାଶିଗୁଡିକଙ୍କର ଭାଗ୍ୟର ମିଳିବ ସାଥ୍,ଓ କାର୍ଯ୍ୟ ହେବ ସଫଳ , ମିଳିବ କିଛି ବଡ ଖୁସିଖବର

1 min read

ଆଜି ଆମେ ଏହି ଲେଖ ମାଧ୍ୟମରେ ୧୮ ଜୁନ୍ ୨୦୨୨ ର ରାଶିଫଳ ବିଷୟରେ କହିବୁ । ରାଶିଫଳ ସହାୟତାରେ ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ ପତନର ପରିସ୍ଥିତି ବିଷୟରେ ପୁର୍ବରୁ ଅନୁମାନ ଲଗାଇପାରେ , ଯାହା ଦ୍ୱାରା କେଉଁ ବି ପରିସ୍ଥିତିର ସାମ୍ନା କରିବାରେ ସକ୍ଷମ ହୋଇପାରିବ । ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୋଗଳିୟ ବିଶ୍ଳେଷଣ କରାଯାଏ, ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡିବ ଏହାର ବିଷୟରେ ଆପଣ ଏଠାରେ ନିଜ ରାଶି ଅନୁସାରେ ସୁଚନା ପାଇପାରିବେ ।

୧)ମେଷ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ । କୋର୍ଟ କଚେରି ମାମଲାରୁ ଦୁରେଇ ରହିବାକୁ ହେବ । ଆପଣ କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ । ଆପଣ ଯେତେ ବି ପରିଶ୍ରମ କରିବେ ତାହାର ଅନୁସାରେ ଫଳର ପ୍ରାପ୍ତି ହେବ  । ଚାକିରି କ୍ଷେତ୍ରରେ ସମସ୍ତଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ , ଯେଉଁ ବ୍ୟକ୍ତି ମାନେ ଲମ୍ବା ସମୟରୁ ଚାକିରିର ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ମିଳିପାରିବ , ମା ବାପାଙ୍କ ଆଶିର୍ବାଦ ମିଳିପାରିବ , ଘରର ଛୋଟ ଛୋଟ ଛୁଆଙ୍କ ସହ ଭଲ ସମୟ ବ୍ୟତିତ କରିବେ , ଆପଣ ନିଜ ଚତୁରାଇରେ ସବୁ କାର୍ଯ୍ୟରେ ସଫଳତା ହାସିଲ୍ କରିପାରିବେ । ବିଦ୍ୟାର୍ଥୀଙ୍କୁ କଠିନ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

୨) ବୃଷ ରାଶି- ଆଜି ଆପଣଙ୍କ ମାନ ସମ୍ମାନ ବଢିବ । ଚାକିରି କ୍ଷେତ୍ରରେ ବଡ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ , ଯାହାକୁ ଶୁଣିକରି ଆପଣଙ୍କ ମନ ହର୍ଷିତ ହେବ  ଯେଉଁ ଯୁବା ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ବି ମିତ୍ରଙ୍କ ଦ୍ୱାରା କିଛି ନୁଆ ଅଫର୍ ମିଳିପାରେ, ଆପଣ ନିଜ ମଧୁର ବାଣୀ ଦ୍ୱାରା ଅନ୍ୟଙ୍କ ହୃଦୟ ଜିତିବାରେ ସଫଳ ହେବେ, ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ହେବ । ଜୀବନସାଥୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ତମ ପ୍ରସ୍ତାବ ମିଲିପାରିବ । ଶଶୁରଘର ପକ୍ଷରୁ କେଉଁ ବ୍ୟକ୍ତି ଯଦି ଆପଣଙ୍କ ଠାରୁ ଉଧାର ନେଇଛନ୍ତି ତେବେ ସେ ଆପଣଙ୍କ ସଂମ୍ପର୍କରେ ଫାଟ ସୃଷ୍ଟି କରିପାରନ୍ତି, ବିଷମ ପରିସ୍ଥିତିରେ ଧୈର୍ଯ୍ୟ ବନାଇ ରଖନ୍ତୁ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି । ଆପଣ କେଉଁଠି ବି ପଇସା ନିବେଶ କରିବାର ଯୋଜନା ବନାଇଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ମଙ୍ଗଳକାରି ସିଦ୍ଧ ହେବ ନାହିଁ । ଆପଣ ଲମ୍ବା ଯାତ୍ରାରେ ଯାଆନ୍ତୁ ନାହିଁ, କାରଣ ଦୂର୍ଘଟଣା ହେବାର ଆଶଙ୍କା ନଜର ଆସୁଛି । ଘର ପରିବାର ସଦସ୍ୟଙ୍କ ସହ ଅଧିକା ସମୟ ବିତାଇବାକୁ ଚେଷ୍ଟା କରିବେ , ବନ୍ଧୁଙ୍କ ସହ ମନୋରଞ୍ଜକ ଯାତ୍ରାର ପ୍ରୋଗ୍ରାମ୍ ବନାଇପାରନ୍ତି । ପଇସା ଉଧାର ଦେଣଲେଣ କରନ୍ତୁ ନାହିଁ ନହେଲେ ଅର୍ଥହାନୀ ହୋଇପାରେ, ଯଦି ଆପଣ କିଛି ନୁଆ ବେପାର ଆରମ୍ଭ କରିବାକୁ ଯାଉଛନ୍ତି ତେବେ କିଛି ଦିନ ଅଟକିଯାଆନ୍ତୁ । ଜୀବନସାଥୀଙ୍କ ସହ ହୃଦୟର କଥା ସେୟାର୍ କରିବେ । ଯାହାଦ୍ୱାରା ମନ ହାଲକା ରହିବ । ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ନଜର ଆସୁଛି ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାନ୍ୟ ନଜର ଆସୁଛି । ଆପଣ ନିଜ ଖାଦ୍ୟପେୟରେ ସୁଧାର କରନ୍ତୁ ବାହାର ଖାଦ୍ୟପାନୀୟରୁ ଦୁରେଇ ରୁହନ୍ତୁ । ଭାଗ୍ୟରୁ ଅଧିକା ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା କରିବାର ଅଛି, ଚାକିରି କ୍ଷେତ୍ରରେ ଆପଣ ନିଜ ସବୁ କାର୍ଯ୍ୟ ସମୟରେ ପୁରା କରନ୍ତୁ, ନହେଲେ ବଡ ଅଧିକାରୀଙ୍କ ଦ୍ୱାରା ନାରାଜ୍ ହେବାର ସ୍ଥିତି ଉତ୍ପନ୍ନ ହୋଇପାରେ , ଗୁପ୍ତ ଶତ୍ରୁ ଆପଣଙ୍କ କାମ ବିଗାଡିବାରେ ଚେଷ୍ଟା କରିବେ , ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଆଜି ଦିନ ଭଲ ରହିବ, ଯଦି ଆପଣ କାହାର ସାହାଯ୍ୟ କରିବେ ତେବେ ଆପଣ ବି ତାଙ୍କ ଠାରୁ ସାହାଯ୍ୟ ପାଇବେ , ମା ବାପାଙ୍କ ଆଶିର୍ବାଦ ନେଇକରି ଯାହା ବି କାର୍ଯ୍ୟ କରିବେ ତାହା ନିଶ୍ଚିତ ଫଳପ୍ରାପ୍ତି ହେବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଧନ ସହ ଯୋଡି ହୋଇଥିବା ଅସୁବିଧାରୁ ମୁକ୍ତି ମିଳିବ । ଆପଣ ନିଜ ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ନିଭାଇବେ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ , ଯାହା ଆଗକୁ ଯାଇକରି ଭଲ ଫାଇଦା ମିଳିପାରିବ । ଭାଗ୍ୟର ସହ କାମ କରିବେ , ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଫାଇଦାଦାୟକ ହେବ , ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ , ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ , ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ଫେରିପାରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ , କେଉଁ ବି ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ରେଜଲ୍ଟ ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ , ଆପଣ ନିଜ ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ସଫଳ ହେବେ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ହିଁ ଖାସ୍ ନଜର ଆସୁଛି । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଦିନ ଉତ୍ତମ ରହିବ, କାରଣ ତାଙ୍କୁ କିଛି ଅନ୍ୟ ଲୋକଙ୍କ ସହ ମିଶିବାର ମଉକା ମିଳିବ। ଆପଣ କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖିବାର ଲାଭ ହେବ , ଏଥିରେ ଆପଣଙ୍କୁ ପଦୋନ୍ନତି ମିଳିପାରିବ, ଆମଦାନୀ ବଢାଇବାର କିଛି ଭଲ ସ୍ରୋତ ମିଳିପାରିବ, ଯାହାଦ୍ୱାରା ଆପଣ ନିଜ ଆର୍ଥିକ ସ୍ଥିତିକୁ ମଜବୁତ୍ ବନାଇପାରିବେ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଦେବାକୁ ହେବ, କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ,

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ନଜର ଆସୁଛି । ଆପଣ କେଉଁ ନୁଆ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିପାରନ୍ତି, କିନ୍ତୁ ଆପଣ କାହାଠାରୁ ବିପରିତ ସମାଚାର ଶୁଣିକରି ଯାତ୍ରାରେ ଯାଇପାରନ୍ତି । ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ପ୍ରାପ୍ତି ହେବ, ଛୋଟ ମୋଟ ବେପାରୀଙ୍କୁ ଲାଭ ମିଳିପାରିବ । ବିଦ୍ୟାର୍ଥୀଙ୍କୁ ଶିକ୍ଷାରେ ମନମୁତାବିକ ପରିଣାମର ପ୍ରାପ୍ତି ହେବ, ପରିବାରର କେଉଁ ସଦସ୍ୟଙ୍କ ଦ୍ୱାରା ଏମିତି କାର୍ଯ୍ୟ କରାଯିବ ଯାହାଦ୍ୱାରା ଆପଣଙ୍କ ମାନ ସମ୍ମାନ ବୃଦ୍ଦି ପାଇବ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧିପାଇବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜ ସବୁ କାର୍ଯ୍ୟ ସମୟ ଅନୁସାରେ ପୁରା କରିନେବେ , ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ, ଘରୋଇ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ହେବ, ନହେଲେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଜୀବନସାଥୀଙ୍କ ସହ ମିଶିକରି ଆପଣ ସନ୍ତାନଙ୍କ ପାଇଁ ଭବିଷ୍ୟତରେ କିଛି ଯୋଜନା କରିପାରନ୍ତି, ମା ବାପାଙ୍କ ଆଶିର୍ବାଦରୁ ଆପଣଙ୍କ କିଛି ଜରୁରୀ କାମ ପୁରା ହେବ, ଘରୋଇ ଜିନିଷ କିଣାକିଣି କରିପାରନ୍ତି, ଲମ୍ବା ଯାତ୍ରାରେ ଯିବା ସମୟରେ ବାହାନ ଚଲାଇବାରେ ସାବଧନତା ରଖନ୍ତୁ  ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ନିରାଶଜନକ ଯାଉଛି, କେଉଁ ପୁରୁଣା ରୋଗକୁ ନେଇ ଆପଣ ଚିନ୍ତିତ ରହିବେ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ନାହିଁ, ଘରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଆଜି ଆପଣ କାହାକୁ ଉଧାର ଦିଅନ୍ତୁ ନାହିଁ, ନହେଲେ ଅର୍ଥହାନୀ ହେବାର ସଂମ୍ଭାବନା ଅଛି, ଘରୋଇ ଖର୍ଚ୍ଚ ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ବିଦ୍ୟାର୍ଥୀଙ୍କୁ କେଉଁ ବିଶେଷ ଶିକ୍ଷକଙ୍କ ସହାୟତାର ଆବଶ୍ୟକତା ପଡିବ, ଆପଣ ନିଜ ମନରେ ଆସୁଥିବା କଥାକୁ କାହାକୁ ସେୟାର୍ କରନ୍ତୁ ନାହିଁ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୧୨) ମୀନ ରାଶି- ଆଜି ଆପଣ ନିଜ ବ୍ୟବହାର ଉପରେ କାବୁ କରିବାର ଆବଶ୍ୟକତା ଅଛି, ଛୋଟ ମୋଟ କଥାରୁ କ୍ରୋଧ ହେବାରୁ ବଞ୍ଚିବାକୁ ହେବ, ଯେଉଁ ବ୍ୟକ୍ତି ଅନଲାଇନ୍ ଚାକିରି ଖୋଜୁଛନ୍ତି ତାଙ୍କୁ ଶୁଭ ସୁଚନା ମିଳିବାର ଆଶା ଅଛି, ଛୁଆଙ୍କ ସହ ନିଜ ଖୁସିର ମୁହୁର୍ତ୍ତ ବ୍ୟତିତ କରିବେ, ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କୁ ନୁଆ କିଛି ଅନୁଭବ ହେବ, ଆଜି ଆପଣ ନିଜ ଦିନଟି ମାଙ୍କ ସହ ବିତାଇବେ ଯାହାଦ୍ୱାରା ମାନସିକ ଚିନ୍ତା ଦୁର ହେବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ନିଜ ମହତ୍ତ୍ୱପୁର୍ଣ୍ଣ କଥା କାହା ସହ ସେୟାର୍ କରନ୍ତୁ ନାହିଁ, କାରଣ ସେହି ଲୋକ ଆପଣଙ୍କ ଫାଇଦା ଉଠାଇବାରେ ଚେଷ୍ଟା କରିପାରନ୍ତି  ।

Leave a Reply

Your email address will not be published. Required fields are marked *