April 10, 2024

Odia Express

News For Public

ଅଲ୍ଲୁ ଅର୍ଜୁନଙ୍କ PUSPA ୨ ପାଇଁ ଦର୍ଶକଙ୍କୁ କରିବାକୁ ହେବ ଆହୁରି ଅପେକ୍ଷା, ୪୦୦ କୋଟିର ଏହି ଫିଲ୍ମ ହେବ ଏହି ଦିନ ରିଲିଜ୍

ଅଲ୍ଲୁ ଅର୍ଜୁନ୍ ସାଉଥ୍ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅଟନ୍ତି, ଏହି ଅଭିନେତାଙ୍କ ଫିଲ୍ମ ପୁଷ୍ପା ସିନେମାଘରରେ ଧମାଲ୍ ମଚାଇଦେଇଥିଲା , କିନ୍ତୁ ଏବେ ବହୁତ ଜଲଦି ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପୁଷ୍ପା ୨ ସୁଟିଙ୍ଗ୍ ହେବାକୁ ଯାଉଛି, ଆପଣ ସମସ୍ତଙ୍କୁ ଜଣାଇଦେବୁ କି ପୁଷ୍ପା ୨ କୁ ନେଇକରି ଦର୍ଶକଙ୍କ ମଧ୍ୟରେ ବହୁତ କ୍ରେଜ୍ ଅଛି, ଫିଲ୍ମ ସୁପରହିଟ୍ ହେବାପରେ ଦର୍ଶକ ଲଗାତାର୍ ଏହାର ରିମେକ୍ ପାଇଁ ଅପେକ୍ଷା କରିଛନ୍ତି

ବୋଧେ ଏହା ବି ଜଣାଯାଉଛି କି ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଜଲଦି ପୁଷ୍ପା ୨ ସିନେମା ଘରେ ରିଲିଜ୍ କରିବାର ପ୍ରସ୍ତୁତି କରାଯାଉଛି ।ଜଣାଇଦେବୁ କି ଆରଆରଆର୍ ଓ କେଜିଏଫ୍ ଚ୍ୟାପ୍ଟର୍ ୨ ଫିଲ୍ମ ବ୍ଲକ୍ ବଷ୍ଟର୍ ହେବା ପରେ ସୁକୁମାରଙ୍କ ନିର୍ଦ୍ଧେଶନରେ ପ୍ରସ୍ତୁତ ହେଉଥିବା ଫିଲ୍ମ ପୁଷ୍ପା ୨ କୁ ନେଇକରି ବହୁତ ସାରା ଖବର ଶୁଣିବାକୁ ମିଳିଛି ।

କୁହାଯାଉଛି କି କେଜିଏଫ୍ ଚ୍ୟାପର୍ ୨ ଅପାର ସଫଳତା ହେବା ପରେ ଡାଇରେକ୍ଟର ଅଶୋକ କୁମାର ପୁଷ୍ପା ୨ ର ସ୍ରିପ୍ଟିଙ୍ଗ୍ କୁ ଆହୁରି ଟାଇଟ୍ କରିଦେଇଛନ୍ତି, ଓ ଅନୁମାନ ଲଗାଯାଉଛି କି ଏବେ ଏହି ଫିଲ୍ମ ରିଲିଜିଙ୍ଗ୍ ଡେଟ୍ ପାଇଁ ଦର୍ଶକଙ୍କୁ ଲମ୍ବା ଅପେକ୍ଷା କରିବାକୁ ହେବ ।ଏତିକି ନୁହେଁ ହିନ୍ଦୀ ସବୁ କାରଣକୁ ନେଇ

ଏବେ ପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଙ୍ଗ୍ ହୋଇପାରିନାହିଁ, କେଉଁ ବି ଫିଲ୍ମ ସୁଟିଙ୍ଗ୍ ୧ ମାର୍ଚ୍ଚର ଶେଷରେ ଆରମ୍ଭ ହେବାର ଥିଲା, ଏବେ ଏତେ ଡେରି ହେଉଛି, ମିଡିଆ ରିପୋର୍ଟ ସୁଚନା ମୁତାବିକ ସୁପରଷ୍ଟାର୍ ଆଲୁ ଅର୍ଜୁନ୍ ଙ୍କ ଫିଲ୍ମ ପୁଷ୍ପା ୨ ସୁଟିଙ୍ଗ୍ ଅକ୍ଟୋବର ଶେଷରେ ଆରମ୍ଭ ହେବ, ଫିଲ୍ମ ରିଲିଜ୍ ଡେଟ୍ ବହୁତ ଡେରି କଣ ପାଇଁ ହେଉଛି

ଏବେ ଏହାଅନୁମାନ କରାଯାଉଛି କି ଏବେ ଏହି ଫିଲ୍ମ ୨୦୨୩ କିମ୍ବା ୨୦୨୪ ରେ ରିଲିଜ୍ ହେବ, ଏବେ ଆଲୁ ଅର୍ଜୁନଙ୍କ ଫ୍ୟାନ୍ସ ପୁଷ୍ପା ଫିଲ୍ମର ରିମେକ୍ ପାଇଁ ବହୁତ ଦିନ ଅପେକ୍ଷା କରିବାକୁ ହେବ, ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଟେ ।ସୁଚନାପାଇଁ କହିଦେବୁ କି ପୁଷ୍ପା ୨ ଫିଲ୍ମ କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି

ଏବେ ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ଓ ଅଲ୍ଲୁ ଅର୍ଜୁନଙ୍କ ସହ ସାଉଥ୍ ସୁପରଷ୍ଟାର୍ ବିଜୟ ସେତୁପତି ଦେଖାଦେବେ, ମିଡିଆ ରିପୋର୍ଟ୍ସ ରୁ ଜଣାଯାଏ କି ଫିଲ୍ମରେ ସେ ପୋଲିସ୍ ଭୁମିକାରେ ନଜର ଆସିବେ, ସେମିତି କହିଦେବୁ କି ଏହା ପ୍ରଥମଥର ଏହା ହୋଇନାହିଁ ଯେବେ ବିଜୟଙ୍କୁ ପୁଷ୍ପା ଫିଲ୍ମରେ ପୋଲିସ୍ ବାଲା ଭୁମିକା ନିଭାଇବାର ଅଫର୍ କରାଯାଇଛି

ଏହି ଫିଲ୍ମର ପ୍ରଥମ ପାର୍ଟରେ ତାଙ୍କୁ ଅଫର୍ କରାଯାଇଥିଲା, କିନ୍ତୁ ପ୍ରଥମ ପାର୍ଟରେ ଏହି ଅଭିନେତା ଏହି ରୋଲ୍ ପାଇଁ ଅଫର୍ କୁ ମନା କରିଦେଇଥିଲେ, ଯାହାକୁ ତାଙ୍କ ଭୁମିକା ଫହାଦ୍ ଫାସି ଙ୍କୁ ନିଭାଇବାକୁ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *