June 6, 2023

Odia Express

News For Public

ଏହି ଫଟୋରେ ଦେଖାଯାଉଥିବା ପତ୍ର ଓ ପଥର ମଧ୍ୟରେ ଲୁଚିରହିଛି ବିଷାକ୍ତ ସାପ, ତେଜ୍ ନଜର ବାଲା Snake ଖୋଜିବାରେ ହୋଇଛନ୍ତି ଫେଲ୍, ଆପଣଙ୍କୁ ଦେଖାଗଲା କି..

ଏହି ସଂସାରରେ କିଛି ଜୀବଜନ୍ତୁ ଏମିତି ହୋଇଥାନ୍ତି ଯିଏ ମାଟିରେ ଘୁସୁରି ଚାଲିଥାନ୍ତି, କିନ୍ତୁ ଏଥିରେ କିଛି ଜୀବ ଏତେ ମାହିର୍ ହୋଇଥାନ୍ତି କି ସେ ନିଜକୁ ଏମିତି ଲୁଚାଇଦିଅନ୍ତି ଯାହାକି ତାଙ୍କୁ ଖୋଜିବାରେ ମୁସକିଲ୍ ହୋଇଯାଏ, ସେମିତି ଜୀବ ଆପଣଙ୍କ ଆଖି ସାମ୍ନାରେ  ଥିବେ କିନ୍ତୁ ଖୋଜିଲା ବେଲେ ସେମାନେ ଆଖିକୁ ସହଜରେ ଦେଖାଯାଇନଥାନ୍ତି, ଏକ ଏମିତି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି

ଏହି ଫଟୋ ଭାଇରାଲ୍ ହେବାର କାରଣ ଏଥିରେ ଗୋଟେ ସାପ ନିଜକୁ ପତ୍ର ଓ ପଥର ମଧ୍ୟରେ କିଛି ଏମିତି ଲୁଚାଇଦେଇଛି କି ଯାହାକୁ ଖୋଜିପାରିବା ମୁସକିଲ୍ ଲାଗୁଛି ।କହିଦେବୁ କି ଏହି ସାପ କପରହେଡ୍ ପ୍ରଜାତିର ଅଟେ, ଯାହାକୁ ଆପଣ ପଥର ମଧ୍ୟରେ କିଛି ଏପରି ଲୁଚିଛି ଯାହାକୁ ଖୋଜିବାରେ ଲୋକେ ବିଫଳ ହୋଇଛନ୍ତି

ଏହି ବିଷାକ୍ତ ସାପର ଏହି ଫଟୋ ମାର୍କ ରେପ୍ଟଟାଇଲ୍ସ କମ୍ପାନୀ ଦ୍ୱାରା ପୋଷ୍ଟ କରାଯାଇଥିଲା, ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଫଟୋକୁ ଜୁମ୍ କରିବାପରେ ଜଣାପଡିଲା କି ସେ ନିଜ ଜୀବନବଞ୍ଚାଇବାପାଇଁ ଲୁଚିଛି, ଏବେ ଏହି ଫଟୋ ସୋସିଆଲ୍ ମୀଡିଆରେ ବହୁତ ଭାଇରାଲ୍ ହେଉଛି, ଏହି ଫଟୋକୁ ସୋସିଆଲ୍ ମିଡିଆ ସାଇଟ୍ ରେ ସେୟାର୍ କରିବାପରେ

ଲୋକେ ଚ୍ୟାଲେଞ୍ଜ୍ ଦେଉଛନ୍ତି, ଫଟୋକୁ ଜୁମ୍ କରିଦେଖିଲେ ତେବେ ଯାଇ ଏହି ସାପକୁ ଦେଖିପାରିବେ, କହିଦେବୁ କି ଫଟୋରେ ଦେଖାଯାଉଥିବା ଏହି ସାପ ସେମିତି କେହି ଦେଖିନଥିବେ କିନ୍ତୁ ଏହାର ଶରୀରର କିଛି ଭାଗ ଅନ୍ଧାରରେ ବାହାରେ ଦେଖାଯାଉଛି, ଏବେ ଆପଣ ଫଟୋରେ ଲୁଚି ରହିଥିବା ସାପକୁ ଖୋଜିପାରୁଛନ୍ତି କି ନାହିଁ ଦେଖିବା

କିଛି ଲୋକ ଏହି ସାପକୁ ଖୋଜିବାରେ ବହୁତ ପ୍ରଚେଷ୍ଟା କଲେ କିନ୍ତୁ କିଛି ଫଳାଫଳ ମିଳିଲା ନାହିଁ, ତେବେ କିଛି ଲୋକ ଜୁମ୍ କରି ଏହି ସାପକୁ ଚଟାଣର ମଧ୍ୟରେ ଏହି ସାପକୁ ଖୋଜିପାରିଲେ । ସାପର ଏହି ଫଟୋକୁ ସେୟାର୍ କରି ମାର୍କ କହିଥିଲେ କି ଯଦି ଭୁଲ୍ ରେ ଏହି ସାପର ସାମ୍ନା କାହା ସହ ହୋଈଯାଏ ତେବେ ତାର ବଞ୍ଚିବାର ସବୁଠାରୁ ସହଜ ତରିକା

ଏହା କି ତାକୁ ଏକେଲା ଛାଡିଦିଅ, ଓ ଆରାମ କରିବାକୁ ଦିଅନ୍ତୁ, କାରଣ ଏହା ବହୁତ ବିଷାକ୍ତ ହୋଇଥାଏ, ଯାହା ଆପଣଙ୍କ ପାଇଁ ବହୁତ ବିପଦ ଆଣିପାରେ, କପରହେଡ୍ ନାମକ ସାପର ପ୍ରଜାତି କେବେ ଚେତାବନୀ ଦିଏନାହିଁ, ଯେବେ ତାଙ୍କୁ ବିପଦ ଅନୁଭବ ହୁଏ ତେବେ ସେ ତୁରନ୍ତ ଆକ୍ରମଣ କରିଦିଅନ୍ତି, ସାପର ଏହି ପ୍ରଜାତି ଆମେରିକାରେ ସାଧାରଣତଃ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *