April 25, 2024

Odia Express

News For Public

୨୪ ଜୁଲାଇ ୨୦୨୨ ରବିବାର ଆଜିର ରାଶିଫଳ,ଆଜି ଏହି ଦୁଇଟି ରାଶିବାଲାଙ୍କ ପାଇଁ ରହିବ ଦିନ ଶୁଭ,Srabana ମାସ ରେ ମିଳିପାରେ ବଡ ଖୁସି ଖବର

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ବହୁତ ହିଁ ଶୁଭ ନଜର ଆସୁଛି, ଅଚାନକ ବଡ ମାତ୍ରାରେ ଧନ ପ୍ରାପ୍ତି ହେବାର ସଂମ୍ଭାବନା ଅଛି, ଘର ପରିବାରରେ ସୁଖଶାନ୍ତି ରହିବ । କାମକାର୍ଯ୍ୟର ସିଲସିଲାରେ କରାଯାଇଥିବା ଯାତ୍ରା ସୁଖଦ ରହିବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ ତାଳମେଳ ବନାଇ ରଖନ୍ତୁ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ କେଉଁ ଭଲ ଅବସର ପ୍ରାପ୍ତ ହେବ, ଆପଣ ନିଜ ବାଣୀ ଉପରେ ମଧୁରତା ରଖନ୍ତୁ, ବିବାହିତ ଜୀବନ ସୁଖମୟ ହେବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ ।

୨)ବୃଷ ରାଶି-ଆଜି ଆପଣଙ୍କୁ ଅତି ଉତ୍ତମ ପରିଣାମ ମିଳିବାର ଅଛି, ଚାକିରି ବେପାରରେ ମନମୁତାବିକ ଉନ୍ନତିର ପ୍ରବଳ ଯୋଗ ଅଛି, ଆପଣଙ୍କ କେଉଁ ଅଧୁରା ସ୍ୱପ୍ନ ପୁରା ହୋଇପାରେ, ବାହାନ ସୁଖ ପ୍ରାପ୍ତି ହେବ, ଘରୋଇ ଦରକାରିତାର ପୁର୍ତ୍ତି ହେବ, ଆୟର ଜରିଆ ବଢିବ,  ଅଚାନକ ଆର୍ଥିକ ଲାଭ ହୋଇପାରେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଜୀବନସାଥିଙ୍କ ସ୍ୱାସ୍ଥ୍ୟରେ କିଛିଟା ଅବନ୍ନତି ଘଟିବ, ଯାହାର କାରଣରୁ ମନ ଚିନ୍ତିତ ରହିବ, ଛୁଆଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରେ, ଯାହା ଦ୍ୱାରା ମନ ହର୍ଷିତ ହେବ, ବନ୍ଧୁଙ୍କ ସହ କେଉଁଆଡେ ବୁଲିବାକୁ ଯୋଜନା କରିପାରନ୍ତି ।

୩)ମିଥୁନ ରାଶି-ଆଜି ଆପଣ ମାନସିକ ଚିନ୍ତାରେ ରହିପାରନ୍ତି । ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ମୁସକିଲ୍ ହୋଇପାରେ , ପରିବାରର କେଉଁ ସଦସ୍ୟଙ୍କ ସ୍ୱାସ୍ଥ୍ୟର ଚିନ୍ତା ଆପଣଙ୍କୁ ହଇରାଣ କରିପାରେ , ଚାକିରି କରୁଥିବା ବ୍ୟକ୍ତିଙ୍କୁ ସବୁ ଜରୁରୀ କାମ ସମୟରେ ପୁରା କରିବାକୁ ହେବ ନହେଲେ ବଡ ଅଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି, ପାରିବାରିକ ମାହୋଲ୍ ଠିକ୍ ରହିବ, ମା ବାପାଙ୍କ ଆଶିର୍ବାଦ ସାଥିରେ ରହିବ, କେଉଁ ସଂମ୍ପର୍କୀୟଙ୍କ ଠାରୁ ଶୁଭ ସୁଚନା ମିଳିପାରେ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ ।

୪)କର୍କଟ ରାଶି-ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, କିଛି ଲୋକ ଆପଣଙ୍କ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିବେ, ଏଥିପାଇଁ ସତର୍କ ରହିବାକୁ ହେବ, ଚାକିରିରେ ଆପଣଙ୍କୁ ଦାୟିତ୍ୱ ବଢିପାରେ, ବରିଷ୍ଠ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ହେବେ, କିନ୍ତୁ ସରକାରୀ ଚାକିରିରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ  କେଉଁ ମହିଳା ମିତ୍ରଙ୍କ ଠାରୁ ସାବଧାନ ରହିବାକୁ ହେବ, ନହେଲେ ସେ ଆପଣଙ୍କ ଚୁଗୁଲି କରିପାରନ୍ତି, ଆଜି ଆପଣ କେଉଁ ଲମ୍ବା ଯାତ୍ରାରେ ଯାଆନ୍ତୁ ନାହିଁ, କାରଣ ଦୁର୍ଘଟଣା ହେବାର ଭୟ ରହିଛି, ବ୍ୟସ୍ତତାପୁର୍ଣ୍ଣ ଫଇସଲା ନେବା ଉଚିତ୍ ନୁହେଁ ।

ସିଂହ ରାଶି- ଆଜି ଆପଣଙ୍କ ପୁରୁଣା କାମ ପୁରା କରିବାରେ ପ୍ରୟାସ କରିବେ । ଆପଣଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳର ପ୍ରାପ୍ତି ହେବ, ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମା ବାପାଙ୍କ ସହ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ । ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଅନ୍ୱେଷଣରେ ଅଛନ୍ତି ତେବେ ତାଙ୍କୁ ଚାକିରି ଭଲ ମିଳିପାରେ, ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, ଏଥିପାଇଁ ସାବଧାନ ରହିବାକୁ ହେବ ।

କନ୍ୟା ରାଶି – ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ । ସାଙ୍ଗଙ୍କ ଦ୍ୱାରା ଅଧୁରା କାମ ପୁରା କରିପାରିବେ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ, ଜୀବନରେ ଚାଲୁଥିବା ଅସୁବିଧା ଗୁଡିକ ସମାଧାନ ହୋଇପାରେ, ଘର ପରିବାର ମାହୋଲ୍ ଖୁସିମୟ ରହିବ, ଘରର ବଡ ବୟସ୍କଙ୍କ ଉପଦେଶରୁ ଫାଇଦା ପାଇବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଚାକିରିରେ ପରିବର୍ତ୍ତନ କରିବାର ବିଚାର ମନକୁ ଆସିପାରେ ,ଯାହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ, କାର୍ଯ୍ୟଳାୟରେ ବଡ ଅଧିକାରୀଙ୍କ ସହ ପୁରା ସାହାଯ୍ୟ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିପାରେ ।

ଧନୁ ରାଶି- ଆଜି ଆପଣଙ୍କ ଭଲ ସ୍ୱଭାବର ପ୍ରଶଂସା କରିବେ, ଆର୍ଥିକ ସ୍ଥିତି ମଜବୁତ୍ ହେବ, ଆୟର୍ ଜରିଆ ବଢିପାରେ, ଧାର୍ମିକ କାର୍ଯ୍ୟରେ ଭାଗ ନେବାର ଅବସର ମିଳିପାରିବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ, ପଦୋନ୍ନତି ମିଳିବାର ପୁରା ସଂମ୍ଭାବନା ନଜର୍ ଆସୁଛି, ଆପଣ ବିଷମ ପରିସ୍ଥିତିରେ ସାମ୍ନା କରିବାକୁ ସକ୍ଷମ ରହିବେ, ସ୍ୱାସ୍ଥ୍ୟରେ କିଛି ଉତଥାନ ପତନ ରହିବ ଅଧିକା ମସଲାଦାର୍ ଭୋଜନ ଗ୍ରହଣ କରନ୍ତୁ ନାହିଁ,

ମକର ରାଶି- ଆଜି ଆପଣଙ୍କ ଦିନ ଠିକ୍ ରହିବ, ଆପଣ ସବୁ କାମକୁ ମନ ମୁତାବିକ ପୁରା କରିପାରନ୍ତି, ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ, ବିରୋଧୀ ଶାନ୍ତ୍ ହେବେ, କାମକାର୍ଯ୍ୟରେ ଆସୁଥିବା ବାଧା ଦୁର ହେବ, ସାଙ୍ଗଙ୍କ ସାହାଯ୍ୟରେ କେଉଁ ମହତ୍ତ୍ୱପୁର୍ଣ୍ଣ କାମରୁ ଭଲ ଫାଇଦା ମିଳିପାରେ, ଘର ପରିବାରରେ ସୁଖ ଶାନ୍ତିର ମାହୋଲ୍ ରହିବ, ମା ବାପାଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସରେ ସଫଳ ହେବେ ।

କୁମ୍ଭ ରାଶି- ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ, ଘରର ବଡ ବୟସ୍କଙ୍କ ସାହାଯ୍ୟରେ ଆପଣଙ୍କୁ ଫାଇଦା ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଈଯିବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଆଗୁଆ ରହିବେ, ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରେ ।

ମୀନ ରାଶି- ଆଜି ଆପଣଙ୍କ ଦିନ ପରିଶ୍ରମ ଭରା ରହିବ । ଆପଣଙ୍କୁ ଅଧିକା ପରିଶ୍ରମ କରିବା ପରେ ବି ସେତେ ସଫଳତା ମିଳିପାରିବ ନାହିଁ, ଯେତେ ଆପଣ ଆଶା କରୁଛନ୍ତି, ଯାହାର କାରଣରୁ ଆପଣଙ୍କ ମନ ନିରାଶ ରହିବ, ଆପଣଙ୍କୁ ନିଜ ସକରାତ୍ମକ ବିଚାର ବନାଇ ରଖିବାକୁ ହେବ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ । ଘରେ ବଡ ବୟସ୍କଙ୍କ ଉପଦେଶରେ ଆପଣଙ୍କ ପାଇଁ ଫାଈଦା ରହିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ନାହିଁ, ଆପଣଙ୍କ ଧ୍ୟାନ ଖେଳକୁଦରେ ଅଧିକା ଲାଗିବ, ପାଠପଢା ପ୍ରତି ଅନିୟମିତତା କରିବା ଠିକ୍ ନୁହେଁ, ବନ୍ଧୁଙ୍କ ସହ ଭଲ ସମୟ ବ୍ୟତିତ କରିବେ ।

Leave a Reply

Your email address will not be published. Required fields are marked *