March 23, 2024

Odia Express

News For Public

26 ଜୁଲାଇ ୨୦୨୨ ର ରାଶିଫଳ : ଆଜି ଏହି ୭ଟି ରାଶିକୁ ଭାଗ୍ୟ ଦେବ ସାଥ୍, ଅଟକିଥିବା କାମ ହେବ ପୁରା, ପଢନ୍ତୁ ରାଶିଫଳ

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ଲାଭଦାୟକ ସିଦ୍ଧ ହେବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ବେତନ ବୃଦ୍ଧି ହେବାର ସଂମ୍ଭାବନା ଅଛି, ବେପାର କ୍ଷେତ୍ରରେ ଆପଣଙ୍କୁ ଅଧିକା ଲାଭ ହେବ । କେଉଁ ନୁଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଉତ୍ସୁକ ମନ ରହିବ ।  ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାରୁ ମୁକ୍ତି ମିଳିବ, ଜୀବନସାଥିଙ୍କ ଠାରୁ ବଡ ଖୁସିଖବର ମିଳିପାରେ, ଯାହାଦ୍ୱାରା ମନ ହର୍ଷିତ ରହିବ, ଏହି ରାଶିର ମହିଳାଙ୍କ ପାଇଁ ଆଜିର ଦିନ ଭଲ ରହିବ, ରାଜନୀତି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ୍ ପାଈଁ ମାନ ସମ୍ମାନ ପ୍ରାପ୍ତି ହେବ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଠିକ୍ ରହିବ, ଯଦି ଆପଣଙ୍କ କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେଉଛନ୍ତି ତେବେ ସେଥିରେ ପରିବାର ଲୋକଙ୍କ ସହଯୋଗ ମିଳିବ, ସ୍ପୋର୍ଟ୍ସ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କୋଚ୍ ଠାରୁ କିଛି ମହତ୍ତ୍ୱପୁର୍ଣ୍ଣ କଥା ଶିଖିବାକୁ ମିଳିବ, ଦାମ୍ପତ୍ୟ ଜୀବନରେ ଚାଲି ଆସୁଥିବା ଅସୁବିଧାର ଅନ୍ତ ହେବ, ଜୀବନସାଥୀଙ୍କ ଭଲ ବ୍ୟବହାରରୁ ମନ ଖୁସି ରହିବ, ଘରେ ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଛୁଆଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରେ, ଯାହାଦ୍ୱାରା ମନ ଖୁସି ରହିବ, ଆଜି ଆପଣ ନିଜ ଜୀବନରେ କିଛି ନୁଆ କରିବେ, ବନ୍ଧୁଙ୍କ ପୁରା ସହଯୋଗ ମିଳିବ, ବେପାରରେ କେଉଁଆଡେ ଯାତ୍ରା କରିପାରନ୍ତି ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟୀବ । ଆପଣ କେଉଁ ବି କାମରେ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ, ନହେଲେ କାମ ବିଗିଡିପାରେ, କାରୋବାରର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ କେଉଁ ବଡ ଅଫର୍ ହାତକୁ ଆସିପାରେ, ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନ ବଢିଆ ରହିବ, ସିନିୟର୍ ଙ୍କ ସାହାଯ୍ୟରେ ଅଧୁରା ପ୍ରୋଜେକ୍ଟ ପୁରା କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ମା ବାପାଙ୍କ ଆଶିର୍ବାଦ ସାଥିରେ ରହିବ, ଗତ ଦିନରୁ ଅଫିସ୍ ରେ ଅଟକିଥିବା କାର୍ଜ୍ୟ ଆଜି ସମୟରେ ପୁରା କରିବେ, ବଡ ଅଧିକାରିଙ୍କ କୃପା ରହିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରିବ , ରାଜନୀତି କ୍ଷେତ୍ରରେ ମନ ମୁତାବିକ ସଫଳତା ମିଳିବାର ଯୋଗ ଅଛି ।

୪)କର୍କଟ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ପରିଣାମ ନେଇକରି ଆସିଛି, ଆପଣ ସବୁ କାର୍ଯ୍ୟ ଯୋଜନାଦ୍ୱାରା ପୁରା କରିବେ, ଯେଉଁଥିରେ ଅଧିକା ଭଲ ଲାଭ ମିଳିବ, ମାର୍କେଟୀଙ୍ଗ୍ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ଶାନଦାର୍ ରହିବ, କେଉଁ ଜରୁରୀ ମାମଲାରେ ଫଇସଲା ନେବାକୁ ହେବ, ଆପଣଙ୍କ ଦ୍ୱାରା ନିଆଯାଇଥିବା ଫଇସଲା ଭଲ ରହିବ, ଆତ୍ମବିଶ୍ୱାସ ବଢିଥିବାର ନଜର ଆସୁଛି, ଆପଣ ଯେଉଁ ବି କ୍ଷେତ୍ରରେ ଚାହିଁବେ, ତେବେ ଭଲ ସଫଲତା ହାସିଲ୍ କରିବେ, ବିଦ୍ୟାର୍ଥୀଙ୍କ ପାଇଁ ଦୁର୍ବଲ ବିଷୟରେ ଧ୍ୟାନ ଦେବାର ଅଛି, କେଉଁ ବି ପ୍ରତିଯୋଗିତା ପରୀକ୍ଷା ପାଇଁ କଠିନ ପରିଶ୍ରମକରିବାକୁ ପଡିବ, ତେବେ ଯାଇ ସଫଲତା ହାସିଲ୍ କରିବେ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ବିପରୀତ ପ୍ରଭାବ ପଡିବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ନଜର ଆସୁଛି, ଜରୁରୀ କାମରେ ସଫଳତା ହାସିଲ୍ ହେବ, ଆପଣଙ୍କର କେଉଁ ଅଧୁରା ଇଚ୍ଛା ପୁରା ହୋଇପାରେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ବହୁତଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, ଧନ ସହ ଯୋଡି ହୋଇଥିବା ଅସୁବିଧାର ସମାଧାନ ବାହାରିପାରେ, କାରିୟର୍ ରେ ଆଗକୁ ବଢିବାକୁ ମଉକା ମିଳିବ,  କୋର୍ଟ କଚେରି ମାମଲାରେ ସଫଳତା ହାସିଲ୍ ହେବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ନଜର ଆସୁଛି, ବାପାନ ସାହାଯ୍ୟରେ ଆପଣଙ୍କ ଅଧୁରା କାମ ପୁରା ହୋଇପାରିବ, କେଉଁ ଲମ୍ବା ଯାତ୍ରା କରିବାରେ ଟିକିଏ ଦୁରେଇ ରୁହନ୍ତୁ, ନହେଲେ ଭାରି ‍କ୍ଷତି ହୋଇପାରେ, ପ୍ରାଇଭେଟ୍ ଚାକିରି କରୁଥିବା  ଲୋକଙ୍କୁ ଏହା ଉପଦେଶ ଦିଆଯାଉଛି କି ନିଜ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖନ୍ତୁ, କେଉଁ ପ୍ରକାରର ବିବାଦରେ ପଡନ୍ତୁ ନାହିଁ, ମହତ୍ତ୍ୱପୁର୍ଣ୍ଣ ମାମଲାରେ ବ୍ୟସ୍ତତା ପୁର୍ଣ୍ଣ ଫଇସଲା କରନ୍ତୁ ନାହିଁ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ପ୍ରମାଣିତ ହେବ, ବେପାର ଦିଗରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ହେବ, ଅଟକିଥିବା କାମ ପୁରା ହୋଇପାରେ, ପରିବାର ଲୋକଙ୍କୁ ସହଯୋଗ ମିଳିବ ଆପଣ ନିଜ ମନପସନ୍ଦର ଭୋଜନର ଆନନ୍ଦ ନେଇପାରିବେ, ଘର ପରିବାରର ମାହୋଲ୍ ଶାନ୍ତିପୁର୍ଣ୍ଣ ରହିବାର ଅଛି, ପୁଜା ପାଠରେ ଆପଣଙ୍କ ମନ ଅଧିକା ଲାଗିବ, ଚାକିରି କ୍ଷେତ୍ରରେ ବଡ ଅଧିକାରି ଖୁସି ହେବେ, ଅଚାନକ ଅତିଥିଙ୍କ ଆଗମନ ହୋଇପାରେ, ବିଦ୍ୟାର୍ଥୀଙ୍କୁ ଆଜି କ୍ୟାରିୟରରେ ସଫଳତା ମିଳିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତରେ ମନ ହର୍ଷୀତ ହେବ, ଆପଣ ନିଜ ସ୍ୱାସ୍ଥ୍ୟରେ ଟିକିଏ ଧ୍ୟାନ ଦିଅନ୍ତୁ, ରିତୁ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ଉତଥାନ ପତନ ଦେଖାଦେଇପାରେ, ଯାହାଦ୍ୱାରା କାମରେ ମନ କମ୍ ଲାଗିବ, ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତୁ ନାହିଁ, ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆଗଭର ରହିବେ, ଯଦି କେଉଁଠି ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅନୁଭବି ଲୋକଙ୍କୁ ଉପଦେଶ ନେବା ଉଚିତ୍ ହେବ, ଛାତ୍ରଙ୍କୁ ଟିକିଏ ଅଧିକା ପରିଶ୍ରମ କରିବାକୁ ପଡିବ ।

୯)ଧନୁ ରାଶି-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିରୁ ଭଲ ଦିନ ନଜର ଆସୁଛି, ଘରର ଦରକାରିତା ପୁର୍ତ୍ତି ହେବ, ବିଦ୍ୟାର୍ଥୀଙ୍କୁ କ୍ୟାରିୟରରେ ସଫଳତା ମିଳିବାର ଆଶା ଅଛି, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଯାହା ଭବିଷ୍ୟ ପାଇଁ ଭଲ ଲାଭ ଦେବ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ, ଛୁଆଙ୍କ ତରଫରୁ ଖୁସି ଖବର ମିଳିପାରେ, ପଇସା ଉଧାର ଦିଅନ୍ତୁ ନାହିଁ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁହ୍ଚି, ଚାକିରି କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ, ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ, ଆପଣ କାର୍ଯ୍ୟ୍ କ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି, ଆପଣ ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିବେ, ଟେକନିକ୍ କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କ ଫାଇଦା ମିଳିବ

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷୀତ ରହିବ, ଘର ପରିବାରରେ ଖୁସିମୟ ବାତାବରଣ ରହିବ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୁଚି ବଢିବ, ବିଦ୍ୟାର୍ଥୀ ନିଜ ଲକ୍ଷ୍ୟ ପ୍ରାପ୍ତି ପାଇଁ ଶିକ୍ଷକଙ୍କ ପୁରା ସହଯୋଗ ପାଇବେ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଲାଭ ମିଳିବ,

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ରାଜନୀତି ସହ ଯୋଡି ହୋଇଥିବା ଲୋକଙ୍କ ପାଇଁ କେଉଁ ବଡ ଯୋଜନାରେ ସଫଳତା ମିଳିପାରିବ, ଅଫିସ୍ ରେ ନିଜ ସବୁ କାର୍ଯ୍ୟ ପୁରା କରିବେ, ପରିବାରବାଲାଙ୍କ ସହ କେଉଁ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ଘରେ ବଡବୟସ୍କଙ୍କ ପ୍ରେମ ଓ ଆଶିର୍ବାଦ ମିଳିବ, ମାର୍କେଟିଙ୍ଗ୍ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଆମଦାନୀରେ ବୃଦ୍ଧି ହେବ, ଏହି ରାଶିର ଶିକ୍ଷକଙ୍କୁ ଟ୍ରାନ୍ସଫର୍ ତାଙ୍କ ମନପସନ୍ଦର ଜାଗାରେ ହୋଇପାରିବ, ଯାହା ଆପଣଙ୍କ ସବୁ ଚିନ୍ତା ଦୁର ହେବ ।

Leave a Reply

Your email address will not be published. Required fields are marked *