April 20, 2024

Odia Express

News For Public

27 ଜୁଲାଇର ରାଶିଫଳ,ଆଜି ଏହି ୪ଟି ରାଶିକୁ ଚାକିରିରେ ମିଳିବ ଉନ୍ନତି,ସେମିତି ଏମାନଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ରଖିବାକୁ ହେବ ଧ୍ୟାନ

1 min read

୧) ମେଷ ରାଶି-ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଆପଣ ସବୁ ଜରୁରୀ କାମ ସମୟରେ ପୁରା କରିନେବେ , ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଳିବ, ପରିବାର ଲୋକଙ୍କ ସହ ଅଧିକା ସମୟ ଅତିବାହିତ କରିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀଙ୍କୁ ନିଜ ପୁରୁଣା ଟପିକ୍ କ୍ଲିୟର୍ କରିବାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବଢିବ । କପଡା କାରୋବାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କାରୋବାରରେ ଆଗକୁ ବଢିବାରେ ଭଲ ମଉକା ମିଳିପାରିବ । ମାନସିକ ଚିନ୍ତା ଦୁର ହେବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଅତିବାହିତ ହେବ । ଘରର ବଡ ବୟସ୍କଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ, ଏହି ରାଶିର ଶିକ୍ଷକଙ୍କ ପାଇଁ ଦିନଟି ଭଲ ରହିବ । ଆଜି କେଉଁ ଜରୁରୀ ମିଟିଙ୍ଗ୍ ଆଟେଣ୍ଟ୍ କରିପାରନ୍ତି । ଇଲେକ୍ଟ୍ରୋନିକ୍ସ କାରୋବାରୀଙ୍କୁ ଇନକମ୍ ବୃଦ୍ଧି ହେବାର ସଂମ୍ଭାବନା ନଜର ଆସୁଛି, ପ୍ରେମ ଜୀବନରେ ଚାଲୁଥିବା ବ୍ୟକ୍ତିଙ୍କ ଚିନ୍ତାର ସମାଧାନ ହେବ, ଆପଣ ନିଜ ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ନୁଆ ନୁଆ ବନ୍ଧୁଙ୍କ ସହ ବନ୍ଧୁତା ସ୍ଥାପନ କରିପାରିବେ । କିନ୍ତୁ କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ନହେଲେ ଧୋକା ମିଲିପାରେ , ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ । ମୌସୁମର ପରିବର୍ତ୍ତନ ହେବା କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପକାଇବ । ଖାଦ୍ୟପେୟରେ ବି ସୁଧାର କରିବାର ଦରକାର ଅଛି । ଘରେ ଛୋଟ ଛୁଆଙ୍କ ସହ ମଉଜ ମସ୍ତିରେ ସମୟ ଅତିବାହିତ କରିବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ଆପଣ କେଉଁ ବି କାମକୁ ବ୍ୟସ୍ତତା ପୁର୍ଣ୍ଣ ହୋଇ କରନ୍ତୁ ନାହିଁ । ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଜରୁରୀ ଅଟେ ନହେଲେ ଭବିଷ୍ୟତରେ ଆର୍ଥିକ ସଙ୍କଟ ଦେଖାଦେଇପାରେ, ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ବନାଇ ରଖନ୍ତୁ, ମାବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଆପଣ ନିଜ ମନପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି । ଫାଲତୁ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କୁ ଦୂର୍ବଳ ବିଷୟ ପ୍ରତି ଅଧିକା ପରିଶ୍ରମ କରିବାର ଆବଶ୍ୟକତା ରହୁଛି, କେଉଁ ବି ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ହେବ, ଆଜି ଲମ୍ବା ଯାତ୍ରା କରିବାରୁ ନିବୃତ ରହିବାକୁ ହେବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଲାଭଦାୟକ ସିଦ୍ଧହେବ , କାରୋବାରରେ ଆଗକୁ ବଢିବାରେ ଭଲ ଅବସର ପ୍ରାପ୍ତ ହେବ, ଏହି ରାଶିର ଟେକନିକାଲ୍ ଛାତ୍ରଙ୍କ ପାଇଁ ଦିନ ଭଲ ନଜର ଆସୁଛି, ଆଜି ନବବିବାହିତ ଦମ୍ପତିଙ୍କୁ ବଡଙ୍କ ଆଶିର୍ବାଦ ଓ ଭଲ ପାଇବା ମିଳିବ ।ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ଆରାମ ମିଳିବ । ଆଜି ଆପଣ ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି । ଯାହା ଆଗକୁ ଯାଇକରି ଭଲ ଫାଇଦା ଦେଇପାରେ । ରାଜନୀତି କ୍ଷେତ୍ରରେ କରାଯାଇଥିବା ପ୍ରୟାସ ସଫଳ ରହିବ । ସାମାଜିକ କ୍ଷେତ୍ରରେ ଆପଣ ନିଜର ଅଲଗା ପରିଚୟ ବନାଇବାରେ ସଫଳ ହେବେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ମଉକା ମିଳିପାରେ । ଏହି ରାଶିର ଗାୟକଙ୍କ ପାଇଁ ଦିନ ଶାନଦାର୍ ନଜର ଆସୁଛି ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ । ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର୍ ଆସିବ । ପଡୋଶୀଙ୍କ ସହ ଚାଲୁଥିବା ମତଭେଦ୍ ଦୁର ହୋଇଯିବ, ଜୀବନସାଥୀଙ୍କ ଉନ୍ନତି ଦେଖିକରି ଆପଣଙ୍କ ମନ ହର୍ଷିତ ହେବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଫାଇଦା ମିଳିପାରେ, ସରକାରୀ କାମରେ ସଫଳତା ହାସିଲ୍ ହେବ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିପାରିବ,

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ କର୍ମବ୍ୟସ୍ତତା ପୁର୍ଣ୍ଣ ରହିବ, ଆପଣ ନିଜ ଆର୍ଥିକ ସ୍ଥିତିକୁ ନେଇକରି ବହୁତ ଚିନ୍ତିତ ନଜର ଆସିବେ, ଅଚାନକ ଆମଦାନୀରେ କିଛି ନୁଆ ରାସ୍ତା ଖୋଜିବାରେ ଚେଷ୍ଟିତ ହେବେ, ଯେଉଁଠି ବହୁ ପରିମାଣରେ ସଫଳତା ହାସିଲ୍ କରିବେ, ଘରର ଛୋଟ ଛୁଆଙ୍କ ମନୋକାମନା ପୁରା କରିପାରିବେ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ, ଶିକ୍ଷକଙ୍କ ପୁରା ସହଯୋଗ ମିଳିବ , ଆଜି କେଉଁ ବଡ ନିବେଶ କରନ୍ତୁ ନାହିଁ ନହେଲେ କ୍ଷତି ସହିବାକୁ ପଡିପାରେ ।

୭)ତୁଳା ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ । କେଉଁ ମହିଳା ମିତ୍ରଙ୍କ ସାହାଯ୍ୟରେ ଧନ ଲାଭ ମିଲିବାର ନଜର ଆସୁଛି, ମାତା ବାପାଙ୍କ ସହ ଅଧିକାରୁ ଅଧିକା ସମୟ ବ୍ୟତିତ କରିବେ, ଆପଣ ନିଜ ମାଙ୍କ ସହ ନିଜ ମନ କଥା ଜାହିର୍ କରିବେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିପାରେ, କିନ୍ତୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ୍ କରନ୍ତୁ ନାହିଁ । କେଉଁ ଦୁର ଯାତ୍ରା ଯିବାରୁ ଦୁରେଇ ରହିବାକୁ ହେବ, ବନ୍ଧୁଙ୍କ ସହ କେଉଁଆଡେ ବୁଲିବାର ଯୋଜନା କରିପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ମନ ବହୁତ ଖୁସି ରହିବ, କମ୍ ପରିଶ୍ରମରେ ଅଧିକା ସଫଳତା ମିଲିବାର ଯୋଗ ରହୁଛି, ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଅଟକିଥିବା ପଇସା ଫେରିପାରିବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଆପଣ ନିଜ ଭାବନାକୁ ଜୀବନସାଥୀଙ୍କ ସହ ସେୟାର୍ କରିବେ ।

୯) ଧନୁ ରାଶି- ଆଜି ଆପଣଙ୍କୁ ନିଜର ଫାଲତୁ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ହେବ, ନହେଲେ ଆଗକୁ ଯାଇକରି ଆପଣଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ପୀଡା ହୋଇପାରେ, ଛୋଟ ବେପାରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ, ତେବେ ନିଜ ବେପାରରେ ମନ ମୁତାବିକ ଲାଭ କରିବେ,

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ଫଳଦାୟକ ହେବ, ଆପଣ ନିଜ କାମକାର୍ଯ୍ୟର ଯୋଜନାରେ ସଫଳତା ହାସିଲ୍ କରିବେ, ବାହାନ ସୁଖ ପ୍ରାପ୍ତି ହେବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଜୀବନସାଥୀଙ୍କ ସହ କେଉଁ କଥାକୁ ନେଇ ଯୁକ୍ତିତର୍କ ହେଇପାରେ, ସନ୍ତାନଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରିବ, ଯାହାଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ ।

୧୧)କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ମିଳାମିଶାରହିବ, ବେପାରରେ ନୁଆ ଟେକନିକ୍ ର ବ୍ୟବହାର କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ରହିବ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁରେଇ ରହିବାକୁ ହେବ, ଅନୁଭବି ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିପାରେ, ଯାହାଙ୍କ ମାର୍ଗଦର୍ଶନରେ କ୍ୟାରିୟରରେ ଆଗକୁ ବଢିବେ, ଜୀବନସାଥି ଆପଣଙ୍କ ଭାବନାକୁ ବୁଝିପାରିବେ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ କରିବେ, କିନ୍ତୁ ଆପଣଙ୍କ ଆମଦାନୀ ଭଲ ରହିବ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ଉତ୍ତମ ରୂପରେ ଫଳଦାୟକ ରହିବ । ଟ୍ରାନ୍ସପୋର୍ଟ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଆଜିର ଦିନ ବୁକିଙ୍ଗ୍ ରେ ଭଲ ଲାଭ ପ୍ରାପ୍ତ ରହିବ । ପ୍ରେମ ଜୀବନରେ ରହିଥିବା ବ୍ୟକ୍ତି ଆଜି ନିଜର ସମୟ ଭଲ ବ୍ୟତିତ କରିବେ, ଆପଣ ନିଜ ଜୀବନସାଥିଙ୍କ ସହ କେଉଁଆଡେ ବାହାରେ ବୁଲିଯିବାର ପ୍ଲାନ୍ କରିପାରନ୍ତି । ଇଲେକ୍ଟ୍ରୋନିକ୍ସ କାରୋବାର କରୁଥିବା ବ୍ୟକ୍ତି ନିଜ ବିଜନେସ୍ କୁ ବଢାଇବାପାଇଁ ବିଚାର ବନାଇପାରନ୍ତି । ବିଦ୍ୟାର୍ଥୀଙ୍କୁ ଆଜି ପରୀକ୍ଷାର ପ୍ରସ୍ତୁତି ଶିକ୍ଷକଙ୍କ ସହଯୋଗ ମିଳୀବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଏକତା ବଢିବ । ଜଏଣ୍ଟ ପେନ୍ ସମସ୍ୟାରୁ ଚିନ୍ତିତ ବ୍ୟକ୍ତି କେଉଁ ଭଲ ଡାକ୍ତର ଦେଖାଇବାର ବିଚାର କରିପାରନ୍ତି ।

Leave a Reply

Your email address will not be published. Required fields are marked *