March 17, 2024

Odia Express

News For Public

ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି…

1 min read

ଜଳବାୟୁ ରେ ପରିବର୍ତ୍ତନ କାରଣରୁ ଆମକୁ ଥଣ୍ଡା କାଶ ଏବଂ କଫ ଭଳି ସମସ୍ୟା ଭୋଗିବାକୁ ପଡିଥାଏ। ଆପଣ କୌଣସି ଘରୋଇ ଉପଚାର କୁ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ।ବନ୍ଧୁଗଣ ଥଣ୍ଡା ଭଳି ସମସ୍ୟା ବହୁତ ହୋଇଗଲେ ଆମକୁ ବହୁତ କଷ୍ଟ ଅନୁଭବ ହୋଇଥାଏ ଆମର ଆଖିରୁ ନାକରୁ ପାଣି ବାହାରିଥାଏ।ତେବେ ଆଜି ଆମେ ଏକ ଉପଚାର ବିଷୟରେ ଜାଣିବା ଯାହାକି ବ୍ୟବହାର କରି

ଏହି ସବୁ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଏକ ଗ୍ଲାସ ପାଣି।ଏଥିପାଇ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି କିଛି ମାତ୍ରା ରେ ୨ଇଞ୍ଚ ଲମ୍ବର ଅଦା।ଅଦା ଆମର ଶରୀର ପାଇଁ ବହୁତ ଅଧିକ ଗରମ ହୋଇଥାଏ

ତେଣୁ ଏହା ଆମର ଶରୀର ପାଇଁ ବହୁତ ଭଲ ହୋଇଥାଏ ଏବଂ ଆମ ଶରୀରର ଥଣ୍ଡା କାଶ ଭଳି ସମସ୍ୟା କୁ ଦୂର କରିଥାଏ।ଆପଣ ଅଦାର ଚୋପା ଛଡାଇ ଭଲ ଭାବରେ ଚେଛି ଦିଅନ୍ତୁ।ଏହା ପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ପାନ ଏହା ଆପଣଙ୍କର ବାତ ପିତ୍ତ ଏବଂ କଫ ଆଦିକୁ

ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ।ଏହା ଆମର ଶରୀର ପାଇଁ ମଧ୍ୟ ବହୁତ ଅଧିକ ଗରମ ହୋଇଥାଏ।ବନ୍ଧୁଗଣ ପାନ ପତ୍ର ଆମର ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ।ଆପଣ ପଣ ପତ୍ର କୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡରେ ଚିଣ୍ଡାଇ ଦିଅନ୍ତୁ। ଏବଂ ଏହି ପାଣିରେ ବନାଇ ଦିଅନ୍ତୁ।

ବନ୍ଧୁଗଣ ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଗୋଲମରିଚ। ବନ୍ଧୁଗଣ ବହୁତ ପୁରାତନ କାଳରୁ ଥଣ୍ଡା ଭଳି ସମସ୍ୟା କୁ ଦୂର କରିବା ପାଇଁ ଗୋଲମରିଚ ର ଆବଶ୍ୟକ ପଡ଼ିଥାଏ।ଏହା ଥଣ୍ଡା କୁ ଦୂର କରିବା ସହ ଆପଣଙ୍କ ଛାତି ରେ ବସିଥିବା କଫ କୁ ମଧ୍ୟ ଦୂର କରିଥାଏ।

ପ୍ରଥମେ ଆପଣ ୭-୮ ଟି ଗୋଲମରିଚ କୁ ନିଅନ୍ତୁ।ଏହା ପରେ ଏହାକୁ ଗୁଣ୍ଡ କରି ଏହି ପାଣିରେ ପକାଇ ଦିଅନ୍ତୁ ।ବନ୍ଧୁଗଣ ପରବର୍ତ୍ତୀ ଜିନିଷର ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ତୁଳସୀ ପତ୍ର ।ଆପଣ ମାନେ ଜାଣିଥିବେ ଥଣ୍ଡା ପାଇଁ ଏହା କେତେ ଲାଭଦାୟକ ଦେଇଥାଏ।ଏହା ଆମର ଇମୁନିଟୀ ଶକ୍ତି କୁ ବଢ଼ାଇବା ସହ ଥଣ୍ଡା କାଶ ଜର

ଭଳି ସମସ୍ୟା କୁ ମଧ୍ୟ ଦୂର କରିଥାଏ।ବନ୍ଧୁଗଣ ଆପଣ ଏଥିରେ ୫-୬ ଟି ତୁଳସୀ ପତ୍ରା ନିଶ୍ଚୟ ପକାନ୍ତୁ ଯାହା ଆପଣଙ୍କ ଥଣ୍ଡା କାଶ ଏବଂ ଜର ଭଳି ସମସ୍ୟା କୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ।ବନ୍ଧୁଗଣ ଏବେ ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଗୁଡ।

ଏହା ଆପଣଙ୍କ ପାଚନ କ୍ରିୟା କୁ ଶକ୍ତିଶାଳୀ କରିଥାଏ ଏହା ଛଡ଼ା ଏହା ଆପଣଙ୍କୁ ଇମ୍ୟୁନିଟି ଶକ୍ତି କୁ ମଧ୍ୟ ଶକ୍ତିଶାଳୀ କରିଥାଏ।ବନ୍ଧୁଗଣ ଏବେ ଆପଣ ଏଥିରେ ଏକ ଚାମଚ ଗୁଡ ପକାଇ ଏହାକୁ ଫୁଟାନ୍ତୁ ଏବଂ ସେହି ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଆପଣଙ୍କର ଏକ ଗ୍ଲାସ ପାଣି ଫୁଟି ଫୁଟି ଅଧା ଗ୍ଲାସ ନ ହୋଇଚି ସେତେ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ।

ଏବେ ଆପଣ ଏହାକୁ ଦୁଇଟି ପାତ୍ର କୁ କଢ଼ିଦିଆନ୍ତୁ ଯେମିତି ଆପଣ ଏହାକୁ ଦୁଇଥର ସେବନ କରିପାରିବେ।ଯେତେବେଳେ ବି ଆପଣ ଏହାକୁ ସେବନ କରିବେ ଏହାକୁ ସାମାନ୍ୟ ଗରମ କରି ସେବନ କରିବେ।।ଏବେ ଏଥିରେ ଆପଣଙ୍କୁ ଆଉ ଗୋଟିଏ ସାମଗ୍ରୀ କୁ ପକାଇବାକୁ ହେବ ତାହା ହେଉଛି ମହୁ।ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ

ଏହା ଛଡ଼ା ମହୁ ର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ସ୍ଵାଦ ମଧ୍ୟ ବଢ଼ିଥାଏ।ଆପଣ ଏହାକୁ ଦୁଇ ଟି ସମୟ ସେବନ କରିବେ ।ଗୋଟିଏ ଗ୍ଲାସ ସକାଳେ ଏବଂ ଗୋଟିଏ ଗ୍ଲାସ ସନ୍ଧ୍ୟାରେ ଦେଖିବେ ଦୁଇ ଦିନ ଭିତରେ ଆପଣଙ୍କର ଥଣ୍ଡା କାଶ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ।ବନ୍ଧୁଗଣ ଏହା ଆପଣଙ୍କ ବାତ

ପିତ୍ତ ଭଳି ସମସ୍ୟା କୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ।ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଆମର ବହୁତ ଲାଭଦାୟକ ହୋଇଥାଏ।ଏହାକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଆପଣ ଆଗ ନିଶ୍ଚିତ ଭାବରେ ନିଅନ୍ତୁ।

Leave a Reply

Your email address will not be published. Required fields are marked *