March 19, 2024

Odia Express

News For Public

21 ମାର୍ଚ୍ଚ ୨୦୨୩ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ୪ଟି ରାଶି ପାଇଁ ବଡ ଖୁସି ଖବର..

1 min read

ମେଷ ରାଶି:- ଆଜି ଆପଣ କ୍ରୀଡ଼ାରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବା ପାଇଁ ସହାୟତା କରିବ। ଆପଣଙ୍କ ଆଚରଣ ପାଇଁ ଆଜି ଆପଣଙ୍କ ବନ୍ଧୁ ବିରକ୍ତ ହୋଇ ପାରନ୍ତି ଆଜି ଘରେ ପୂଜାପାଠ ଓ ବିଭିନ୍ନ ଶୁଭ କାର୍ଯ୍ୟ ହେବ। ଆପଣଙ୍କ ଜୀବନ ସାଥିଙ୍କ ସହିତ ଆଜି ବିବାଦ ହୋଇ ପାରେ।

ବୃଷ ରାଶି:- ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାର୍ଯ୍ୟ କରିବାକୁ ବାଧ୍ୟ ହେବେ କଳା ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଅସୁବିଧା ସମୟରେ ବନ୍ଧୁ କାମରେ ଆସିବେ।ଘରେ କୌଣସି ବଡ଼ ଲୋକଙ୍କ ଠାରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ।

ମିଥୁନ ରାଶି:- ଆପଣଙ୍କ ଜୀବନ ସାଥୀ ଆପଣଙ୍କ ଠାରୁ ନିରାଶ ହୋଇ ପାରନ୍ତି। ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ଉତ୍ତମ ଦିନ ଅଟେ। ଆଜି ଦିନରେ ପ୍ରେମର କଢ ଫୁଟିକି ଫୁଲ ହେବ। ଆପଣଙ୍କ ପାଇଁ ଆଜି ପ୍ରତିକାର ହେଉଛି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରନ୍ତୁ।

କର୍କଟ ରାଶି:- ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବ। ଆଜି ଦିନ ଯାକ ଘରେ ବସି ନଷ୍ଟ ନ କରି ନିଜର ଅର୍ଥ ବ୍ୟବସ୍ଥାରେ କିପରି ଉନ୍ନତି ଆଣିବେ ଏହାର ପ୍ରୟାସ କରନ୍ତୁ।ଯଦି ଆପଣ ନିଜର ଯୋଜନାକୁ ସମସ୍ତଙ୍କ ସହିତ ଆଲୋଚନା କରିବେ ତେବେ ଆପଣ ନିଜର ଯୋଜନାର କ୍ଷତି କରିବେ।

ସିଂହ ରାଶି:- ନିଜର ଲୋକଙ୍କୁ ଆଜି ଆପଣ ଭୁଲ ବୁଝିବେ।ଚିକିତ୍ସା ପାଇଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢିବ। ଅଚାନକ ଆସିଥିବା କାର୍ଯ୍ୟ ପାଇଁ ଆପଣଙ୍କ ଦିନର ଯୋଜନାରେ ଅସୁବିଧା ଆସିବ।ଯେଉଁମାନେ ଘରେ ଦୂରରେ ରହି କାର୍ଯ୍ୟ କରୁଛନ୍ତି ସେମାନେ କୌଣସି ଭଲ ସ୍ଥାନରେ ସମୟ ଅତିବାହିତ କରିବେ।

କନ୍ୟା ରାଶି:- ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ।ସ୍ୱାସ୍ଥ୍ୟର ଉନ୍ନତି ହେବା କାରଣରୁ ମନ ଖୁସି ରହିବ। ପିଲାମାନେ ଆଜି ଧ୍ୟାନ ଆକର୍ଷିତ କରିବା ପାଇଁ ପ୍ରୟାସ କରିବେ ଆପଣଙ୍କ କାମ ଅଚାନକ ଭାବରେ ନିରୀକ୍ଷଣ କରାଯାଇ ପାରେ। ଆପଣଙ୍କ ଜୀବନ ସାଥୀ ଆପଣଙ୍କ ଆବଶ୍ୟକତା ଅଣଦେଖା କରି ପାରନ୍ତି।

ତୁଳା ରାଶି:- ଅନେକ ଦିନରୁ ଲାଗି ଥିବା ସମସ୍ୟା ଦୂର ହୋଇଯିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମାନସିକ ଅବସ୍ଥା ଖରାପ ହୋଇପାରେ।

ବିଛା ରାଶି:- ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇ ପାରେ। ଘରର ଛୋଟ ଛୋଟ ଜିନିଷରେ ଆପଣଙ୍କର ଅଧିକ ଖର୍ଚ୍ଚ ହେବ।

ଧନୁ ରାଶି:- ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ। ବାଣିଜ୍ୟରେ କ୍ଷତିର ସମ୍ଭାବନା ମଧ୍ୟ ରହି ଅଛି।

ମକର ରାଶି:- କୌଣସି ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇ ପାରେ। ସ୍ତଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଅନେକ ଭାବରେ ଉନ୍ନତି ପାରିଲିଖିତ ହେବ।

କୁମ୍ଭ ରାଶି:- ଆନୁଷ୍ଠାନିକ କ୍ଷେତ୍ରରେ ଅସଙ୍ଗତି ଲକ୍ଷ୍ୟ କରିଲେ ମଧ୍ୟ ଜାଣି ଜାଣି ନୀରବ ରହିବା ପାଇଁ ବାଧ୍ୟହେବେ ଶୀଘ୍ର ଅର୍ଥ ରୋଜଗାର ପାଇଁ ଇଛା ହେବ।

ମୀନ ରାଶି:- ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। ଆପଣ ଆଜି କୌଣସି ପୁରୁଣା ରୋଗ ଠାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇବେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସତ ମାର୍ଗରେ ରୁହନ୍ତୁ, ହରିନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *