March 28, 2024

Odia Express

News For Public

22 ମାର୍ଚ୍ଚ 2023 ବୁଧବାର,ଆଜିର ରାଶିଫଳ କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ଲୋକଙ୍କ ପାଇଁ ମିଳିବ ଖୁସି ଖବର…

1 min read

ମେଷ ରାଶି:- ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କର ହେବ। ଅର୍ଥ ଅଭାବ ପାଇଁ ଆଜି ଆପଣଙ୍କ ଘରେ କଳହ ସୃଷ୍ଟି ହୋଇ ପାରେ। ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ ଆପଣଙ୍କ ଜୀବନରେ ପ୍ରେମ ବଢିବ। ଏହି ରାଶିର ଲୋକମାନେ ବହୁତ ମଜାଦାର ହୋଇ ଥାଆନ୍ତି।

ବୃଷ ରାଶି:- ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଆବଶ୍ୟକ ସହଯୋଗ ପ୍ରଦାନ କରିବେ। ଆଇନ ଅଦାଲତ ଝମଲାର ଅନ୍ତ ହେବ।ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଆଜି ଖରାପ ପ୍ରଭାବ ପଡିପାରେ ଆପଣ ଆଜି ନିଜର ପରିବାର ସହିତ ଆଜି ବାହାରକୁ ବୁଲିବା ପାଇଁ ଯାଇପାରନ୍ତି। ଆପଣଙ୍କୁ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତରହିବ।

ମିଥୁନ ରାଶି:- ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ। ଯାତ୍ରା କାରଣରୁ ସୁଫଳ ପାଇବେ। ରାଜନୀତି କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

କର୍କଟ ରାଶି:- ଶିଳ୍ପ ଓ ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢ଼ିପାରେ।ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି। ଜନ ସଭା ଆୟୋଜିତ କରି ସମସ୍ତଙ୍କୁ ଏହି ଖୁସି ଜଣାନ୍ତୁ। ଆଜି ଖାଲି ସମୟରେ ଆପଣ ଅଫିସ କାମରେ ବ୍ୟସ୍ତ ରହିବେ।

ସିଂହ ରାଶି:- କର୍ମ କ୍ଷେତ୍ରରେ ସ୍ତଗିତ କାମ ପାଇଁ ଅନ୍ୟକୁ କୈଫତ ଦେବାକୁ ପଡିପାରେ। ଆଜି ଆପଣଙ୍କୁ କୌଣସି ଧନ ଲାଭ ହୋଇପାରେ। ବିବାଦକୁ ବେଶୀ ଗୁରୁତ୍ଵ ଦିଅନ୍ତୁ ନାହିଁ ଆଜି ଆପଣ ବିବେକ ସହିତ ଘରେ କଥା ହୁଅନ୍ତୁ ନଚେତ ଅକାରଣରେ ଘରେ କଳହ ହୋଇପାରେ।

କନ୍ୟା ରାଶି:- ନିମନ୍ତ୍ରଣ ପ୍ରାପ୍ତ ହୋଇ ଅଚାନକ ଦୂର ଯାତ୍ରା କରିବାକୁ ହୋଇପାରେ। ଆପଣଙ୍କର କୌଣସି ବନ୍ଧୁ ଆଜି ଆପଣଙ୍କୁ ଆର୍ଥିକ ସହଯୋଗ ମାଗିପାରନ୍ତି। ଆପଣ ନିଜର ପିଲା ଦ୍ଵାରା ଆଜି ନିଜର ସ୍ବପ୍ନ ସାକାର ହୋଇ ଥିବାର ଦେଖିବେ।

ତୁଳା ରାଶି:- ଶିଳ୍ପ ଓ ପରିବହନରେ ଅସାନୁସାରେ ଫଳ ପାଇବେ।ଆଜି ଆପଣଙ୍କ ଶରୀର ଭଲ ରହିବ।

ବିଛା ରାଶି:- ପାରିବାରିକ ସ୍ତରରେ କିଛି ନ କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଆଜି ଆପଣଙ୍କୁ ଋଣ ନେଉଥିବା ବନ୍ଧୁ ମାନଙ୍କ ପାଖରୁ ଦୂରେଇ ରହିବା ଉଚିତ।

ଧନୁ ରାଶି:- ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦକ୍ଷତା କାରଣରୁ ପଡୋଶୀ ସହାୟତାର ହାତ ବଢାଇବେ। ନିଜର ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି।

ମକର ରାଶି:- ସରକାରୀ ସ୍ତରରେ ସୁଯୋଗ ହରାଇବା କାରଣରୁ ବ୍ୟଥିତ ହୋଇ ପାରନ୍ତି। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ ରାଶି:- ଅନ୍ୟ ଦ୍ଵାରା ପ୍ରଭାବିତ ହୋଇ ଭଲ ବନ୍ଧୁ ଆପଣଙ୍କୁ ଭୁଲ ବୁଝିବେ। ଆପଣଙ୍କ କୌଣସି ସହକର୍ମୀ ଆପଣଙ୍କ ବସ୍ତୁ ଚୋରି କରି ପାରନ୍ତି।

ମୀନ ରାଶି:- ସମସ୍ୟା ମଧ୍ୟରେ ରହିବା କାରଣରୁ ଚିନ୍ତା ଲାଗି ରହିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ଅନେକ ରୋଗରେ କଷ୍ଟ ପାଇ ପାରନ୍ତି। ଅନେକ ଦିନରୁ ଚିନ୍ତା କରିଥିବା କାର୍ଯ୍ୟ ଅଚାନକ ଭାବରେ ହୋଇଯିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ପ୍ରଭୁଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *