March 28, 2024

Odia Express

News For Public

୧୭ ଏପ୍ରିଲ ୨୦୨୩ ସୋମବାର,ଆଜିର ରାଶିଫଳ,ଆଜି ଦିନ ଆପଣଙ୍କ ପାଇଁ କିଭଳି ରହିବ,ଜାଣିରଖନ୍ତୁ ଦିନର ରାଶିଫଳ

1 min read

ମେଷ ରାଶି:- ଆଜି ଆପଣଙ୍କ ଦିନ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରରେ ସମସ୍ତଙ୍କ ମନ ଆପଣ କୌଣସି ଏକ କାର୍ଯ୍ୟ କରି ଜିତିଯିବେ। କର୍ମ କ୍ଷେତ୍ରରେ ଆଜିର ଦିନ ବହୁତ ଭଲରେ କଟିବ। ବ୍ୟବସାୟରେ ବହୁତ ଭଲ ଲାଭ ହେବ। ପରିବାରରେ କଳହ ହେବାର ସମ୍ଭାବନା ରହିଛି।

ବୃଷ ରାଶି:- ବ୍ୟବସାୟୀମାନେ ଆଜି ଅନେକ ପ୍ରତିଯୋଗୀତାର ସମ୍ମୁଖୀନ ହୋଇପାରନ୍ତି। ପତି ଓ ପତ୍ନୀ ସମ୍ପର୍କରେ ଆଜି କିଛି ବାଦ ବିବାଦ ଦେଖା ଯାଇ ପାରେ। ଆଜି ଆପଣ ନିଜର ସାମର୍ଥ୍ୟ ଅନୁସାରେ କିଛି ଦୁଃଖୀ ଲୋକ ମାନଙ୍କୁ ସହାୟତା କରନ୍ତୁ।

ମିଥୁନ ରାଶି:- କେହି ଜଣେ ଆଜି ଆପଣଙ୍କୁ ସହାୟତା କରିପାରନ୍ତି। ପୁରୁଣା ବନ୍ଧୁ ମାନଙ୍କ ସହିତ ଦେଖା ହୋଇପାରେ।କାର୍ଯ୍ୟ ବଢିବା କାରଣରୁ ମନରେ ଚିନ୍ତା ଲାଗି ରହିବ। ଆଜି ଅଚାନକ କୌଣସି ସ୍ଥାନରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

କର୍କଟ ରାଶି:- ଆଜିର ଦିନ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ଭଲରେ ଅତିବାହିତ ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଆପଣ ଆଜି ଆରମ୍ଭ କରିବେ। ଧର୍ଯ୍ୟ ଧରି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ ନଚେତ ସବୁ କାମ ଭୁଲ ହୋଇ ଯାଇପାରେ। ଅଧିକ ଅର୍ଥ ଖର୍ଚ୍ଚ ମଧ୍ୟ ହୋଇପାରେ।

ସିଂହ ରାଶି:- ବ୍ୟବସାୟରେ ଭଲ କରିବା ଫଳରେ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଆପଣ ଆଜି କାହାର ସହାୟତା ମାଗିପାରନ୍ତି। ନକାରାତ୍ମକ ଶକ୍ତି ଠାରୁ ନିଜକୁ ଦୂରେଇ ରଖନ୍ତୁ।ସ୍ବାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ ତେଣୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରୟାସ କରନ୍ତୁ।

କନ୍ୟା ରାଶି:- ଆଜି କାହା ସହିତ ବାଦବିବାଦ ଦେଖାଯାଇପାରେ।ତେଣୁ ଆପଣ ନିଜର କଥା ଉପରେ ନିୟନ୍ତ୍ରଣ ରଖିବା ନିହାତି ଭାବରେ ଆବଶ୍ୟକ ଅଟେ।

ତୁଳା ରାଶି:- କଠିନ ପରିଶ୍ରମ କରିବା ଫଳରେ ଆପଣଙ୍କୁ ସଫଳତା ମିଳିପାରିବ। ଆଜି ଆପଣଙ୍କ ମନ ଧାର୍ମିକ ସ୍ୱଭାବର ରହିବ।

ବିଛା ରାଶି:- ଆଜି ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ସେହି କାର୍ଯ୍ୟ ସହଜରେ କରିପାରିବେ। ଆଜି ଆପଣ ନିଜର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।

ଧନୁ ରାଶି:- ଆପଣଙ୍କ ମାନସମ୍ମାନ ବଢିବା ସହିତ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ। ଆଜି କାହାର କୌଣସି ଅସୁବିଧା କଥା ଚିନ୍ତା କରନ୍ତୁ ନାହିଁ।

ମକର ରାଶି:- ଆଜି କିଛି ନୂଆ ଜିନିଷ ମଧ୍ୟ ଆରମ୍ଭ କରିପାରନ୍ତି।କୌଣସି ଏକ ବାହାର କମ୍ପାନୀରୁ ଲାଭ ମିଳିବାକୁ ଯାଉଅଛି।

କୁମ୍ଭ ରାଶି:- ପରିଶ୍ରମ ଅନୁସାରେ ଆପଣ ଆଜି ଶୁଭଫଳ ପାଇବେ। ବୃଥା ବିବାଦ ଭିତରେ ନ ପଡ଼ିବା ବୁଦ୍ଧିମାନର ପରିଚୟ ଅଟେ।

ମୀନ ରାଶି:- ଆଜି କୌଣସି କାର୍ଯ୍ୟ ସରିଯିବା ଫଳରେ ଆପଣଙ୍କୁ ବହୁତ ଖୁସି ମିଳିବ। ପରିବାରରେ କେହି ଜଣେ ଲୋକ ଆଜି ଆପଣଙ୍କୁ କଷ୍ଟ ଦେଇପାରନ୍ତି।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *