March 28, 2024

Odia Express

News For Public

୨୬ ଏପ୍ରିଲ ୨୦୨୩ ବୁଧବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ମାନ ପାଇଁ ଆସିପାରେ ବିପଦ

ଆଜି ହେଉଛି ୨୬ ଏପ୍ରିଲ ବୁଧବାର। ପ୍ରଥମେ ଅଛି ମେଷ ରାଶି।ଏହି ରାଶିର ବିଦ୍ୟାର୍ଥୀ ଛାତ୍ରଛାତ୍ରୀଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମ ଭବିଷ୍ୟତରେ ବ୍ୟବସାୟିକ ଉପଲବ୍ଧି ପ୍ରାପ୍ତି କରିବ। ଜୀବନସାଥିଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ।

ବୃଷ ରାଶିର ଲୋକଙ୍କ ପ୍ରତି ଲୋକମାନେ ପ୍ରଭାବିତ ହେବେ। ସରକାରୀ କୋର୍ଟ କଚେରି ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ ଆପଣଙ୍କ ଏକ ନୂଆ ପରିଚୟ ଉତ୍ପନ ହେବ। ପରିବାରରେ ପ୍ରେମ ଓ ଉତ୍ସାହର ବାତାବରଣ ରହିବ।

ମିଥୁନ ରାଶିର ଲୋକଙ୍କ ପାଇଁ ବାଣିଜ୍ୟ ବ୍ୟବସାୟ ସ୍ଥିତି ଉତ୍ତମ ଅନୁକୂଳ ରହିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦେଶରୁ ଶୁଭ ସମାଚାର ପ୍ରାପ୍ତି ହେବ। ପ୍ରେମ ଜୀବନରେ ମଧୁରତା ସଂଚାର ହେବ।

କର୍କଟ ରାଶି: ନିଜ ବାଣୀ ଓ କ୍ରୋଧରେ ନିୟନ୍ତ୍ରଣ ବଜାୟ ରଖନ୍ତୁ।ପାରିବାରିକ ଖର୍ଚ୍ଚରେ ବୃଦ୍ଧି ଘଟିବ।

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସ୍ଥିତି ଅତ୍ୟନ୍ତ ଶୁଭ ରହିଛି।ପରିବାରରେ ନୂଆ ସଦସ୍ୟଙ୍କ ଆଗମନ ହେବ। ସମ୍ପର୍କରେ ସୁଧାର ଆସିବ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବାଣିଜ୍ୟ ବ୍ୟବସାୟରେ ଲାଭ ଦେଖାହେବ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କ୍ଷେତ୍ରରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଛାତ୍ରଛାତ୍ରୀ ମାନଙ୍କୁ ମିତ୍ରଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ବାତାବରଣ ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ ହେବ।

ତୁଳା ରାଶି: ନୂଆ ଉଦ୍ୟମରୁ ଆପଣ ଲାଭବାନ ହେବେ। ବିଦେଶରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ପିତାଙ୍କ ସହଯୋଗ ଆପଣଙ୍କ ଉନ୍ନତିର କାରଣ ହେବ। ପରିବାରରେ ଧାର୍ମିକ ଅନୁଷ୍ଠାନ ହେବାର ସମ୍ଭାବନା ରହିଛି। ଜୀବନସାଥିଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।

ବିଛା ରାଶିର ବ୍ୟକ୍ତିଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୂର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। କାର୍ଯ୍ୟ କ୍ଷେତ୍ରରେ ସମସ୍ତ ସମସ୍ୟା ସମାଧାନ କରି ଆପଣ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ଉତ୍ତମ ହେବ।

ଧନୁ ରାଶିର ବ୍ୟକ୍ତିମାନେ ନିଜ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ। ଯେକୌଣସି ନିର୍ଣ୍ଣୟ ବୁଝି ବିଚାରି ନିଅନ୍ତୁ। ଜୀବନସାଥିଙ୍କ ସହିତ କିଛି ମତଭେଦର ସମ୍ଭାବନା ରହିଛି। ମାନସିକ ଚିନ୍ତା ଅନୁଭବ କରିପାରନ୍ତି।

ମକର ରାଶିର ବ୍ୟକ୍ତିମାନେ ସମସ୍ତ କାର୍ଯ୍ୟକୁ ସଫଳତା ପୂର୍ବକ ଶେଷ କରିବେ। ସହଯୋଗୀଙ୍କ ସମର୍ଥନ ମିଳିବ। ଜୀବନସାଥିଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ପ୍ରେମ ଜୀବନ ଭଲ ରହିବ।ଶୁଭ ସମାଚାର ପ୍ରାପ୍ତ ହେବ।

କୁମ୍ଭ ରାଶିର ବ୍ୟକ୍ତିମାନେ ପ୍ରେମ ସମ୍ବନ୍ଧରେ ମଧୁର ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ। ଋଣରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବ।

ମୀନ ରାଶିର ବ୍ୟକ୍ତି ମାନଙ୍କର ମାନସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ପରିବାରରେ ସୁଖଦ ବାତାବରଣ ଲାଗି ରହିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *