April 25, 2024

Odia Express

News For Public

୧୭ January ୨୦୨୨ ର ରାଶିଫଳ,ମହାଦେବଙ୍କ କୃପାରୁ ଏହି ୪ ଟି ରାଶିଙ୍କର ଚମକିବ ଭାଗ୍ୟ, ଜୀବନରେ ହେବ ଅସୁବିଧା ଦୁର

1 min read

୧)ମେଷ ରାଶି-ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଅଟକିଥିବା କାମଗୁଡିକ ପୁରା ହେବ, ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଅଚାନକ ଦୁରସଂଚାର ମାଧ୍ୟମରୁ ଖୁସିଖବର ମିଳିପାରେ, ଯାହାଦ୍ୱାରା ମନ ହର୍ଷୀତ ରହିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଧନ ଲାଭ ମିଳିବାର ଆଶା ଅଛି, ଆପଣଙ୍କ ସବୁ କାର୍ଯ୍ୟ ସହଜରେ ପୁରା କରିପାରିବେ, ଆପଣଙ୍କ ପରିଶ୍ରମ କାମ କରିବ, ଉଧାର୍ ଦେଇଥିବା ପଇସା ଆଉଥରେ ଫେରିପାରିବେ,

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ବେପାରରେ ଲାଭଦାୟକ ବୁଝାମଣା ହାତକୁ ଆସିପାରେ, ବିବାହିତ ଜୀବନରେ ଆସିଥିବା ସବୁ ଅସୁବିଧାଗୁଡିକ ଦୁର ହେବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଆପଣଙ୍କ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିବ, ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାରେ ସକ୍ଷମ ହେବେ, ଛୁଆଙ୍କ ତରଫରୁ ସବୁ ଟେନସନ୍ ଦୁର ହୋଇଯିବ,

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ କିଛି ପରିମାଣ ଯାଏଁ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ଥକାପଣ ଅନୁଭବ ହୋଇପାରେ, ଆପଣ ନିଜ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖନ୍ତୁ, ଏହା ଦ୍ୱାରା ଭଲ ଲାଭ ମିଳିବ, ବାହାନ ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, କେଉଁଠି ବଡ ନିବେଶ କରିବା ପୁର୍ବରୁ ଭାବିଚିନ୍ତି ବିଚାର କରନ୍ତୁ, ମା ବାପାଙ୍କର ସେବା କରିବାକୁ ମଉକା ମିଳିବ, ଅଚାନକ କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ମିଳିପାରେ ।

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ଭଲ ପ୍ରମାଣିତ ହେଉଛି, ସନ୍ତାନଙ୍କ ତରଫରୁ ସବୁ ଚିନ୍ତା ଦୁର ହେବ, ସାମାଜିକ କ୍ଷେତ୍ରରେ ମାନପ୍ରତିଷ୍ଠ ବଢିବ, ବେରୋଜଗାର୍ ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବାର ଆଶା ଅଛି, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଆଜି ମିଳାମିଶା ପରିଣାମ ଦେଖିବାକୁ ମିଳିବ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର୍ ଯୋଜନା କରିପାରନ୍ତି, ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ଆସିବାର ନଜର ଆସୁଛି ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, କାରୋବାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ବହୁତ ମାତ୍ରାରେ ଲାଭ ମିଳିବ, ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ମିଳିବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ଆପଣଙ୍କ ଅଟକିଥିବା କାମ ପୁରା ହେବ, ମାନସିକ ଚିନ୍ତା ଦୁର ହୋଇଯିବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ, ଘରେ ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ, ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ନୁଆ ବନ୍ଧୁ ହୋଇପାରନ୍ତି, କିନ୍ତୁ ଆପଣ କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକା ବିଶ୍ୱାସ୍ କରନ୍ତୁ ନାହିଁ, ଭବିଷ୍ୟରେ ଆପଣ ନୁଆ ଯୋଜନା କରିପାରନ୍ତି, ରୋଜଗାର ପ୍ରତି କରାଯାଇଥିବା ପ୍ରୟାସ ଗୁଡିକ ସଫଳ ହେବ, କଠିନ ବିଷୟରେ ଶିକ୍ଷକଙ୍କ ସହଯୋଗ ବିଦ୍ୟାର୍ଥିଙ୍କୁ ମିଳିପାରିବ । ବାହନ୍ ଚଳାଇବା ସମୟରେ ସାବଧାନ ରୁହନ୍ତୁ,

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଚାକିରି କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ, କେଉଁ ପ୍ରକାରର୍ ବାଦ ବିବାଦରୁ ଦୁରେଇ ରୁହନ୍ତୁ, ମା ବାପାଙ୍କ ସ୍ୱାସ୍ଥ୍ୟରେ ହାନି ହୋଇପାରେ, ଯାହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ, ପଇସା ଉଧାର୍ ନେବା ସମୟରେ ଲେଣଦେଣ ଉପରେ ସାବଧନତା ରଖନ୍ତୁ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରି ମିଳିପାରିବ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ ।

୮) ବିଛା ରାଶି-ଆଜି ବିଦ୍ୟାର୍ଥୀଙ୍କ ପରିଶ୍ରମ ଭଲ ପରିଣାମ ଆଣିବ, ଆପଣଙ୍କ ମନ ପାଠପଢାରେ ଲାଗିବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ମାନସିକ ଶାନ୍ତି ରହିବ, ଆପଣ ନିଜ ଜରୁରୀ କାମ ଓ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି, ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୁଚି ଅଧିକା ରହିବ, ବେପାରରେ ଉନ୍ନତି ହାସିଲ୍ କରିବେ, କାରୋବାରରେ ଉନ୍ନତି ଦେଖିବାକୁ ମିଳିବ, ବିଶେଷ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିପାରିବ, ଘରର ଆର୍ଥିକ ସ୍ଥିତି ଭଲ ରହିବ ।

୯) ଧନୁ ରାଶି-ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବେଶୀ ଧ୍ୟାନ ଦେବାକୁ ଅଛି, ଅଧିକା ତେଲଯୁକ୍ତ ମସଲା ଜାତୀୟ ଖାଦ୍ୟ ସେବନ କରନ୍ତୁ ନାହିଁ ନହେଲେ ପେଟ ଖରାପ ହେବାର ଆଶଙ୍କା ଅଧିକା ଅଛି, ଅଚାନକ ଲାଭ ଅବସର ବଢିବ, ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତ କରି ମନ ହର୍ଷୀତ ହେବ, ଖର୍ଚ୍ଚରେ ବୃଦ୍ଧି ହେବ, କିନ୍ତୁ ଏହା ସହ ଆମଦାନୀ ବି ବଢିବାର ଦେଖାଯାଉଛି, ଯାହା ଏହାକୁ ସନ୍ତୁଳିତ କରିବ,

୧୦) ମକର ରାଶି-ଆଜି ବନ୍ଧୁଙ୍କ ସହ ମିଶିକରି କିଛି ନୁଆ କାମ ଆରମ୍ଭ କରିବେ, ଯାହା ଭବିଷ୍ୟରେ ଭଲ ଲାଭ ଦେବ, ଆତ୍ମବିଶ୍ୱାସରେ ମଜବୁତି ଆସୁଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିପାରିବେ, ଘରୋଇ ଦରକାରିତା ପୁର୍ତ୍ତି ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେଆସୁଛି, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ ।

୧୧) କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ଭଲ ହେବ, ଆପଣଙ୍କ ସାକ୍ଷାତ କିଛି ଏମିତି ବ୍ୟକ୍ତିଙ୍କ ସହ ହୋଇପାରେଯାହାଙ୍କ ଭାବନା ଆପଣଙ୍କୁ ପ୍ରଭାବିତ କରିବ, ପଡୋଶୀଙ୍କ ସହ ଚାଳୁଥିବା ମତଭେଦ ଦୁର ହୋଇଯିବ, ବେପାରରେ ଲଗାତାର ଉନ୍ନତି ଦେଖିବାକୁ ପାଇବେ, ବନ୍ଧୁଙ୍କ ସହାୟତା ମିଳିବ, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦୁର ହୋଇଜିବ, ଯଦି କେଉଁଠି ପଇସା ନିବେଶ କରିବାକୁ ଭାବୁଛନ୍ତି ତେବେ ଆଜିର ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ କେଉଁ କଥାକୁ ନେଇ ଅଧିକା ଚିନ୍ତାରେ ନରହିବାକୁ କୁହାଯାଇଛି, ଯଦି ଆପଣ ବୁଝାମଣାରେ କେଉଁ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କାମ କରନ୍ତୁ, ସନ୍ତାନଙ୍କ ଗତିବିଧିଗୁଡିକ ଉପରେ ନଜର ରଖିବାକୁ ହେବ, ନହେଲେ ଆଗକୁ ଯାଇକରି ତାଙ୍କ ତରଫରୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ମା ବାପାଙ୍କ ପୁରା ସହଯୋଗ ମିଳିବ, ସଂନ୍ଧ୍ୟାରେ ତାଙ୍କ ସହ କେଉଁ ଧାର୍ମିକ ସ୍ଥଳରେ ଯାଇପାରନ୍ତି, ଭାଇ ଭଉଣୀଙ୍କ ସହ ଭଲ ତାଳମେଳ ରଖନ୍ତୁ, କାହା ସହ କଥାବାର୍ତ୍ତା କରିବା ସମୟରେ ନିଜ ବାଣୀ ଉପରେ ଧ୍ୟାନ ଦେବେ, କେଉଁ ପ୍ରକାରର୍ ବାଦବିବାଦ ଆଡକୁ ଯାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *