April 30, 2024

Odia Express

News For Public

ବୋହୂଙ୍କୁ ଝିଅଙ୍କ ପରି ରଖିଥାନ୍ତି ଏହି ରାଶିର ଶଶୁର , ଆଣିବାକୁ ଦିଅନ୍ତି ନାହିଁ ତାଙ୍କ ଜୀବନରେ କୌଣସି ଅସୁବିଧା

1 min read

ଯେବେ ଗୋଟେ ଝିଅର ବାହାଘର ହୋଇଥାଏ ଓ ଶଶୁରଘର ଯାଇଥାଏ ତେବେ ସେଠାରେ ଏକ ନୁଆ ଜାଗା ହେବା ସହ ବହୁତ ସାରା ଅଜଣା ଲୋକଙ୍କ ସହ ଚଳିବାକୁ ପଡେ , ବିବାହ ପରେ ତାଙ୍କ ନୁଆ ଘର ହୋଇଥାଏ , ବୋହୂ ଆସିବାପରେ ତାଙ୍କ ଶାଶୁଙ୍କ ସହ କିଛି ପାଟିତୁଣ୍ତ ହେବାର ଚ୍ୟାନ୍ସ ବହୁତ ଅଧିକା ହୋଇଥାଏ , ମତଲବ ଏହି ଦୁନିଆଁରେ ପ୍ରାୟ ସବୁ ଶାଶୁ-ବୋହୂ ମଧ୍ୟରେ କିଛି ତ ମତଭେଦ ହୋଇଥାଏ , ନଣନ୍ଦ, ଜା, ଙ୍କ ସହ କିଛି ଏହି ଅବସ୍ଥା ହୋଇଥାଏ,  ଯେବେ କଥା ଶଶୁରଙ୍କର ଆସେ ତେବେ ସେମାନେ ବୋହୁଙ୍କ ସହ କମ୍ ଝଗଡା କରିଥାନ୍ତି , ଏହି କାରଣରୁ ବୋହୁ ବି ନିଜ ଶଶୁରଙ୍କୁ କମ୍ କହିଥାଏ , ଓ ତାଙ୍କୁ ସମ୍ମାନ ଦେଇଥାଏ , ଏହାପରେ କିଛି ଶଶୁର ଏତେ ଅଧିକା ଭଲ ହୋଇଥାନ୍ତି କି ଯିଏ ନିଜ ବୋହୁଙ୍କ ସମ୍ମାନ କରନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ଏହି ରାଶିର ନାଁ କହିବାକୁ ଯାଉଛୁ ।

୧) ବୃଷ ରାଶି- ଏହି ରାଶିର ଶଶୁର ବହୁତ ବଡ ହୃଦୟବାନ ହୋଇଥାନ୍ତି , ଏମାନଙ୍କ ମଧ୍ୟରେ ଦୟା ଭାବନା ଅଧିକା ରହିଥାଏ , ଏହି କାରଣରୁ ନିଜ ବୋହୁଙ୍କ ସହ ଅନ୍ୟ ମାନଙ୍କ ସହ ଭଲ ବ୍ୟବହାର କରନ୍ତି , ଏମାନେ କାହା ଉପରେ ଅତ୍ୟାଚାର କରନ୍ତି ନାହିଁ , ଏହି ସେମାନେ ଭାବନା ଓ ମାନ ସମ୍ମାନର ପୁରା ଦାୟିତ୍ୱ ନିଅନ୍ତି , ଏମାନଙ୍କ ଚେଷ୍ଟା ରହିଥାଏ କି ଏମାନେ ନିଜ ବୋହୁଙ୍କୁ ସବୁବେଳେ ଖୁସିରେ ରଖିବେ , ଏହି କାରଣରୁ ତାଙ୍କ ବୋହୁ ଘରେ ଖୁସିରେ ରହିଥାଏ ।

୨) କନ୍ୟା ରାଶି- ଏହି ରାଶିର ଶଶୁର ଟିକେ ଅଧିକା କଥାବାର୍ତ୍ତା ପ୍ରିୟ ହୋଇଥାନ୍ତି , ଏମାନଙ୍କ ଏହି ନେଚର୍ କାରଣରୁ ତାଙ୍କ ବୋହୁ ସହ ଭଲ ପଟିଥାଏ,  ଏମାନଙ୍କ ନିଜ ବୋହୁଙ୍କ ସଂମ୍ପର୍କ ଏକ ଝିଅ ପରି ହୋଇଥାଏ , ଯେଉଁ ପ୍ରକାରର ନିଜ ଝିଅ ସହ ସବୁ ଇଚ୍ଛା ପୁରା କରିଥାନ୍ତି , ଠିକ୍ ସେହିପରି ବୋହୁ ବି ଶଶୁରଙ୍କ ଦାୟିତ୍ୱ ନେଇଥାଏ, ଏମାନଙ୍କ ସବୁଠାରୁ ଭଲ ଅଭ୍ୟାସ ହେଲା କେବେ ପଛ ପଟରେ ଖରାପ କଥା ବା ଚିନ୍ତା ଧାରା କରନ୍ତି ନାହିଁ , ଏହି କାରଣରୁ ତାଙ୍କ ବୋହୁଙ୍କ ସହ ଲଢେଇ ହୋଇନଥାଏ ।

୩) ମକର ରାଶି- ଏହି ରାଶିର ଜାତକ ଶଶୁର ବୋହୁଙ୍କ ଅଧିକା ଦାୟିତ୍ୱ ନେଇଥାନ୍ତି , ଏହି କଥାକୁ ଭଲ ଭାବରେ ଜାଣିଥାନ୍ତି କି ଏକ ପର ଘର ଆସିଛି , ଏମିତିରେ ତାକୁ କୌଣସି ଅସୁବିଧା ନହେଉ , ଏତିକିନୁହେଁ ଯଦି ଘରେ ଲଢେଇ ଝଗଡା ହୋଇଥାଏ , ତେବେ ଅଧିକାଂଶ ଥର ସେ ବୋହୁର ପକ୍ଷ ନିଅନ୍ତି ।

୪) ମୀନ ରାଶି- ଏହି ଲୋକ ଘରେ ହେଉଥିବା ଗତିବିଧିଗୁଡିକ ଉପରେ ନଜର ରଖନ୍ତି , ଏହି ଭାବନାର ସହ ସାଥ୍ ଦେବା ପସନ୍ଦ ହୋଇଥାଏ, ଯଦି ଏମାନଙ୍କ ବୋହୁ ସଚ୍ଚା ହୋଇଥାଏ, ତାଙ୍କର କୌଣସି ଭୁଲ୍ ହୋଇନଥିବ ତେବେ ପୁରା ସାଥ୍ ଦିଅନ୍ତି , ବୋହୁଙ୍କ ଭୁଲ୍ କରିଲେ ସେ ଝିଅଙ୍କ ପରି ପ୍ରଥମେ ପାଟିକରନ୍ତି, କିନ୍ତୁ ଭଲରେ ବୁଝାଇ କ୍ଷମା କରିଦିଅନ୍ତି ।

ଏହି ସବୁ ଜିନିଷ କେବଳ 70 ପ୍ରତିଶତ ଶାଶୁଙ୍କ ପାଇଁ ପ୍ରଯୁଜ୍ୟ | ଏହା ସମ୍ଭବ ଯେ ଅବଶିଷ୍ଟ ୩୦ ପ୍ରତିଶତ ଶାଶୁଙ୍କ
ସହ ତାଙ୍କ ବୋହୂ ସହିତ ଭଲ ସମ୍ପର୍କ ରୁହେ ନାହିଁ | ସେମିତି ଆପଣଙ୍କ ଘରେ ଆପଣନଙ୍କ ଶଶୁରଙ୍କ ସହ ସଂମ୍ପର୍କ କିପରି ରହୁଛି, କମେଣ୍ଟ କରି ଜଣାଇବେ

Leave a Reply

Your email address will not be published. Required fields are marked *