April 30, 2024

Odia Express

News For Public

୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର…

1 min read

ମେଷ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ବାଣିଜ୍ୟ ବ୍ୟବସାୟକୁ ଏକ ନୂଆ ଦିଗ ଦେବାରେ ସକ୍ଷମ ହେବେ।ସତ୍ୟର ସାଥ ଦିଅ ଉନ୍ନତି କରିବେ।ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ,ପରବର୍ତ୍ତୀ ରାଶି ହେଉଛି ବୃଷ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଅଧା ରହି ଯାଇଥିବା କାର୍ଯ୍ୟକୁ ଶୀଘ୍ର ଶେଷ କରିବେ। ମାନସିକ ପ୍ରସନ୍ନତା ପ୍ରାପ୍ତି ହେବ। ନ୍ୟାୟରେ ରୁହ ଉନ୍ନତି କରିବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ,ପରବର୍ତ୍ତୀ ରାଶି ହେଉଛି ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ତାଙ୍କର ସବୁ କାର୍ଯ୍ୟ ବୁଝି ବିଚାରି କରିବାକୁ ହେବ, ବୁଦ୍ଧି ବିଚାରି ନିଆ ଯାଇଥିବା ନିର୍ଣ୍ଣୟରୁ ବିଶେଷ ଲାଭ ପ୍ରାପ୍ତି କରିବେ। ସତ ପଥରେ ରୁହ ଉନ୍ନତି ଦିଗରେ ବଢ଼ିବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ବ୍ୟବସାୟରେ ନୂଆ ନିବେଶ ମିଳିବାର ସମ୍ଭାବନା ରହିଛି।ସାମାଜିକ କାର୍ଯ୍ୟରେ ଆପଣ ସବୁବେଳେ ଭାଗ ନେବା ପାଇଁ ପସନ୍ଦ କରିବେ। ନ୍ୟାୟରେ ରୁହ ସଫଳତା ପ୍ରାପ୍ତ ହେବ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି ସିଂହ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସବୁ କାର୍ଯ୍ୟରେ ନିଜକୁ ସାମର୍ଥ୍ୟ ବୋଲି ଅନୁଭବ କରିବେ। ଆପଣଙ୍କୁ ପଦ ଉନ୍ନତି ମିଳିବାର ସମ୍ଭାବନା ରହିଛି।ସତ କର୍ମ କର ସଫଳତା ପାଇବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯଦି କେହି ବିଦ୍ୟାର୍ଥୀ ରହିଥିବେ ତାହେଲେ ତାଙ୍କର ପଦ ଉନ୍ନତି ହେବାର ସମ୍ଭାବନା ରହିଛି। ଆପଣଙ୍କର ଆତ୍ମ ବିଶ୍ଵାସରେ ବୃଦ୍ଧି ଘଟିବ। ରୋଜଗାର ବଢିବାର ସମ୍ଭାବନା ରହିଛି। ନ୍ୟାୟରେ ରୁହ ସବୁ ଦୁଃଖ ହେବ ଦୂର।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ,ପରବର୍ତ୍ତୀ ରାଶି ହେଉଛି ତୁଳା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି।ଆପଣଙ୍କ ଚାକିରୀ କ୍ଷେତ୍ରରେ ସହଯୋଗୀ ମାନଙ୍କ ସହିତ ଭେଦଭାବ ଦେଖା ଦେବାର ସମ୍ଭାବନା ରହିଛି।ସତ କର୍ମ କର ଉନ୍ନତି କରିବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି ବିଛା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ବୃଦ୍ଧି ବଳରେ ନିଜର ଶତ୍ରୁକୁ ପରାସ୍ତ କରିବେ।ସତ କର୍ମ କରନ୍ତୁ ସଫଳତା ପାଇବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି ଧନୁ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ମଧୁର କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ, ସମାଜରେ ଆପଣଙ୍କର ସକରାତ୍ମକ ଛବିର ନିର୍ମାଣ ହେବ।ନ୍ୟାୟରେ ରୁହ ସଫଳତା ପ୍ରାପ୍ତ ହେବ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ,ପରବର୍ତ୍ତୀ ରାଶି ହେଉଛି ମକର ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଲାଗି ରହିଥିବା ସମସ୍ୟାରୁ ସେମାନେ ମୁକ୍ତି ପାଇବାକୁ ଯାଉଛନ୍ତି।ଆପଣଙ୍କ ବ୍ୟବହାରରେ ସକରାତ୍ମକ ପରିବର୍ତ୍ତନ ଆସିବ। ଯାହା ଫଳରେ ଆପଣଙ୍କୁ କିଛି ଖରାପ ଅଭ୍ୟାସରୁ ମୁକ୍ତି ଦେବ।ସତ କର୍ମ କର ସଫଳତା ପାଇବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ପାରିବାରିକ ଖର୍ଚ୍ଚ ବାଦ ବିବାଦର କାରଣ ହେବ। ସେଥିପାଇଁ ଯେକୌଣସି ନିର୍ଣ୍ଣୟ ବୁଝି ବିଚାରି ନିଅନ୍ତୁ।ସତ କର୍ମ କରନ୍ତୁ ସୁଖରେ ରହିବେ।

ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି ମୀନ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସମୟ ବହୁତ ଶୁଭ ରହିଛି। ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ପାଇଁ ଉତ୍ତମ ଫଳ ପ୍ରାପ୍ତି ହେବ।ନ୍ୟାୟରେ ରୁହ, ଉନ୍ନତି କରିବେ। ଆପଣଙ୍କର ରାଶି ଯାହାବି ହେଉ, ସତ କର୍ମ କର, ନ୍ୟାୟରେ ରୁହ, ଭଗବାନଙ୍କ ନାମ ଜପ କର, ଭଗବାନଙ୍କ ପାଦରେ ନିଜ ମଥା ରଖିଦିଅ, ଜୀବନରେ ଉନ୍ନତି କରିବେ ,ସବୁ ଦୁଃଖ ହୋଇଯିବ ଆପେ ଆପେ ଦୂର।

Leave a Reply

Your email address will not be published. Required fields are marked *