May 19, 2024

Odia Express

News For Public

ଭାରତୀୟ ଦଳର ଏହି ୩ ଜଣ ଖେଳାଳୀ T20 ବିଶ୍ୱକପ୍ ରୁ ବାହାର ହେଇପାରନ୍ତି – ଦଳରେ ଜାଗା ବନେଇପାରିବେ ନାହିଁ ଏମାନେ – ଦେଖନ୍ତୁ କିଏ ସେ ୩ ଜଣ ଖେଳାଳି…

ଇଂଲଣ୍ତରେ ଯେଉଁ ଭଳି ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲ୍ ରେ ହାରିକରି ବାହାର ହେଲା , ସେଥିରୁ ବହୁତ ନିରାଶା ଆସିଯାଇଥିଲା,  ଏବେ ଭାରତୀୟ ଟିମ୍ ଆଗାମୀ ଲକ୍ଷ୍ୟ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ରେ ଅଛି , ଯାହାପାଇଁ ସେ ସବୁ ପ୍ରସ୍ତୁତି ସାରିଦେଇଛନ୍ତି , ଭାରତୀୟ ଟିମ୍ ରେ ଏମିତି  ଜାଗା ଖାଲି ଅଛି ଯାହାକୁ ଭରିବାକୁ ହେବ , କିନ୍ତୁ ମହଜୁଦ୍ ଟିମ୍ ରେ କିଛି ଖେଳାଳୀ ଅଛନ୍ତି ଯାହାଙ୍କ ଜାଗା ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିମ୍ ହେଉନାହିଁ , ଯାହାର କାରଣରୁ ସେ ଜଲଦି ହିଁ ଟି ଟ୍ୱେଣ୍ଟି ବିଶ୍ୱକପ୍ ରୁ ବାହାର ହୋଇପାରନ୍ତି ।

ଆଜି ଆମେ ଆପଣଙ୍କୁ ସେହି ୩ ଜଣ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ମହଜୁଦା ସମୟରେ ଭାରତୀୟ ଟିମ୍ ରେ ସାମିଲ୍ ଅଛନ୍ତି , କିନ୍ତୁ ଭବିଷ୍ୟରେ ତାଙ୍କ ଜାଗା ହରାଇପାରନ୍ତି , ଏହି ଖେଳାଳୀମାଣେ ସବୁ ଦିଗଜ୍ ଖେଳାଳୀ ବି ସାମିଲ୍ ଅଛନ୍ତି , ଯାହା ଗୋଟେ ସମୟରୁ ଭାରତୀୟ ଟିମ୍ ପାଇଁ ଏହି ଫର୍ମାଟରେ ମ୍ୟାଚ୍ ୱିନର୍ ଖେଳାଳୀ ହୋଇସାରିଛନ୍ତି ।

୩) ମହମ୍ମଦ ଶାମୀ : ଦ୍ରୁତ ବୋଲର୍ କଥା କହିଲେ ମହମ୍ମଦ ଶାମୀ ଏବେ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ରେ ଆରାମ କରୁଛନ୍ତି , ଜଲଦି ହିଁ ସେ ଟିମ୍ କୁ ଫେରିବେ , ଟେଷ୍ଟ କ୍ରିକେଟ୍ ରେ ଏକ ଦିବସୀୟ ଫର୍ମାଟରେ ସେ ନିଜକୁ ସର୍ବଶ୍ରେଷ୍ଠ କହିଥିବେ କିନ୍ତୁ ଟି ଟ୍ୱେଣ୍ଟୀ ଫର୍ମାଟରେ ତାଙ୍କ ପାଇଁ ଟିମ୍ ରେ ଜାଗା ସ୍ଥିରିକୃତ ହୋଇପାରିନାହିଁ , ଏବେ ପର୍ଯ୍ୟନ୍ତ ଶାମୀ ଟି ଟ୍ୱେଣ୍ଟିରେ ୮ ଟି ମ୍ୟାଚ୍ ଖେଳିଛନ୍ତି , ସେ ୨୭,୫ ଓସତରେ ୧୦ ଟି ୱିକେଟ୍ ହାସିଲ୍ କରିଛନ୍ତି , କିନ୍ତୁ ଇକୋନୋମି ରେଟ୍ ୯,୯୪ ଅଛି, ସେ ଏକ ପ୍ରମୁଖ ବୋଲର୍ ହେବା କାରଣରୁ ଭଲ କୁହାଯାଇପାଇପାରିବ ନାହିଁ , ଯାହାପାଇଁ ମହମ୍ମଦ ଶାମୀଙ୍କୁ ଟିମ୍ ରେ ସ୍ଥାୟୀ ବୋଲି ଭାବିବା ଉଚିତ୍ ହେବ ନାହିଁ । ଶମି ଡେଥ୍ ଓଭରରେ ପ୍ରଭାବୀ ବୋଲିଙ୍ଗ୍ କରନ୍ତି ନାହିଁ , ଯେବେ କି ଯୁବା ଖେଳାଳୀ ଟିମ୍ ରେ ଖେଳୁଛନ୍ତି , ସେ ନିଜ ପ୍ରଦର୍ଶନରୁ ଲଗାତାର୍ ପ୍ରମାଣୀତ କରିଛନ୍ତି , ଯେଉଁଥିରେ ଶ୍ରାଦ୍ଧୁଳ ଠାକୁର୍ , ଦୀପକ ଚାହର, ଓ ନବଦୀପ ସୈନି ନାଁ ବି ସାମିଲ୍ ହୋଇଛି , ଏବେ ପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଶାନଦାର୍ ରହିଛି ।

୨) ରବିନ୍ଦ୍ର ଜାଡେଜା : ସ୍ପିନ୍ ଅଲରାଉଣ୍ତର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବାର ନଜର ଆସିଛନ୍ତି , କିନ୍ତୁ ସେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଜାଗା ପାଇନାହାନ୍ତି , ରବିନ୍ଦ୍ର ଜାଡେଜା ଜଣେ ଅଲରାଉଣ୍ତର ଟେଷ୍ଟ ଓ ଏକଦିବସିୟ ଫର୍ମାଟରେ ନିଜକୁ ପ୍ରମାଣୀତ କରିଛନ୍ତି , କିନ୍ତୁ ଯେବେ ଛୋଟ ଫର୍ମାଟର ଖେଳ ଉପରେ ଆସେ ତେବେ ସେ ଭଲ କରିପାରିନାହାନ୍ତି , ରବିନ୍ଦ୍ର ଜାଡେଜା ଏବେ ପର୍ଯ୍ୟନ୍ତ ଟି ଟ୍ୱେଣ୍ଟି ଫର୍ମାଟରେ ୪୬ ଟି ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ସେ ମାତ୍ର ୧୧,୬୪ ଓସତରୁ ୧୬୩ ରନ୍ କରିଛନ୍ତି , ଯାହାର ଷ୍ଟ୍ରାଇକ୍ ରେଟ୍ ମାତ୍ର ୯୮,୭୯ ରହିଛି , ଯାହା ବହୁତ ଖରାପ ମାନାଯାଏ ,

ବୋଲିଙ୍ଗ୍ କଥା କହିଲେ ସେ ଏବେ ପର୍ଯ୍ୟନ୍ତ ୩୧,୨୩ ଓସତରେ ୩୫ ଟି ୱିକେଟ୍ ନେଇଛନ୍ତି । ଜାଡେଜାଙ୍କ ମଧ୍ୟରେ ୭,୧୮ ଇକୋନୋମି ରେଟ୍ ରେ ରନ୍ ଦେଇଛନ୍ତି , ଯାହାର୍ କାରଣରୁ ସେ ଏବେ ଟିମ୍ ରେ ଜାଗା ପାଇନାହାନ୍ତି ତାଙ୍କ ଜାଗାରେ ୱାସିଙ୍ଗଟନ୍ ସୁନ୍ଦର ମଉକା ମିଳିବ , ଯେବେ କି ଅନ୍ୟ ସ୍ପିନର୍ କୁଲଦିପ ଯାଦବ ଓ ୟଜୁବେନ୍ଦ୍ର ଚେହେଲ୍ ପୂର୍ବରୁ ଭାରତୀୟ ଟିମ୍ ର ସ୍ପିନ୍ ବୋଲିଙ୍ଗ୍ ମଜବୁତ୍ ବନାଇଛନ୍ତି ।

ଶିଖର ଧବନ : ସଲାମୀ ବ୍ୟାଟ୍ସମାନ୍ କରୁଥିବା ଶିଖର ଧବନ ଲଗାତାର ନିଜକୁ ପ୍ରମାଣୀତ କରିଛନ୍ତି , କିନ୍ତୁ ଗତ କିଛି ସମୟରୁ ସେ ଛୋଟ ଫର୍ମାଟରେ ରନ୍ କରିବାରେ ସଫଳ ହୋଇନାହାନ୍ତି , ଯାହାର୍ କାରଣରୁ ସେ ଏବେ ଟିମ୍ ରେ ଜାଗା ପାଇପାରିବେ ନାହିଁ , ଶିଖର ଏବେ ଭାରତୀୟ ଟିମ୍ ପାଇଁ ଟିଟ୍ୱେଣ୍ଟି ଫର୍ମାଟରେ ୫୯ ଟି ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ୨୭,୯୩ ଓସତରୁ ୧୫୩୬ ରନ୍ କରିଛନ୍ତି , ଯାହାର ମହଜୁଦା ଷ୍ଟ୍ରାଇକ୍ ରେଟ୍ ୧୨୭,୭୯ ଅଛି ,

ଶିଖର ଧବନ ନିଜକୁ ସୁଧାରିବାକୁ ହେବ , ଏବେ ଧବନ ୯ ଟି ଅର୍ଦ୍ଧଶତକ ଏଥିରେ ଲଗାଇଛନ୍ତି , ଧବନଙ୍କ ଜାଗା ଟିମ୍ ରେ ଖେଲୁଥିବା କେଏଲ୍ ରାହୁଲ୍ ଲଗାତାର ନିଜକୁ ଭଲ ପ୍ରଦର୍ଶନ ଦେଇ ପ୍ରମାଣିତ କରିଛନ୍ତି , ସେ ଟିମ୍ କୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଛନ୍ତି , ଏହା ଛଡା ଶୁଭମନ ଗିଲ୍  ଓ ପୃଥୀ ଶୋ ପରି ଦ୍ରୁତ୍ ରନ୍ କରି ନିଜକୁ ଆଇପିଏଲ୍ ରେ ପ୍ରମାଣୀତ କରିଛନ୍ତି , ଯାହାର କାରଣରୁ ତାଙ୍କ ସ୍ଥାନ ଟିମ୍ ରେ ବିପଦପୁର୍ଣ୍ଣ ରହିଛି ।

Leave a Reply

Your email address will not be published. Required fields are marked *