May 19, 2024

Odia Express

News For Public

ରବି ଶାସ୍ତ୍ରୀ କରିଦେଲେ ଫଇସଲା – କହିଲେ T20 ବିଶ୍ୱକପ୍ ରେ ରିଷଭ ପନ୍ଥ,ଧୋନୀ ଓ ସଞ୍ଜୁ ସାମସନ୍ ଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ – ଦେଖନ୍ତୁ କଣ କହିଲେ ଶାସ୍ତ୍ରୀ…

ଏବେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆର ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ର ପ୍ରସ୍ତୁତି ଜାରି ରଖିଛି , ଯାହାପାଈଁ ଟିମ୍ କୁ ଏକ ଭଲ ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ଦରକାର ଅଛି , ଏବେ ନିଜେ ଭାରତୀୟ ଟିମ୍ ର ମୁଖ୍ୟ କୋଚ୍ ରବିଶାସ୍ତ୍ରୀ କହିଲେ କି ରିଷଭ ପନ୍ଥ ଓ ମହେନ୍ଦ୍ର ସିଂ ଧୋନୀ ଓ ସଞ୍ଜୁ ସାମସନ୍ ରେ କେଉଁ ଟିମ୍ ମ୍ୟାନେଜମେଣ୍ଟ ଆଗକୁ ମଉକା ଦେଇପାରିବେ । ମହଜୁଦା ସମୟରେ ଭାରତୀୟ ଟିମ୍ ର ଏକ ବଡ ସମସ୍ୟା ଅଛି କି ସେ ଭଲ ୱିକେଟ୍ କିପର ପାଇନାହାନ୍ତି , ଯାହା ବିଷୟରେ କଥାବାର୍ତ୍ତାରେ କହିଲେ କି ଆପଣଙ୍କୁ ଏହା ଦେଖିବାର ଅଛି କେଉଁ ନମ୍ବରରେ ବ୍ୟାଟିଙ୍ଗ୍ କରୁଥିଲେ , ଓ କଣ ଭୁମିକା ନିଭାଉଥିଲେ , ଆପଣଙ୍କୁ ଯୁବା ଖେଳାଳୀ ଦରକାର  କିମ୍ବା ଅନୁଭବ ଦରକାର , ଓ ଏହା ଛଡା ଆକ୍ରମକ ଖେଳାଳୀ ବି ବିକଳ୍ପ ଅଛି , ଯେଉଁ ସେହି ନମ୍ବରରେ ଫିଟ୍ ବସୁଥିବ  ଓ ତାଙ୍କୁ ହିଁ ମଉକା ମିଳିବା ଦରକାର ,

ଆପଣଙ୍କୁ ଏହା ବି ଜାଣିବାକୁ ହେବ କିଏ ଜଲଦି ଅଷ୍ଟ୍ରେଲିଆରେ ପରିସ୍ଥିତିକୁ ସାମ୍ନା କରି ତାକୁ ବୁଝି ସେଠାରେ ଭଲ ପ୍ରଦର୍ଶନ କରିବ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୌଡରେ ଏହି ସମୟରେ ମହେନ୍ଦ୍ର ସିଂ ଧୋନୀ ରିଷଭ ପନ୍ଥ ଓ ସଞ୍ଜୁ ସାମସନ୍ ସାମିଲ୍ ଅଛନ୍ତି , ଏଥିରେ କିଏ ବିଶ୍ୱକପ୍ ଖେଲିବ , ତାହା ବିଷୟରେ କହିବା ଜଲଦି ହେବ , କିନ୍ତୁ ନିଜ ଭାରତୀୟ କୋଚ୍ ରବିଶାସ୍ତ୍ରୀ କହିଲେ କି ଯିଏ ନିଜ ତିନି ଜଣ ନାଁ କୁହାଯାଇଛି , ତାଙ୍କ ସମସ୍ତଙ୍କ ପାଖରେ ୫ କିମ୍ବା ୬ ନମ୍ବରରେ ଖେଳିବାର୍ କ୍ଷମତା ଅଛି ,

ସେ ବଡ ସହଜରେ ସଟ୍ ଖେଳିପାରିବେ , ଆପଣଙ୍କୁ ତାଙ୍କ ପାଇଁ ନିରନ୍ତତା , ଅନୁଭବ , ଓ ପରିସ୍ଥିତି କୁ ବୁଝିବା ଖେଳାଳୀ ଦରକାର ଯେବେ ବିଶ୍ୱକପ୍ ଟୀମ୍ ର ଚୟନ କରିବାକୁ ହେବ , ତେବେ ଚୟନ କର୍ତ୍ତା ଏହି ସବୁ କଥାକୁ ଧ୍ୟାନ ରଖିବେ । ଶ୍ରୀଲଙ୍କା ବିପକ୍ଷର୍ ଚାଲୁଥିବା ଏହି ସିରିଜ୍ ରେ ରିଷଭ ପନ୍ଥ ଭାରତୀୟ ଟିମ୍ ପ୍ରଥମ ପସନ୍ଦ ହୋଇଛନ୍ତି , ତାହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିବସୀୟ ସିରିଜ୍ ରେ ପନ୍ଥ ଏକ ମାତ୍ର ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ରହିବେ , ଯେବେ କି ସଞ୍ଜୁ ସାମସନ୍ କାଲି ଗୋଟିଏ ମ୍ୟାଚ ଖେଳି ଥିଲେ ଓ ପ୍ରଥମ ବଲ ରେ ଛକା ମାରିଥିଲେ | ଅବଶ୍ୟ ପରବର୍ତୀ ବଲ ରେ ଆଉଟ ହେଇଥିଲେ ସେ

Leave a Reply

Your email address will not be published. Required fields are marked *