May 10, 2024

Odia Express

News For Public

୨୨ ଫେବୃୟାରୀ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ସିଂହ ଓ ଧନୁ ସମେତ ଏହି ୬ ଟି ରାଶି ଉପରେ ବରଷିବ ଶନିଦେବଙ୍କ କୃପା

ମେଷ ରାଶି : ଆଜି କଥା ଯାଇଥିବା ନିବେଶ ଫାଈଦା ଯୋଗାଇବ , ଓ ସମୃଦ୍ଧି ନେଇକରି ଆସିବ , ଆଜି ଆପଣ କେଉଁ ପୁରୁଣା ପରିଚିତ ଙ୍କ ଠାରୁ ଅଚାନକ ସାକ୍ଷାତ କରିପାରନ୍ତି , ଆପଣଙ୍କ ଧନରେ ବହୁତ ଖର୍ଚ୍ଚ ହୋଇପାରେ , ଆପଣଙ୍କୁ ଭଲ ବଜେଟ୍ ପ୍ଲାନ୍ କରିବାର ଆବଶ୍ୟକତା ଅଛି , ଏଥିରୁ ଆପଣଙ୍କ ଚିନ୍ତା ଦୂର ହୋଇପାରେ , ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ , ଓ ସୁସ୍ଥ୍ୟ ରହିବାପାଇଁ ନିୟମିତ ବ୍ୟାୟାମ କରନ୍ତୁ , ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ଓ ଖାସ୍ ରହିବ ।

ବୃଷ ରାଶି : ଆଜି ଆପଣ ସବୁ କଥାକୁ ଧ୍ୟାନପୁର୍ବକ ଶୁଣିବେ , ଓ କାହାର ବି ଅନାଦାର୍ କରିବେ ନାହିଁ, ଆପଣଙ୍କୁ ବିନା କାରଣରେ ପଇସା ଖର୍ଚ୍ଚ ହେବାରେ ଅଟକ ରହିବା ଉଚିତ୍ , ନହେଲେ ଦରକାରିତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ହୋଇପାରେ , ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ରୁପରେ ଲାଭ ହେବ , ଛୋଟ ସମସ୍ୟା ସହ ବେଶୀ ପଡନ୍ତୁ ନାହିଁ , କାର୍ଯ୍ୟ ଓ ଅନ୍ୟଙ୍କ ସାହାଯ୍ୟ କାରିତା ଓ ଭଲ ଅଭ୍ୟାସ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ , ବିଦେଶ ଯାତ୍ରା ବି ଭଲ ହୋଇପାରେ, ପ୍ରେମୀ ଓ ଜୀବନସାଥୀଙ୍କ ସହ ଆପଣଙ୍କ ବିଚାର ପସନ୍ଦ ଆସିବ ନାହିଁ ।

ମିଥୁନ ରାଶି : ପରିବାର ସଦସ୍ୟ ଙ୍କ ସଂଗତିରେ ଯାତ୍ରାର ଆନନ୍ଦ ଓ ମନକୁ ଶାନ୍ତି ଯୋଗାଇବ , ଜଲଦି ହିଁ ଆପଣ ଶତ୍ରୁଙ୍କୁ ଚିହ୍ନିପାରିବେ । ବିତ୍ତିୟ ଲାଭ ଅର୍ଜନ କରିବା ପାଇଁ ନବିନ ଅବସର ପ୍ରାପ୍ତି କରିପାରିବେ , ବ୍ୟକ୍ତିଗତ ସଂବନ୍ଧରେ ଖୁସି ଓ ଆନନ୍ଦ ପ୍ରାପ୍ତି ହେବ , ପଇସା ପାଇଁ ସମୟ ଠିକ୍ ଅଛି , ଆପଣଙ୍କ ବଜେଟ୍ ଅନୁସାରେ ଖର୍ଚ୍ଚ କରିବେ , ଲମ୍ବା ସମୟରୁ ଅଟକିଥିବା ପଇସା ଓ କର୍ଜ ଆଦି ପରିଶେଷରେ ଆପଣଙ୍କୁ ମିଳିଯିବ , ଏକ ନୁଆ ଅଭ୍ୟାସ ଓ ସଉକ ବିକଶିତ କରିବାପାଇଁ ବିଚାର କରିପାରିବେ ।

କର୍କଟ ରାଶି : କର୍କଟ ରାଶିର ଲୋକଙ୍କର ଭୁଲ୍ ସଙ୍ଗତି କିମ୍ବା ନିଶାର ଅଭ୍ୟାସରୁ ବଞ୍ଚନ୍ତୁ , ଆଜି ଆପଣଙ୍କ ପରିଶ୍ରମ ଓ ଭାଗ୍ୟର ଦୌଡ ବଢିପାଏ , ଆଜି ଆପନଙ୍କ ରାଗ ଉପରେ ପୁରା ଭାବେ କାବୁ ରଖନ୍ତୁ , ଆପଣ କେଉଁ ବିତ୍ତିୟ ଯୋଜନାରେ ଫସି ପାରନ୍ତି , ସେଥିପାଇଁ ସାବଧାନ ରୁହନ୍ତୁ , ନିଜ ବ୍ୟସ୍ତ ଦିନ ଚର୍ଚ୍ଚାରେ କିଛି ସମୟ ବାହାର କରି ସ୍ୱାସ୍ଥ୍ୟକୁ ଠିକ୍ କରନ୍ତୁ , ଆପନଙ୍କ ଘଏ ଧାର୍ମିକ କାର୍ଯ୍ୟ ହୋଇପାରେ, ବେପାରରେ କେଉଁ ନୁଆ ପ୍ରପୋଜାଲ୍ ଆସିପାରେ ।

ସିଂହ ରାଶି : ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ , କର୍ମବ୍ୟସ୍ତ ରହିବ,  ସାମାଜିକ କାର୍ଯ୍ୟରେ ଯିବାର ଅବସର ପ୍ରାପ୍ତି ହେବ , ଜୀବନକୁ ଆହୁରି ଭଲ କରି ଉନ୍ନତିର ପଥରେ ଆଗକୁ ବଢିବେ , ଟିକିଏ ମାନସିକ ଚିନ୍ତା ସାମ୍ନା କରିବାକୁ ପଡିପାରେ , ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଲୋକଙ୍କୁ ପ୍ରଭାବିତ କରିବ ଓ ସଂମ୍ପର୍କ ସ୍ଥାପନ କରାଇବ , ହଜିଯାଈଥିବା ପ୍ରେମ ଲୋକଙ୍କୁ ଫେରିପାରିବେ , ଅଫିସ୍ ଓ ବିଜନେସ୍ ରେ ଆପଣଙ୍କୁ ସାହାଯ୍ୟ ମିଳିବ ।

କନ୍ୟା ରାଶି : ଆଜି କରାଯାଇଥିବା ଯାତ୍ରା ମନୋରଞ୍ଜକ ରହିବ , ପ୍ରେମ ସଂବନ୍ଧିତ ମାମଲାରେ ଦିନ ମିଳାମିଶା ରହିବ , ଓ ଏହା ପ୍ରଭାବି ସିଦ୍ଧି ହେବ , ଆପଣଙ୍କ ଥକାପଣ ଅନୁଭବ କରିପାରନ୍ତି , କର୍ମବ୍ୟସ୍ତ ଜୀବନ ସ୍ଥିତିରେ ଲଗାତାର ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ , ଯଦି କିଛି ଲୋକଙ୍କର ଝଗଡା ଚାଲୁଛି , ତେବେ ଆଜି ଶେଷ ହୋଇଯିବ , ଛାତ୍ରଙ୍କୁ ଚୁନୋତି ର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନରେ ସାମାନ୍ୟ ପ୍ରଭାବ ପକାଇବ , ଆପଣଙ୍କ ଖାଲି ସମୟ ଆନନ୍ଦ ନେଇପାରିବେ

ତୁଳା ରାଶି : ପାରିବାରିକ ବାତାବରଣ ଶାନ୍ତ ରହିବ , ଆସୁଥିବା ଦିନରେ କୋର୍ଟ କଚେରୀ ମାମଲାଏ ପକ୍ଷ ଆପଣଙ୍କ ନ୍ୟାୟରେ ରହିବ , ପରିଶ୍ରମରେ ଉନ୍ନତି ଦେଖିବାକୁ ମିଳିପାରେ , ରୋମାଣ୍ଟିକ୍ ମୁଡ୍ ରେ ଆପଣଙ୍କ ଦିନ ଭଲରେ କଟିବ  ଆଜି ନିଜ ଜୀବନସାଥୀଙ୍କ ସହ ରହସ୍ୟର କଥା ବୁଝାମଣା କରିବେ , ଯଦି ଆପଣଙ୍କ କାର୍ଯ୍ୟସ୍ଥଳ ଉପରେ କେଉଁ ଜିନିଷର ଶଙ୍କା ଅଛି , ତେବେ ବୁଝାମଣା କରନ୍ତୁ , ଓ ବରିଷ୍ଠଙ୍କ ସହ ସ୍ପଷ୍ଟ କରାନ୍ତୁ , ଧନର ବୃଦ୍ଧିର ଅବସର ରୁପରେ ଆପଣ କିଛି ନୁଆ ବ୍ୟବସାୟ କରିପାରନ୍ତି ।

ବିଛା ରାଶି : ଗଣେଷଜୀ କହନ୍ତି କି ଆଜି ଯଦି ଆପଣ ନିଜ ଯୋଜନା ଉପରେ ଆଉଥରେ ବିଚାର କରି କାମ କରିବେ ତେବେ ସଫଳତା ନିଶ୍ଚିତ ମିଳିବ , ଅଧିକାଂଶ୍ କାର୍ଯ୍ୟରେ ଆପଣଙ୍କ ଭଲ ହେବାର ଅଛି , ମହତ୍ତ୍ୱକାଂକ୍ଷାକୁ ସୁଧାରିବାପାଇଁ ପ୍ରୟତ୍ନ କରିପାରନ୍ତି , ଆପଣ ସାମାଜିକ ଓ ବ୍ୟବସାୟିକ ସମାରୋହରେ ସାମିଲ୍ ହେବେ , ଆର୍ଥିକ ପରିସ୍ଥିତିରେ କିଛି ବଡ ସୁଧାର ଆସିପାରେ , ବ୍ୟବସାୟିକ ସମାରୋହରେ ସାମିଲ୍ ହେବେ , ଆର୍ଥିକ ସ୍ଥିତିରେ କିଛି ବଡ ପରିବର୍ତ୍ତନ ହୋଇପାରେ , ଆପଣଙ୍କୁ ତାହା ଦେଖିବାକୁ ମିଳିପାରେ,  ଭଉଣୀର ସହ ମତଭେଦ ହେବା କାରଣରୁ ପାରିବାରିକ ମାହୋଲ୍ ଚିନ୍ତାଗ୍ରସ୍ତ ହୋଇପାରେ ।

ଧନୁ ରାଶି : ଆଜିର ଦିନରେ ଯାତ୍ରାକୁ ସ୍ଥଗିତ ରଖନ୍ତୁ , ଅନୁଭବି ଲୋକଙ୍କର ସହ ସାକ୍ଷାତ କରିପାରିବେ,  ସେୟାର ବଜାରରେ ଟ୍ରେଣ୍ତିଙ୍ଗ୍ ପରି ବିପଦପୁର୍ଣ୍ଣ କାର୍ଯ୍ୟ ଅଛି , ଯଦି ଆପଣ ଚାକିରିପେଶାରେ ଅଛନ୍ତି , ତେବେ ଆରମ୍ଭ ଟିକିଏ ଧିମା ରହିବ , କିନ୍ତୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ , ଲମ୍ବା ସମୟରୁ ରୋଗ ସହ ଯୋଡିହୋଇଥିବା ଜାତକରେ ଆତ୍ମବିଶ୍ୱାସରୁ ରୋଗରୁ ଦୂରେଇବାରେ ସାହାଯ୍ୟ ମିଳିବ , କେଉଁ ଫଇସଲା କିମ୍ବା ସ୍ଥିତି ରୁ ସାମିଲ୍ ନ ହୁଅନ୍ତୁ , ଯେବେ ପର୍ଯ୍ୟନ୍ତ ତାକୁ ଠିକ୍ ଭାବେ ବୁଝିପାରିନାହାନ୍ତି  ।

ମକର ରାଶି : ଆଜି ବିଚାର ଓ ଉର୍ଜାର ଭଲ ପରିଣାମ ସକରାତ୍ମକ ନିର୍ଦ୍ଧେଶକୁ କେନ୍ଦ୍ରିତ କରିବାକୁ ହେବ , ଆପଣଙ୍କ ପ୍ରେମଭରା ଜୀବନରେ ଚିନ୍ତା ଆସିପାରେ , କେଉଁ କାରଣରୁ ନିଜ ସାଥୀ ସହ ଶତ୍ରୁତା କରନ୍ତୁ ନାହିଁ , ଆଲୋଚନା ସାମ୍ନା କରିବାକୁ ପଡିପାରେ , ନିଜ ବିବାହିତ ଜୀବନ ବିଷୟରେ ନିର୍ଣ୍ଣୟ ନେଲେ ଆପଣ ଭ୍ରମିତ ହୋଇପାରନ୍ତି , ଧନ ସଂବନ୍ଧି ମାମଲାରେ ବୁଝାମଣା କରିବେ ।

କୁମ୍ଭ ରାଶି : ଆଜି ଅନ୍ୟଙ୍କ ବିବାଦରେ ପଡିବାରୁ ବଞ୍ଚନ୍ତୁ , ଭଲ ସମାଚାର ମିଳିବା ଦ୍ୱାରା ମନରେ ପ୍ରସନ୍ନତା ବୃଦ୍ଧି ହେବ , ଭଲ ସଫଳତା ହାସିଲ୍ କରିପାରନ୍ତି , ନିଜ ବନାଇଥିବା ବଜେଟ୍ ରେଆପଣଙ୍କୁ ଆଉଥରେ ବିଚାର କରିବାକୁ ହେବ , ନିଜ ମନର ଶୁଣିବେ , ଓ କାର୍ଯ୍ୟ କରିବେ , ଦାମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ୱାସ ବଢିବ , କିଛି କଠିନ ପରିଶ୍ରମ ସହ ପୁର୍ବ ନିୟୋଜିତ ଆପଣଙ୍କ ଲକ୍ଷ୍ୟ ସମୟ ପ୍ରାପ୍ତ କରିବାରେ ସାହାଯ୍ୟ ମିଳିବ , ବେପାର ଓ ରାଜନୀତିରେ ଶତ୍ରୁଙ୍କ ଉପରେ ବିଜୟ ହାସିଲ୍ କରିବେ  ।

ମୀନ ରାଶି ; ଆଜି ବ୍ୟସ୍ତତା ପୁର୍ଣ୍ଣ ଫଇସଲା ନ ନିଅନ୍ତୁ , ନହେଲେ କ୍ଷତି ହୋଇପାରେ । ଆପଣଙ୍କୁ ନିଜ ଆଡକୁ ଦୃଷ୍ଟି ପକାଇବାର ଅବସର ମିଳିବ , ନିଜ ସଂପୁର୍ଣ୍ଣ ବିକାଶ ପାଇଁ କିଛି ଭଲ ନିର୍ଣ୍ଣୟ ନେବାକୁ ହେବ , ଜ୍ଞାନବର୍ଦ୍ଧକ ଏବଂ ରୋଚକ ସାହିତ୍ୟ ପଢିବାରେ ରୁଚି ବଢିବ , ଆପଣ ନିଜ ଜୀବନସାଥୀଙ୍କ ବିଶ୍ୱାସରେ କମି ପାଇବେ , ଯାହା ଦ୍ୱାରା ବୈବାହିକ ଜୀବନରେ ଚିନ୍ତାର ବାତାବରଣ ଆସିପାରେ,  ଛୁଆମାନେ ପରୀକ୍ଷାରେ ସଫଳ ହେବେ , ଯାହାକି ପୁରା ପରିବାର ପାଇଁ ଖୁସିର କଥା ଅଟେ  ।

 

Leave a Reply

Your email address will not be published. Required fields are marked *