May 11, 2024

Odia Express

News For Public

୨୩ ଫେବୃୟାରୀ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୪ ଟି ରାଶିଙ୍କୁ ମନମୁତାବିକ ଇଚ୍ଛାଗୁଡିକ ହେବ ପୁରା , ଯୁକ୍ତି କରିବାରୁ ବଞ୍ଚନ୍ତୁ

୧)ମେଷ ରାଶି : ଆଜି ଆପଣଙ୍କ ଶାରରୀକ ଓ ମାନସିକ ସତେଜତା ସହ କାର୍ଯ୍ୟ କରିବେ , ନିଜ ପ୍ରିୟ ସହ କେଉଁଆଡେ ବୁଲିଯିବାକୁ ମନ ବଳାଇବେ , ଭାବନାତ୍ମକ ହିସାବରେ କାମ କିମ୍ବା ଖାଲି ପଣ ଅନୁଭବ କରିବେ , ଆପଣଙ୍କୁ କେଉଁ ଭଲ ସଂମ୍ପର୍କ ଅନଓପୋଚାରିକ ମୋଡ୍ ରେ ନେଇପାରେ , ସମସ୍ୟା ସୃଷ୍ଟି କରିପାରେ , ନିବେଶ କରିବାରେ ଦିନ ଠିକ୍ ନାହିଁ , ରୋଜଗାର ପ୍ରତି ପ୍ରୟାସ କେଉଁ ପ୍ରଭାବି ବ୍ୟକ୍ତି ସହଯୋଗରେ ସଫଳ ହେବ ।

୨) ବୃଷ ରାଶି : ବୈଚାରିକ ପ୍ରଖରତା ଆଜି ଚରମରେ ରହିବ , ଆପଣଙ୍କ ପାରିବାରିକ ଜୀବନ ଖୁସିମୟ ଓ ଆନନ୍ଦଦାୟକ ରହିବ , ଆପଣଙ୍କ ସ୍ୱାସ୍ଥ୍ୟ ଶୁଭ ରହିବ , ଆପଣଙ୍କ ରଚନାତ୍ମକ ବହୁତ କାରଗର ପ୍ରଖର୍ ରହିବ , ଆପଣଙ୍କ କାମ ପାଇଁ କେହି ଉକଶାଇପାରନ୍ତି , ଯାହାକୁ ନେଇ ବିବାଦ ହୋଇପାରେ , ଘରେ ଅତିଥିଙ୍କ ଆଗମନ ହେବ , ଶୁଭ ସମାଚାର ମିଳିବ , ନିଜ ଧୈର୍ଯ୍ୟ ହରାନ୍ତୁ ନାହିଁ , ଆଜି ଭାଗ୍ୟରେ ବହୁତ ନୁଆ ଅଛି ।

୩) ମିଥୁନ ରାଶି : ଆଜି ଘର ପରିବାର ଖୁସି ନେଇ ଆସିବ , ଓ ଶାନ୍ତିର ମାହୋଲ୍ ବନିରହିବ , ପରିସ୍ଥିତି ରୁ ନିପଟାଇବାପାଇଁ କୁଟନିତି ଉପଯୋଗ କରନ୍ତୁ , ଆର୍ଥିକ ପକ୍ଷ ପାଇଁ ସମୟ ଅନୁକୁଳ ନୁହେଁ , ଅତଃ ସାବଧାନୀ ରଖନ୍ତୁ , ଆଜିର ଦିନ ଆପଣଙ୍କ କାମରେ ପୁରା ଧ୍ୟାନ ଲାଗି ରହିବ , ଏହି ସମୟରେ ପରିଶ୍ରମ ଅଧିକା ଦେଖାଯାଇପାରେ , ମଉଜ ମସ୍ତି ବସ୍ତୁ ନୁଆ ବସ୍ତ୍ରାଭୁଷଣ ତଥା ବାହାନ କିଣାକିଣି କରିପାରନ୍ତି , ପଇସା ସହ ଯୋଡି ହୋଇଥିବା ସମସ୍ୟା ଆଦି ଚିନ୍ତା ବଢାଇପାରେ ।

୪) କର୍କଟ ରାଶି : ଆଜି ଆପଣଙ୍କୁ ସତର୍କ ରହିବାର ଅଛି , ଛୋଟ ପରିମାଣରେ ନୁଆ କାମ ଆରମ୍ଭ କରିବାରେ ସମୟ ଭଲ ରହିବ , ପରିବାରରେ କିଛି ଲୋକଙ୍କ କାରଣରୁ ନିଜ ଇଚ୍ଛାଗୁଡିକ ପୁରା ହୋଇପାରିବ ନାହିଁ , ଆର୍ଥିକ ସଂନ୍ଧର୍ଭ ଧନରେ ଅସୁବିଧା ହୋଇପାରେ , ଆପଣଙ୍କୁ ଅସନ୍ତୋଷ ଲାଗିପାରେ । ଧାର୍ମିକ କାର୍ଯ୍ୟ ପିଛାରେ ପଇସା ଖର୍ଚ୍ଚ ହେବ , କେଉଁ ଫାଲତୁ ବିବାଦରେ ନ ପଡନ୍ତୁ , କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଅନୁଚିତ୍ ।

୫) ସିଂହ ରାଶି ; ଆଜି ଆପଣଙ୍କୁ ବ୍ୟବସାୟରେ କିଛି କଠିନତାର ସାମ୍ନା କରିବାକୁ ପଡିପାରେ , ପ୍ରୟାସ ସଫଳ ହେବ , ଆପଣଙ୍କ ଲୋକପ୍ରିୟତା ବହୁତ ବଢିଯିବ , ପାରିବାରିକ ଜୀବନରେ ଉତଥାନ ପତନ ଦେଖିବାକୁ ମିଳିପାରେ , ଆପଣଙ୍କ ଆମଦାନୀ ବଢିବ , ଯେବେ କି ଖର୍ଚ୍ଚ କମିବ , କିଛି ଏପରି କଥା ଯାହା ଆପଣଙ୍କ ସାମ୍ନାରେ ଆସିବ , ଯାହା ଫାଇଦା ଦେବ , ଶାରରୀକ କଷ୍ଟ କିମ୍ବା ମାନସିକ ଚିନ୍ତା ଅନୁଭବ ହୋଇପାରେ ।

୬) କନ୍ୟା ରାଶି : ଆଜି ଯାତ୍ରା କରିବାରେ ଫାଇଦା ପାଇବେ , ଆପଣଙ୍କୁ ସାବଧାନ ରହିବାକୁ ହେବ , ନହେଲେ ଭାରି ଆର୍ଥିକ ଓ ବ୍ୟବସାୟିକ କ୍ଷତିର ସାମ୍ନା କରିପାରନ୍ତି , ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବାର ଯୋଗ୍ ଅଛି , ଅଧିକା ବ୍ୟସ୍ତ ରହିବେ , ନକରାତ୍ମକ ବିଚାର ଓ ଏମିତି ମାହୋଲ୍ ରେ ଦୁରେଇ ରହିବା ଉଚିତ୍ , କେଉଁ ଆନନ୍ଦଉତ୍ସବ ଭାଗ ନେବାର ଅବସର ପ୍ରାପ୍ତି ହେବ , ବିଦ୍ୟାର୍ଥି ବର୍ଗଙ୍କର ନିଜ କାର୍ଯ୍ୟରେ ସଫଳତା ମିଳିବ ।

୭) ତୁଳା ରାଶି : ଆଜି କେଉଁଠୁ ଅଚାନକ ଧନର ପ୍ରାପ୍ତି ହେବ , ଆପଣଙ୍କ ଜୀବନସାଥୀ ଓ ଛୁଆ ଖୁସିର ସ୍ରୋତ ହେବେ , ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ଟିକିଏ ପ୍ରଭାବିତ ହୋଇପାରେ , ସେହି ଲୋକଙ୍କର୍ ଉପରେ ନଜର ରଖନ୍ତୁ ଯିଏ ଭୁଲ୍ ରାସ୍ତାରେ ନେଇଯାଉଛନ୍ତି , ଆପଣ ନିଜ ମନ ଇଚ୍ଛାରେ କାମ କରିବେ , ତେବେ ପରିବାରର ଚିନ୍ତା ବଢିପାରେ , କେଉଁ କାର୍ଯ୍ୟ ବିଷୟରେ ଆଶଙ୍କା ବଢିବ , ଆଇନଗତ୍ ଅସୁବିଧା ଦେଖାଦେଇପାରେ , କେଉଁ ଆଡୁ ଖୁସିଖବର ମିଳିପାରେ ।

୮) ବିଛା ରାଶି : ଆଜି ମାଙ୍କ ସ୍ୱାସ୍ଥ୍ୟ ସଂବନ୍ଧିତ ଚିନ୍ତା ରହିବ , ଆପଣଙ୍କୁ ଶିଘ୍ର ପଇସା କମାଇବାର ଯୋଜନାରେ ନିବେଶ କରିବାରେ ବଞ୍ଚିବା ଦରକାର । ବନ୍ଧୁମାନେ ସାହାଯ୍ୟ କରିବେ ନାହିଁ । ବିଦ୍ୟାର୍ଥୀଙ୍କ ପାଠ୍ ପଢାରେ ମନ ଲାଗିବ ନାହିଁ , କାରୋବାରରେ ଜବରଦସ୍ତ ଲାଭ ମିଳିବ , କାମର ଲୋଡ୍ ଟିକିଏ ଅଧିକା ହୋଇପାରେ , ଅଚାନକ କେଉଁ କାମକୁ ବନାଇବାପାଇଁ ବ୍ୟବଧାନ ରଖିବେ , ଆପଣ୍ କିଛି ଭୁଲ୍ ଧାରଣା ନେଇପାରନ୍ତି , କେଉଁ ପ୍ରକାରର ଯୁକ୍ତିରେ ଭାଗ ନିଅନ୍ତୁ ନାହିଁ

୯) ଧନୁ ରାଶି : ଆଜି ଆପଣ କେଉଁ ନୁଆ ଜାଗା କିମ୍ବା ବନ୍ଧୁଙ୍କ ସହ ପାଠ ପଢାର୍ ମନ ବଳାଇବେ , ଆପଣଙ୍କୁ ନିଜ ବ୍ୟବସାୟରେ ଦୂର ସ୍ଥାନ ଯାତ୍ରା କରିବାକୁ ପଡିପାରେ , କେଉଁ ଯାତ୍ରା ଫଳ ହିନ ହୋଇପାରେ  ଜୀବନର ସବୁ ସ୍ଥାନରେ ଆପଣଙ୍କୁ ସଫଳତା ମିଳିବ , ଆପଣଙ୍କ ପ୍ରେମ ଭରା ରୋମାଣ୍ଟିକ୍ ଅନ୍ଦାଜ ଦାମ୍ପତ୍ୟ ଜୀବନରେ ନୁଆ ତରଙ୍ଗ ଭରିଦେବ , ଚାକିରି ମାତହତରେ ସହଯୋଗ ମିଳିବ । ପାରିବାରିକ ସୁଖ ଶାନ୍ତି ରହିବ ।

୧୦) ମକର ରାଶି : ଆଜି କାର୍ଯ୍ୟରେ ଫାଟ ଆସିପାରେ , ଆପଣଙ୍କ ପାରିବାରିକ ଜୀବନ ଟିକିଏ ସମସ୍ୟାଗ୍ରସ୍ତ ହୋଇପାରେ , ଚାକିରି ପଇସା ବାଲା ପ୍ରମୋଶନ୍ ମିଳିବାର୍ ସଂମ୍ଭାବନା ଅଛି , ଆପଣ ଦୁଃଖି ହୋଇପାରନ୍ତି । ଛୁଆଙ୍କ ପାଇଁ ଚିନ୍ତା କରିବେ , ପ୍ରେମ ପ୍ରସଂଙ୍ଗରେ ଅନୁକୁଳତା ରହିବ , ସୁଖର ସାଧନରେ ଯୋଡିହେବେ , ଭେଟ କିମ୍ବା ଉପହାରରେ ବ୍ୟୟ ହୋଇପାରେ , ଆଇଟି ଫିଲ୍ମ ସଂବନ୍ଧିତ ଜାତକ ପାଇଁ ଆଜି ର ଦିନ ଭାଗ୍ୟବୃଦ୍ଧି ହେବ ।

୧୧) କୁମ୍ଭ ରାଶି : ଆଜି ନିଜ ମିଜାଜ ଓ ସଂୟମତା ଉପରେ ନିୟନ୍ତ୍ରଣ ରଖନ୍ତୁ , ସବୁ ପ୍ରକାରର ପରିଶ୍ରମ ଓ ଚେଷ୍ଟା ପରେ ବି କିଛି ନା କିଛି କାମ ରହିଯାଇପାରେ , ଭୁଲ୍ କଥାକୁ ଭୁଲ୍ ସମୟରେ କହିବାରୁ ବଞ୍ଚନ୍ତୁ , ଆଜି ପରିବାରରେ କେଉଁ ନୁଆ ଖବର ଚାଲିକରି ଚିନ୍ତା ଲାଗିବ , ନିଜ ନିୟମିତ ଦିନଚର୍ଚ୍ଚାର ପାଳନ କରନ୍ତୁ , ଧନର ଆଗମନ ସଂମ୍ଭାବନା ବଢିବ , ଛାତ୍ରଙ୍କ ପାଇଁ ଆଜିର ଦିନ ଭଲ ଅଛି , ବନ୍ଧୁ ଆପଣଙ୍କୁ ସମସ୍ୟା ବାହାର କରିବାର ସାହାଯ୍ୟ କରିବେ ।

୧୨) ମୀନ ରାଶି ; ଆଜି ଆପଣଙ୍କ ବ୍ୟବହାରରେ ପରିଜନଙ୍କ ହୃଦୟ ଜିତିପାରିବେ , ବାକି ଧନ ବସୁଲି କରିବାରେ ପ୍ରୟାସ ରହିବ , ଭାଗ୍ୟର୍ ସାଥ୍ ରହିବ , ଚାକିରି ଚାହୁଁଥିବା ଲୋକେ ସଫଳ ହେବେ ଅତିରିକ୍ତ୍ ପ୍ରୟାସ କରିବାକୁ ପଡିପାରେ,  ସଂମ୍ପର୍କୀୟଙ୍କୁ ଦେଖା କରିବାରେ ଭଲ ଦିନ ଅଛି , ଗୁରୁଜନ ଓ ବଡ ବୟସ୍କ ଲୋକଙ୍କ ଆଶିର୍ବାଦ ଆପଣଙ୍କ ଉପରେ ରହିବ , ରାଜନୀତିରେ ଉନ୍ନତି ସଂମ୍ଭାବନା ଅଛି , ବୈବାହିକ ଜୀବନ ସୁଖି ରହିବ , କାମ ନହେଲେ ଚିଡଚିଡାପଣ ଲାଗିପାରେ ।

Leave a Reply

Your email address will not be published. Required fields are marked *