May 4, 2024

Odia Express

News For Public

୩୦ ମାର୍ଚ୍ଚ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ମହାଦେବ ରକ୍ଷା କରିବେ ଏହି ୫ ଟି ରାଶିର ଭାଗ୍ୟ, ବନାଇବେ ବିଗଡିଥିବା କାମ ପଢନ୍ତୁ ଆଜିର ରାଶିଫଳ

୧)ମେଷ ରାଶି : ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଛି , କିଛି ମାମଲାରେ ଟିକିଏ ଅତିରିକ୍ତ ସାବଧନତା ରଖିବାକୁ ହେବ , ଆପଣଙ୍କ ମଧ୍ୟରେ କିଛି ଉଗ୍ରତା ଜନ୍ମ ନେବ , ଆପଣ ଏହା ଉପରେ ନିୟନ୍ତ୍ରଣ କରିବାକୁ ହେବ , ବିଦ୍ୟାର୍ଥିଙ୍କ ପାଇଁ ଆଜିର ଦିନ ଶାନଦାର୍ ରହିବ , ଉପହାର ଏବଂ ମିଳିଥିବା ମାନ ସମ୍ମାନ ଦ୍ୱାରା ମନ ପ୍ରସନ୍ନ ରହିବ , ଭାଇଙ୍କୁ କେଉଁ କଥାକୁ ନେଇକରି ମତଭେଦ ହୋଇପାରେ , ଆପଣଙ୍କ ସାମଞ୍ଜସ୍ୟ ବନାଇ ରଖନ୍ତୁ , ଅନ୍ୟଥା ବିବାଦ ବଢିପାରେ ।

୨) ବୃଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଶାନ୍ତିପୁର୍ଣ୍ଣ ରହିବ , ଆଜି ଆପଣ ଶତ୍ରୁଙ୍କ ସମୁଳ ନଷ୍ଟ କରିବାରେ ସକ୍ଷମ ହେବେ , ଲଭ୍ ପ୍ରପୋଜାଲ୍ ମାମଲାରେ ସଫଳତା ପ୍ରାପ୍ତି କରିବେ , ପଇସା ମାମଲାରେ ସାବଧାନ ରୁହନ୍ତୁ , ମନରେ ଅଧିକା ଉର୍ଜ ଅନୁଭବ ହେବ , ନିର୍ଣ୍ଣୟ ନେବାରେ ଆତ୍ମବିଶ୍ୱାସ ରହିବ , କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ , ଆଜି ଆପଣଙ୍କୁ ପରିବାର ସହ ସମୟ ବିତାଇବାର ମଉକା ମିଳିବ , ଆଜି ଆପଣ କାହା ସହ କଥାବାର୍ତ୍ତା କରିବାରେ ସାବଧାନ ରଖନ୍ତୁ ।

୩) ମିଥୁନ ରାଶି : ଆଯି ଆପଣ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ବ୍ୟବସାୟୀ ଘାଟାରେ ରହିବେ , ଆପଣ ଚିଡଚିଡା ଅନୁଭବ କରିବେ , କିନ୍ତୁ ଆପଣଙ୍କୁ ଶାନ୍ତ ଓ ସଂୟମ ରଖିବାର ଦରକାର ଅଛି , ଜଲଦି ହିଁ ସବୁକିଛି ଠିକ୍ ହୋଇଯିବ , ଜୀବନସାଥୀ ଓ ଛୁଆଙ୍କ ଅତିରିକ୍ତ ସ୍ନେହ ଓ ସହଯୋଗ ମିଳିବ , କିଛି ଜିନିଷରେ ଆପଣଙ୍କୁ ଚିନ୍ତା ଅନୁଭବ କରିପାରନ୍ତି , ଆପଣଙ୍କ ମନରେ ଶାନ୍ତ କରନ୍ତୁ , କାମକାର୍ଯ୍ୟରେ ଆଜି ଅଧିକା କଠିନତା କାମ ପୁରା ହୋଇଯିବ , ଆମଦାନୀ ତୁଳନାରେ ବ୍ୟୟ ଅଧିକା ହେବ ।

୪) କର୍କଟ ରାଶି : ଆଜି ଆପଣ କିଛି ସମ୍ବେଦନଶୀଳ ସ୍ଥିତିର ସାମ୍ନାକରିବାକୁ ପଡିପାରେ , ଆବାସ ସଂବନ୍ଧି ଯୋଜନା ହେବ , ନିଜ ସ୍ୱାସ୍ଥ୍ୟ ଅଣଦେଖା କରନ୍ତୁ ନାହିଁ , ଓ ମୌସୁମ ଜନିତ ରୋଗ ପାଇଁ ସାବଧାନ ରୁହନ୍ତୁ , ଦାମ୍ପତ୍ୟ ଜୀବନରେ ବିବାଦ ହେବାର ଆଶଙ୍କା ଅଛି, ଏଥିପାଇଁ ସଚେତନ ରୁହନ୍ତୁ , ଭାବନାତ୍ମକ ରୁପରେ ଆପଣ ଦବି ରହିବେ , ନିଜ ଭାବନାକୁ ଖୋଲିକରି ବ୍ୟକ୍ତ କରିବାର ସମୟ ଅଛି, ଆଜି ଆପଣ ନିଜ ମଧ୍ୟରେ ଲୁକ୍କାଇତ ହୋଇଥିବା ପ୍ରତିଭା ସାମ୍ନାରେ ଆଣିବାରେ ସଫଳ ରହିବେ ।

୫) ସିଂହ ରାଶି : ଚାକିରି ଓ ବିଜନେସ୍ କ୍ଷେତ୍ରରେ ଚିନ୍ତା ବଢିପାରେ , ପାରିବାରିକ ସଂବନ୍ଧରେ ସୌହାର୍ଦପୁର୍ଣ୍ନ ରହିବ , ସ୍ୱାସ୍ଥ୍ୟ ଠିକ୍ ରହ୍ବ,  କିନ୍ତୁ ନିଜ ଆହାର ଓ ଦିନଚର୍ଚ୍ଚାରେ ଧ୍ୟାନ ଦିଅନ୍ତୁ , ଅବିବାହିତ ଲୋକଙ୍କ ପାଇଁ ରୋମାନ୍ସ୍ କରିବାର ଅବସର ମିଳିବ,  ଶାରରୀକ ରୁପରେ ଶିଥିଳତା ଓ ଆଳସ୍ୟ ରହିବ , ଆପଣ ନିଜ କାର୍ଯ୍ୟକୁ ନେଇକରି ଚିନ୍ତିତ ରହିବେ , ଜୀବନସାଥୀଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଆପଣଙ୍କ ଇମାନଦାରି ଓ ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କୁ ସଫଳତା ଦେବାକୁ ପ୍ରମାଣିତ ହୋଇପାରେ ।

୬) କନ୍ୟା ରାଶି : ଆଜି ଆପଣଙ୍କୁ ଶାରରୀକ କଠିନତା ଦେଖିବାକୁ ମିଲିପାରେ , ସାମାଜିକ କାର୍ଯ୍ୟ କିମ୍ବା ରାଜନୀତି ସହ ଯୋଡି ହୋଇଥିବା ଲୋକ କିଛି ମହତ୍ତ୍ୱପୁର୍ଣ୍ଣ ଉପଲ୍ଲବ୍ଧି ହାସିଲ୍ କରିବେ , ଲମ୍ବା ସମୟରୁ ପରିବାର ଲୋକଙ୍କ୍ ସହ ସୁଖଦ ସମୟ ବ୍ୟତିତ ହେବ , ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ , ଆପଣଙ୍କ ସାଥିରେ ବିନା କେଉଁ ଅପେକ୍ଷା ସଂମ୍ପର୍କରେ ଯୋଗଦାନ କରିବାର ଦିନ ଅଛି , କଠିନ ପରିସ୍ଥିତିରେ ସଠିକ୍ ନିର୍ଣ୍ଣୟ ନେଇପାରନ୍ତି , ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

୭) ତୁଳା ରାଶି : ନିଜଲକ୍ଷ୍ୟରେ ଫୋକସ୍ ରଖନ୍ତୁ , ଯେଉଁ କାମରେ ଯୋଡି ହୋଇଛନ୍ତି ତାଙ୍କ ଉପରେ ଭରସା ବନାଇବାର ଦରକାର ଅଛି , ପାରିବାରିକ ଜୀବନରେ ଜୀବନସାଥୀ ତଥା ଭାଇ ଭଉଣୀଙ୍କ ସହ ମତାନ୍ତର ହୋଇପାରେ , ଫାଲତୁ କାମରେ ଆପଣଙ୍କ ଉର୍ଜା ଖର୍ଚ୍ଚ ହୋଇପାରେ , ଭାଇଙ୍କ ସଂମ୍ପତ୍ତିକୁ ନେଇକରି ବିବାଦ ହୋଇପାରେ , ଗୁପ୍ତ ଶତ୍ରୁଙ୍କ ଦ୍ୱାରା ଧନ ସଂବନ୍ଧି କ୍ଷତି ପହଞ୍ଚାଇଯାଇପାରିବ , ମନରେ ଚାଳି ଆସୁଥିବା ଅନିଶ୍ଚିତତା ଭାବନା ଆଜି ସମାପ୍ତ ହେବ ।

୮) ବିଛା ରାଶି : ଆଯି ଆପଣ ନିଜକୁ ଥକା ହେଲାପରି ଅନୁଭବ କରିବେ । ଓ ଦିନ ଚର୍ଚ୍ଚାରେ ସନ୍ତୁଳନ ରଖିବାର ଆବଶ୍ୟକତା ଅଛି , ଭାଇ ଭଉଣୀ ମିତ୍ରଙ୍କ ସହ ମିଳାମିଶା ରହିବ , ଦିନର ଆରମ୍ଭ ଜିନିଷ ଯୋଜନା ଅନୁସାରେ ଘଟିତ ହୋଇପାରିବ ନାହିଁ , ଜୀବନସାଥୀ ସହ ସଂବନ୍ଧରେ ସୁଧାର ହେବାର ସଙ୍କେତ ମିଳୁଛି , ନୁଆ ଯୋଜନା ବନାଇବାରେ କ୍ରିୟାନୟନ କରିବେ , ନିଜ ସ୍ୱଭାବ ଓ ବ୍ୟବହାର ନିୟନ୍ତ୍ରଣ ରଖନ୍ତୁ , ନହେଲେ ଆଜି ଆପଣ କେଉଁ ଚିନ୍ତାରେ ପଡିପାରନ୍ତି , ପ୍ରତିଧ୍ୱନ୍ଧୀଙ୍କ ଉପରେ ଆଜି ଆପଣଙ୍କ ଉପରେ ହାବି ହୋଇପାରେ ।

୯) ଧନୁ ରାଶି : ପରିବାର ସହ ଆଜି ଉପରେ ବନି ରହିବ , ଆଜି ଆପଣ କିଛି ରଚନାତ୍ମକ ଚରମରେ ରହିବ , କିନ୍ତୁ ବିତ୍ତିୟ ପ୍ରେସରରେ ରହିବେ , ବୋଧେ ଆପଣଙ୍କୁ ଜଣାନଥିବ ଆପଣଙ୍କ ସକରାତ୍ମକ ବ୍ୟବହାର ଆପଣଙ୍କ କାମ ଦେଖାଯିବ , କିଛି ମାମଲା ରେ ଛୋଟବିବାଦ ହୋଇପାରେ,  ଟିକିଏ ବୁଝିବିଚାରି ହିଁ କୁହନ୍ତୁ , ସନ୍ତାନଙ୍କ ଭବିଷ୍ୟକୁ ନେଇ ଯୋଜନା କରିବେ , ଓ ତାହା ସାକାର କରିବେ , ଆଜି ଆପଣଙ୍କୁ ଲାଗିବ କି ଆପଣଙ୍କ ହାତରେ କିଛି ଅନମୋଲ ସୁଚନା ଲାଗିଯାଇଛି ।

୧୦) ମକର ରାଶି : ଘରର ବାତାବରଣ ବି ଶାନ୍ତିଦାୟକ ହେବ , ଆପଣଙ୍କ ସଂମ୍ପତ୍ତି ସହ ଯୋଡି କାର୍ଯ୍ୟ ଆଜି ଗତି କରିବାର ଦେଖାଦେବ , ଦିନରେ କିଛି ଆରାଂଅ କରିବେ , ଆପଣ ସ୍ୱୟଂ ନିଜ ପାଇଁ ୟଶ କିର୍ତ୍ତି ଅର୍ଜିତ କରିବେ , ଆପଣ ସକରାତ୍ମକ ବିକାଶ ହେବ , ସଂବନ୍ଧରେ ସମୟ ଦେବା ଓ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବାର ଆବଶ୍ୟକତା ଅଛି , ମନରେ ଅଜଣା ଭୟ ରହିବ , ତଥା ମନ ଉଦାସ ହୋଇପାରେ , କାର୍ଯ୍ୟ କରିବା ଦ୍ୱାରା ଉର୍ଜା କମି ଆସିବ ।

୧୧) କୁମ୍ଭ ରାଶି : ଆଜି ଆପଣ ବହୁତ ବ୍ୟବହାରିକ ଓ ଯଥାର୍ଥପରକ ରହିବେ , ଲମ୍ବା ସମୟରୁରୋଗରେ ଥିଲେ ଜାତକରେ ଆତ୍ମବିଶ୍ୱାସ ତାଙ୍କୁ ରୋଗରୁ ପାର୍ କରିବାରେ ସାହାଯ୍ୟ କରିବ , ମିତ୍ର ବର୍ଗ ଓ ବିଶେଷ କରି ସ୍ତ୍ରୀ ମିତ୍ରଙ୍କ ତରଫରୁ ଲାଭ ମିଳିବ,  ଆପଣଙ୍କ ପାଖରେ ଦାୟିତ୍ୱ ପର୍ଯ୍ୟାପ୍ତ ରହିପାରେ , କିନ୍ତୁ ତାହା ପୁରା କରିବାରେ ପ୍ରେସର୍ କମ୍ ରହିବ , ଜୀବନସାଥୀ ଙ୍କ ବୈଚାରିକ ମତଭେଦ ହୋଇପାରିବ , ଆପଣଙ୍କୁ କେଉଁ ପ୍ରକାରର୍ ବିବାଦରେ ପଶିବା ଦରକାର ନାହିଁ

୧୨) ମୀନ ରାଶି : ଆଜି ମାତାଙ୍କ ତରଫରୁ ଲାଭ ମିଳିବ , ଆପଣଙ୍କ ଶତ୍ରୁ ଆପଣଙ୍କ ବିପକ୍ଷରେ ଗୁପ୍ତ ରୁପରେ କାମ କରିପାରିବେ , ଓ ଚିନ୍ତା ଦେଇପାରନ୍ତି , ଟିକିଏ କନଫ୍ୟୁଜନ୍ ଓ ଭୁଲ୍ ବୁଝାମଣା ସ୍ଥିତି ହୋଇପାରେ,  ଗୃହ ସାଜସଜ୍ଜା କାର୍ଯ୍ୟରେ ନେବେ , ଆପଣଙ୍କ ଆତ୍ମବିଶ୍ୱାସ ଲଗାତାର ବଢିବ , କାର୍ଯ୍ୟ କରିବାରେ ଭରପୁର ଉର୍ଜାର ଅନୁଭବ ହେବ , ନିଆଯାଇଥିବା ନିର୍ଣ୍ଣୟ ସଠିକ୍ ହେବ , କେଉଁ ସଂବେଦନ ଶୀଳ ସ୍ଥିତିରେ ଆପଣଙ୍କୁ ଆତ୍ମବିଶ୍ୱାସ ସଫା ବଞ୍ଚାଇବାବାହାର କରିବେ ।

Leave a Reply

Your email address will not be published. Required fields are marked *