May 4, 2024

Odia Express

News For Public

୩୧ ମାର୍ଚ୍ଚ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ବଜରଙ୍ଗବାଲିଙ୍କ ଆଶିର୍ବାଦରୁ ମାସର ଶେଷ ଦିନରେ ଏହି ୬ ଟି ରାଶିର ପୁରା ହେବ ମନୋକାମନା

ମେଷ ରାଶି : ଯୋଗ ଓ ଆଧ୍ୟାତ୍ମିକ କ୍ଷେତ୍ରର ଲୋକଙ୍କ ପାଇଁ ଆଜିର ଦିନ ଉତ୍ତମ ରହିବ , ବରିଷ୍ଠ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଲାଭ ପାଇବାପାଇଁ ଅତିରିକ୍ତ ପ୍ରୟାସ କରିବେ , ଆପଣଙ୍କୁ ପରିବାରର ସାଥ୍ ମିଳିବ , ଜୀବନସାଥୀ ସହ ବୈଚାରିକ ମତଭେଦ ହୋଇପାରେ , କିନ୍ତୁ ଆପଣ ନିଜ ବୁଦ୍ଧି ଖଟାଇ ପରିବାର ମଧ୍ୟରେ ସାମଞ୍ଜସ୍ୟ ବନାଇ ରଖିପାରିବେ , ଆଜି ଯେତେ ସଂମ୍ଭବ ହୋଇପାରିବ ସମୟରେ ଆପଣ ନିଜ ମିତ୍ର କିମ୍ବା ପରିବାରଙ୍କ ସଂଗତିରେ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ

ବୃଷ ରାଶି : ଆଜି ଆପଣଙ୍କୁ କିଛି ମହତ୍ତ୍ୱପୁର୍ଣ୍ଣ ଅବସର ମିଳିପାରିବ , ଚାକିରିରେ ଲାଭଦାୟକ ସମାଚାର ମିଳିବ , ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ କେଉଁ ନିବେଶରେ ଲାଭପ୍ରାପ୍ତି କରାଇବ , ଓ ମନ ସନ୍ତୁଷ୍ଟ ଏବଂ ଶାନ୍ତ ରହିବ , ଆପଣଙ୍କ ବୁଝାମଣା ଓ ଅନୁଭବରୁ ଭାଗ୍ୟୋନ୍ନତି ପ୍ରୟାସ ସଫଳ ହେବ , ଶଶୁରଘରରୁ ପୁର୍ଣ୍ଣ ସହଯୋଗ ପ୍ରାପ୍ତି କରିବେ , ଆପଣଙ୍କ ଇଚ୍ଛା କେଉଁ ଆଡେ ବୁଲିବାକୁ ହେବ , କିନ୍ତୁ କେଉଁ କାରଣବଶତଃ ଆପଣଙ୍କ ଇଚ୍ଛା ପୁରା ହୋଇପାରିବ ନାହିଁ ।

ମିଥୁନ ରାଶି : ଆଜି ଆପଣଙ୍କୁ ଧନ ଲାଭ ହେବାର ସଂମ୍ଭାବନା ଅଛି  ଆପଣ ଓ ଆପଣଙ୍କ ପରିବାର ସଦସ୍ୟଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଆନନ୍ଦ ନେବାରେ ସଂମ୍ଭାବନା ଅଛି , ଯେଉଁଥିରେ କିଛି ବଡ ଚିନ୍ତା ରହିବ ନାହିଁ , ମାତା ପିତାଙ୍କ ସହ ସମୟ ଅତିବାହିତ୍ କରିବେ , ଯାହାର କାରଣରୁ ଖୁସିର ମାହୋଲ୍ ରହିବ , ଦିନର ଉତ୍ତରାର୍ଦ୍ଧରେ କିଛି କଠିନ ଫଇସଲା ନେବାକୁ ପଡିପାରେ , ସେମିତି ଭାଗ୍ୟ ଆଜି ଆପଣଙ୍କ ସାଥିରେ ଅଛି , ଆପଣଙ୍କୁ ଅଧିକା ଧ୍ୟାନ କାର୍ଯ୍ୟ ପୁରା କରିବାରେ ଦେବାକୁ ହେବ ।

କର୍କଟ ରାଶି : ଆଜିର ଦିନ ଆପଣଙ୍କ ପାଇଁ ଘଟଣାପ୍ରଧାନ ରହିପାରେ , ଆୟରେ ଅନିୟମିତତା କାରଣରୁ କିଛି ଚିନ୍ତା ବଢିପାରେ , ଜୀବନରେ ଦ୍ରୁତ ଗତିରେ ଆପଣଙ୍କୁ ନିଜ ପରିବାର ଓ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିପାରେ , କେଉଁ ପ୍ରକାରର ବଡ ଫଇସଲା ନିଅନ୍ତୁ ନାହିଁ , ସୁଚାରୁ ରୁପରେ ଚାଲିଥିବା କାର୍ଯ୍ୟରେ ବାଧା ଆସିବ , ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ , ନିଜ ତରଫରୁ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ ରାଶି : ଆଜି ଆପଣଙ୍କ ଭାଷା ଶୈଳୀ ବହୁତ ପ୍ରଭାବଶାଳୀ ହେବ , ଆପଣଙ୍କ ବହୁତ ପ୍ରସିଦ୍ଧି ରହିବ , କେଉଁ କାମ ପାଇଁ ସୀମା ତୟ କରନ୍ତୁ , ଓ ନିଜକୁ ନିୟନ୍ତ୍ରଣ ରଖନ୍ତୁ , ଆପଣ ଯୋଗ୍ୟ ଲୋକଙ୍କ ସହ ସ୍ଥାୟୀ ବନ୍ଧୁତା ରଖିପାରିବେ , ଚାକିରି କ୍ଷେତ୍ରରେ ଟିକିଏ ପ୍ରେସର୍ ଅନୁଭବ କରିପାରନ୍ତି , ମନରେ ପ୍ରସନ୍ନତା ବନି ରହିବ , ତଥା ଆତ୍ମବିଶ୍ୱାସ ରହିବ , ଆଜି ଆପଣ ନିଜ ସବୁ ଭାଗ୍ୟର ଲାଭ କମାଇବେ , ନିଜ ଲକ୍ଷ୍ୟକୁ ପୁରା କରିବାରେ ଚେଷ୍ଟା କରୁଥିବାର ନଜର ଆସିବେ ।

କନ୍ୟା ରାଶି : କାର୍ଯ୍ୟରେ ସଫଳତା ଓ ଯଶ ମିଳିବା ଦ୍ୱାରା ଉତ୍ସାହ ବଢିବ , କେଉଁ ବି ନିବେଶ କରିବାକୁ ପୁର୍ବରୁ କେଉଁ ଜାଣିଥିବା ବ୍ୟକ୍ତିର ଉପଦେଶ ନିଅନ୍ତୁ , ପ୍ରତିଦ୍ୱନ୍ଧୀଙ୍କ ଆପଣଙ୍କୁ କ୍ଷତି ପହଞ୍ଚାଇପାରିବେ ନାହିଁ , ପରିଜନ ଓ ସନ୍ତାନଙ୍କ ସହ ମତାନ୍ତର ହେବାର ଘଟଣା ହୋଇପାରେ , ଇଶ୍ୱରଙ୍କ ଆସ୍ଥା ପ୍ରଗାଢ ରହିବ, ପାଚନ ସଂବନ୍ଧି ରୋଗ ଚିନ୍ତାର କାରଣ ହେବ , ସଂମ୍ପତ୍ତି ରୁ ଯୋଡି ହୋଇଥିବା ବିବାଦ ଦୁରେଇବାକୁ ଚେଷ୍ଟିତ ରହିବେ , ବିପରୀତ୍ ଲିଙ୍ଗିୟ ବ୍ୟକ୍ତିଙ୍କ ସହ ଘନିଷ୍ଠତା ବଢିବ ।

ତୁଳା ରାଶି : ଆଜିର ଦିନ ଆପଣଙ୍କ ପାଇଁ ଉର୍ଜାରେ ଭରା ରହିଛି , ଆପଣଙ୍କ ଆର୍ଥିକ ସ୍ଥିତିରେ ମଜବୁତି ଆସିବ , ପ୍ରେମ ସଂବନ୍ଧରେ କିଛି ବିବାଦସ୍ପଦ ଘଟଣାକ୍ରମ ସାମ୍ନାକୁ ଆସିବ , ଅତଃ ସାବଧନତା ରୁ ଆଚରଣ କରନ୍ତୁ , ଘରୋଇ ସୁଖ ସୁବିଧା ଜିନିଷ ଉପରେ ଅଧିକା ଖର୍ଚ୍ଚ କରନ୍ତୁ ନାହିଁ , କାର୍ଯ୍ୟ କରିବାରେ ଭରପୁର୍ ଉର୍ଜା ଅନୁଭବ ହେବ , ନିର୍ଣ୍ଣୟ ନେବାର କ୍ଷମତା ଅତ୍ୟାଧିକ ବଢିଯିବ , ଆଜି ଆପଣଙ୍କୁ ନିଜ ଅଧିକାଂଶ ଗତିବିଧିରେ ଭାଗ୍ୟର ସାଥ୍ ମିଳିବ ।

ବିଛା ରାଶି : ବେପାର କରୁଥିବା ଲୋକଙ୍କୁ ବେପାରରେ କ୍ଷତି ହୋଇପାରେ , ଘରେ କିଛି ଚିନ୍ତାଜନକ ସ୍ଥିତି ଉପୁଜିପାରେ , ଏଥିପାଇଁ କେଉଁ ପ୍ରକାର ଯୁକ୍ତିରୁ ଦୁରେଇ ରୁହନ୍ତୁ , ବହୁତ ମଉକା ଏମିତି ରହିବ ଯେଉଁଥିରେ ଆପଣଙ୍କୁ ସଫଳତାର ସ୍ୱାଦ ମିଳିବ , ଜୀବନସାଥିଙ୍କ ଦ୍ୱାରା କିଛି ନୁଆ ରୁକ୍ଷ୍ୟ ବ୍ୟବହାର କରାଯିବ , ଆପଣଙ୍କୁ ପ୍ରେମରୁପକ ବ୍ୟବହାର କରିବାର ଅଛି , ବାପାଙ୍କ ସ୍ୱାସ୍ଥ୍ୟର ଚିନ୍ତା ବଢିପାରେ , ଖର୍ଚ୍ଚର ଯୋଗ ହେଉଛି , ଆଜି ଆପଣଙ୍କୁ ସୁସ୍ତାନେ ର ଟିକିଏ ବି ଅବସର ମିଳିବ , ତେବେ ବ୍ୟର୍ଥ ହରାନ୍ତୁ ନାହିଁ ।

ଧନୁ ରାଶି : ଆଜି ଆପଣଙ୍କ ପାଇଁ ଦିନ ଚ୍ୟାଲେଞ୍ଜପୁର୍ଣ୍ଣ ଅଛି ,କିଛି ଅଜଣା ସମସ୍ୟା ଆପଣଙ୍କ ସାମ୍ନାରେ ଆସିପାରେ , ଆକ୍ରମତତାରୁ ବଞ୍ଚନ୍ତୁ , ଅସୁରକ୍ଷତା ଭାବନା ଆଣିବାକୁ ଦିଅନ୍ତୁ ନାହିଁ , ଅନିୟମିତତା କାରଣରୁ ଆର୍ଥିକ କ୍ଷତି ହେବାର ସଂମ୍ଭାବନା ଅଛି , କେଉଁ ଯାତ୍ରାକୁ ସ୍ତଗିତ କରିବା ଉଚିତ୍ ହେବ , ଆପଣଙ୍କ କାର୍ଯ୍ୟ କରିବାର କ୍ଷମତା ବଢିବ , ଜୀବନସାଥୀଙ୍କ ବୈଚାରିକ ମତଭେଦ ବନିବ , କିନ୍ତୁ ନିଜ ବୁଦ୍ଧି ବିବେକ ରୁ ପ୍ରେମପୁର୍ଣ୍ଣ ବାତାବରଣ ବନାଇପାରିବେ ।

ମକର ରାଶି : ଆଜି ଆପଣଙ୍କ ପାଇଁ ଦିନଟି ସୁସ୍ତିଆ ଅଛି , ଏହି କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି , ଆପଣଙ୍କ ଏକାଗ୍ରତାରେ କିଛି ସମସ୍ୟା ଆସିପାରେ , ଆପଣଙ୍କ ପ୍ରତିଧ୍ୱନ୍ଧୀ ଗତିବିଧିଗୁଡିକ ରୁ ଚିନ୍ତାକରିପାରନ୍ତି , ବିତ୍ତିୟ ବାଧାକୁ ଅନୁଭବ କରିବେ , ନିଜ ବିଚାର ଓ କଳ୍ପନାରେ ଆପଣ ବାସ୍ତବିକତା ରୁ ଦୁରେଇବାକୁ ଚେଷ୍ଟା କରିବେ , ମାତାଙ୍କ ସହଯୋଗ ମିଳିପାରିବ , କିନ୍ତୁ ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କୁମ୍ଭ ରାଶି : ଆଜି ଆପଣ ନୁଆ ଯୋଜନା ବନାଇବେ , ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ , ଆଜିର ଦିନ ମିଶ୍ରିତ ପରିଣାମଦାୟକ ରହିବ , ଜୀବନସାଥିଙ୍କ ସ୍ୱାସ୍ଥ୍ୟର ଚିନ୍ତା ଆପଣଙ୍କୁ ଚିନ୍ତାର୍ ପକାଇବ , ବର୍ତ୍ତମାନ ଆପନଙ୍କ ଦିମାଗ ବହୁତ ସକ୍ରିୟ ଅଛି , ଏଥିପାଇଁ ବୌଦ୍ଧିକ ସଂବନ୍ଧି କାର୍ଯ୍ୟ ଆପଣ ଭଲରେ କରିପାରିବେ , ଅସଞ୍ଜମସ୍ୟ କାରଣରୁ ମାନସିକ କଷ୍ଟ ହୋଇପାରେ , ସଂବନ୍ଧିଙ୍କ ସହ ମତାନ୍ତର ହୋଇପାରେ , ଆଜି ନକରାତ୍ମକ ଭାବନା ଓ ଆପଣଙ୍କ ପାଇଁ ଅଧିକା ପ୍ରତିକୂଳ ପ୍ରମାଣିତ ହୋଇପାରେ ।

ମୀନ ରାଶି : ଆର୍ଥିକ ଯୋଜନାଗୁଡିକରେ ଲାଭ ପ୍ରାପ୍ତି ହେବ , କିଛି ମାମୁଲି ମୁଦ୍ଧାରେ ଘରୋଇ ମୋର୍ଚ୍ଚା ଉପରେ ଯୁକ୍ତି ହୋଇପାରେ , ଆଜି ଆପଣଙ୍କୁ ନୁଆ କାର୍ଯ୍ୟ ମିଳିବାର ସଂମ୍ଭାବନା ଅଛି ସନ୍ତାନଙ୍କ ସାହାଯ୍ୟରେ ପ୍ରାପ୍ତି ହେବ , ଆପଣଙ୍କ କିଛି ଭୌତିକ ବସ୍ତୁ ପ୍ରାପ୍ତି ଉପରେ ଖର୍ଚ୍ଚ କରିବେ , କେଉଁ ବି ପରିସ୍ଥିତିରେ ସଠିକ୍ ନିର୍ଣ୍ଣୟ ନେଇପାରିବେ , ଆଜି ଆପଣଙ୍କୁ ବୁଝିବିଚାରି ଓ କିଛି ମଉକାରେ ଜଲଦି ଫଇସଲା ନେବା ଦରକାର ପଡିପାରେ , ଅନ୍ୟଥା ଆପଣଙ୍କ ପାଖରେ ଆସିଥିବ କିଛି ବଡ ମଉକା ହରାଇପାରନ୍ତି ।

Leave a Reply

Your email address will not be published. Required fields are marked *