April 29, 2024

Odia Express

News For Public

ଏହି ୩ଟି ଅଭ୍ୟାସ ଥିବା ଲୋକମାନେ ହୋଇଥାନ୍ତି ଶିବଙ୍କର ପ୍ରିୟ, ଭୋଳାନାଥ ରଖନ୍ତି ଏମାନଙ୍କର ବିଶେଷ ଧ୍ୟାନ..

1 min read

କୁହନ୍ତି ଏହି ସମୁଦାୟ ବିଶ୍ବରେ ତିନି ଲୋକରେ ସବୁଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି- ବ୍ରହ୍ମା, ବିଷ୍ଣୁ ଓ ମହେଶ। ଏହି ତିନିଙ୍କ ମଧ୍ୟରେ ମଧ୍ୟ ମହେଶ ମାନେ ଭଗବାନ ଶିବଙ୍କୁ ସବୁଠାରୁ ଅଧିକ ପୂଜା କରାଯାଏ। ଏହାର କାରଣ ଏହା ଯେ ଶିବ ଭଗବାନଙ୍କର ନିଜର ଭକ୍ତଙ୍କ ଠାରେ ଖାସ ସମ୍ପର୍କ ହୋଇଥାଏ। ସେ ନିଜର ଭକ୍ତଙ୍କୁ କେବେ ନିରାଶ ହେବାକୁ ଦିଅନ୍ତି ନାହିଁ । କିନ୍ତୁ ଆପଣ ଦେଖିଥିବେ ଯେ ଅନେକ ଲୋକଙ୍କୁ ଶିବ ଭଗବାନଙ୍କର ଲକ୍ଷେ ପୂଜା କରିବା ପରେ ମଧ୍ୟ ମନ ମୁତବକ ଫଳ ମିଳିନଥାଏ। କିନ୍ତୁ କିଛି ଲୋକଙ୍କୁ ଅଳ୍ପ ପୁଆଜ କରିବା ପରେ ମଧ୍ୟ ସବୁ କିଛି ମିଳିଯାଏ ।ପ୍ରକୃତରେ ଶିବ ଭଗବାନ କେବଳ ସେହି ଲୋକଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଯାହାଙ୍କ ପାଖରେ କିଛି ବିଶେଷ ଉତ୍ତମ ପ୍ରକୃତି ଥାଏ। ଯଦି ଆପଣଙ୍କ ଭିତରେ କୌଣସି ଖରାପ ଅଭ୍ୟାସ ରହିଛି ତେବେ ଶିବ ଭଗବାନ ଆପଣ ଉପରେ ଅଧିକ ଧ୍ୟାନ ଦେବେ ନାହିଁ। ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ଅଭ୍ୟାସ ଜଣେଇବାକୁ ଯାଉଛୁ ଯାହାକୁ ଆପଣେଇ ଯେ କେହି ଶିବ ଭଗବାନଙ୍କର ପ୍ରିୟ ହୋଇପାରିବ ।

ଏହି ଅଭ୍ୟାସ ଠିଆ ଲୋକଙ୍କ ଉପରେ କୃପା କରନ୍ତି ଭୋଳାନାଥ

ସ୍ଵଚ୍ଛ ମନ: ଶିବଙ୍କୁ ଏପରି ଲୋକ ବହୁତ ଭଲ ଲାଗିଥାନ୍ତି ଯାହାଙ୍କର ମନ ସ୍ଵଚ୍ଛ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ମନରେ କୁଚିନ୍ତା, କପଟ ଓ ବେଇମାନି ଭାବ ଥାଏ ଶିବ ଭଗବାନ ତାଙ୍କ ପ୍ରତି ଧ୍ୟାନ ଦେବାକୁ ପସନ୍ଦ କରନ୍ତି ନାହିଁ । ଏହାର ବିପରୀତ ପରିଷ୍କାର ମନ ଥିବା ବ୍ୟକ୍ତି ତାଙ୍କର ଆଖିର ତାରା ହୋଇଥାନ୍ତି। ଆପଣ ଜୀବନରେ ଯେତିକି ସଚ୍ଚୋଟ ରହିବେ, ଖରାପ କର୍ମରୁ ଦୂରରେ ରହିବେ ଶିବ ସେତିକି ଆପଣଙ୍କର ବିଶେଷ ଧ୍ୟାନ ରଖିବେ । ଏମିତିରେ ଆପଣ ମାନେ ତ ସେହି କଥା ଶୁଣିଥିବେ ଯେ ‘ଭଲ ଲୋକଙ୍କ ସହିତ ଭଲ ହୋଇଥାଏ’। ଶିବଙ୍କର ପ୍ରିୟ ହେବା ନିମନ୍ତେ କଥାଟି ସଠିକ ଅଟେ ।

ଅହିଂସାବାଦୀ: ଶିବଙ୍କୁ ଏପରି ବ୍ୟକ୍ତି ବହୁତ ଭଲ ଲାଗନ୍ତି ଯେଉଁମାନେ ହିଂସାରେ ବିଶ୍ଵାସ ରଖନ୍ତି ନାହିଁ । ଯେଉଁ ଘରେ ଲଢେଇଝଗଡ ହୁଏ ନାହିଁ , ସ୍ତ୍ରୀଲୋକଙ୍କୁ ମାରପିଟ ହୁଏ ନାହିଁ ସେହି ଗୃହରେ ଶିବଙ୍କର ବାସ ହୋଇଥାଏ। ଏହାର ବିପରୀତ ଯେଉଁ ଲୋକ ନିଜ ଘରେ ବଡ ଓ ମହିଳାଙ୍କ ମାନସମ୍ମାନ କରନ୍ତି ନାହିଁ, ତାଙ୍କ ସହିତ ହିନ୍ଦର ପ୍ରୟୋଗ କରନ୍ତି ସେଠାରେ ସିବାଙ୍କୁ ଗୋଟିଏ ମୂହୁର୍ତ୍ତ ରହିବା ପସନ୍ଦ ହୋଇନଥାଏ। ଓଲଟା ଏହି ଲୋକଙ୍କ ଉପରେ ସୋବ ନିଜର କ୍ରୋଧ ମଧ୍ୟ ବର୍ଷା କରନ୍ତି ଓ ସେମାନଙ୍କ ଜୋବନରେ ଆଗକୁ ବହୁତ କିଛି ଖରାପ ହୋଇଥାଏ ।

ନିୟମିତ ପୂଜା: ଯେଉଁ ବ୍ୟକ୍ତି ପ୍ରତିଦିନ ନିଜର ଘରେ ଦୀପ ଓ ଅଗରବତୀ ଲାଗନ୍ତି, ଭଗବାନଙ୍କର ପୂଜାସ୍ଥଳ ସଫସୁତରା ରଖନ୍ତି ଓ ସମୟ ସମୟରେ ସମସ୍ତ ଆରତି କରନ୍ତି ସେପରି ଲୋକ ମନକୁ ମନ ଶିବ ଭଗବାନଙ୍କର ଧ୍ୟାନ ଆକର୍ଷିତ କରିବାରେ ସଫଳ ହୋଇଥାନ୍ତି । ଯଦି ଆପଣଙ୍କ ଭିତରେ କୁହାଯାଇଥିବା ଏହି ଅଭ୍ୟାସ ଅଛି କିନ୍ତୁ ଯଦି ଆପଣ ଏହି ପୂଜାପାଠକୁ କରିବା ଭୁଲି ଯାଆନ୍ତି ତ ଏମିତିରେ ଶିବ ଭଗବାନ ଆପଣଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଆପଣଙ୍କୁ ଏକଥା ବୁଝିବା ଉଚିତ ଯେ ଦୁନିଆରେ କୋଟିକୋଟି ଲୋକ ପ୍ରତିଦିନ ଶିବଙ୍କର ଆରାଧନା କରନ୍ତି ଏମିତିରେ ଆପଣ ତାଙ୍କୁ ପ୍ରସନ୍ନ କରିବା ପାଇଁ ନାଏକ ମାସ ବା ବର୍ଷ ପର୍ଯ୍ୟନ୍ତ ତାଙ୍କର ନିୟମିତ ପୂଜା କରିବା ଉଚିତ, ତେବେ ଯାଇ ଆପଣଙ୍କ ଉପରେ ତାଙ୍କର କୃପା ଦ୍ରୁଷ୍ଟି ରହିବ ।

ବନ୍ଧୁଗଣ ଯଦି ଆପଣ କେବଳ ଏହି ତିନୋଟି ଅଭ୍ୟାସକୁ ନିଜର ଜୀବନରେ ଆପଣେଇ ନେବେ ତେବେ ଆପଣଙ୍କ ସହିତ ସବୁବେଳେ ସବୁକିଛି ଭଲ ହେବ ଓ ସମୟ ସମୟରେ ଆପଣଙ୍କୁ ଶିବ ଭଗବାନଙ୍କର କୃପାର ବିଶେଷ ଲଭ ମଧ୍ୟ ମିଳିବ ।

Leave a Reply

Your email address will not be published. Required fields are marked *