April 30, 2024

Odia Express

News For Public

ଏ ହେଉଛନ୍ତି ସାଉଥ ସିନେମାର ୩ ଜଣ ସବୁଠାରୁ ଅଧିକ ମୋଟୀ ହିରୋଇନ, 2ନମ୍ବରର ଓଜନ ଜାଣିକି ଚମକି ପଡିବେ ଆପଣ..

ଆଜିକାଲି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ଦେଶବିଦେଶ ସବୁସ୍ଥାନରେ ଧମାଲ କରୁଛି । ଫିଲ୍ମ ସହିତ ତାଙ୍କର ଆକ୍ସନ ସିନ୍ସ ଓ ଅଭିନେତାଙ୍କର ବହୁତ ପ୍ରଶଂସା କରାଯାଉଛି । କିନ୍ତୁ ଏବେ ଜଣେ ସାଉଥ ଅଭିନେତ୍ରୀଙ୍କର ସୌନ୍ଦର୍ଜ୍ୟର ବହୁତ ଚର୍ଚ୍ଚା ହେଉଛି । ଆଜି ବଲିଉଡ ଫିଲ୍ମ ଅଭିନେତ୍ରୀଙ୍କ ଭଳି ସାଉଥ ଫିଲ୍ମରେ କାମ କରୁଥିବା ନାଏକ ସୁନ୍ଦରୀ ଅଭିନେତ୍ରୀଙ୍କର ଆଜି କୋଟିକୋଟି ପ୍ରଶଂସକ ରହିଛନ୍ତି । ଯେଉଁ ସାଉଥ ଅଭିନେତ୍ରୀ ସୁନ୍ଦରତାରେ ବଲିଉଡର ଅନେକ ହିରୋଇନଙ୍କୁ ମଧ୍ୟ ଟକ୍କର ଦେଇପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସାଉଥ ଫିଲ୍ମର ସବୁଠାରୁ ଓଜନଦାର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଓଜନ ଜାଣିଲେ ଆପଣ ତ କଣ ଯେକୌଣସି ଲୋକ ବିସ୍ମିତ ହୋଇଯିବେ ।

ଅନୁଷ୍କା ସେଟ୍ଟୀ: ଅନୁଷ୍କା ସେଟ୍ଟୀ ଦକ୍ଷିଣଭାରତୀୟ ଫିଲ୍ମର ଜଣାଶୁଣା ଓ ପ୍ରସିଦ୍ଧ ନାମ ମଧ୍ୟରେ ଲୋକପ୍ରିୟ ନାମ ଅଟେ । ଅନୁଷ୍କା ସେଟ୍ଟୀ ଦେଖିବାକୁ ବହୁତ ସୁନ୍ଦର, ସେକସି ଓ ହଟ ଅଟେ। ସେ ସାଉଥ ଇଣ୍ଡଷ୍ଟ୍ରିର ତମାମ ବଡ ସୁପରଷ୍ଟାରଙ୍କ ସହିତ କାମ କରିଛନ୍ତି ତଥା ଅନେକ ବଡ ହିଟ ଫିଲ୍ମ ଦେଇଛନ୍ତି । ଫିଲ୍ମ ‘ବାହୁବଳୀ: ଦି ବିଗିନିଙ୍ଗ’ ଓ ‘ବାହୁବଳୀ: ଦି କନକ୍ଲୁଜନ’ ରେ ଦେବସେନାର ଚରିତ୍ର କରିବା ପରେ ଅନୁଷ୍କାଙ୍କୁ ଏବେ ପୁରା ବିଶ୍ଵ ଜାଣିବାରେ ଲାଗିଛି । ଯଦିଓ,‘ବାହୁବଳୀ’ ପୂର୍ବରୁ ଅନୁଷ୍କା ସାଉଥ ଇଣ୍ଡିଆନ ଫିଲ୍ମର ଷ୍ଟାର ଅଭିନେତ୍ରୀ ଅଛନ୍ତି । ସତ କହିଲେ ବିଗତ କିଛି ବର୍ଷରୁ ଅନୁଷ୍କା ଟଲିଉଡର ଟପ ଆକଟ୍ରେସ ଅଟନ୍ତି ଓ ତାଙ୍କର ଗଣତି ଟଲିଉଡରେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାରଙ୍କ ତାଲିକାରେ ରହିଛି ଏହା ସହିତ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଅନୁଷ୍କା ସେଟ୍ଟୀଙ୍କ ନାମ ସବୁଠାରୁ ଓଜନଦାର ଅଭିନେତ୍ରୀଙ୍କର ତାଲିକାରେ ମଧ୍ୟ ରହିଛି କାରଣ ଏବେ ବର୍ତ୍ତମାନ ସମୟରେ ତାଙ୍କର ଓଜନ 63କିଲୋଗ୍ରାମ ଅଟେ ଓ ଏତେ ଓଜନ ହେବାସତ୍ବେ ମଧ୍ୟ ଅନୁଷ୍କା ନିଜର ସୌନ୍ଦର୍ଜ୍ୟ ଓ ଅଭିନୟ ଦମରେ ଅନେକ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି । ଜଣେଇଦେବୁ ଅନୁଷ୍କା ନିଜର ଉଚ୍ଚକୋଟିର ଅଭିନୟ କଳା ବ୍ୟତୀତ ନିଜର ସୁନ୍ଦରତାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ଅଟନ୍ତି ।

ନମିତା: ଜଣେଇଦେବୁ କି ସାଉଥ ଫିଲ୍ମରେ ନମିତାଙ୍କ ନାମ ସବୁଠାରୁ ହଟ ଅଭିନେତ୍ରୀ ରୂପେ ଗଣତି ହୁଏ । ତାଙ୍କର ଫେମସ ଫିଲ୍ମ ମଧ୍ୟରେ ‘ଜଗନ ମୋହିନୀ’ ଓ ‘ବିଲ୍ଲା’ ର ନାମ ରହିଛି । ଆଜି ଯେଉଁଠାରେ ଜିରୋ ଫିଗରର ଅଭିନେତ୍ରୀଙ୍କର ଇଣ୍ଡଷ୍ଟ୍ରିରେ ଚାହିଦା ରହିଛି ସେଠାରେ ନମିତା ନିଜର ଓଜନିଆ ଶରୀର ସତ୍ବେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ଏତିକି ନୁହେଁ ତାଙ୍କର ପ୍ରଶଂସକ ତାଙ୍କୁ ଏତେ ଚାହାନ୍ତି ଯେ ତାଙ୍କୁ ନମିତା ଓଜନିଆ ଶରୀର ସତ୍ବେ ପସନ୍ଦ କରନ୍ତି । ଆପଣଙ୍କୁ ଜଣେଇଦେବୁ ଏହାଙ୍କର ଓଜନ 66କିଲିଗ୍ରାମ ଅଟେ ଯାହା କି ଏକ ଅଭିନେତ୍ରୀ ହିସାବରେ ଦେଖାଯିବ ତ ବହୁତ ଅଧିକ ଅଟେ ।

ହଂସିକା ମୋଟ୍ୱାନୀ: ବାଲ୍ୟକାଳରୁ ହିନ ନିଜର ସୌନ୍ଦର୍ଜ୍ୟର ଜାଲ ବୁଣିଥିବା ହଂସିକାଙ୍କର ଲୁକ ସବୁବେଳେ ଅଲଗା ରହିଆସିଛି । ହଂସିକା ନିଜର କ୍ୟାରିଅରର ପ୍ରାରମ୍ଭ ଏକ ଶିଶୁ କଳାକାର ରୂପେ ଦୂରଦର୍ଶନର ପ୍ରସିଦ୍ଧ ଶୋ ଶାକାଲାକାବୁମବୁମ ରୁ କରିଥିଲେ, ଏହାବାଦ ସେ ନାଏକ ଅନ୍ୟ ଟିଭି ଶୋରେ ନଜର ଆସିଥିଲେ । ଶିଶୁ କଳାକାର ରୂପେ ହଂସିକା ଫିଲ୍ମ କୋଇ ମିଲଗୟା ରେ ମଧ୍ୟ ନଜର ଅଠିଥିଲେ । ଅଭିନେତ୍ରୀ ରୂପେ ହଂସିକା ନିଜର ଅଭିନୟ ଡେବ୍ୟୁ ଆଲ୍ଲୁଅର୍ଜୁନଙ୍କ ବିପକ୍ଷରେ ତାମିଲ ସିନେମା ଦେଶାମୁଦୁରୁ ରୁ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଫିଲ୍ମଫେୟାର ବେଷ୍ଟ ଆକ୍ଟ୍ରେସ ପୁରସ୍କାର ପ୍ରାପ୍ତ ହୋଇଥିଲା । ହିନ୍ଦୀ ସିନେମାରେ ହଂସିକା ହିମେଶ ରେଶମିଆଙ୍କ ସହିତ ଫିଲ୍ମ ଆପ କା ସୁରୁର ରେ ଡେବ୍ୟୁ କରିଥିଲେ , ଯାହାକି ବକ୍ସ ଅଫିସରେ ଠିକଠାକ ଆୟ କରିବାରେ ସକ୍ଷମ ହୋଇଥିଲା । ହଂସିକାଙ୍କର ଓଜନ 65କିଲୋ ଅଟେ ଏହାସତ୍ବେ ହଂସିକା ଇଣ୍ଡଷ୍ଟ୍ରିର ସୁନ୍ଦରୀ ଓ ବୋଲ୍ଡ ଲୁକରେ ଜିରୋ ଫିଗର ଥିବା ଅଭିନେତ୍ରୀଙ୍କୁ ପରାସ୍ତ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *