April 30, 2024

Odia Express

News For Public

ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଚୋରାଙ୍କ ଠାରୁ କିପରି ବଞ୍ଚିବେ , ଜାଣନ୍ତୁ କିପରି ଭାବେ ପେଟ୍ରୋଲ ପମ୍ପ ରେ ଠକିଥାନ୍ତି…

ଆଜିକାଲି ଆଧୁନିକ ଯୁଗରେ ବହୁତ କମ୍ ଲୋକ ଏପରି ଅଛନ୍ତି ଯିଏକି ପାଦରେ ଚାଲିବାକୁ ପସନ୍ଦ କରନ୍ତି । ଆଜିକାଲି ତ ମୋଟରସାଇକେଲ୍ ଓ କାର୍ ଜୀବନରେ ଏକ ଅଂଶ ହୋଇସାରିଛି , ଯାହା ବିନା ମଣିଷ ବାହାରକୁ ପାଦ ପକାଇପାରୁନାହିଂମ୍ , ଏବେ ସେମିତି କଥା କି ଯଦି ଯାନବାହାନ ସବୁଦିନ ବଢିଯାଇଛି , ତେବେ ଏଥିରେ ବହୁତସାରା ପେଟ୍ରୋଲ୍ ପକାଇବା ଦରକାର ପଡିଥାଏ । କିନ୍ତୁ ଯେତେ ପେଟ୍ରୋଲ୍ କିମ୍ବା ଡିଜେଲ୍ ଭରୁଥାଉ । ତାହା ସେତିକି ବାଟ ଯାଏଁ ଚାଲିନଥାଏ । ଏହାର ମୁଖ୍ୟ କାରଣ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ପକାଉଥିବା ସମୟରେ ଠକର ଶିକାର ହେବା । ହଁ ଆଜ୍ଞା ପେଟ୍ରୋଲ୍ ପମ୍ପରେ ବହୁତ ପିଲା ଥାଆନ୍ତି , ଯେଉଁମାନେ ଆଗୁଆ ନିଜର ମିଟର ସେଟ୍ କରିଥାନ୍ତି , ଆପଣଙ୍କୁ ବୋଧେ ଜଣାନଥିବ କି ପେଟ୍ରୋଲ୍ ପମ୍ପବାଲା ଲିଟର ଅନୁସାରେ ମିଟର ସେଟ୍ କରନ୍ତି ନାହିଁ , ସେ ନିଜ ଇଚ୍ଛାନୁସାରେ ଏହାକୁ ସେଟ୍ କରନ୍ତି । ଯାହା ଦ୍ୱାରା ଅଧିକା ଫାଇଦା ହୋଇପାରିବ ।

 

ଆପଣ ଯେତେ କହିବେ ସେତେ ଟଙ୍କାର ପେଟ୍ରୋଲ୍ ଭରିବେ , ବରଂ ତାହାର ୬୦ ପ୍ରତିଶତ ହୋଇଥାଏ । ସେମିତି ସରକାର ଏବେ ଦାମ୍ ବଢାଇଦେଇଛନ୍ତି । ଏମିତିରେ ଏକ ସାଧାରଣ ବ୍ୟକ୍ତି ସବୁ ଆଡୁ ଲୁଟି ହେଉଛି , ଏହା ଛଡା ପେଟ୍ରୋଲପମ୍ପ ବାଲା ସରକାର ପଇସା ନେଇଥାଏ , ଓ ଲୁଟିବି ଥାଏ , କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଦରକାର ନାହିଁ , ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ।

 

ଯାହା ଦ୍ୱାରା ଆପଣ ଯେତେ ଟଙ୍କାର ପେଟ୍ରୋଲ୍ ପକାଇବେ ସେତେ ଟଙ୍କାର ପେଟ୍ରୋଲ୍ ମିଳିବ । ଏଥିପାଇଁ ଆପଣଙ୍କୁ କିଛି ଜିନିଷକୁ ଧ୍ୟାନ ଦେବାକୁ ହେବ , ସବୁଠାରୁ ପ୍ରଥମେ ଆପଣ ଯେତେ ବି ପେଟ୍ରୋଲ୍ ପକାଇବେ ତାହା ଲିଟର ହିସାବରେ ତିନି ସହ ଗୁଣିଥିବେ  ଯେପରି ପେଟ୍ରୋଲ୍ ୩ ଲିଟର , ୬+ଲିଟର , ୯+ଲିଟର ଓ ୧୨+ଲିଟର ମଧ୍ୟରେ ପେଟ୍ରୋଲ୍ ପକାନ୍ତୁ , ଏବେ ଆପଣ ଭାବୁଥିବେ କି ଏହା ଏପରି କଣପାଇଁ , କହିଦେବୁ କି ପେଟ୍ରୋଲ୍ ପମ୍ପରେ ଠକ ମାନେ ମିଟର ମଧ୍ୟରେ ଏହା ସେଟ୍ କରିପାରନ୍ତି ନାହିଂମ୍ ,

 

ଆଜି ଆମେ ଆପଣଙ୍କୁ କହିଦେବୁ କି ଯଦି ଆପଣ ପେଟ୍ରୋଲ୍ ପମ୍ପ ଯାଉଛନ୍ତି ଏମିତି ଉପାୟ ଆପଣାନ୍ତୁ , ଏହାପରେ କେବେ ରାତିର ଦଶଟାପରେ କିମ୍ବା ସକାଳ ଛଅଟାରୁ ତେଲ ପକାନ୍ତୁ ନାହିଂମ୍ , କାରଣ ଏହି ସମୟରେ ଆପଣ ଠକଙ୍କ ଠାରୁ ବଞ୍ଚିପାରିବେ ନାହିଁ , ଏହି କଥାକୁ ଧ୍ୟାନ ଦେବେ କି ଯେତେବେଳେ ପେଟ୍ରୋଲ୍ ପକାଇବେ ତେବେ ପେଟ୍ରୋଲ୍ ପାଇପ୍ ର ନୋଜଲ୍ ସବୁବେଳେ ଉପରକୁ ରଖି ପକାଇବେ , ଏହି ସମୟରେ ଟିକିଏ ଧ୍ୟାନ ବି ଦେଉଥିବେ କି ସଠିକ୍ ପରିମାଣର ପେଟ୍ରୋଲ୍ ଆପଣଙ୍କ ଟ୍ୟାଙ୍କ୍ କୁ ଯାଉଛି କି ନାହିଁ ।

Leave a Reply

Your email address will not be published. Required fields are marked *